ଜାତୀୟ

୩୧ ମେ’ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ କ୍ଲାସ୍‌ ବନ୍ଦ…

ଭୋପାଳ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସମସ୍ତ ସ୍କୁଲ କଲେଜକୁ ବନ୍ଦ କରି ଦିଆଯାଇଛି। ଏପରିସ୍ଥଳେ ପ୍ରଥମରୁ ଆରମ୍ଭ କରି ନବମ ଏବଂ ଏକାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଅନ୍‌ଲାଇନ୍‌ କ୍ଲାସ୍‌ ଜାରି ରହିଛି। ତେବେ ମହାମାରୀ ସଙ୍କଟ ସମୟରେ ଛାତ୍ରୀଛାତ୍ର…

ଲିଭୁନି ଚିତା: ଅନ୍ତିମ ସଂସ୍କାର ଲାଗି ଧାଡ଼ିରେ ଅପେକ୍ଷା…

ନୂଆଦିଲ୍ଲୀ,୨୮।୪: ଭାରତର କରୋନା ମହାମାରୀ ସଂକ୍ରମଣ ସଙ୍କଟ ସ୍ଥିତି ସୃଷ୍ଟି କରିଛି। ଗତ ବର୍ଷଠାରୁ ବର୍ତ୍ତମାନ ସୁଦ୍ଧା କରୋନାରେ ଆକ୍ରାନ୍ତ ହୋଇ ଦେଶର ୨ ଲକ୍ଷ ୧ ହଜାର ୧୮୭ ଜଣଙ୍କ ମୃତ୍ୟୁ ଘଟିଲାଣି। ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହର…

ଦେଶରେ ମୃତ୍ୟୁସଂଖ୍ୟା ୨ ଲକ୍ଷ ଟପିଲା: ଜାଣନ୍ତୁ ସାରା ବିଶ୍ୱରେ ଭାରତର ସ୍ଥିତି କେଉଁଠି

ନୂଆଦିଲ୍ଲୀ,୨୮।୪: ଭାରତରେ କରୋନାର ଦ୍ୱିତୀୟ ଲହର ବିପର୍ଯ୍ୟୟ ସୃଷ୍ଟି କରିଛି। ଏହାର ଫଳସସ୍ବରୂପ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ବୁଧବାର ମୃତକଙ୍କ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଛି। ବୁଧବାର ପ୍ରଥମ ଥର…

ବିପଦ ଉପରେ ବିପଦ: ସକାଳୁ ସକାଳୁ ଥରିଲା ଆସାମ…

ଗୁଆହାଟି,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ବିପଦ ଉପରେ ପୁଣି ବିପଦ ମାଡ଼ି ଆସିଲି। ଆସାମ ସୋନିତ୍‌ପୁରରେ ବୁଧବାର ୭ଟା ୫୧ରେ ଭୂକମ୍ପ ହୋଇଛି। ଏହାପରେ ଲଗାତାର ୫ ଥର ଭୂକମ୍ପ ହୋଇଛି। ଏହାର ତୀବ୍ରତା…

କରୋନାରେ ବାଜପେୟୀଙ୍କ ଭାଣିଜୀଙ୍କ ପରଲୋକ

ରାୟପୁର, ୨୮ା୪: କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଏମ୍‌ପି କରୁଣା ଶୁକ୍ଳାଙ୍କ ମଙ୍ଗଳବାର ରାୟପୁରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭାଣିଜୀ କରୁଣା କରୋନାରେ…

ବିପତ୍ତି ବେଳେ ବଦାନ୍ୟତା

କାନପୁର, ୨୮ା୪: ଆକାଉଣ୍ଟରେ ମାତ୍ର ୮୫୦ ଟଙ୍କା ଛାଡ଼ି ସେଥିରେ ରଖିଥିବା ସମସ୍ତ ୨ ଲକ୍ଷ ଟଙ୍କାକୁ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ୍‌କୁ ଦାନ କରି ମଣିଷପଣିଆର ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶ କାନପୁରର ଜଣେ ବିଡ଼ି ଶ୍ରମିକ ଜନାର୍ଦ୍ଦନ। କେରଳ…

ବଙ୍ଗଳା ଛାଡ଼ୁନାହାନ୍ତି ଅରୁଣ ମିଶ୍ର

ନୂଆଦିଲ୍ଲୀ, ୨୮ା୪: ଅବସରର ପ୍ରାୟ ୭ ମାସ ପରେ ବି ସରକାରୀ ବଙ୍ଗଳା ଛାଡ଼ିନାହାନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ର। ନୂଆଦିଲ୍ଲୀର ଆକବର ରୋଡ୍‌ସ୍ଥିତ ବଙ୍ଗଳାରେ ରହିବା ଅବଧିକୁ ଏପ୍ରିଲ ପର୍ଯ୍ୟନ୍ତ ବଢ଼ାଇବାକୁ ସେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି।…

ହୃଦୟ ବିଦାରକ ସ୍ଥିତି

ନୂଆଦିଲ୍ଲୀ,୨୮ା୪: ରାଜନୈତିକ ରାଜଧାନୀ ଦିଲ୍ଲୀ ଓ ଆର୍ଥିକ ରାଜଧାନୀ ମୁମ୍ବାଇରେ ତାଲାବନ୍ଦ ହୋଇଛି। ଦୁଇ ବଡ଼ ସହରର ପ୍ରଶସ୍ତ ରାସ୍ତାଗୁଡ଼ିକରେ ସାଇରନ୍‌ ବଜାଇ ଆମ୍ବୁଲାନ୍ସ ଦୌଡ଼ୁଛି। ସଂକ୍ରମଣ ସୁନାମିରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଧୋଇ ହୋଇଯାଇଛି। ହାତରେ ପର୍ଯ୍ୟାପ୍ତ ଭାକ୍ସିନ ନାହିଁ। ଅକ୍ସିଜେନ,…

ପୁଣି ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ୩ ହଜାର ଟପିଲା ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୨୮।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେକାବୁ୍‌ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଲଗାତାର ୭ ଦିନ ଧରି ଦେଶରେ…

ଅଟୋରେ ଅପେକ୍ଷା କରି କରି ଚାଲିଗଲା ଜୀବନ

ନୂଆଦିଲ୍ଲୀ,୨୭।୪ : ଦେଶର ରାଜଧାନୀର ଏକ କୋଭିଡ୍‌ ହସ୍ପିଟାଲ ବାହାରେ ଫୁଟ୍‌ପାତରେ ବସି ଜଣେ ଯୁବକ କାନ୍ଧୁ ଥାଏ। ଉକ୍ତ ଯୁବକଙ୍କ ମା’ ପାଖରେ ଛିଡ଼ା ହୋଇଥିବା ଅଟୋରେ ଶୋଇଥିଲେ। ଦୀର୍ଘ ଘଣ୍ଟା ଧରି ଚିକିତ୍ସା ପାଇଁ ଅପେକ୍ଷା କରି କରି…

କରୋନାରେ ପ୍ରାଣ ହରାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୁଡୀ

ଅହମ୍ମଦାବାଦ,୨୭।୪: ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। କରୋନା ଅନେକ ଜୀବନ ନେଲାଣି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୁଡୀ ନର୍ମଦାବେନ ମୋଦି ସିଭିଲ ହସ୍ପିଟାଲରେ ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା।…

ଭାରତକୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ମହାନ ଖେଳାଳି

ନୂଆଦିଲ୍ଲୀ,୨୭।୪ : ଅଷ୍ଟ୍ରେଲିଆନ ପେସର ପାଟ କୁମିନ୍ସଙ୍କ ପରେ ଭାରତକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ମହାନ କ୍ରିକେଟର ତଥା କମେଣ୍ଟଟର ବ୍ରେଟ୍‌ ଲି। ବର୍ତ୍ତମାନ ଆଇପିଏଲ ପାଇଁ ଭାରତରେ ଥିବା ୪୪ ବର୍ଷୀୟ ପୂର୍ବତନ କ୍ରିକେଟର ଟୁଇଟର ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?