ଜାତୀୟ

ଏମ୍‌ପିଙ୍କୁ ଏସିଡ୍‌ ଆକ୍ରମଣ ଧମକ

ଶିବସେନା ଏମ୍‌ପି ଅରବିନ୍ଦ ସାଓ୍ବନ୍ତ ଅମରାବତୀର ସ୍ବାଧୀନ ଏମ୍‌ପି ନବନୀତ କୌର ରାଣାଙ୍କ ଉପରେ ଏସିଡ୍‌ ଆକ୍ରମଣ କରାଇବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ନବନୀତ ଗତ ୨୨ରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଚିଠି ଲେଖି…

ନୂଆ ଷ୍ଟ୍ରେନ୍‌ରେ ୭୯୫ ସଂକ୍ରମିତ

ନୂଆଦିଲ୍ଲୀ, ୨୪ା୩: ବ୍ରିଟେନ, ଦକ୍ଷିଣ ଆଫ୍ରିକା, ବ୍ରାଜିଲରେ ଦେଖାଦେଇଥିବା କରୋନା ଷ୍ଟ୍ରେନରେ ଭାରତର ୭୯୫ ଜଣ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ମାର୍ଚ୍ଚ ୧୮ରେ ଏହି ସଂଖ୍ୟା ୪୦୦ ଥିବାବେଳେ ମାତ୍ର ୫…

ଅମ୍ଫନ ରିଲିଫ୍‌ ପାଣ୍ଠି ଆତ୍ମସାତ୍‌ କରିଛି ଟିଏମ୍‌ସି: ଶାହା

ଗୋସାବା,୨୪ା୩: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଅମ୍ଫନ ରିଲିଫ୍‌ ପାଣ୍ଠିକୁ ଆତ୍ମସାତ୍‌‌ କରିଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ମଙ୍ଗଳବାର ଅଭିଯୋଗ ଆଣିଛନ୍ତି। ଗୋସାବାରେ ଭାଜପାର ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଶାହା କହିଛନ୍ତି, ସାମୁଦ୍ରିକ ଝଡ଼ ଅମ୍ଫନରେ ସୁରନ୍ଦରବନ ଅଞ୍ଚଳର…

‘କେବଳ ମୋଦିଙ୍କ ମିଛ କାରଖାନା ରହିବ’

କୋଲକାତା,୨୪ା୩: କେନ୍ଦ୍ର ସରକାର ସରକାରୀ ସଂସ୍ଥାଗୁଡ଼ିକୁ ବିକି ଦେଉଛନ୍ତି। କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମିଛ କାରଖାନା’ ରହିବ ବୋଲି ମଙ୍ଗଳବାର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ସମାଲୋଚନା କରିଛନ୍ତି। ପୁରୁଲିଆ ଜିଲାର ପାରା, କାଶୀପୁର ଓ ରଘୁନାଥପୁରରେ…

କେନ୍ଦ୍ର ଟାର୍ଗେଟରେ ମହିଳା ଭୋଟର

ନୂଆଦିଲ୍ଲୀ,୨୪।୩ : ପାନୀୟ ଜଳ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ଏହା ପ୍ରତ୍ୟେକ ନାଗରିକଙ୍କ ଏକ ମୌଳିକ ଆବଶ୍ୟକତା। ଭାରତ ବିଶ୍ୱ କ୍ଷେତ୍ରଫଳର ୧୮% ହୋଇଥିଲେ ସୁଦ୍ଧା ଦେଶର ମାତ୍ର ୪% ପାଣି ପିଇବା ଯୋଗ୍ୟ। ଭାରତର ଭୂତଳ ଜଳ ସର୍ବନିମ୍ନ…

ମାଲିକଙ୍କଠୁ ଛୁଟି ନେଇ ନିର୍ବାଚନ ଲଢ଼ିବେ ଏହି କାମବାଲି: ଭାଜପା କରିଛି ପ୍ରାର୍ଥୀ

ପଶ୍ଚିମବଙ୍ଗ, ୨୩।୩: ରାଜନୀତିରେ କିଛି ବି ସମ୍ଭବ ହୋଇପାରେ। ଏ ହେଉଛନ୍ତି ୩୨ ବର୍ଷିୟା କଲିତା ମାଝି। କଲିତା ଅନ୍ୟର ଘରେ ସହାୟିକା ଭାବେ କାମ କରନ୍ତି। ଝାଡୁ, ପୋଛା ଠାରୁ ଆରମ୍ଭ କରି ବାସନ ମାଜିବା, କପାଡ଼ା ସଫା ଆଦି…

ଢାବା ମାଲିକଙ୍କୁ ମିଛ ମାମଲାରେ ଜେଲ ପଠାଇଦେଲେ ପୋଲିସ ବାବୁ

ଲକ୍ଷ୍ନୌ,୨୩।୩: ବେଆଇନ ମଦ ଓ ଗଞ୍ଜେଇ ରଖିବା ମିଛ ମାମଲାରେ ଢାବା ମାଲିକଙ୍କ ସହ ୯ ଜଣଙ୍କୁ ଗିରଫ କରି ଜେଲ ପଠାଇଥିବା ପୋଲିସ ଇନସ୍ପେକ୍ଟର ଓ ୨ ଜଣ କନଷ୍ଟେବଳଙ୍କୁ ସସ୍‌ପେଣ୍ଡ କରାଯାଇଛି। ଖାଇବା ପରେ ୨ ପୋଲିସକର୍ମୀଙ୍କୁ ଟଙ୍କା…

ବ୍ୟବସାୟୀଙ୍କ ହତ୍ୟା ମାମଲରେ ସଚିନ ଓ୍ବାଜେ ମୁଖ୍ୟ ଅଭିଯୁକ୍ତ : ମହାରାଷ୍ଟ୍ର ଏଟିଏସ୍‌

ନୂଆଦିଲ୍ଲୀ,୨୩।୩: ବ୍ୟବସାୟୀ ମନସୁଖ ହିରନଙ୍କ ହତ୍ୟା ମାମଲାରେ ଆସିଷ୍ଟାଣ୍ଟ ପୋଲିସ ଇନ୍ସପେକ୍ଟର ସଚିନ ଓ୍ବାଜେ ମୁଖ୍ୟ ଅଭିଯୁକ୍ତ। ଏ ନେଇ ମହାରାଷ୍ଟ୍ର ଆଣ୍ଟି ଟେରରିଜମ ସ୍କ୍ବାଡ (ଏଟିଏସ୍‌) ପକ୍ଷରୁ ମଙ୍ଗଳବାର ସ୍ପଷ୍ଟ କରାଯାଇଛି। ଖବରଦାତା ସମ୍ମିଳନୀରେ ମହାରାଷ୍ଟ୍ର ଏଟିଏସ୍‌ ଡିଜି ଜୟ…

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ୫ ଯବାନ ଶହୀଦ

ନୂଆଦିଲ୍ଲୀ,୨୩।୩ : ଛତିଶଗଡ଼ର ନାରାୟଣପୁର ଜିଲାରେ ମଙ୍ଗଳବାର ସୁରକ୍ଷା କର୍ମୀଙ୍କ ବସ ଉପରେ ଆକ୍ରମଣ କରିଛନ୍ତି ମାଓବାଦୀ। ଏହି ଘଟଣାରେ ଅତିକମ୍‌ରେ ୫ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। କିଛି ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ…

ଏପ୍ରିଲ ମାସ ପାଇଁ କରୋନା ଗାଇଡ୍‌ଲାଇନ୍

ନୂଆଦିଲ୍ଲୀ,୨୩।୩: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର କୋଭିଡ-୧୯ ସମ୍ବନ୍ଧରେ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହା ଏପ୍ରିଲ ୧ରୁ ୩୦ ପର୍ଯ୍ୟନ୍ତ ପ୍ରଯୁଜ୍ୟ ହେବ। ତଦନୁଯାୟୀ କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସ୍ଥିତିକୁ ଅନୁଧ୍ୟାନ କରିବା…

ସର୍ବସାଧାରଣରେ ବାପାଙ୍କୁ ଜାଳି ଦେଲା ଝିଅ

କୋଲାକାତା,୨୩।୩ : ଜଣେ ୨୨ ବର୍ଷୀୟା ଝିଅ ସର୍ବସାଧାରଣରେ ବାପାଙ୍କୁ ନିଆଁ ଲଗାଇ ହତ୍ୟା କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ହତ୍ୟା ପୂର୍ବରୁ ରାତ୍ରି ଭୋଜନ ପାଇଁ ବାପାଙ୍କୁ ନେଇଯାଇଥିଲେ ରେଷ୍ଟୁରାଣ୍ଟ। ସେଠାରେ ବାପାଙ୍କୁ ଖୁବ୍‌ ମଦ ପିଆଇଥିଲେ ଝିଅ। ତା’…

ନିିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ମହିଳାଙ୍କ ଲୁଗା ଧୋଇ ଚର୍ଚ୍ଚାରେ ଏହି ନେତା: କହିଲେ ଜିତିଲେ ‘ଓ୍ବାଶିଂ ମେଶିନ ଦେବି’

ଚେନ୍ନାଇ, ୨୩।୩: କଥାରେ ଅଛି ନିର୍ବାଚନ ବୈତରଣୀ ପାର ହେବାଲାଗି ରାଜନେତାମାନେ କିଛି ବି କରିପାରନ୍ତି। ସେଭଳି ଏକ ଘଟଣା ତାମିଲନାଡ଼ୁର ନଗାପଟ୍ଟିନମ୍‌ରେ ମଙ୍ଗଳବାର ଦେଖିବାକୁ ମିଳିଛି। ଏଠାରେ ନିର୍ବାଚନ ପ୍ରଚାରକୁ ଓହ୍ଲାଇଥିବା ଏଆଇଏଡିଏମ୍‌କେ ଦଳର ପ୍ରାର୍ଥୀ ଥଙ୍ଗା କାଠିରାଓ୍ବନ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?