ଅନଲାଇନ୍ ରେଜିଷ୍ଟ୍ରେଶନ ବିନା ମିଳିବ ନାହିଁ ଟିକା
ନୂଆଦିଲ୍ଲୀ,୨୫।୪ : ଟିକାକରଣ ପ୍ରକ୍ରିୟାରେ ୧୮ରୁ ୪୪ ବର୍ଷ ବୟସ୍କ ନାଗରିକଙ୍କ ପାଇଁ ଅନଲାଇନ ରେଜିଷ୍ଟ୍ରେଶନ ବାଧ୍ୟତାମୂଳକ କରାଯାଇଛି। ଆସନ୍ତା ମେ’ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ୩ୟ ପର୍ଯ୍ୟାୟ ଟିକାକରଣ ଲାଗି ହସ୍ପିଟାଲରେ କୌଣସି ରେଜିଷ୍ଟ୍ରେଶନ କରାଯିବ ନାହିଁ।…
ମେଡିକାଲରେ କୋଭିଡ୍ ଆକ୍ରାନ୍ତଙ୍କ ଜନ୍ମଦିନ ପାଳିଲେ ଡାକ୍ତର ; ଭିଡିଓ ଭାଇରାଲ
ସୁରଟ,୨୫।୪ : କୋଭିଡ୍-୧୯ ବିରୋଧରେ ଦିନ-ରାତି ଲଢ଼େଇ କରୁଛନ୍ତି ଦେଶର ସ୍ବାସ୍ଥ୍ୟକର୍ମୀମାନେ। ଏହାସତ୍ତ୍ୱେ କାମ ପ୍ରତି ସେମାନଙ୍କ ଭଲପାଇବା କମ୍ ହୋଇ ନାହିଁ। ଏହାର ଉଦାହରଣ ଦେଖିବାକୁ ମିଳିଛି ସୁରଟ ସିଭିଲ ମେଡିକାଲରେ। ଡାକ୍ତର ଓ ନର୍ସମାନେ କରୋନା ଆକ୍ରାନ୍ତଙ୍କ ଜନ୍ମଦିନ…
ଗର୍ଭବତୀ ସ୍ତ୍ରୀଙ୍କ ପାଇଁ ଆମ୍ବୁଲାନ୍ସ ବନ୍ଧକ ରଖିଲେ ସ୍ବାମୀ
ଭୋପାଳ,୨୫।୪: କଠିନ ପରିସ୍ଥିତିରେ, ଅନେକ ଥର ଲୋକମାନେ ଠିକ୍-ଭୁଲ୍ ବିଷୟରେ ଚିନ୍ତା ନ କରି ଚମତ୍କାର କାର୍ଯ୍ୟ କରନ୍ତି। ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏମିତି ଏକ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ସ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିଲେ।…
ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଲେ ସରକାର ଦେବେ ଖର୍ଚ୍ଚ
ଲକ୍ଷ୍ନୌ,୨୫।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ କୌଣସି ଘରୋଇ କିମ୍ବା ସରକାରୀ ଡାକ୍ତରଖାନା କରୋନା ରୋଗୀଙ୍କ ଚିକିତ୍ସା କରିବାକୁ ମନା କରିପାରିବ ନାହିଁ। ଯଦି ସରକାରୀ ଡାକ୍ତରଖାନାରେ ଶଯ୍ୟା…
ଋତୁସ୍ରାବ ସମୟରେ ମହିଳାମାନେ ନେଇପାରିବେ କି କରୋନା ଟିକା: ଜାଣନ୍ତୁ କ’ଣ କହିଲେ ସରକାର
ନୂଆଦିଲ୍ଲୀ,୨୫।୪: କରୋନାର ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଟିକାକରଣ କାର୍ଯ୍ୟକ୍ରମରୁ ଜୋରଦାର କରିବା ପାଇଁ ପ୍ରୟାସ କରୁଛନ୍ତି। ତେବେ ଟିକାକରଣକୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ…
ଦ୍ୱିତୀୟଥର କରୋନା ଆକ୍ରାନ୍ତ ହେଲେ ବାବୁଲ ସୁପ୍ରିୟୋ: ଦେଇପାରିବେ ନାହିଁ ଭୋଟ
ନୂଆଦିଲ୍ଲୀ,୨୫।୪: ମୋଦି ସରକାରର ମନ୍ତ୍ରୀ ତଥା ପଶ୍ଚିମବଙ୍ଗର ଟଲିଗଞ୍ଜର ଭାଜପା ପ୍ରାର୍ଥୀ ବାବୁଲ ସୁପ୍ରିୟୋ ଦ୍ୱିତୀୟଥର କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ନିଜେ ଏହା ବିଷୟରେ ସୂଚନା ଦେଇଥିଲେ। ସେ କହିଛନ୍ତି ଯେ ମୁଁ ଏବଂ ମୋ ସ୍ତ୍ରୀ କରୋନା ସଂକ୍ରମିତ…
ପୁଣି ଆଉ ଗୋଟିଏ ସପ୍ତାହ ବଢିଲା ଲକ୍ଡାଉନ୍
ନୂଆଦିଲ୍ଲୀ,୨୫।୪: ଦିଲ୍ଲୀରେ ଦିନକୁ ଦିନ କରୋନା ଜୀବାଣୁ ବୃଦ୍ଧି ପାଉଛି। ଏଥି ସହିତ ଅମ୍ଳଜାନର ଅଭାବ ମଧ୍ୟ ବୃଦ୍ଧି ପାଉଛି। ସେପଟେ ଦିଲ୍ଲୀ ସରକାର ପୁଣି ଗୋଟିଏ ସପ୍ତାହ ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି…
ବଡ଼ ଘୋଷଣା: ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ମିଳିବ ମାଗଣା କରୋନା ଟିକା
ମୁମ୍ବାଇ,୨୫।୪: ଦେଶରେ କରୋନା ମହାମାରୀ ଯୁଦ୍ଧରେ ଜିତିବା ପାଇଁ ଟିକାକରଣ ଅଭିଯାନ ଉପରେ କ୍ରମାଗତ ଗୁରୁତ୍ୱ ଦିଆଯାଉଛି। କରୋନା ଦ୍ୱାରା ଅଧିକ ପ୍ରଭାବିତ ରାଜ୍ୟ ମଧ୍ୟରୁ ଅନ୍ୟତମ ମହାରାଷ୍ଟ୍ରରେ କରୋନା ଟିକା ଅଭିଯାନକୁ ତୀବ୍ର କରିବା ପାଇଁ ଆଜି ଏକ ବଡ…
ଭାଙ୍ଗିପଡିଲେ ମମତା
କୋଲକାତା,୨୫।୪: ପଶ୍ଚିମବଙ୍ଗର ଖାରଦା ବିଧାନସଭା ଆସନରୁ ଲଢୁଥିବା ତୃଣମୂଳ କଂଗ୍ରେସ ପ୍ରାର୍ଥୀ କାଜଲ ସିହ୍ନାଙ୍କ ରବିବାର ଦେହାନ୍ତ ହୋଇଛି। ସେ କରୋନାରେ ସଂକ୍ରମିତ ହୋଇଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟରରେ ଏହି ସୂଚନା ଦେଇଛନ୍ତି। ଏହା ସହିତ ମମତା କାଜଲ…
କେବେ ମିଳିବ କରୋନାରୁ ମୁକ୍ତି, ବିଶେଷଜ୍ଞ କହିଲେ ଏଭଳି …
ନୂଆଦିଲ୍ଲୀ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅବସ୍ଥା ବେଲଗାମ୍ ହେବାରେ ଲାଗିଥିବାବେଳେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷରୁ ଅଧିକ ରହିବା ସହିତ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଏପରିସ୍ଥଳେ କରୋନା ମହାମାରୀରୁ କେବେ ମୁକ୍ତି ମିଳିବ ସେ…
ବଡ଼ ନିଷ୍ପତ୍ତି ନେଲେ ମୋଦି ସରକାର: ହସ୍ପିଟାଲରେ ନିର୍ମାଣ ହେବ ୫୫୧ ଅକ୍ସିଜେନ୍ ପ୍ଲାଣ୍ଟ୍…
ନୂଆଦିଲ୍ଳୀ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଥିବାବେଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ଅଭାବ ଯୋଗୁ କରୋନା ଆକ୍ରାନ୍ତଙ୍କ ସମେତ ଅନ୍ୟ ରୋଗୀଙ୍କ ମୃତ୍ୟୁ ଘଟୁଛି। ତେବେ ଅକ୍ସିଜେନ୍ ଯୋଗାଣ ତ୍ୱରାନ୍ବିତ ହେବା ଯୋଗୁ ଏବେ ସ୍ଥିତିରେ…
ପାର୍କରେ ହେବ ଅନ୍ତିମ ସଂସ୍କାର: ପ୍ରଶାସନର ନିଷ୍ପତ୍ତି…
ନୂଆଦିଲ୍ଳୀ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଶ୍ମଶାନରେ ମୃତକଙ୍କ ଅନ୍ତିିମ ସଂସ୍କାର କରିବା ଲାଗି ଘଣ୍ଟା ଘଣ୍ଟା…

