ସ୍ବଦେଶ ଫେରିିଲା ପଣ୍ଡିତ ଯଶରାଜଙ୍କ ପାର୍ଥିବ ଶରୀର

ମୁମ୍ବାଇ,୧୯।୮: ଶାସ୍ତ୍ରୀୟ ସଙ୍ଗୀତର ପ୍ରସିଦ୍ଧ ଗାୟକ ପଣ୍ଡିତ ଯଶରାଜଙ୍କ ଅଗଷ୍ଟ ୧୭ରେ ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଆମେରିକାର ନ୍ୟୁ ଜର୍ସିରେ ସେ ଅନ୍ତିମ ନିଶ୍ୱାସ ନେଇଥିଲେ। ତାଙ୍କ ମୃତ୍ୟୁ ଖବରରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ତେବେ ବୁଧବାର ତାଙ୍କ ପାର୍ଥିକ ଶରୀରକୁ ମୁମ୍ବାଇ ଅଣାଯାଇଛି। ଏହି ସମୟରେ ତାଙ୍କୁ ଝିଅ ଦୁର୍ଗା ଓ ପୁଅ ସାରଙ୍ଗ ଦେବ ଘର ବାହାରେ ହାତ ଯୋଡ଼ି ଠିଆ ହୋଇଥିବା ଦେଖିବାକୁ ମିଳିଛି। ମୁମ୍ବାଇ ବର୍ସୋବା ସ୍ଥିତ ବାସଭବନରେ ତାଙ୍କ ପାର୍ଥିବ ଶରୀର ରଖାଯିବ। ଗୁରୁବାର ରାଜକୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି। ପଣ୍ଡିତ ଯଶରାଜଙ୍କ ଶାସ୍ତ୍ରୀୟ ସଙ୍ଗୀତର ଯାଦୁ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ବେଶ୍‌ ପ୍ରସିଦ୍ଧି ଲାଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଅନ୍‌ସ୍କ୍ରିନ୍‌ ମାତାପିତାଙ୍କୁ ହୃଦୟ ଦେଇ ବସିଥିଲେ ଏସବୁ କଳାକାର: କେହି ମା’ଙ୍କୁ କରିଛନ୍ତି ବିବାହ ତ କେହି ଶାଶୁଙ୍କୁ କରିଛନ୍ତି ଡେଟ୍‌

ବମ୍ବେ: ପରଦା ଉପର ଜୀବନ ଆଉ ବ୍ୟକ୍ତିଗତ ଜୀବନ ମଧ୍ୟରେ ବେଶ୍‌ ତଫାତ। ସେଥିପାଇଁ ତ ପରଦା ଉପରେ ମା’ପୁଅ ସମ୍ପର୍କ ଦେଖାଇ ଆସିଥିବା କିଛି...

ଘର ଘର ବୁଲି ପ୍ରଚାରରେ ବଢ଼ିଲା ଭିଡ଼, ପ୍ରଚାର ବନ୍ଦ…

ଲକ୍ଷ୍ନୌ, ୨୯।୧ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘର ଘର ବୁଲି ପ୍ରଚାର କରୁଥିଲେ। ତେବେ ପ୍ରଚାରର ଭିଡ଼...

ବିବାହର ୪ ମାସ ପରେ ଯମଜ ସନ୍ତାନର ମା’ ହେଲେ ନୟନତାରା

ସାଉଥ ସୁପରଷ୍ଟାର ନୟନତାରା ଏବଂ ବିଗ୍ନେଶ ଶିବନ ବିବାହର ମାତ୍ର ୪ ମାସ ପରେ ଯମଜ ସନ୍ତାନର ମାତା-ପିତା ହୋଇଛନ୍ତି। ଏହି ଦମ୍ପତି ସରୋଗେସି ମାଧ୍ୟମରେ...

ଶର୍ମିଳାଙ୍କୁ ସମ୍ମାନୀତ କରିବେ ମଣିପୁର ସରକାର

ଇମ୍ଫାଲ,୩ ।୪: ମଣିପୁର ସରକାର ମାନବାଧିକାର କର୍ମୀ ଇରୋମ ଶର୍ମିଳାଙ୍କୁ ସମ୍ମାନୀତ କରିବେ । ଶର୍ମିଳା ୧୬ ବର୍ଷ ପର୍ଯ୍ୟନ୍ତ ଆଣ୍ଟି ଆର୍ମଡ ଫୋର୍ସେସ ସ୍ପେଶାଲ...

ଶପଥ ଗ୍ରହଣ ଉତ୍ସବକୁ ହଳଦିଆ ପଗଡି ପିନ୍ଧି ଆସିବାକୁ ଅନୁରୋଧ କଲେ ଭଗଓ୍ବନ୍ତ ମାନ

ଚଣ୍ଡିଗଡ,୧୪।୩:ପଞ୍ଜାବର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ମାର୍ଚ୍ଚ ୧୬ରେ ଶପଥ ନେବେ ଆମ ଆଦମୀ ପାର୍ଟି ନେତା ଭଗଓ୍ବନ୍ତ ମାନ। ଏହି ଶପଥ ଗ୍ରହଣ ସମାରୋହ ପାଇଁ...

ବଜେଟ ପ୍ରତିକ୍ରିୟା: ଫାରୁକ କଲେ ସମର୍ଥନ-ଥରୁର ଅସନ୍ତୁଷ୍ଟ…

ନୂଆଦିଲ୍ଲୀ,୧।୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ମହିଳା, ଯୁବକ ଏବଂ ବରିଷ୍ଠ ନାଗରିକଙ୍କ ବିଶେଷ...

ବାପା ହେଲେ ଏହି ଅଭିନେତା

ବମ୍ବେ: ବାପା ହୋଇଛନ୍ତି ଦେବୋ କେ ଦେବ ମହାଦେବ ଫେମ୍‌ ଅଭିନେତା ମୋହିତ ରାଇନା। ତାଙ୍କ ପତ୍ନୀ ଅଦିତି କନ୍ୟା ସନ୍ତାନର ଜନନୀ ହୋଇଛନ୍ତି। ନିଜର...

ଡିସେମ୍ବର ୧୩ : ସଂସଦ ଭବନ ଆକ୍ରମଣକୁ ପୂରିଲା ୧୮ ବର୍ଷ; ପାକିସ୍ତାନରେ ମାଷ୍ଟରମାଇଣ୍ଡ ଆଝାର

ନୂଆଦିଲ୍ଲୀ,୧୩।୧୨: ସଂସଦ ଭବନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଶୁକ୍ରବାର ୧୮ ବର୍ଷ ପୂରିଛି । ୨୦୦୧ ଡିସେମ୍ବର ୧୩ ପୂର୍ବାହ୍ନ ୧୧ଟା ୨୮ରେ ୫...

Advertisement
Archives

Model This Week