ବୟଫ୍ରେଣ୍ଡଙ୍କ ସହ ଗେଷ୍ଟହାଉସ୍ ଯାଇଥିଲେ ଗର୍ଲଫ୍ରେଣ୍ଡ୍: ପରେ ଘଟିଲା ଏମିତି
ଫରିଦାବାଦ,୨୮।୪: ହରିୟାଣାର ଫରିଦାବାଦରେ ସେକ୍ଟର-୯ ଏକ ଅଭାବାନୀୟ ଘଟଣା ଘଟଛି। ଏକ ଗେଷ୍ଟହାଉସ୍ରେ ପ୍ରେମିକାଙ୍କ ଗଳା ଚିପି ହତ୍ୟା କରିନ୍ତି ପ୍ରେମିକ। ଘଟଣାସ୍ଥଳନରୁ ଅଭିଯୁକ୍ତ ଫେରାର ଅଛନ୍ତି। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ,…
ଏପ୍ରିଲ୍ ୨୯ ସନ୍ଧ୍ୟାରୁ ଲକ୍ଡାଉନ୍…
ପଣଜୀ,୨୮।୪: ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ କେତେକ ରାଜ୍ୟରେ ଲକ୍ଡାଉନ୍ ଏବଂ କର୍ଫ୍ୟୁ ଘୋଷଣା କରାଯାଇଛି। ଏପରିସ୍ଥଳେ ଗୋଆରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ୬ ଦିନିଆ ଲକ୍ଡାଉନ୍ ଜାରି ସମ୍ପର୍କରେ ବୁଧବାର ଘୋଷଣା କରିଛନ୍ତି। ଏପ୍ରିଲ୍ ୨୯…
ପଞ୍ଚାୟତ ନିର୍ବାଚନ ଦାୟିତ୍ୱରେ ଥିବା ୧୩୫ ଶିକ୍ଷକଙ୍କ ମୃତ୍ୟୁ: ହାଇକୋର୍ଟଙ୍କ ପ୍ରଶ୍ନ ଏଥିପାଇଁ ଦାୟୀ କିଏ
ଲକ୍ଷ୍ନୌ,୨୮।୪: ଉତ୍ତର ପ୍ରଦେଶରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କରୋନା ସଙ୍କଟ ମଧ୍ୟରେ ପଞ୍ଚାୟତ ନିର୍ବାଚନ ଦାୟିତ୍ୱରେ ଥିବା ୧୩୫ ଶିକ୍ଷକଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଶିକ୍ଷକଙ୍କ ମୃତ୍ୟୁକୁ ନେଇ ଇହ୍ଲାବାଦ୍ ହାଇକୋର୍ଟ ରାଜ୍ୟ ନିର୍ବାଚନ କମିଶନଙ୍କୁ…
ସ୍ତ୍ରୀଙ୍କ ମୃତଦେହକୁ ସାଇକେଲରେ ବୋହି ନେଇ କଲେ ଅନ୍ତିମ ସଂସ୍କାର: ଗାଁ ଲୋକେ ଘରେ ଲୁଚିଲେ…
ଲକ୍ଷ୍ନୌ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ଅସମ୍ଭାଳ ହୋଇଛି। ଏପରିସ୍ଥଳେ କରୋନା ସଂକ୍ରମଣ ଭୟରେ କେତେକ ଲୋକଙ୍କ ମଧ୍ୟରେ ମାନବିକତା ନ ଥିବା ଭଳି ମନେ ହେଉଛି। ଏଭଳି ଏକ ଘଟଣା ଉତ୍ତରପ୍ରଦେଶ ଜୋନ୍ପୁରରେ ଘଟିଛି। ସ୍ଥାନୀୟ ମଣ୍ଡିୟାହୁଂ…
ଏଭଳି ଲୋକଙ୍କ ସହିତ ୧ ମିନିଟ୍ ରହିଲେ ବି ହୋଇଯିବ କରୋନା…
ନୂଆଦିଲ୍ଲୀ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଆତଙ୍କ ଦେଖାଦେଇଛି। କରୋନା ଭୂତାଣୁ ସଂକ୍ରମଣ ତୀବ୍ର ବେଗରେ ବ୍ୟାପୁଥିବାରୁ ଏହାକୁ ରୋକିବା ଅସମ୍ଭବ ହୋଇପଡ଼ିଛି। ଏପରିସ୍ଥଳେ ଦିଲ୍ଲୀ ଏମ୍ସ୍ର ନିର୍ଦ୍ଦେଶକ ଡ. ରଣଦୀପ୍ ଗୁଲେରିଆ କହିଛନ୍ତି ଯେ, ଆକ୍ରାନ୍ତଙ୍କ ସହିତ ୧…
ସତର୍କ ରୁହନ୍ତୁ, ଆର୍ଟି-ପିସିଆର୍ ରିପୋର୍ଟ ନେଗେଟିଭ୍ ହେଲେ ବି ହେବ କରୋନା ସଂକ୍ରମଣ…
ନୂଆଦିଲ୍ଲୀ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। କରୋନା ଭୂତାଣୁ ସଂକ୍ରମଣ ରୋକିବା କଷ୍ଟକର ହୋଇପଡ଼ିଛି। ଏପରିସ୍ଥଳେ ଦିଲ୍ଲୀ ଏମ୍ସ୍ର ନିର୍ଦ୍ଦେଶକ ଡ. ରଣଦୀପ୍ ଗୁଲେରିଆ କହିଛନ୍ତି ଯେ, କରୋନାର ନୂଆ ଷ୍ଟ୍ରେନ୍ ଆର୍ଟି-ପିସିଆର୍…
ଥାନାରେ ବିବାହ କଲେ ମହିଳା କନଷ୍ଟେବଳ, ଘୋଡ଼ା ଚଢ଼ି ବିଦା ହେଲେ ଶାଶୁଘର
ଜୟପୁର,୨୮।୪: ପୋଲିସ ଯେତେ ସମସ୍ୟାରେ ଥିଲେ ବି ନିଜର ଡ୍ୟୁଟି ପାଳନ କରିବାକୁ ବାଧ୍ୟ ହୋଇଥାଏ। କର୍ତ୍ତବ୍ୟ ଆଗରେ ସବୁକିଛି ତୁଚ୍ଛ ହୋଇଥାଏ। ସେମିତି ଜଣେ ମହିଳା କନଷ୍ଟେବଳଙ୍କ କ୍ଷେତ୍ରରେ ଘଟିଛି। କରୋନା ମହାମାରୀ ଯୋଗୁ ଥାନାରୁ ତାଙ୍କୁ ଛୁଟି ମିଳିଲା…
ଅନୁମତି ପତ୍ର ଚିରିଲେ, ପଣ୍ଡିତଙ୍କୁ ମାରିଲେ ଚାପୁଡ଼ା; ବନ୍ଦ ରହିଲା ବାହାଘର
ଅଗରତାଲା,୨୮।୪: କରୋନା ମହାମାରୀ ସମୟରେ ବିବାହକୁ ନେଇ ଗାଇଡ୍ଲାଇନ୍ ଜାରି କରାଯାଇଛି। ମାତ୍ର କିଛି ଲୋକ ଏହାକୁ ଉଲ୍ଲଂଘନ କରୁଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଅଗରତାଲାରେ। ଏଠାରେ କୋଭିଡ୍ ନିୟମ ଉଲ୍ଲଂଘନ କରି ବିବାହରେ…
କାହିଁକି ଭାରତରେ କରୋନା ସଂକ୍ରମଣ ବଢୁଛି: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦେଲା ଉତ୍ତର
ନୂଆଦିଲ୍ଲୀ/ନ୍ୟୁୟର୍କ,୨୮।୪: ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ତେବେ ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ବେଶୀ ମାରାତ୍ମକ ଜଣାପଡୁଛି। ଏଥିରେ ଅଧିକ ଲୋକ ସଂକ୍ରମିତ ହେଉଥିବାବେଳେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ତେବେ ଭାରତରେ କାହିଁକି…
କରୋନାରେ ପୂର୍ବତନ କଂଗ୍ରେସ ଏମ୍ପିଙ୍କ ପରଲୋକ…
ମୁମ୍ବାଇ,୨୮।୪: କରୋନାରେ ଆକ୍ରାନ୍ତ ହୋଇ କଂଗ୍ରେସର ପୂର୍ବତନ ଏମ୍ପି ଏକନାଥ ଗାଇକ୍ୱାଡ଼େଙ୍କର ବୁଧବାର ପୂର୍ବାହ୍ନ ୧୦ଟାରେ ମୃତ୍ୟୁ ଘଟିଛି। ମୁମ୍ବାଇର ବ୍ରିଜ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ୧୯୪୦…
୧୫୦ ଜିଲାରେ ଜାରି ହେବ ଲକ୍ଡାଉନ୍: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ପ୍ରସ୍ତାବ…
ନୂଆଦିଲ୍ଲୀ,୨୮।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶର ୧୫୦ଟି ଜିଲାରେ ଲକ୍ଡାଉନ୍ ଜାରି କରିବା ଲାଗି କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ୧୫ ପ୍ରତିଶତ…
ହସ୍ପିଟାଲରେ ଅଗ୍ନିକାଣ୍ଡ: ୪ ମୃତ…
ଥାଣେ,୨୮।୪: ମହାରାଷ୍ଟ୍ରର ଥାଣେର ମୁମ୍ବ୍ରାସ୍ଥିତ ପ୍ରାଇମ୍ କ୍ରିଟିକେୟାର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରୁଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଭୋର୍ ୩ଟା ୪୦ରେ…

