ଅନ୍ନଦାତାଙ୍କ ପ୍ରତି ମୋଦି-ଶାହାଙ୍କର ନାହିଁ ଦରଦ: ସଞ୍ଜୟ ରାଉତ
ମୁମ୍ବାଇ,୮।୧୨: ଦେଶବ୍ୟାପୀ ଅନ୍ନଦାତାଙ୍କ ପକ୍ଷରୁ ଜାରି ରହିଥିବା ଆନ୍ଦୋଳନ ନେଇ ଶିବସେନା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ୍ କରାଯାଇଛି। ଶିବସେନା ଏମ୍ପି ସଞ୍ଜୟ ରାଉତ ମଙ୍ଗଳବାର ଟୁଇଟ୍ କରି କହିଛନ୍ତି ଯେ, ଅନ୍ନଦାତାଙ୍କ ପ୍ରତି…
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନଜରବନ୍ଦୀ
ନୂଆଦିଲ୍ଲୀ,୮ ।୧୨: କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନୂଆ କୃଷି ଆଇନକୁ ବିରୋଧ କରି ଗତ ୧୨ ଦିନ ହେବ ବିରୋଧ ପ୍ରଦର୍ଶନ କରିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ଏହାକୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ସମର୍ଥନ ଜଣାଇଛନ୍ତି…
ଚକ-ଅଖ ଜାମ୍: ୧୯୮୮ର ପୁନରାବୃତ୍ତି, ମୋଦି ସରକାରଙ୍କ ପାଇଁ ଚେତାବନୀ
ନୂଆଦିଲ୍ଲୀ,୮।୧୨: କୃଷି ଆଇନକୁ ନେଇ ମଙ୍ଗଳବାର ଦେଶବ୍ୟାପୀ ଅନ୍ନଦାତାଙ୍କ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାରେ ଚକ-ଅଖ ଜାମ୍ ହୋଇ ଯାଇଛି। ପ୍ରଦର୍ଶନକାରୀ ଚାଷୀମାନେ ବହୁ ସ୍ଥାନରେ ରେଳ ରୋକ କରିଛନ୍ତି। ବିଭିନ୍ନ ଜାତୀୟ ରାଜପଥରେ ବସି ରହି ସେମାନେ ଯାନବାହନ…
ପଦ୍ମଶ୍ରୀ ଫେରାଇଲେ ପଞ୍ଜାବୀ କବି ସୁର୍ଜିତ
ନୂଆଦିଲ୍ଲୀ, ୮।୧୨: କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଖ୍ୟାତନାମା ପଞ୍ଜାବୀ କବି ଡ. ସୁର୍ଜିତ ପାଟର ପଦ୍ମଶ୍ରୀ ପୁରସ୍କାର ଫେରାଇଦେବାକୁ ସୋମବାର ଘୋଷଣା କରିଛନ୍ତି। ସେ ୨୦୧୨ରେ ପଦ୍ମଶ୍ରୀ ପାଇଥିଲେ। ଆନ୍ଦୋଳନରତ କୃଷକମାନଙ୍କ ଦାବି ପ୍ରତି କେନ୍ଦ୍ର ସରକାରଙ୍କ ସମ୍ବେଦନହୀନ ବ୍ୟବହାର…
ପୋଲିସ ଗୁଳିରେ ଭାଜପା କର୍ମୀଙ୍କ ମୃତ୍ୟୁ
ସିଲିଗୁଡ଼ି, ୮।୧୨: ପଶ୍ଚିମବଙ୍ଗର ସୋମବାର ଅପରାହ୍ନରେ ପୋଲିସ ସହ ସଂଘର୍ଷରେ ଜଣେ ଭାଜପା କର୍ମୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସିଲିଗୁଡ଼ିରେ ଉତ୍ତେଜନା ଦେଖାଦେଇଛି। ସିଲିଗୁଡିସ୍ଥିତ ଶାଖା ସଚିବାଳୟ କମ୍ପ୍ଲେକ୍ସ ବାହାରେ ତୃଣମୂଳ କଂଗ୍ରେସ ସରକାରଙ୍କ କୁଶାସନ ବିରୋଧରେ ଭାଜପା କର୍ମୀମାନେ…
ଜାନୁୟାରୀ ସୁଦ୍ଧା ୨ ଟିକା
ନୂଆଦିଲ୍ଲୀ, ୮।୧୨: ଜାନୁୟାରୀ ସୁଦ୍ଧା ଭାରତରେ ୨ଟି ଟିକା ଏବଂ ଏପ୍ରିଲ୍ ଶେଷ ବେଳକୁ ୪ଟି ଟିକା ଉପଲବ୍ଧ ହେବା ନେଇ ସରକାର ଆଶାବାଦୀ ଅଛନ୍ତି। ଅକ୍ସଫୋର୍ଡ ଏବଂ ଅଷ୍ଟ୍ରାଜେନିକା ପ୍ରସ୍ତୁତ କରୁଥିବା କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍ର କୋଭାକ୍ସିନ ଜାନୁୟାରୀରେ…
ଜନ୍ମଦିନ ପାଳିବେ ନାହିଁ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୮।୧୨: କୃଷି ଆଇନ ବିରୋଧରେ କୃଷକ ବିରୋଧ ପ୍ରଦର୍ଶନ ଚାଲିଛି। ତାଙ୍କର ଆନ୍ଦୋଳନର ୧୩ ତମ ଦନରେ କୃଷକମାନେ ଭରତ ବନ୍ଦ ଡାକରା ଦେଇଛନ୍ତି। କଂଗ୍ରେସ ସମେତ ୨୦ରୁ ଅଧିକ ଦଳ ଏହି ଭାରତ ବନ୍ଦକୁ ସମର୍ଥନ କରିଛନ୍ତି। ସେପଟେ କଂଗ୍ରେସର…
ଭାରତ ବନ୍ଦ: ହକ୍ ପାଇଁ ଗର୍ଜୁଛନ୍ତି ଚାଷୀ
ନୂଆଦିଲ୍ଲୀ,୮।୧୨: ନୂଆ କୃଷି ଆଇନ ବିରୋଧରେ ବିଭିନ୍ନ ଚାଷୀ ସଂଗଠନ ଆଜି ‘ଭାରତ ବନ୍ଦ’ ଡାକରା ଦେଇଛନ୍ତି। ଏହି ଅବସରରେ ସକାଳୁ ଦେଶର ବିଭିନ୍ନ ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଲକ୍ଷ ଲକ୍ଷ ଚାଷୀ। ଟ୍ରେନ୍ ରୋକିବା ସହ ଗାଡିମଟର ଯିବା ମଧ୍ୟ…
ରହସ୍ୟ ହୋଇ ରହିଛି ଆନ୍ଧ୍ରପ୍ରଦେଶର ଏଲୁରୁରେ ଅଜଣା ରୋଗ
ଏଲୁରୁ, ୭।୧୨- ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ଏଲୁରୁ ଅଞ୍ଚଳରେ ବ୍ୟାପିଥିବା ଅଜଣା ରୋଗ ରହସ୍ୟ ହୋଇ ରହିଛି। ଅଜଣା ରୋଗରେ ୩୪୦ ଜଣ ପୀଡ଼ିତ ହୋଇଥିବାବେଳେ ଏବେ ୧୫୭ ଜଣ ରୋଗୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଶନିବାର ରାତିରୁ…
ନିର୍ଦ୍ୱନ୍ଦ୍ୱରେ ଜିତିଲେ ସୁଶୀଲ ମୋଦି
ପାଟନା, ୭।୧୨- ପୂର୍ବତନ ବିହାର ଉପ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ସୁଶୀଲ କୁମାର ମୋଦି ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭା ଉପ ନିର୍ବାଚନରେ ବିଜୟୀ ହୋଇଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଲୋକ ଜନଶକ୍ତୀ ପାର୍ଟିର ପ୍ରତିଷ୍ଠାତା ରାମ ବିଳାଶ ପାଶ୍ୱାନଙ୍କ ବିୟୋଗ…
୧୧ ଦିନ ପରେ ଆରବ ସାଗରରୁ ମିଳିଲା ନିଖୋଜ ପାଇଲଟଙ୍କ ମୃତଦେହ
ନୂଆଦିଲ୍ଲୀ,୭।୧୨-ନଭେମ୍ବର ୨୬ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ନୌସେନାର ଏୟାରକ୍ରାଫ୍ଟ MiG-୨୯kର ପାଇଲଟ କମାଣ୍ଡାଣ୍ଟ ନିଶାନ୍ତ ସିଂହଙ୍କ ମୃତଦେହ ସୋମବାର ଉଦ୍ଧାର କରାଯାଇଛି। ୧୧ଦିନ ସର୍ଚ୍ଚ ଅପରେଶନ ପରେ ଗୋଆ ସମୁଦ୍ର ମୁହାଣରୁ ପ୍ରାୟ ୩୦ କିମି ଦୂର ଆରବ ସାଗରରୁ ତାଙ୍କ…
ଭାଜପାରେ ସାମିଲ ହେଲେ ତେଲୁଗୁ ଅଭିନେତ୍ରୀ ବିଜୟା ଶାନ୍ତି
ନୂଆଦିଲ୍ଲୀ,୭।୧୨-ଭାଜପାରେ ସାମିଲ ହେଲେ ତେଲୁଗୁ ଫିଲ୍ମ ଅଭିନେତ୍ରୀ ବିଜୟା ଶାନ୍ତି। ନୂଆଦିଲ୍ଲୀଠାରେ ଭାଜପା ଅଧ୍ୟକ୍ଷ ଜେପ୍ପି ନଡ୍ଡାଙ୍କ ଉପସ୍ଥିତିରେ ବିଜୟା ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ସେ ରବିବାର ସାରେ ସାକ୍ଷାତ କରିଥିଲେ।…
Archives


