ଉତ୍ତର ପ୍ରଦେଶରେ ହେବ ଦେଶର ସବୁଠାରୁ ସୁନ୍ଦର ଫିଲ୍ମ ସିଟି: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୧୯ ।୯: ଗୋଟିଏ ପଟେ ମୁମ୍ବାଇ ଫିଲ୍ମ ସିଟିକୁ ନେଇ ବିବାଦ ଲାଗି ରହିଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଦେଶର ସବୁଠାରୁ ସୁନ୍ଦର ଓ ବଡ ଫିଲ୍ମ ସିଟି ଉତ୍ତର ପ୍ରଦେଶ ନଏଡାର ଗୌତମ ବୁଦ୍ଧ ନଗରରେ ନିର୍ମାଣ କରାଯିବ । ସେ କହିଛନ୍ତି ଫିଲ୍ମ ସିଟି ପାଇଁ ନଏଡା, ଗ୍ରେଟର ନଏଡା ଓ ଯମୁନା ଏକ୍ସପ୍ରେସ୍ ୱେ ସବୁଠାରୁ ଭଲ ସ୍ଥାନ ହେବ । ଶୁକ୍ରବାର ଏକ ବୈଠକରେ ଯୋଗ ଦେବା ଅବସରରେ ସେ ଏହା କହିଛନ୍ତି । ଏଥିପାଇଁ ସ୍ଥାନ ଚିହ୍ନଟ କରିବାକୁ ସେ ଅଧିକାରୀମାନଙ୍କୁୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ନିର୍ମାଣ ହେବା ପରେ ଫିଲ୍ମ ନିର୍ମାତାଙ୍କୁ ଏକ ବିକଳ୍ପ ମିଳିବ ଓ ରୋଜଗାରର ମାଧ୍ୟମ ବାହାରିବ ବୋଲି ସେ କହିଛନ୍ତି । ଗାଜିଆବାଦ ଓ ମିରଠକୁ ସ୍ମାର୍ଟ ସିଟି ଭାବେ ବିକଶିତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାର କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସେନା ଗାଡି ଦୁର୍ଘଟଣାଗ୍ରସ୍ତ: ଜଣେ ଯବାନ ମୃତ

ଶ୍ରୀନଗର,୭।୫: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ଏକ ସେନା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବିଏସଏଫ୍‌ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।...

କୋଭିଡ-୧୯: ୧୭ ହଜାର କଏଦୀଙ୍କୁ ମିଳିବ ପାରୋଲ

ମୁମ୍ବାଇ,୧୨।୫: କରୋନା ଭାଇରସ ସଂକ୍ରମଣ ଏବେ ମହାରାଷ୍ଟ୍ରରେ ସର୍ବାଧିକ ଥିବା ବେଳେ ଏହାକୁ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏବେ ମହାରାଷ୍ଟ୍ରର...

ଜରୁରୀଭିତ୍ତିରେ ଫର୍ମ ପୂରଣ କର

ନୂଆଦିଲ୍ଲୀ,୭।୩ : ୟୁକ୍ରେନ୍‌ରୁ ଭାରତୀୟମାନଙ୍କୁ ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ସେଠାରେ ଆହୁରି ଅନେକ ରହିଯାଇଥିବାବେଳେ ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କ ପାଇଁ ରବିବାର...

ଆଜୀବନ କାରାଦଣ୍ଡ ଭୋଗୁଥିବା ଦମ୍ପତିଙ୍କ ଆଇଭିଏଫ ପାଇଁ ପାରୋଲ ଆବେଦନ: ସହାନୁଭୂତି ପୂର୍ବକ ବିଚାର ଲାଗି ହାଇକୋର୍ଟଙ୍କୁ କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୨ : ରାଜସ୍ଥାନ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦମ୍ପତି ସନ୍ତାନ ଜନ୍ମ ପାଇଁ ଆଇଭିଏଫ କରିବା ପାଇଁ ପାରୋଲ ମାଗିଛନ୍ତି। ଏ ସମ୍ପର୍କରେ ଏହି...

ଚଳିତବର୍ଷ ସର୍ବାଧିକ ଆୟ କରିଥିବା ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ, ରୋଜଗାର ବିଷୟରେ ଜାଣି ହେବେ ଆଶ୍ଚର୍ଯ୍ୟ

ଚଳିତବର୍ଷ ଫୋର୍ବସ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ସର୍ବାଧିକ ଆୟ କରିଥିବା ଅଭିନେତ୍ରୀ ଭାବେ ସୋଫିଆ ଭର୍ଗାରା ସର୍ବାଗ୍ରେ ଅଛନ୍ତି। ଫୋର୍ବସ ଅନୁଯାୟୀ ସୋଫିଆ...

‘ଚକଡା ଏକ୍ସପ୍ରେସ’ ପାଇଁ ଟାଣ ଖରାରେ ଟ୍ରେନିଂ ନେଉଛନ୍ତି ଅନୁଷ୍କା, ଶେୟାର କଲେ ଫେସ ଟ୍ୟାନ ଫଟୋ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ ତାଙ୍କ ଇନଷ୍ଟାଗ୍ରାମରେ ଏମିତି ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ଦେଖି ତାଙ୍କ ସ୍ୱାମୀ ବିରାଟ କୋହଲି...

ବିଦେଶୀ ଅଭଯୋଗରେ ଅଟକ ଥିବା ସେନା ଅଧିକାରୀଙ୍କୁ ମିଳିଲା ଜାମିନ

ଗୁଆହାଟି,୭।୬: ପୂର୍ବତନ ସେନା ଅଧିକାରୀ ତଥା କାରଗିଲ ଯୁଦ୍ଧର ଭେଟେରାନ୍‌ ମହମ୍ମଦ ସାନାଉଲ୍ଲାଙ୍କୁ ଗୁଆହାଟି ହାଇକୋର୍ଟ ସୋମବାର ଜାମିନ ପ୍ରଦାନ କରିଛନ୍ତି। ସେ ଭାରତୀୟ ନାଗରିକ...

ପ୍ରଥମ ‘ସୁପର ହିରୋ’ ହେବେ ଏହି ଲୋକପ୍ରିୟ ଅଭିନେତ୍ରୀ: ଫିଲ୍ମରେ ନାହାନ୍ତି କେହି ହିରୋ

ବଲିଉଡ୍‌ ଇଣ୍ଡଷ୍ଟ୍ରିର ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ କ୍ୟାଟ୍ରିନା କୈଫ୍‌ । ନିଜର ସୌନ୍ଦର୍ଯ୍ୟ ଏବଂ ସୁନ୍ଦର ଅଭିନୟ ପାଇଁ କ୍ୟାଟ୍‌ ଏକ...

Advertisement
Archives

Model This Week