ପାକ୍ ବାନ୍ଧବୀଙ୍କ ଲାଗି ଫସିଲେ
ନୂଆଦିଲ୍ଲୀ,୧୮।୭: ଭାରତ-ପାକିସ୍ତାନ ସୀମାନ୍ତରୁ ଜଣେ ମହାରାଷ୍ଟ୍ରର ଯୁବକଙ୍କୁ ଗିରଫ କରାଯାଇଛି। ପାକିସ୍ତାନର ଜଣେ ବାନ୍ଧବୀଙ୍କୁ ଦେଖାକରିବା ଲାଗି ସେ ଗୁଜରାଟର କଚ୍ଛ ଦେଇ ପାକିସ୍ତାନ ଯାଉଥିବାବେଳେ ବିଏସ୍ଏଫ୍ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ମହାରାଷ୍ଟ୍ରର ଓସ୍ମାନାବାଦ ନିବାସୀ ସିଦ୍ଦିକ ମହମ୍ମଦ ଜିଶାନ…
ଓଡ଼ିଶା ସମେତ ୯ ରାଜ୍ୟକୁ କୋଭିଡ୍ ଭୟ ଅଧିକ
ନୂଆଦିଲ୍ଲୀ,୧୮ା୭(ପି.ଟି.): ଓଡ଼ିଶା ସମେତ ୯ ରାଜ୍ୟର ବିଭିନ୍ନ ଜିଲାକୁ କୋଭିଡ୍-୧୯ ମହାମାରୀ ପ୍ରଭାବର ଭୟାବହତା ସର୍ବାଧିକ ବୋଲି ଲାନ୍ସେଟ୍ ପକ୍ଷରୁ କରାଯାଇଥିବା ଅଧ୍ୟୟନରେ କୁହାଯାଇଛି। ଅନ୍ୟ ରାଜ୍ୟଗୁଡ଼ିକ ହେଲେ ମଧ୍ୟପ୍ରଦେଶ, ବିହାର, ତେଲଙ୍ଗାନା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ଗୁଜରାଟ।…
ପାଇଲଟଙ୍କୁ ୪ ଦିନିଆ ଆଶ୍ୱସ୍ତି
ଜୟପୁର,୧୮ା୭: ରାଜସ୍ଥାନରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମେତ କଂଗ୍ରେସର ୧୯ ବିଦ୍ରୋହୀ ବିଧାୟକଙ୍କୁ ୪ ଦିନିଆ ଆଶ୍ୱସ୍ତି ମିଳିଛି। ବିଧାନସଭା ବାଚସ୍ପତି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ସକାଶେ ପଠାଇଥିବା ନୋଟିସର ଜବାବ ଶୁକ୍ରବାର ସୁଦ୍ଧା ଦାଖଲ ପାଇଁ ଧାର୍ଯ୍ୟ…
ପକ୍କାଘରକୁ ପାଣ୍ଠି ସଙ୍କଟ
ଭୁବନେଶ୍ୱର,୧୮ା୭(ବ୍ୟୁରୋ): କରୋନା ମହାମାରୀ କେବଳ ଜନସ୍ବାସ୍ଥ୍ୟ ନୁହେଁ, ରାଜ୍ୟର ଅଭିବୃଦ୍ଧି ଉପରେ ଏହା ପ୍ରଚଣ୍ଡ ପ୍ରହାର ଦେଇଛି। ରାଜସ୍ବ ହ୍ରାସ ଯୋଗୁ ଚାଲୁ ରହିଥିବା ବିଭିନ୍ନ ଯୋଜନା ମଧ୍ୟ ପ୍ରଭାବିତ ହୋଇଛି। ଗ୍ରାମାଞ୍ଚଳରେ ଗରିବ ଲୋକମାନଙ୍କୁ ପକ୍କାଘର ଯୋଜନାରେ ଗୃହ ଯୋଗାଇବା…
ମେଶିନରେ ସାନିଟାଇଜ୍ ହେବ ଟଙ୍କା
ଲକ୍ଷ୍ନୌ: ଆଜିକାଲି ମେଶିନରେ ଖୁବଶୀଘ୍ର ଟଙ୍କା ଗଣିବା କାମ କରିହେଉଛି। କିନ୍ତୁ ଟଙ୍କା ଗଣିବା ସହିତ ଏହାକୁ ସାନିଟାଇଜ୍ ବି କରିହେବ। ଏଭଳି ଏକ ଭିନ୍ନ ମେଶିନ୍ ତିଆରି କରିଛନ୍ତି ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଥିବା ଏପିଜେ ଅବଦୁଲ କଲାମ୍ ଟେକ୍ନିକାଲ୍ ୟୁନିଭର୍ସିଟିର…
ନାନାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା
ମୁମ୍ବାଇ,୧୭।୭-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା ମୁମ୍ବାଇଲସ୍ଥିତ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉଭୟଙ୍କ ରିପୋର୍ଟ ପଜିଟିଭ ଆସିବା ପରେ କ୍ୱାରାଣ୍ଟାଇନରେ ରହିଥିଲେ। ତେବେ ଶୁକ୍ରବାର ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
କରୋନା ସଂକ୍ରମଣ: ଦେଶରେ ୩୧.୬ ଲକ୍ଷ ଲୋକ କ୍ୱାରାଣ୍ଟାଇନରେ
ନୂଆଦିଲ୍ଲୀ,୧୭।୭: କରୋନା ସଂକ୍ରମଣ ବେଳକୁ ବେଳ ଉଗ୍ର ରୂପ ନେଉଥିବା ବେଳେ ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରି ସାରିଲାଣି। ଏହି ମାହାମାରୀକୁ ରୋକିବାକୁ ଏବେ ସାରା ଦେଶରେ ପାଖାପାଖି ୩୧.୬ ଲକ୍ଷ ଲୋକ କ୍ୱାରାଣ୍ଟାଇନରେ…
କଲେଜ ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ
ହାଇଦ୍ରାବାଦ,୧୭।୭: ସ୍କୁଲରେ ମିଡ୍ ଡେ ମିଲ୍ ବା ମଧ୍ୟାହ୍ନ ଭୋଜନ କଥା ସମସ୍ତେ ଜାଣିଥିବେ। ହେଲେ ଏବେ ଜୁନିୟର ଓ ଡିଗ୍ରୀ କଲେଜରେ ମଧ୍ୟ ମିଳିବ ମଧ୍ୟାହ୍ନ ଭୋଜନ। ତେଲେଙ୍ଗାନା ସରକାର ଏମିତି ଏକ ଯୋଜନା କରିଥିବା ଜଣାପଡିଛି। ସରକାର ଆସନ୍ତା…
ରାଜନୈତିକ ଡ୍ରାମା: ସଞ୍ଜୟ ଜୈନ ଗିରଫ
ଜୟପୁର,୧୭।୭: ରାଜସ୍ଥାନରେ ଚାଲିଥିବା ରାଜନୈତିକ ଡ୍ରାମା ମଧ୍ୟରେ ଅଶୋକ ଗେହଲୋଟ ସରକାରଙ୍କୁ ଭାଙ୍ଗିବାକୁ ନେଇ ଏବେ ଏକ ଅଡ଼ିଓ ଟେପ୍ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଅଶୋକ ଗେହଲୋଟ ଓ ସଚିନ ପାଇଲଟଙ୍କ ମଧ୍ୟରେ କଳି ଚରମ ସୀମାରେ ପହଞ୍ଚିଛି।…
ମିଥ୍ୟା ନୁହେଁ ବିକାଶ ଦୁବେ ଏନ୍କାଉଣ୍ଟର: ୟୁପି ପୋଲିସ
ନୂଆଦିଲ୍ଲୀ,୧୭।୭: କୁଖ୍ୟାତ ଅପରାଧି ବିକାଶ ଦୁବେ ଓ ତାଙ୍କ ସହଯୋଗୀଙ୍କ ଏନ୍କାଉଣ୍ଟର ମାମଲାକୁ ନେଇ ସୁପ୍ରିମକୋର୍ଟରେ ଉତ୍ତର ପ୍ରଦେଶ ପୋଲିସ ତା’ର ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିଛି। ଏଥିରେ ପୋଲିସ କହିଛି ସମସ୍ତ ଏନ୍କାଉଣ୍ଟର ସତ୍ୟଥିଲା ଏହାକୁ ମିଥ୍ୟା ବୋଲି କୁହାଯାଇ…
ବିଶ୍ୱର କୌଣସି ଶକ୍ତି ଭାରତରୁ ଏକ ଇଞ୍ଚ ଜାଗା ନେଇପାରିବନି: ପ୍ରତିରକ୍ଷା ମନ୍ତ୍ରୀ
ଜମ୍ମୁ,୧୭।୭: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଦୁଇ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଶୁକ୍ରବାର ଲେହ ପହଞ୍ଚିଛନ୍ତି। ଏହି ଅବସରରେ ସେ ଭାରତୀୟ ବୀର ଯବାନଙ୍କ ସାହାସ ବୃଦ୍ଧି କରି କହିଛନ୍ତି ସୀମାରେ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ। ଗଲଓ୍ବାନ ଘାଟିରେ ଯବାନ ଦେଶବାସୀଙ୍କ…
ଜିହ୍ବାର ଲାଳସା ସମ୍ବରଣ ନ କରିବାରୁ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା
ଇନ୍ଦୋର,୧୭।୭: ଦେଶର କରୋନା ସଂକ୍ରମଣରୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜିଲା ମଧ୍ୟରେ ମଧ୍ୟପ୍ରଦେଶର ଇନ୍ଦୋର ସାମିଲ ରହିଛି। ଏହି ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ଔଷଧ, ଫଳ, ପନିପରିବା, ସ୍ନାକ୍ସ, ଚାଟ ଓ ଖାଦ୍ୟସାମଗ୍ରୀ…
Archives


