Posted inଜାତୀୟ

ଏକ୍ସପ୍ରେସ୍‌ ଓ୍ବେରେ ଓଲଟିଲା ବସ୍‌: ୧୬ ଗୁରୁତର

ଲକ୍ଷ୍ନୌ, ୨୦।୮: ଶ୍ରମିକଙ୍କୁ ନେଇ ଦିଲ୍ଲୀରୁ ବିହାରର ମଧୁବାଣୀ ଯାଉଥିବା ଏକ ବସ୍‌ ଲକ୍ଷ୍ନୌ ଏକ୍ସପ୍ରେସ୍‌ ଓ୍ବେରେ ଓଲଟି ପଡ଼ିଛି। ବସ୍‌ରେ ୪୫ ଜଣ ଶ୍ରମିକ ଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଉଛି। ଝରକା କାଚ ଭାଙ୍ଗି ବସ୍‌ରୁ ଶ୍ରମିକମାନଙ୍କୁ ବାହାର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୬ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ପିଜିଆଇ ସୈଫାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭାରସାମ୍ୟ ହରାଇ ବସ୍‌ଟି ରାତି ୧୨ଟା ୩୦ରେ ଇଟଓ୍ବା ଏବଂ ଉସରାହାର ସୀମା ମଧ୍ୟରେ ଓଲଟି ପଡ଼ିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଶ୍ରମିକମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଥିବା ଇଟଓ୍ବା ଏସ୍‌ଏସ୍‌ପି ଆକାଶ ତୋମର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ତମ ବିବାହ ବାର୍ଷିକୀରେ ଫଟୋ ଶେୟାର କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୮।୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିବାହ ବାର୍ଷିକୀକୁ ୨୩ ବର୍ଷ ପୂରଣ ହୋଇଛି। ଏହାକୁ ନେଇ ପ୍ରିୟଙ୍କା ସୋସିଆଲ ମିଡିଆରେ କିଛି ଫଟୋ...

ଶିଶୁଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ, ପୋକ୍ସୋର ସର୍ବାଧିକ ବିଚାରଧୀନ ମାମଲା ଉତ୍ତରପ୍ରଦେଶରେ…

ନୂଆଦିଲ୍ଲୀ,୧୦।୪ : ଶିଶୁଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ ହେବାରେ ଲାଗିଛି। ଦେଶର ସବୁଠାରୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶରେ ସର୍ବାଧିକ ୬୭,୨୦୦ ଶିଶୁଙ୍କ ବିରୋଧରେ ଜଘନ୍ୟ ଅପରାଧ...

ଉଦ୍ଧବ ମରାଠୀଙ୍କୁ ଘୃଣା କରନ୍ତି, ଶିନ୍ଦେଙ୍କ ପାଇଁ ବଞ୍ଚିଛି ଶିବସେନା, କେବେଠୁଁ ଭାଜପାରେ ବିଲୟ ହୋଇ ସାରନ୍ତାଣି…

ମୁମ୍ବାଇ,୩।୯ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବିଦ୍ରୋହୀ ମନୋଭାବ ଯୋଗୁ ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହୋଇଛି। ତେବେ ଏବେ ବି ଶିନ୍ଦେ ଗୋଷ୍ଠୀ ଉଦ୍ଧବଙ୍କୁ...

କେଜରିଓ୍ବାଲଙ୍କୁୁ ଶୁଭକାମନା ଜଣାଇଲେ ଅଖିଳେଶ: କହିଲେ ଲୋକଙ୍କ ପାଇଁ କରାଯାଇଥିବା କାମ ଦେବ ଉତ୍ତର

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ପାଇଁ ଭୋଟିଂ ଜାରି ରହିଥିବାବେଳେ ଶନିବାର ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଅରବିନ୍ଦ କେଜରିଓ୍ବାଲଙ୍କୁ ଟୁଇଟ୍‌ କରି ଶୁଭକାମନା ଜଣାଇଛନ୍ତି।...

ଜାଲ୍‌ ସାର୍ଟିଫିକେଟରେ ଚାକିରି ହଡ଼ପ

ନୂଆଦିଲ୍ଲୀ,୨୪ା୧୦(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶରେ ଅନୁସୂଚିତ ଜନଜାତିଙ୍କ ଲାଗି ସଂରକ୍ଷିତ ହଜାର ହଜାର ସରକାରୀ ଚାକିରି ହଡ଼ପ ହୋଇଛି। ଜିଲାପାଳଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନର ଜ୍ଞାତସାରରେ ଚାଲିଥିଲା...

ସମୁଦ୍ର ପତ୍ତନ ବୃଦ୍ଧି : ଚେନ୍ନାଇ, କୋଲକାତାକୁ ବିପଦ

ନୂଆଦିଲ୍ଲୀ, ୫।୩: ଜଳବାୟୁ ପରିବର୍ତ୍ତନ ଏବଂ ତାପମାତ୍ରା ବୃଦ୍ଧି ଯୋଗୁ ବଢ଼ୁଥିବା ସମୁଦ୍ର ପତ୍ତନ ଦ୍ୱାରା ଏସିଆର ଅନେକ ବଡ଼ ସହର ପାଇଁ ବିପଦ ସୃଷ୍ଟି...

ଅନ୍ନଦାତାଙ୍କ ଭାରତ ବନ୍ଦକୁ ସମର୍ଥନ କଲା କଂଗ୍ରେସ: ଡିସେମ୍ବର  ୮ରେ ଦଳୀୟ କାର୍ଯ୍ୟାଳୟରେ କରାଯିବ ପ୍ରଦର୍ଶନ

ନୂଆଦିଲ୍ଲୀ, ୬।୧୨: ଦେଶବ୍ୟାପୀ ଜାରି ରହିଥିବା ଅନ୍ନଦାତାଙ୍କ ଆନ୍ଦୋଳନକୁ କଂଗ୍ରେସର ସମର୍ଥନ ମିଳିଛି। ଡିସେମ୍ବର ୮ରେ ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାରେ...

ଅନ୍‌ଲକ୍‌-୩: ରାଜଧାନୀରୁ ହଟିଲା ରାତ୍ରୀକାଳିନ କର୍ଫ୍ୟୁ

ନୂଆଦିଲ୍ଲୀ,୩୧।୭: କରୋନା ମହାମାରୀ ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଅବଧି ବହୁ ପୂର୍ବରୁ ଶେଷ ହୋଇଛି। ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ଅନ୍‌ଲକ-୩। ପୂର୍ବରୁ...

Advertisement
Archives

Model This Week