ଜାତୀୟ

ନିିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ମହିଳାଙ୍କ ଲୁଗା ଧୋଇ ଚର୍ଚ୍ଚାରେ ଏହି ନେତା: କହିଲେ ଜିତିଲେ ‘ଓ୍ବାଶିଂ ମେଶିନ ଦେବି’

ଚେନ୍ନାଇ, ୨୩।୩: କଥାରେ ଅଛି ନିର୍ବାଚନ ବୈତରଣୀ ପାର ହେବାଲାଗି ରାଜନେତାମାନେ କିଛି ବି କରିପାରନ୍ତି। ସେଭଳି ଏକ ଘଟଣା ତାମିଲନାଡ଼ୁର ନଗାପଟ୍ଟିନମ୍‌ରେ ମଙ୍ଗଳବାର ଦେଖିବାକୁ ମିଳିଛି। ଏଠାରେ ନିର୍ବାଚନ ପ୍ରଚାରକୁ ଓହ୍ଲାଇଥିବା ଏଆଇଏଡିଏମ୍‌କେ ଦଳର ପ୍ରାର୍ଥୀ ଥଙ୍ଗା କାଠିରାଓ୍ବନ ଲୋକଙ୍କ…

ଏପ୍ରିଲ ୧ରୁ ଆରମ୍ଭ ହେବ ୩ୟ ପର୍ଯ୍ୟାୟ ଟିକାକରଣ ପ୍ରକ୍ରିୟା

ନୂଆଦିଲ୍ଲୀ,୨୩।୩: ଆସନ୍ତା ଏପ୍ରିଲ ୧ ତାରିଖରୁ କରୋନା ଟିକାକରଣ ପ୍ରକ୍ରିୟାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୪୫ ଓ ତା’ଠାରୁ ଊର୍ଦ୍ଧ୍ୱ ବୟସର ନାଗରିକଙ୍କୁ ଟିକା ଦିଆଯିବ। ଏ ନେଇ କେନ୍ଦ୍ର ସରକାର ମଙ୍ଗଳବାର ଘୋଷଣା କରିଛନ୍ତି।…

୧ ଏପ୍ରିଲ୍‌ରୁ ୪୫ ବର୍ଷ ବୟସ୍କଙ୍କୁ କରୋନା ଟିକା

ନୂଆଦିଲ୍ଲୀ,୨୩।୩: ,ଏପ୍ରିଲ୍‌‌ ୧ରୁ ଦେଶର ୪୫ ବର୍ଷ ବୟସ୍କ ଅବା ଏହାଠାରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କ୍ୟାବିନେଟ୍‌ ପକ୍ଷରୁ ନିଷ୍ପତ୍ତିି ଗ୍ରହଣ କରାଯାଇଛି। ଏନେଇ କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାଭେଡ୍‌କର…

ତେଜସ୍ବୀ-ତେଜପ୍ରତାପ ଅଟକ

ପାଟନା,୨୩।୩: ବିହାରରେ ବୃଦ୍ଧି ପାଉଥିବା ବେରୋଜଗାର ସମସ୍ୟା, ଦରଦାମ ତଥା ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଆରଜେଡି ପକ୍ଷରୁ ବିଧାନସଭା ଘେରାଉ ଉଦ୍ୟମ ହୋଇଛି। ଏଥିରେ ପୋଲିସ ପକ୍ଷରୁ ବାଧା ଦିଆଯିବା ସହିତ ଆରଜେଡି ସମର୍ଥକଙ୍କ ଉପରେ ପାଣି ବର୍ଷା କରାଯାଇଥିଲା।…

ଛୋଟ ପୋଷାକ ପିନ୍ଧି ମନ୍ଦିରରେ ପ୍ରବେଶ କରିବା ମନା

ପାଲନପୁର,୨୩।୩: ଭାରତୀୟ ପରମ୍ପରା ଅନୁସାରେ ମନ୍ଦିରକୁ ଯିବା ସମୟରେ ଶାଢ଼ି, ଧୋତି, କୁର୍ତା ଆଦି ପିନ୍ଧାଯାଇଥାଏ। ତେବେ ସମୟ ବଦଳିବା ସହିତ ଲୋକଙ୍କ ରୁଚିରେ ପରିବର୍ତ୍ତନ ଆସିଛି। ଲୋକେ ନିଜ ପସନ୍ଦର ଛୋଟ ପୋଷାକ ପିନ୍ଧି ମନ୍ଦିରରେ ପ୍ରବେଶ କରୁଛନ୍ତି। ତେବେ…

ମୋତେ ହତ୍ୟା କରାଯିବାକୁ ଚାଲିଥିଲା ଚେଷ୍ଟା: ତେଜସ୍ବୀ

ପାଟନା,୨୩।୩: ବିହାରରେ ବଢୁଥିବା ଅପରାଧ ଏବଂ ବେରୋଜଗାରକୁ ନେଇ ମଙ୍ଗଳବାର ପାଟନାରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜେପି ଗୋଲାମ୍ବରରୁ ଏହି ବିକ୍ଷୋଭ ଆରମ୍ଭ ହୋଇଛି। ଏହାସହ ଆରଜେଡି ପକ୍ଷରୁ ବିଧାନସଭା ଘେରାଉ କରାଯାଇଛି। ପୋଲିସ…

ହୋଲି ରଙ୍ଗ ପଡ଼ିଲା ଫିକା: ଯୋଗୀ ସରକାର ଜାରି କଲେ କଟକଣା

ଲକ୍ଷ୍ନୌ,୨୩।୩: ଉତ୍ତରପ୍ରଦେଶରେ ଚଳିତ ବର୍ଷ ହୋଲି ରଙ୍ଗ ଫିକା ପଡ଼ିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ସାର୍ବଜନୀକ ହୋଲି ପାଳନ, ପାର୍ଟି ଏବଂ ଅନ୍ୟ ସାମୁହିକ ଆୟୋଜନ ଉପରେ ରୋକ ଲଗାଇଛନ୍ତି। ଏହା ସହିତ ମାସ୍କ୍‌…

ଅଟୋକୁ ଧକ୍କା ଦେଲା ବସ୍‌: ୧୩ ଜଣଙ୍କ ମୃତ୍ୟୁ

ଗ୍ବାଲିୟର,୨୩।୩: ମଧ୍ୟପ୍ରଦେଶ ଗ୍ବାଲିୟରରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍‌ ଅଟୋକୁ ଧକ୍କା ଦେବାରୁ ଅଟୋରେ ଥିବା ୧୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟମାନଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଛି।…

ମଦ କିଣିବାର ବୟସ କମିଲା: ଜାଣନ୍ତୁ କେଉଁ ରାଜ୍ୟରେ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ସରକାର ଏକ୍ସାଇଜ ନୀତିରେ ବଡ ପରିବର୍ତ୍ତନ ଘୋଷଣା କରିଛନ୍ତି। ସରକାରଙ୍କ ନୂଆ ନିୟମ ଅନୁସାରେ ଏବେ ରାଜଧାନୀରେ ମଦ କିଣିବାର ଆଇନଗତ ବୟସ ୨୫ ପରିବର୍ତ୍ତେ ୨୧ ବର୍ଷ ହେବ। ଏଥି ସହ ସହରରେ ନୂତନ ଦୋକାନ ଖୋଲାଯିବ…

ମହାମାରୀ ଯୋଗୁ ସୁଧ ଛାଡ୍‌ ମାମଲା: ଆର୍ଥିକ ନୀତିରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ମନା

ନୂଆଦିଲ୍ଲୀ,୨୩।୩: ମୋରେଟୋରିୟମ୍‌ ମାମଲାରେ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଋଣ ନେଇଥିବା ବ୍ୟକ୍ତି ବିଶେଷ ଅବା ସଂସ୍ଥାଙ୍କ ସୁଧକୁ କରୋନା ମହାମାରୀ ଯୋଗୁ ସମ୍ପୂର୍ଣ୍ଣ ଛାଡ କରାଯାଇ ପାରିବ ନାହିଁ। ମହାମାରୀ ଯୋଗୁ କେବଳ…

ଶହୀଦ ଭଗତ ସିଂଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୨୩।୩: ଶହୀଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ବିପ୍ଳବୀ ଭାଗବତ ସିଂ, ସୁଖଦେବ ଏବଂ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି ଯେ ଏହି ମହାନ ପୁତ୍ରମାନଙ୍କ ବଳିଦାନ ଦେଶର ପ୍ରତ୍ୟେକ ପିଢ଼ି ପାଇଁ ଉତ୍ସାହ ହେବ।…

ଆସାମରେ ଭାଜପାର ୧୦ ସଙ୍କଳ୍ପ: ୩୦ ଲକ୍ଷ ପରିବାରଙ୍କୁ ମାସକୁ ୩ ହଜାର

ଗୁଆହାଟି,୨୩।୩: ଆସାମରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏନେଇ ଭାଜପା ପକ୍ଷରୁ ନିର୍ବାଚନ ଇସ୍ତାହାର ପ୍ରକାଶ ପାଇଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ, କେନ୍ଦ୍ରୀୟ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରମୁଖଙ୍କ ଉପସ୍ଥିତିରେ ଇସ୍ତାହାର ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?