ଡ୍ୟାମ୍ରେ ବୁଡିଗଲେ ଏହି ପ୍ରସିଦ୍ଧ ମାଲାୟାଲମ ଅଭିନେତା
ନୂଆଦିଲ୍ଲୀ,୨୫।୧୨-ପ୍ରସିଦ୍ଧ ମାଲାୟାଲମ ଅଭିନେତା ଅନୀଲ ନେଦୁମଙ୍ଗଦଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସାଙ୍ଗମାନଙ୍କ ସହ କେରଳର ଥୋଡୁପୁଝା ମଲନକାରା ଡ୍ୟାମରେ ଅନୀଲ ଗାଧୋଉଥିବା ବେଳେ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ମୁତାବକ, ଅନୀଲ…
ହର୍ନ ମାରିଲେ ଗଣିବାକୁ ପଡ଼ିବ ଜରିମାନା
ନୂଆଦିଲ୍ଲୀ,୨୫ା୧୨- ଏଣିକି ହର୍ନ ମାରିଲେ ମଧ୍ୟ ଗଣିବାକୁ ପଡ଼ିବ ମୋଟା ଅଙ୍କର ଜରିମାନା। ତେବେ ଏହି ନିୟମ ପୂରା ଦେଶରେ ଲାଗୁ ହୋଇ ନାହିଁ। ଦିଲ୍ଲୀରେ ପରୀକ୍ଷାମୂଳକ ଭାବେ ଏହି ନିୟମ ଲାଗୁ ହୋଇଛି। ଦେଶର ରାଜଧାନୀରେ ଧ୍ୱନୀ ପ୍ରଦୂଷଣ ହ୍ରାସ…
ନୂଆ କୃଷି ଆଇନକୁ କାର୍ଯ୍ୟକାରୀ କରାଯାଉ, ଯଦି ଲାଭ ନ ଦେଲା ଆମେ ସଂଶୋଧନ କରିବାକୁ ପ୍ରସ୍ତୁତ : ରାଜନାଥ
ନୂଆଦିଲ୍ଲୀ,୨୫ା୧୨- ଏଠାରେ ଆୟୋଜିତ ଏକ ରାଲିକୁ ସମ୍ବୋଧନ ଦେଇ ସିନିୟର ଭାଜପା ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆନ୍ଦୋଳନରତ କୃଷକଙ୍କୁ ଏକ ଅନୁରୋଧ କରିଛନ୍ତି। ନୂଆ କୃଷି ଆଇନକୁ ଗୋଟେ ବର୍ଷ ପାଇଁ କାର୍ଯ୍ୟକାରୀ କରାଯାଉ। ଚାଷୀଙ୍କୁ ଏହି…
ଭାଜପାରେ ମିଶିଲେ ଜେଡିୟୁର ୬ ବିଧାୟକ
ପାଟନା,୨୫।୧୨-ନୀତିଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡ (ଜେଡିୟୁ)କୁ ଲାଗିଛି ଶକ୍ତ ଝଟକା। ଦଳର ୬ ଜଣ ବିଧାୟକ ଭାଜପାରେ ସାମିଲ ହୋଇଛନ୍ତି। ଅରୁଣାଚଳ ପ୍ରଦେଶରେ ଜେଡିୟୁର ୭ଜଣ ବିଧାୟକଙ୍କ ମଧ୍ୟରୁ ୬ ଜଣ ଦଳ ଛାଡି ଶୁକ୍ରବାର ଭାଜପାରେ ଯୋଗ…
ନୀତୀଶଙ୍କୁ ଧୋକା ଦେଲା ଭାଜପା!
ଇଟାନଗର,୨୫ ।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ନିଜ ସହଯୋଗୀ ଦଳ ଜନତା ଦଳ ୟୁନାଇଟେଡ(ଜେଡିୟୁ)କୁ ଝଟ୍କା ଦେଇଛି । ବିହାରରେ ନୀତୀଶ ସରକାରରେ ସାମିଲ ଭାଜପା ଅରୁଣାଚଳ ପ୍ରଦଶରେ ନୀତୀଶଙ୍କ ଦଳର ୬ ବିଧାୟକଙ୍କୁ ନିଜ ଦଳରେ ସାମିଲ କରି ଦେଇଛି…
ବୋଲେରୋ ଉପରେ ଚଢିଗଲା ଟ୍ରକ
ବାଲିଆ,୨୫।୧୨-ଉତ୍ତରପ୍ରଦେଶର ବାଲିଆ ଜିଲା ସାହାଟୱାର ପୋଲିସ ଷ୍ଟେସନ ନିକଟ ବାଶଂଡିହ-ରେବତୀ ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ମାଲ ବୋଝେଇ ଟ୍ରକ ବୋଲେରୋ ଉପରେ ଚଢିଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଆହତ ହୋଇଛନ୍ତି।…
କୃଷକଙ୍କୁ ମୋଦିଙ୍କ ପଶ୍ନ: କୃଷକଙ୍କୁ ଏତେ ଅଧିକାର ମିଳିବା ପରେ ଆଇନରେ କ’ଣ ରହିଛି ଭୁଲ
ନୂଆଦିଲ୍ଲୀ,୨୫ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କିଷାନ ସମ୍ମାନ ନିଧି ଯୋଜନାର ନୂଆ କିସ୍ତି ଜାରି କରିଛନ୍ତି । ଏଥିରେ ୯ କୋଟି କୃଷକଙ୍କ ଖାତାକୁ ୧୮ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ଏହି ଅବସରରେ ମୋଦି…
ବିଗିଡ଼ିଲା ସ୍ବାସ୍ଥ୍ୟାବସ୍ଥା: ସୁପରଷ୍ଟାର ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି
ହାଇଦ୍ରାବାଦ,୨୫।୧୨: ତାମିଲ ସୁପରଷ୍ଟାର ରଜନୀକାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ସକାଳେ ତାଙ୍କର ବ୍ଲଡପ୍ରେସର(ରକ୍ତଚାପ) ଦ୍ରୁତ ବେଗରେ ଉପରତଳ ହେଉଥିବାରୁ ତାଙ୍କୁ ଶୁକ୍ରବାର ସକାଳେ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ୧୦ ଦିନ ଧରି ରଜନୀକାନ୍ତ ହାଇଦ୍ରାବାଦର ରାମୋଜି…
ରଜନୀକାନ୍ତ ଅସୁସ୍ଥ
ହାଇଦ୍ରାବାଦ,୨୫ ।୧୨: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଅସୁସ୍ଥ ହୋଇଥିବା ଜଣାପଡିଛି । ଶୁକ୍ରବାର ସକାଳେ ତାଙ୍କୁ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଚ୍ଚ ରକ୍ତଚାପ କାରଣରୁ ସେ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…
ମୋଦି ହେଉଛନ୍ତି କୃଷକଙ୍କ ପ୍ରକୃତ ଶୁଭଚିନ୍ତକ: ଶାହା
ନୂଆଦିଲ୍ଲୀ,୨୫ ।୧୨: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି କୃଷକଙ୍କ ପ୍ରକୃତ ଶୁଭଚିନ୍ତକ । ମେହରାଉଲିରେ ଏକ ଜନସଭାକୁ ଉଦ୍ବୋଧନ ଦେବା ଅବସରରେ ଶାହା କହିଛନ୍ତି ବିରୋଧୀ ମିନିମମ ସପୋର୍ଟ ପ୍ରାଇସ୍(ଏମ୍ଏସ୍ପି)କୁ ନେଇ କୃଷକଙ୍କୁ…
ବଧୂ ବେଶରେ ସଜେଇ ହୋଇଥିବା ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ ପ୍ରେମିକ, ଆଉ ତା’ପରେ
ଲକ୍ଷ୍ନୌ,୨୫।୧୨: ଉତ୍ତର ପ୍ରଦେଶର ଦଓ୍ବେରିଆରେ ଏକ ଅଭାବନୀୟ ଘଟଣା ଘଟିଛି। ବଧୂ ବେଶରେ ସଜେଇ ହୋଇଥିବା ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ ପ୍ରେମିକଙ୍କୁ ମହଙ୍ଗା ପଡିଛି। ପ୍ରେମିକାଙ୍କ ଶାଶୁଘର ଲୋକେ ତାଙ୍କୁ ପିଟିପଟି ହତ୍ୟା କରିଛନ୍ତି। ବନକଟା ପୋଲିସ ୭ ଲୋକଙ୍କ ବିରୋଧରେ…
ହିନ୍ଦୁ ମହିଳାଙ୍କୁ ମନ୍ଦିର ଦର୍ଶନ କରାଇ ଦେବା ପାଇଁ କାନ୍ଧରେ ବସାଇ ନେଲେ ମୁସଲମାନ ଯବାନ
ଆନ୍ଧ୍ରପ୍ରଦେଶର ତିରୁମାଲାରେ ଧାର୍ମିକ ସମନ୍ବୟର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି। ଜଣେ ମୁସଲମାନ ଯବାନ ହିନ୍ଦୁ ମହିଳାଙ୍କୁ କାନ୍ଧରେ ବସାଇ ୬ କିଲୋମିଟର ନେଇଥିଲେ। କାରଣ ମହିଳା ତିରୁମାଲା ମନ୍ଦିରରେ ଭଗବାନ ଭେଙ୍କଟେଶ୍ୱରଙ୍କୁ ପୂଜା କରିପାରିବେ। ୫୮ ବର୍ଷୀୟା ମହିଳା…
Archives


