ଜାତୀୟ

ଏକ୍ସପ୍ରେସ୍‌ ଓ୍ବେରେ ଓଲଟିଲା ବସ୍‌: ୧୬ ଗୁରୁତର

ଲକ୍ଷ୍ନୌ, ୨୦।୮: ଶ୍ରମିକଙ୍କୁ ନେଇ ଦିଲ୍ଲୀରୁ ବିହାରର ମଧୁବାଣୀ ଯାଉଥିବା ଏକ ବସ୍‌ ଲକ୍ଷ୍ନୌ ଏକ୍ସପ୍ରେସ୍‌ ଓ୍ବେରେ ଓଲଟି ପଡ଼ିଛି। ବସ୍‌ରେ ୪୫ ଜଣ ଶ୍ରମିକ ଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଉଛି। ଝରକା କାଚ ଭାଙ୍ଗି ବସ୍‌ରୁ ଶ୍ରମିକମାନଙ୍କୁ...

ଚାହୁଁଚାହୁଁ ବୁଡ଼ି ଗଲା କାର…

ନୂଆଦିଲ୍ଲୀ, ୨୦।୮: ଦିଲ୍ଲୀରେ ପ୍ରବଳ ବର୍ଷା ଜାରି ରହିଛି। ରାସ୍ତା ଉପରେ ୩ ଫୁଟର ଅଧିକ ବର୍ଷାଜଳ ପ୍ରବାହିତ ହେଉଛି। ଦିଲ୍ଲୀ-ଗୁରୁଗ୍ରାମ ରାସ୍ତାରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଛି। ରାସ୍ତାରେ ଯାଉଥିବା ଏକ କାର ଚାହୁଁଚାହୁଁ ବର୍ଷା ଜଳରେ...

ବସ୍‌ ଅପହରଣକାରୀଙ୍କୁ ଏନ୍‌କାଉଣ୍ଟର

ନୂଆଦିଲ୍ଲୀ, ୨୦।୮: ଉତ୍ତରପ୍ରଦେଶ ଆଗ୍ରାର ମଲପୁରା ଅଞ୍ଚଳର ନ୍ୟୁ ଦକ୍ଷିଣୀ ବାଇପାସ୍‌ ନିକଟସ୍ଥ ରାୟଭା ଟୋଲ୍‌ ପ୍ଲାଜାଠାରୁ ଅପହରଣ କରାଯାଇଥିବା ଏକ ଯାତ୍ରୀବାହୀ ବସ୍‌ ଘଟଣାରେ ନୂଆ ମୋଡ଼ ଆସିଛି। ଗୁରୁବାର ପୋଲିସ ଏବଂ ଅପହରଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ...

କରୋନା କଲା ରେକର୍ଡ: ୨୮ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୨୦।୮: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଲକ୍ଷ ୩୬ ହଜାର ୯୫୨ଛୁଇଁଛିି। ସେହିପରି ମୃତକଙ୍କ ସଂଖ୍ୟା...

ପିଏମ୍‌ କେୟାର୍ସକୁ ୨୧୦୫ କୋଟି ଦାନ କରିଛନ୍ତିି ୩୮ ପିଏସ୍‌ୟୁ

ନୂଆଦିଲ୍ଲୀ,୨୦ା୮: ପ୍ରାଇମ୍‌ ମିନିଷ୍ଟର୍ସ ସିଟିଜେନ୍‌ ଆସିଷ୍ଟାନ୍ସ ଆଣ୍ଡ ରିଲିଫ୍‌ ଇନ୍‌ ଏମର୍ଜେନ୍ସି ସିଚ୍ୟୁଏଶନ୍ସ (ପିଏମ୍‌ କେୟାର୍ସ) ଫଣ୍ଡ୍‌କୁ ବେଳକୁ ବେଳ ସହାୟତାର ସୁଅ ଛୁଟିବାରେ ଲାଗିଛି। କୋଭିଡ୍‌ ମୁକାବିଲା ବେଳେ ନାଗରିକ ସହାୟତା ପ୍ରଦାନ ଉଦେଶ୍ୟରେ ମାର୍ଚ୍ଚ ୨୮ରେ ଗଠିତ...

ଜାତୀୟ ନିଯୁକ୍ତି ଏଜେନ୍ସି ସ୍ଥାପନକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ, ୨୦।୮(ଆଇଏନ୍‌ଏସ୍‌): ଜାତୀୟ ନିଯୁକ୍ତି ଏଜେନ୍ସି ସ୍ଥାପନକୁ ବୁଧବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଅଧିକାଂଶ କେନ୍ଦ୍ରୀୟ ସରକାରୀ ଚାକିରି ପାଇଁ ଏହି ସଂସ୍ଥା ସାଧାରଣ ଯୋଗ୍ୟତା ପରୀକ୍ଷା ପରିଚାଳନା କରିବ। ଏହା ଏକ ଐତିହାସିକ ନିଷ୍ପତ୍ତି ଯାହା ନିଯୁକ୍ତି...

୪ ମାସରେ ନିଯୁକ୍ତି ହରାଇଲେଣି ୧.୮୯ କୋଟି

ନୂଆଦିଲ୍ଲୀ, ୨୦।୮(ପି.ଟି.): କରୋନା ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ଛଡ଼ାଇ ନେଇଛି। ଏକ ଆକଳନ ଅନୁଯାୟୀ କେବଳ ଜୁଲାଇ ମାସରେ ୫୦ ଲକ୍ଷ ବେତନଭୋଗୀ ନିଯୁକ୍ତି ହରାଇଥିବାବେଳେ ଏପ୍ରିଲ୍‌ରୁ ଇତିମଧ୍ୟରେ ପାଖାପାଖି ୨ କୋଟି ଲୋକଙ୍କ ଚାକିରି ଯାଇଛି। ସେଣ୍ଟର...

ସୁପ୍ରିମକୋର୍ଟ ଗଲେ ପ୍ରଶାନ୍ତ

ନୂଆଦିଲ୍ଲୀ,୨୦ା୮ : ଅଦାଲତ ଅବମାନନା ମାମଲାରେ ଦଣ୍ଡବିଧାନର ଦିନକ ପୂର୍ବରୁ ବରିଷ୍ଠ ଆଇନୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରିଭ୍ୟୁ ପିଟିଶନ୍‌ର ଶୁଣାଣି ନ ହେବା ଯାଏ ତାଙ୍କ ବିରୋଧରେ ଦଣ୍ଡବିଧାନ କରା ନ ଯାଉ ବୋଲି ସେ...

ସିଜେଆଇଙ୍କୁ ଚିଠି ଲେଖିଲେ ୭୭୨ ଓକିଲ

ନୂଆଦିଲ୍ଲୀ,୨୦ା୮: ଦେଶର ୭୭୨ ଓକିଲ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କୁ ପତ୍ର ଲେଖିଛନ୍ତି। ନିକଟରେ ନ୍ୟାୟପାଳିକା ପ୍ରତି ଭୟ ସୃଷ୍ଟି କରିଥିବା ତତ୍ତ୍ୱ ଉପରେ ସେମାନେ ଏଥିରେ ଚିନ୍ତାବ୍ୟକ୍ତ କରିଛନ୍ତି। ସ୍ବାକ୍ଷର କରିଥିବା ଉକ୍ତ ପତ୍ରରେ ଲେଖିଛନ୍ତି,...

ପ୍ରଣବଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ

ନୂଆଦିଲ୍ଲୀ, ୨୦।୮(ପି.ଟି.): ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇଛି। ତାଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଥିବା ବୁଧବାର ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ପକ୍ଷରୁ କୁହାଯାଇଛି। ୮୪ ବର୍ଷୀୟ ପ୍ରଣବ ଗତ ୧୦ ତାରିଖରେ ଉକ୍ତ ହସ୍ପିଟାଲରେ...

ସିବିଆଇ ସମ୍ମୁଖରେ ୧୪ ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ, ୨୦ା୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରିବ ବୋଲି ସୁପ୍ରିମକୋର୍ଟ ବୁଧବାର ସ୍ପଷ୍ଟ କରିଛନ୍ତି। ଅଗଷ୍ଟ ୨୦ରୁ ବିଧିବଦ୍ଧ ଭାବେ ସିବିଆଇ ଏହି ମାମଲାର ତଦନ୍ତ କରିବ। ମୁମ୍ବାଇ ପୋଲିସର ପ୍ରାରମ୍ଭିକ...

ସ୍ବଦେଶ ଫେରିିଲା ପଣ୍ଡିତ ଯଶରାଜଙ୍କ ପାର୍ଥିବ ଶରୀର

ମୁମ୍ବାଇ,୧୯।୮: ଶାସ୍ତ୍ରୀୟ ସଙ୍ଗୀତର ପ୍ରସିଦ୍ଧ ଗାୟକ ପଣ୍ଡିତ ଯଶରାଜଙ୍କ ଅଗଷ୍ଟ ୧୭ରେ ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଆମେରିକାର ନ୍ୟୁ ଜର୍ସିରେ ସେ ଅନ୍ତିମ ନିଶ୍ୱାସ ନେଇଥିଲେ। ତାଙ୍କ ମୃତ୍ୟୁ ଖବରରେ ସଙ୍ଗୀତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri