ଡାକ୍ତରଖାନାରେ କରୋନା ରୋଗୀଙ୍କୁ ମାଡ ମାରିବା ଭିଡିଓ ଭାଇରାଲ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
ରାଜକୋଟ,୧୮।୯-ଗୁଜୁରାଟର ରାଜକୋଟରେ ଥିବା ଏକ ସରକାରୀ ଡାକ୍ତରଖାନାରେ କରୋନା ରୋଗୀଙ୍କୁ ଆକ୍ରମଣ କରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୫୫ ସେକେଣ୍ଡର ଏହି ଭିଡିଓରେ ଦେଖାଯାଇଛି, ପିପିଏ କିଟ ପିନ୍ଧିଥିବା ଜଣେ ଡାକ୍ତର କରୋନା ରୋଗୀଙ୍କ ଛାତି...
ବିଦେଶରେ ପଡି ରହିଛି ତିନି ହଜାରରୁ ଅଧିକ ମୃତଦେହ: ମାଟି ମା’ କୋଳକୁ ଫେରିବାକୁ ରହିଛି ଅପେକ୍ଷା!
ନୂଆଦିଲ୍ଲୀ, ୧୮ ।୯: ପେଟ ପାଟଣା ପାଇଁ ବିଦେଶକୁ ଚାଲି ଯାଇଥିଲେ କେତେକ ଭାରତୀୟ । ପରିବାର ପୋଷିବା ସହ ପିଲାମାନଙ୍କର ଉଜ୍ୱଳ ଭବିଷ୍ୟତ ଲକ୍ଷ୍ୟ ରଖି ଏମାନେ ସେଠାରେ କାମ କରିବା ଆଶାରେ ଚାଲିଯାଇଥିଲେ । ହେଲେ କିଏ...
ପିଏମ୍ କେୟାର୍ସ ଫଣ୍ଡକୁ ନେଇ ଲୋକ ସଭାରେ କଂଗ୍ରେସକୁ ଜବାବ ଦେଲେ ଅନୁରାଗ
ନୂଆଦିଲ୍ଲୀ,୧୮ ।୯: ଲୋକ ସଭାରେ ଶୁକ୍ରବାର ପିଏମ୍ କେୟାର୍ସ ଫଣ୍ଡକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ କଥା କଟାକଟି ହୋଇଛି । କଂଗ୍ରେସ ନେତା ମନିଷ ତିୱାରି କହିଛନ୍ତି ପିଏମ୍ କେୟାର୍ସ ଫଣ୍ଡ ପ୍ରଧାନମନ୍ତ୍ରୀଙ୍କ ସଂସ୍ଥା...
ରୁଷିଆ ଭ୍ୟାକ୍ସିନକୁ ନେଇ ବଢୁଛି ଚିନ୍ତା: ସାତ ଜଣରେ ଜଣେ ହେଉଛନ୍ତି ଅସୁସ୍ଥ
ନୂଆଦିଲ୍ଲୀ,୧୮ ।୯: ସାରା ବିଶ୍ୱରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି ଏବେ ସମସ୍ତଙ୍କ ନଜର ରହିଛି କରୋନା ଭ୍ୟାକ୍ସିନ ବା ଟିକା ଉପରେ । କାରଣ କରୋନା ସଂକ୍ରମଣ ରୋକିବାକୁ ଏହା ଏକ ମାତ୍ର ମାଧ୍ୟମ ହେବ ବୋଲି...
କମୁଛି ନୀତୀଶଙ୍କ ଲୋକପ୍ରିୟତା ଅଡୁଆରେ ଭାଜପା!
ପାଟନା,୧୮ ।୯: କିଛି ବଡ ବଡ ରାଜ୍ୟରେ ନିର୍ବାଚନରେ ହାରିବା ପରେ ଏବେ ବିହାରରେ ଆଉ ବିପଦକୁ ବରଣ କରିବାକୁ ଚାହୁଁ ନାହିଁ ଭାରତୀୟ ଜନତା ପାର୍ଟି(ଭାଜପା) । ସେଥିପାଇଁ ଦଳ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏକ ଅଭ୍ୟନ୍ତରୀଣ...
ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ୍
ନୂଆଦିଲ୍ଲୀ,୧୮ ।୯: ଗୁଗୁଲ ଶୁକ୍ରବାର ଗୁଗୁଲ ପ୍ଲେ ଷ୍ଟୋରରୁ ପେଟିଏମ୍ ଆପ୍କୁ ହଟାଇ ଦେଇଥିବା ଜଣାପଡିଛି । ଗୁଗୁଲ କହିଛି କୌଣସି ଗ୍ୟାବଲିଙ୍ଗ ବା ଜୁଆ ଖେଳିବା ବାଲା ଆପ୍କୁ ସେ ସମର୍ଥନ କରିବ ନାହିଁ । ଜୁଆ ସହ...
ମୋଦିଙ୍କ ସହ କଥା ହେଲେ ରୁଷିଆ ରାଷ୍ଟ୍ରପତି
ନୂଆଦିଲ୍ଲୀ,୧୮ ।୯: ଚାଇନା ସହ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି । ପୁତିନ ରୁଷିଆ ଓ ଭାରତ ମଧ୍ୟରେ ବିଶେଷ...
କୃଷି ବିଲ: ବିରୋଧିଙ୍କ ଉପରେ ବର୍ଷିଲେ ମୋଦି
ନୂଆଦିଲ୍ଲୀ,୧୮ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶର କୃଷକଙ୍କୁ ଆଶ୍ୱାସନା ଦେଇଛନ୍ତି । ଲୋକ ସଭାରେ ପାସ୍ ହୋଇଥିବା କୃଷି ସୁଧାର ସମ୍ପର୍କିତ ବିଲ୍ ସେମାନଙ୍କ ପାଇଁ ରକ୍ଷା କବଚ ହେବ ବୋଲି ମୋଦି କହିଛନ୍ତି । ଆଉ...
ସମ୍ପୂର୍ଣ୍ଣ ସଜ୍ଜା କାଟି ସାରିଥିଲେ ବି ମୁକୁଳି ପାରୁ ନାହାନ୍ତି ୧,୦୩୧ କଏଦୀ
ନୂଆଦିଲ୍ଲୀ,୧୮ ।୯: ଦେଶର ବିଭିନ୍ନ ରାଜ୍ୟର ଜେଲ୍ରେ କଏଦୀ ଥିବା କେତେଜଣ କଏଦୀ ସେମାନଙ୍କର ସମ୍ପୂର୍ଣ୍ଣ ସଜ୍ଜା କାଟି ସାରିଥିଲେ ବି ଏପର୍ଯ୍ୟନ୍ତ ମୁକୁଳି ପାରୁ ନ ଥିବା ଜଣାପଡିଛି । ଅନ୍ରପଟେ ଆଉ କେତେଜଣ କଏଦୀ କେବେ ମୁକୁଳିବେ...
ଏହି ବ୍ୟକ୍ତିଙ୍କ ହାତ ତିଆରି ଖାଦ୍ୟ ଖାଇଥାନ୍ତି ମୋଦି, ସାମ୍ନାକୁ ଆସିଲା ରୋଷେଇ ଘରର ଭିତିରି କଥା
ନୂଆଦିଲ୍ଲୀ,୧୮ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ ଅର୍ଥାତ୍ ଗତକାଲି ତାଙ୍କର ୭୦ ତମ ଜନ୍ମଦିବସ ପାଳନ କରିଛନ୍ତି। ୧୯୫୦ ମସିହାରେ ମୋଦି ଜନ୍ମଗ୍ରହଣ କରିଥିଲେ। ଆଜିର ଦିନରେ ମଧ୍ୟ ମୋଦି ବହୁତ ଫୂର୍ତ୍ତି। ଏହାର କାରଣ ତାଙ୍କ ଖାଦ୍ୟପେୟ।...
ଜନଔଷଧୀ କେନ୍ଦ୍ର ୧୦୫୦୦କୁ ବଢ଼ିବ
ନୂଆଦିଲ୍ଲୀ,୧୮ା୯:ଭାରତ ସରକାର ୨୦୨୫ ମାର୍ଚ୍ଚ ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ କେନ୍ଦ୍ର(ପିଏମ୍ବିଜେକେ) ସଂଖ୍ୟାକୁ ୧୦୫୦୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି.ଭି. ସଦାନନ୍ଦଗୌଡ଼ା ଗୁରୁବାର ପାର୍ଲାମେଣ୍ଟରେ କହିଛନ୍ତି ଯେ, ସାଧାରଣ ଜନତା...
ଭାରତ ପାଇଁ ବିପଦ ଘଣ୍ଟି: ୭ ମାସରେ ୪୧୩ ଥର ଥରିଲାଣି ପୃଥିବୀ
ନୂଆଦିଲ୍ଲୀ,୧୮।୯: ଚଳିତବର୍ଷ ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲାଣି। ଭାରତରେ ମଧ୍ୟ ଏହି ମହାମାରୀ ଯୋଗୁ ଅନେକ ଲୋକଙ୍କ ଜୀବନ ଗଲାଣି। ତେବେ ଭାରତ ପାଇଁ ଆଉ ଏକ ବିପଦ...
Archives


