ଜାତୀୟ

ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ଭେଟିଲେ ମଧୁର ଭଣ୍ଡାରକର

ଲକ୍ଷ୍ନୌ,୨୦ ।୯: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଉତ୍ତର ପ୍ରଦେଶରେ ସବୁଠାରୁ ବଡ ଓ ସୁନ୍ଦର ଫିଲ୍ମ ସିଟି ନିର୍ମାଣ ହେବା ଘୋଷଣା କରିଛନ୍ତି । ଆଉ ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।...

ଅଲୋଡ଼ା ପାଇଲଟ୍‌: ଅପରେଶନ୍‌ ଲୋଟସ୍‌-୨ରୁ ଦୂରରେ !

ଜୟପୁର, ୨୦।୯: ରାଜସ୍ଥାନରେ କଂଗ୍ରେସ ସରକାର ପାଇଁ ପୁଣି ସମସ୍ୟା ସୃଷ୍ଟି କରିବା ଲାଗି ଭାଜପା ପୁଣି ଅଣ୍ଟା ଭିଡ଼ିବା ଆରମ୍ଭ କରିଛି। ଏଥିରେ ଭାଜପା ହାଇକମାଣ୍ଡ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଫ୍ରି ହ୍ୟାଣ୍ଡ୍‌ ଦେଇଛନ୍ତି। ଏବେ ବସୁନ୍ଧରାଙ୍କ ନେତୃତ୍ୱରେ...

କରୋନା ସଂକ୍ରମଣ ରୋକିବାକୁ ପୁଣି କଠୋର ହେଲେ ରାଜସ୍ଥାନ ସରକାର

ଜୟପୁର,୨୦ ।୯: କରୋନା ସଂକ୍ରମଣ ଦେଶରେ କମ୍ ହେବା ପରିବର୍ତ୍ତେ ବଢିବାରେ ଲାଗିଛି । ରାଜସ୍ଥାନ ସରକାର ଏହାକୁ ଦେଖି ୧୧ ଜିଲା ମୁଖ୍ୟାଳୟରେ ସର୍ବସାଧାରଣ ସ୍ଥାନରେ ୧୪୪ ଧାରା ଜାରି କରିଛନ୍ତି । ଏହା ବ୍ୟତୀତ କୌଣସି ସ୍ଥାନରେ...

କୃଷି ବିଧେୟକ ରାଜ୍ୟ ସଭାରେ ଉପସ୍ଥାପିତ: ମଞ୍ଜୁରୀ ପାଇଁ ଛୋଟ ଦଳଙ୍କ ଭରସାରେ ଭାଜପା

ନୂଆଦିଲ୍ଲୀ, ୨୦।୯: ମୌସୁମୀ ଅଧିବେଶନର ୭ମ ଦିନରେ ରବିବାର ରାଜ୍ୟ ସଭାରେ କୃଷି ବିଧେୟକ ଉପସ୍ଥାପିତ ହୋଇଛି। ଏହାକୁ ଉପସ୍ଥାପନ କରି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ଏହି ବିଲ୍‌ କୃଷକଙ୍କ ଜୀବନରେ ବହୁ ପରିବର୍ତ୍ତନ...

ବୁଧବାର ଶେଷ ହୋଇପାରେ ଲୋକ ସଭା ଅଧିବେଶନ

ନୂଆଦିଲ୍ଲୀ, ୨୦ା୯: ଲୋକ ସଭାର ଚଳିତ ମୌସୁମୀ ଅଧିବେଶନରେ ଯୋଗ ଦେଇଥିବା ୩ ଜଣ ଏମ୍‌ପି କୋଭିଡ୍‌-୧୯ ପଜିଟିଭ ହେବା ପରେ ଅଧିବେଶନକୁ ବୁଧବାର ବନ୍ଦ କରିଦିଆଯାଇପାରେ ବୋଲି ଜଣାପଡ଼ିଛି। ଶନିବାର ସନ୍ଧ୍ୟାରେ ବିଜନେସ୍‌ ଆଡଭାଇଜରି କମିଟି ସହ ସରକାର...

ପୁଣେରେ ଅକ୍ସଫୋର୍ଡ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ

ପୁଣେ,୨୦ା୯: ମହାମାରୀ କରୋନା ଭାଇରସ୍‌ ରୋକିବାକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଭାରତର ପୁଣେସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ପ୍ରସ୍ତୁତ ହେଉଥିବା ଟିକା କୋଭିସିଲ୍ଡର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆସନ୍ତା ସପ୍ତାହରେ ପୁଣେରୁ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ...

ଆରୋଗ୍ୟରେ ଆମେରିକାଠୁ ଭାରତ ଆଗରେ

ନୂଆଦିଲ୍ଲୀ,୨୦।୯(ପି.ଟି.): କୋଭିଡ୍‌-୧୯ ଆରୋଗ୍ୟ ହାର ଦୃଷ୍ଟିରୁ ଭାରତ ଆମେରିକାକୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ପହଞ୍ଚତ୍ଛି। ଗତ ୨୪ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ ୯୫ହଜାର ୮୮୦ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହ କୋଭିଡ୍‌ ଆରୋଗ୍ୟ...

ଅପରେଶନ ସମୟରେ କଥା ହେଉଥିଲେ ରୋଗୀ, ଡାକ୍ତର କରିଦେଲେ ବ୍ରେନ୍‌ ସର୍ଜରୀ

ସାଧାରଣତଃ ଡାକ୍ତରମାନେ ଶାନ୍ତ ଆଉ ଏକାଗ୍ରତା ରକ୍ଷାକରି ରୋଗୀଙ୍କ ଅପରେଶନ କରିଥାନ୍ତି। ଆଉ ଆତ୍ମୀୟସ୍ବଜନମାନେ ବାହାରେ ଠିଆ ହୋଇ ରୋଗୀଙ୍କ ଆଶୁ ଆରୋଗ୍ୟ କାମନା କରିଥାନ୍ତି। ମାତ୍ର ଓଟିରେ ଜଣେ ରୋଗୀଙ୍କ ଅପରେଶନ ଚାଲିଥିବା ବେଳେ ରୋଗୀ ନିଜେ ଡାକ୍ତରଙ୍କୁ...

ଉତ୍ତର ପ୍ରଦେଶରେ ହେବ ଦେଶର ସବୁଠାରୁ ସୁନ୍ଦର ଫିଲ୍ମ ସିଟି: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୧୯ ।୯: ଗୋଟିଏ ପଟେ ମୁମ୍ବାଇ ଫିଲ୍ମ ସିଟିକୁ ନେଇ ବିବାଦ ଲାଗି ରହିଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଦେଶର ସବୁଠାରୁ ସୁନ୍ଦର ଓ ବଡ ଫିଲ୍ମ ସିଟି ଉତ୍ତର ପ୍ରଦେଶ ନଏଡାର ଗୌତମ...

କରୋନା ନ କମୁଣୁ ନାଗାଲାଣ୍ଡବାସୀଙ୍କୁ ଡରାଇଲାଣି ସ୍କ୍ରବ୍ ଟାଇଫସ୍‌

କୋହିମା,୧୯ ।୯: କରୋନା ଭାଇରସ ସଂକ୍ରମଣରେ ସାରା ଦେଶ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ନାଗାଲାଣ୍ଡ ମଧ୍ୟ ଏଥିରୁ ବାଦ୍ ଯାଇନାହିଁ । ହେଲେ କରୋନାର ପ୍ରକୋପ ନ କମୁଣୁ ଶନିବାର ନାଗାଲାଣ୍ଡ ପ୍ରଶାସନ ସ୍କ୍ରବ୍ ଟାଇଫସ୍ କଥା କହି...

ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ପ୍ରିୟଙ୍କାଙ୍କ ଚିଠି

ନୂଆଦିଲ୍ଲୀ,୧୯ ।୯: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଶନିବାର ଏକ ପତ୍ର ଲେଖିଛନ୍ତି । ଏଥିରେ ସେ ରାଜ୍ୟରେ ବଢିଚାଲିଥିବା ବେକାରୀ ଯୁବ ସମସ୍ୟାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି ।...

ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ବୀକାର କରିଥିଲେ ଠିକ୍‌ ହୋଇଥାନ୍ତା: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୯।୯: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ବୀକାର କରିଥିଲେ ଭଲ ହୋଇଥାନ୍ତା ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଶନିବାର ସୂଚନା ଦେଇଛନ୍ତି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri