ଜାତୀୟ

ଏହି ରାଜ୍ୟରେ ୩୨୦ କୋଭାକ୍ସିନ୍‌ ଡୋଜ୍‌ ଚୋରି…

ଜୟପୁର,୧୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶରେ ପ୍ରଥମ କରୋନା ଟିକା ଚୋରି ଘଟଣା ଘଟିଛି। ରାଜସ୍ଥାନର ଜୟପୁରରେ…

ସିବିଏସ୍‌ଇ ଦଶମ ପରୀକ୍ଷା ରଦ୍ଦ, ଦ୍ୱାଦଶ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୧୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ବୋର୍ଡ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଓ୍ବାଲଙ୍କ ସହିତ ବୈଠକ କରିବା ପରେ…

ଲୋକେ ମାସ୍କ୍‌ ନ ପିନ୍ଧିଲେ ପୋଲିସ ପାଇବେ ଦଣ୍ଡ…

ଲକ୍ଷ୍ନୌ,୧୪।୪: କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଆଦି ଉପରେ ଗୁରୁତ୍ୱାରୋପ କରାଯାଉଛି। ଏନେଇ ଉତ୍ତରପ୍ରଦେଶର ଆହ୍ଲାବାଦ୍‌ ହାଇକୋର୍ଟ ପକ୍ଷରୁ ମାସ୍କ୍‌ ପିନ୍ଧି…

ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌: ଟୁଇଟ୍‌ କରି ଦେଲେ ସୂଚନା

ଲକ୍ଷ୍ନୌ,୧୪।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ନିଜ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶ ଏବଂ କେରାନା ମାର୍ଗଦର୍ଶିକା ପାଳନ କରି ସେ ନିଜକୁ ସେଲଫ୍‌…

କୁଚ୍‌ବିହାର ଗୁଳିକାଣ୍ଡ: ମୃତକଙ୍କ ପରିଜନଙ୍କୁ ଭେଟିଲେ ମମତା, ଦେଲେ ପ୍ରତିଶ୍ରୁତି

କୋଲକାତା,୧୪।୪: ପଶ୍ଚିମବଙ୍ଗର କୁଚ୍‌ବିହାର ଗୁଳିକାଣ୍ଡରେ ଚାରି ଜଣଙ୍କ ମୃତ୍ୟୁପରେ ପଶ୍ଚିମବଙ୍ଗର ରାଜନୀତି ସରଗରମ ହୋଇପଡିଛି। ଏହି ଘଟଣାକୁ ନେଇ ଭାଜପା ଏବଂ ତ୍ରୁଣମୂଳ କଂଗ୍ରେସ ମଧ୍ୟ ଆରୋପ-ପ୍ରତ୍ୟାରୋପ ଚାଲିଛି। ବୁଧବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୁଚ୍‌ ବେହାର ହିଂସାରେ ମୃତ୍ୟୁ ଘଟିଥିବା…

ଅଟକିବନି ସିରିଏଲ୍‌ ଶୁଟିଂ

ମୁମ୍ବାଇ,୧୪।୪: ମହାରାଷ୍ଟ୍ରରେ କରୋନାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ୧୫ ଦିନିଆ ଜନତା କର୍ଫ୍ୟୁ ପାଇଁ ଘୋଷଣା କରିଛନ୍ତି। ଏହି ସମୟରେ ଫିଲ୍ମ, ଟିଭି ସିରିଏଲ୍‌ ଓ ବିଜ୍ଞାପନ ଶୁଟିଂ ଉପରେ ପୁଣି ଥରେ ରୋକୋ ଲଗାଯାଇଛି। କିନ୍ତୁ ଏହାରି…

ମାସେ ପାଇଁ ସ୍ଥଗିତ ହେଲା ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା

ଭୋପାଳ,୧୪।୪: ମଧ୍ୟପ୍ରଦେଶରେ କରୋନା ସଂକ୍ରମଣର ପ୍ରକୋପ ଜାରି ରହିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ମାସେ ପାଇଁ ସ୍ଥଗିତ ରଖାଯାଇଛି।…

କରୋନା ହାହାକାର : ମୃତ୍ୟୁ ସଂଖ୍ୟା ୫ ହଜାର ଟପିଲା

ନୂଆଦିଲ୍ଲୀ,୧୪।୪: ଦେଶରେ ଏପ୍ରିଲ୍‌ ୭ ଠାରୁ ୧୩ ମଧ୍ୟରେ ମୋଟ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୨ ହଜାର ୫୫୦ରେ ପହଞ୍ଚିଛି। ପ୍ରତିଦିନ ଲକ୍ଷେରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ସେହିପରି ଏହି ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟା ୫…

ବେଲଗାମ୍‌ କରୋନା: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବହୁ ଅଫିସର ସଂକ୍ରମିତ

ଲକ୍ଷ୍ନୌ,୧୪।୪: ଉତ୍ତରପ୍ରଦେଶରେ କରୋନା ରେକର୍ଡ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ରାଜ୍ୟରେ ଗୋଟିଏ ଦିନରେ ୧୮ହଜାରରୁ ଊର୍ଦ୍ଧ୍ୱ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ରାଜଧାନୀ ଲକ୍ଷ୍ନୌରୁ ସର୍ବାଧିକ ୫,୩୦୦ ଓ ପ୍ରୟାଗରାଜରୁ ୧୮୦୦ ରହିଛନ୍ତି। ଇତିମଧ୍ୟରେ ୟୁପି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର…

ମୁଁ ରାଜନୀତି ଛାଡିଦେବି, କାନ ଧରି ଉଠ୍‌-ବସ୍‌ ହେବେ ମୋଦି: କାହିଁକି ଏମିତି କହିଲେ ଦିଦି

କୋଲକତା,୧୪।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ପାଇଁ ଏବେ ରାଜନୀତି ସରଗରମ ଅଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ଆୟୋଗ ଦ୍ୱାରା ନିଷେଧାଦେଶ ପାଳନ କରିବା ପରେ ବାରସାତରେ ଏକ ନିର୍ବାଚନ ରାଲି କରିଥିଲେ। ଏହି ଅବସରରେ ଟିଏମସି ସୁପ୍ରିମୋ ମମତା…

ଶ୍ମଶାନରେ ଲିଭୁନି ନିଆଁ: ସରକାର ମୃତକଙ୍କ ସଂଖ୍ୟା ଲୁଚାଉଥିବା ଅଭିଯୋଗ

ଭୋପାଳ,୧୪।୪: କରୋନା ସଂକ୍ରମଣ ନେଇ ଦେଶରେ ଆତଙ୍କ ଦେଖାଦେଇଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଧ୍ୟପ୍ରଦେଶର ଭୋପାଳରେ ମୃତକଙ୍କ ସଂଖ୍ୟା ସରକାର ଲୁଚାଉଥିବା ଅଭିଯୋଗ ହୋଇଛି। ସରକାରୀ ରିପୋର୍ଟରେ ମୃତ୍ୟୁ ସଂଖ୍ୟା…

କୁମ୍ଭ ମେଳାରେ କରୋନା ମାଡ: ପୁଣି ୧୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ, ୨୦ ସାଧୁସନ୍ଥ କରୋନା ପଜିଟିଭ୍‌‌‌

ଲକ୍ଷ୍ନୌ,୧୪।୪: ଦେଶରେ କରୋନା ପରିସ୍ଥିତି ପୁଣି ବିଗିଡିବାରେ ଲାଗିଛି। କୁମ୍ଭ ମେଳାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବୁଧବାର ପୁଣି ୧୦୦ରୁ ଅଧିକ ଶ୍ରଦ୍ଧାଳୁ ଏବଂ ୨୦ ସାଧୁସନ୍ଥ କରୋନା ଚିହ୍ନଟ ହୋଇଛନ୍ତି। ଏପର୍ଯ୍ୟନ୍ତ ଏହି ମେଳାରେ ଭାଗ ନେଇଥିବା ୧୮୦୦ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?