ଜାତୀୟ

ମରଣ ମୁହଁରୁ ଶ୍ରମିକଙ୍କୁ ଉଦ୍ଧାର କରୁଛନ୍ତି ଯବାନ

ଡେରାଡୁନ୍‌,୭।୨: ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ତାଣ୍ଡବ ଦେଖିବାକୁ ମିଳିଛି। ବରଫ ଅତଡା ଖସି ଧୌଳି ଗଙ୍ଗା ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ଉପଜୁଛି। ଫଳରେ ନିକଟରେ ଥିବା ଋଷିଗଙ୍ଗା ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ମାଟି ପାଣି ପସିବା…

ଦିଦି କେଉଁ କଥାରେ ରାଗନ୍ତି; ବ୍ୟାଖ୍ୟା କଲେ ପ୍ରଧାନମନ୍ତ୍ରୀ

କୋଲକତା,୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପଶ୍ଚିମବଙ୍ଗର ହଳଦିଆରେ ପହଞ୍ଚିଛନ୍ତି। ସେ ଭାରତ ପେଟ୍ରୋଲିୟମ ନିଗମ ଏବଂ ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପ ବିଭାଗ ଦ୍ୱାରା ନିର୍ମିତ ଏଲପିଜି ଆମଦାନୀ ଟର୍ମିନାଲକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହା ପରେ ସେ…

୮ରୁ ଭାରତ-ଆମେରିକାର ମିଳିତ ସମରାଭ୍ୟାସ: ରାଜସ୍ଥାନରେ ପହଞ୍ଚିଲେ ଆମେରିକୀୟ ସୈନିକ

ଜୟପୁର,୭।୨: ପାକିସ୍ତାନ ସୀମାନ୍ତରେ ସୋମବାରଠାରୁ ଦୁଇ ସପ୍ତାହ ଧରି ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ମିଳିତ ସମରାଭ୍ୟାସ ହେବ। ଏନେଇ ଆମେରିକା ସୈନିକ ରବିବାର ରାଜସ୍ଥାନରେ ପହଞ୍ଚି ଥିବା ଜଣେ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ଏକ ସ୍ବତନ୍ତ୍ର ବିମାନରେ ୨୭୦ଜଣ ଆମେରିକୀୟ…

ଉତ୍ତରାଖଣ୍ଡ ହିମସ୍ଖଳନ: ୧୦ ଜୀବନ ଗଲା, ୧୦୦ ନିଖୋଜ

ଚମୋଲି,୭।୨: ଉତ୍ତରାଖଣ୍ଡର ଚମୋଲି ଜିଲାରେ ବଡ ହିମସ୍ଖଳନ ହୋଇଛି। ଏଥିରେ ୧୦ଜଣଙ୍କ ଜୀବନ ଯାଇଥିବାବେଳେ ୧୦୦ରୁ ଅଧିକ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ବରଫ ଅତଡା ଖସିବାରୁ ତପୋବନ ଟନେଲ ବ୍ଲକ ହୋଇଯାଇଥିଲା। ସେଠାରେ ପାଖାପାଖି ୧୫ହଜାର ଶ୍ରମିକ ଫସି ଯାଇଥିଲେ।…

ଉତ୍ତରାଖଣ୍ଡ ପାଇଁ ସମଗ୍ର ଦେଶବାସୀ ପ୍ରାର୍ଥନା କରୁଛନ୍ତି: ପ୍ରଧାନମନ୍ତ୍ରୀ

କୋଲକତା,୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତ ଅଛନ୍ତି। ହଳଦିଆରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରି ମୋଦି ପ୍ରଥମେ ଉତ୍ତରାଖଣ୍ଡରେ ଘଟିଥିବା ହିମସ୍ଖଳନ ନେଇ ସେ ଦୁଃଖପ୍ରକାଶ କରିଛନ୍ତି। ସେ ଲଗାତର ଅପଡେଟ୍‌ ନେଉଛନ୍ତି, ପୂରା ଦେଶ ସେଠାରେ ଫସିଥିବା…

ଚାମୋଲିରେ ହିମସ୍ଖଳନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ଲକ୍ଷ୍ନୌ,୭।୨: ଉତ୍ତରାଖଣ୍ଡର ଚାମୋଲିରେ ହୋଇଥିବା ହିମସ୍ଖଳନରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରାୟ ୧୫୦ ଲୋକ ନିଖୋଜ ଥିବା କୁହାଯାଉଛି। ପ୍ରଭାବିତ ଅଞ୍ଚଳରେ ସେନାକୁ ନିୟୋଜିତ କରାଯାଇଛି। ଏଥିସହିତ ଆଇଟିବିପି ଏବଂ ଏନ୍‌ଡିଆରଏଫ୍‌ ଟିମ୍‌ ଉତ୍ତରାଖଣ୍ଡର ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ପୁରୁଣା ଭିଡିଓ ଦେଖାଇ ଭୟଭୀତ ନ କରାଯାଉ: ମୁଖ୍ୟମନ୍ତ୍ରୀ

ଚାମୋଲି,୭ ।୨: ଉତ୍ତରାଖଣ୍ଡର ଚାମୋଲିରେ ହୀମସ୍ଖଳନ ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରେଣି ଗାଁ ନିକଟରେ ଏହି ହୀମସ୍ଖଳନ ହୋଇଛି । ଚାମୋଲି ଜିଲାରେ ଋଷିଗଙ୍ଗାନଦୀ ଉପରେ ପାୱାର ପ୍ରୋଜେକ୍ଟର ବନ୍ଧ ଭାଙ୍ଗିଯିବା ଫଳରେ ଅକଳାନନ୍ଦା ନଦୀର ଜଳସ୍ତର…

ଚାମୋଲି ହୀମସ୍ଖଳନ ପରେ ଉତ୍ତରପ୍ରଦେଶରେ ହାଇଆଲର୍ଟ

ଲକ୍ଷ୍ନୌ,୭ ।୨: ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଋଷିଗଙ୍ଗାନଦୀ ଉପରେ ପାୱାର ପ୍ରୋଜେକ୍ଟର ବନ୍ଧ ଭାଙ୍ଗିଯିବା ଫଳରେ ଅକଳାନନ୍ଦା ନଦୀର ଜଳସ୍ତର ବୃଦ୍ଧି ହୋଇଛି । ଏହି ଘଟଣାରେ ପ୍ରାୟ ୧୫୦ ଜଣ ନିଖୋଜ ଥିବା କୁହାଯାଉଛି । ଏମିତି ସୂଚନା ମିଳିବା…

ବସ୍ତି ପିଲାଙ୍କୁ ଇଂରାଜୀ ପଢ଼ାଉଛନ୍ତି ଏହି ଛାତ୍ରୀ, ଛୁଟୁଛି ପ୍ରଶଂସାର ସୁଅ

ରାଞ୍ଚି,୭।୨: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିର ଦେଓଘର କଲେଜର ଛାତ୍ରୀ ନେହା ପାଣ୍ଡେ ନିଜର ପାଠପଢ଼ା ସରିବା ପରେ ବସ୍ତି ଅଞ୍ଚଳର ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ କରିଛନ୍ତି। ଏହି ଶ୍ରେଣୀରେ ବସ୍ତି ପିଲାମାନେ କିପରି ଇଂରାଜୀ କହିପାରିବେ ସେ ବିଷୟରେ ଶିଖାଉଛନ୍ତି।…

ଭାରତ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ,୭ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୋଟିଏ ଦିନରେ ଦୁଇଟି ରାଜ୍ୟ ଗସ୍ତରେ ଅଛନ୍ତି । ପ୍ରଥମେ ସେ ଆସାମର ସୋନିତପୁର ଜିଲରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି ସେ ୨ଟି ହସ୍ପିଟାଲ ବିଶ୍ୱନାଥ ଓ ଚରାଇଦେବରେ ମେଡିକାଲ କଲେଜର…

କରୋନା ମହାମାରୀ ବିଶ୍ୱ ଭାତୃତ୍ୱ ସମ୍ପର୍କରେ ଦେଲା ଶିକ୍ଷା: ରାଷ୍ଟ୍ରପତି

ବେଙ୍ଗାଲୁରୁ, ୭।୨: କରୋନା ମହାମାରୀ ଯୋଗୁ ଲୋକଙ୍କ ମଧ୍ୟରେ ବିଶ୍ୱ ଭାତୃତ୍ୱ ଜାଗି ଉଠିଛି। ଅନ୍ୟମାନେ ଅସୁସ୍ଥ ରହିଲେ ଆମେ କେବେ ମଧ୍ୟ ସୁସ୍ଥ ରହି ପାରିବା ନାହିଁ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କର୍ନାଟକର ରାଜୀବ ଗାନ୍ଧୀ ସ୍ବାସ୍ଥ୍ୟ ବିଜ୍ଞାନ…

ଆଫଗାନିସ୍ତାନକୁ କରୋନା ଭ୍ୟାକ୍ସିନ ପଠାଇଲା ଭାରତ

ମୁମ୍ବାଇ,୭ ।୨: ପୁଣିଥରେ ମାନବିକତାର ପରିଚୟ ଦେଇଛି ଭାରତ । କରୋନା ମହାମାରୀକୁ ନେଇ ସାରା ବିଶ୍ୱର ମେରୁଦଣ୍ଡ ଦୋହଲି ଯାଇଥିବା ବେଳେ ଏବେବି ମାନବିକତାର ପରିଚୟ ଦେଇ ଆଫଗାନିସ୍ତାନକୁ କରୋନା ଟିକା ଦେଇଛି ଭାରତ । ରବିବାର ମୁମ୍ବାଇ-ଦିଲ୍ଲୀ-କାବୁଲ ଏୟାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri