ସୁଶାନ୍ତ ସିଂ ମାମଲାରେ କାହିଁକି ଟ୍ରେଣ୍ଡ କରୁଛି କଶାବ
ନୂଆଦିଲ୍ଲୀ,୨୭।୮: ସୋସିଆଲ ମିଡିଆ ଟୁଇଟରେ କେବେ, କ’ଣ କେମିତି ଟ୍ରେଣ୍ଡ କରିବ ତା’ର ଅନୁମାନ ଲଗାଇବା ମୁସ୍କିଲ। ଏବେ ଯେମିତି ୨୬।୧୧ ମୁମ୍ବାଇ ମାମଲାରେ ଗିରଫ ହୋଇ ଫାଶୀ ପାଇଥିବା ପାକିସ୍ତାନ ଆତଙ୍କବାଦୀ ଆମିର ଅଜମଲ କଶାବ ଅଚାନକ ଟ୍ରେଣ୍ଡ କରିବାରେ…
ଏବେ ଅଫିସକୁ ଜିନ୍ସ୍ ପିନ୍ଧି ଆସିବା ମନା !
ନୂଆଦିଲ୍ଲୀ, ୨୭।୮: ଅଫିସ୍କୁ ଶର୍ଟସ୍, ଟାଇଟ୍ ଶର୍ଟ, ପତଳା କପଡ଼ାରେ ତିଆରି ପୋଷାକ ଏବଂ ଜିନ୍ସ୍ ପିନ୍ଧି ଆସିବାକୁ ଏୟାର ଇଣ୍ଡିଆ ଏହାର କର୍ମଚାରୀଙ୍କୁ ବାରଣ କରିଛି। ସେହିପରି ସ୍ଲିପର ପିନ୍ଧି ଆସିବାକୁ ମଧ୍ୟ ମନା କରାଯାଇଛି। ଏହା ଦ୍ୱାରା ଏୟାର…
ଟିଭି ଦେଖିଲେ- କ୍ୟାରମ୍ ଖେଳିଲେ ଏଠାରେ ଦେବାକୁ ପଡ଼େ ଜରିମାନା…
କୋଲକାତା, ୨୭।୮: ଟିଭି ଦେଖିଲେ, କ୍ୟାରମ୍ ଖେଳିଲେ, ମୋବାଇଲ୍ରେ ଗୀତ ଶୁଣିଲେ ଜରିମାନା ଦେବାକୁ ପଡୁଥିବା କଥା ନିଶ୍ଚିତ କେତେକଙ୍କୁ ଆଶ୍ଚର୍ଯ୍ୟ କରିବ। ତେବେ ଏହା ସତ। ପଶ୍ଚିମବଙ୍ଗର ମୁର୍ଶିଦାବାଦ୍ ଜିଲାର କେତେକ ଗାଁରେ ଏଭଳି ନିୟମ ଜାରି ରହିଛି। ସମାଜ…
ଇମ୍ରାନ୍ ସରକାରଙ୍କ ପାଇଁ କଣ୍ଟା ପାଲଟିଛନ୍ତି ଦାଉଦ୍: ଚାହୁଁଛନ୍ତି କରିବାକୁ ହତ୍ୟା !
ନୂଆଦିଲ୍ଲୀ/ଇସଲାମାବାଦ୍, ୨୭।୮: ଅଣ୍ଡର ଓ୍ବାଲର୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ସରକାରଙ୍କ ପାଇଁ କଣ୍ଟା ପାଲଟିଛନ୍ତି। ଦାଉଦ୍ଙ୍କୁ ପାକିସ୍ତାନ ସୈନ୍ୟ ବାହିନୀ ହତ୍ୟା କରିବାକୁ ଚାହୁଁଛି। କିନ୍ତୁ ପାକିସ୍ତାନରେ ଏଭଳି ନ କରି ବାହାରେ କରିବାକୁ…
ସୁଶାନ୍ତଙ୍କ ଆତ୍ମହତ୍ୟା ରହସ୍ୟ: ୮ ହାର୍ଡ ଡିସ୍କ୍ର ଡାଟା ଡିଲିଟ୍ କରିଥିଲେ ଗର୍ଲଫ୍ରେଣ୍ଡ…
ମୁମ୍ବାଇ, ୨୭।୮: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ରହସ୍ୟ ଧୀରେଧୀରେ ଅଧିକ ଜଟିଳ ହେବାରେ ଲାଗିଛି। ସୁଶାନ୍ତଙ୍କ ଆଇନଜୀବୀ କହିଛନ୍ତି ଯେ, ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଥିଲା। ଗର୍ଲଫ୍ରେଣ୍ଡ୍ ରିଆ ଚକ୍ରବର୍ତ୍ତୀ ଆଇଟି ପ୍ରଫେସନାଲଙ୍କ ସହାୟତା ନେଇ ୮ଟି…
କଂଗ୍ରେସର ନୂଆ ଅଧ୍ୟକ୍ଷ ପାଇଁ ୬ ମାସ ଅପେକ୍ଷା କରିବି: ଆଜାଦ
ନୂଆଦିଲ୍ଲୀ,୨୭।୮: କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଲାଗି ରହିଥିବା ବିବାଦ ଏପର୍ଯ୍ୟନ୍ତ ତୁଟି ନାହିଁ। ଅନ୍ୟପଟେ ଏହି ଅଧ୍ୟକ୍ଷ ପଦ ପାଇଁ ସୋନିଆ ଗାନ୍ଧୀଙ୍କୁ ଲେଖାଯାଇଥିବା ଚିଠିକୁ ନେଇ ଉଠିଥିବା ବିବାଦ ମଧ୍ୟ ବେଳକୁ ବେଳ ଭିନ୍ନ ମୋଡ ନେଉଛି। ତେବେ…
ପୁଲଓ୍ବାମା ଆକ୍ରମଣ: ଆତଙ୍କବାଦୀଙ୍କୁ ସହାୟତା କରୁଥିଲେ ଏହି ମହିଳା
ଶ୍ରୀନଗର, ୨୭।୮: ପୁଲଓ୍ବାମା ଆକ୍ରମଣରେ ଆତଙ୍କବାଦୀଙ୍କୁ ସହାୟତା କରିଥିବା ମହିଳାଙ୍କୁ ଗିରଫ କରାଯାଇଛି। ଇଂଶା ଜାନ୍ ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ଆବଶ୍ୟକ ସହାୟତା କରୁଥିବା ଅଭିଯୋଗ ହୋଇଛି। ୨୩ ବର୍ଷ ବୟସ୍କା ଇଂଶା ତାଙ୍କ ପିତା ତାରିକ୍ ପୀର୍ଙ୍କ ସହିତ ମିଶି ଏଭଳି…
ପ୍ରେମ ପାଇଁ ୪ ସନ୍ତାନଙ୍କ ଜନନୀ ସ୍ବାମୀଙ୍କ ଉପରେ କଲେ ଏପରି…
ଜୟପୁର, ୨୭।୮: ପ୍ରେମ ପାଇଁ ସ୍ବାମୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ଜଣେ ମହିଳାଙ୍କୁ ରାଜସ୍ଥାନ ପୋଲିସ ଗିରଫ କରିଛି। ସ୍ଥାନୀୟ ଆଗ୍ରା ଜିଲାର ଫତେହବାଦ୍ ଅଞ୍ଚଳର ଶ୍ରୀକିଶନ୍ ମୌଜା ଅନ୍ତର୍ଗତ ଭରାପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।…
ରେକର୍ଡ ପରେ ରେକର୍ଡ କରୁଛି କରୋନା
ନୂଆଦିଲ୍ଲୀ,୨୭।୮: ବେଳକୁ ବେଳ ଗମ୍ଭୀର ହେବାରେ ଲାଗିଛି କରୋନା ସ୍ଥିତି। ଗତ ୨୪ ଘଣ୍ଟାରେ ୭୫,୭୬୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ଏବେ ପୁଣିଥରେ ସମସ୍ତଙ୍କୁ ଅଡୁଆରେ ପକାଇ ଦେଇଛି। କାରଣ ୨୪ ଘଣ୍ଟା ମଧ୍ୟରେ ଏହା ସର୍ବାଧିକ ସଂଖ୍ୟା।…
ଶେଷରେ ମାନିଲେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର
ନୂଆଦିଲ୍ଲୀ,୨୭।୮:ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ବଢିବାରେ ଲାଗିଛି। ଏହି ପରିସ୍ଥିତିରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଉଭୟ ଦେଶ ମଧ୍ୟରେ ସୀମା ବିବାଦ ଗମ୍ଭୀର ରୂପ ଧାରଣ କରିଛି ବୋଲି ଶେଷରେ ମାନିଛନ୍ତି। ଲଦାଖ ସ୍ଥିତି ଉପରେ…
ଶରୀରର ସମସ୍ତ ଅଙ୍ଗକୁ ଅକାମୀ କରିପାରେ କରୋନା…
ନୂଆଦିଲ୍ଲୀ, ୨୭।୮: କରୋନା ମହାମାରୀ ସଂକ୍ରମଣ କେବଳ ଫୁସଫୁସ୍ ନୁହେଁ ଏହା ଶରୀରର ସମସ୍ତ ଅଙ୍ଗକୁ ଅକାମୀ କରିଦେଇ ପାରେ ବୋଲି ଏମ୍ସ୍ର ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ତେବେ ସାମାନ୍ୟ, ମଧ୍ୟମ ଏବଂ ଗୁରୁତର କରୋନା ଲକ୍ଷଣ ପ୍ରକାଶ ପାଇଥିବା ଆକ୍ରାନ୍ତଙ୍କ…
ମ୍ୟାଟ୍ରିମୋନିଆଲ୍ ସାଇଟ୍ ମାଧ୍ୟମରେ କରିଥିଲେ ବିବାହ,୬ ମାସ ପରେ ଘଟିଲା ଏମିତି
ଭୋପାଳ, ୨୭।୮: ମଧ୍ୟ ପ୍ରଦେଶର ଭୋପାଳରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ୬ ମାସ ହେବ ବିବାହ କରିଥିବା ସ୍ବାମୀ, ସ୍ତ୍ରୀଙ୍କ ୬ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ଫଳରେ ମହିଳା ଜଣଙ୍କ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ବହୁ…
Archives


