ଜାତୀୟ

ଆସିଗଲାଣି ଘରେ ମାସ୍କ ପିନ୍ଧିବାର ସମୟ

ନୂଆଦିଲ୍ଲୀ,୨୬।୪ : ଦେଶରେ ଏବେ ସୁନାମି ଭଳି ମାଡ଼ି ଚାଲିଛି କୋଭିଡ୍‌-୧୯ ସଂକ୍ରମଣ। ଏଭଳି ପରିସ୍ଥିତି ଯୋଗୁ କେବଳ ବାହାରେ ନୁହେଁ ଘରେ ମଧ୍ୟ ମାସ୍କ ପିନ୍ଧିବାର ସମୟ ଆସିଯାଇଛି ବୋଲି ସୋମବାର କେନ୍ଦ୍ର ସରକାର କହିଛନ୍ତି। ଏକ ଖବରଦାତା ସମ୍ମିଳନୀରେ…

ପୋଲିସରେ ଅଭିଯୋଗ କଲେ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୨୬।୪ : ଫେକ୍‌ ଟୁଇଟର ଆକାଉଣ୍ଟରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିତ୍ବା ପୋଲିସରେ ଅଭିଯୋଗ କରିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ୍‌.ଭି. ରମନା। ଶନିବାର ନୂଆ ସିଜେଆଇ ଭାବେ ଶପଥ ଗ୍ରହଣ କରିଥିବା ରମନାଙ୍କ ଟୁଇଟର କିମ୍ବା ଅନ୍ୟ କୌଣସି ସୋସିଆଲ…

ଆମେରିକାରୁ ଆସିଲା ୩୧୮ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର

ନୂଆଦିଲ୍ଲୀ,୨୬।୪: ଆମେରିକା ପଠାଇଥିବା ୩୧୮ଟି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର୍‌ ସୋମବାର ଭାରତରେ ପହଞ୍ଚିଛି। ନ୍ୟୁୟର୍କ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ବିମାନ ଯୋଗେ ଏହି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର ଦିଲ୍ଲୀରେ ପହଞ୍ଚି ଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି…

ପିଏମ୍‌ କେୟାର ଫଣ୍ଡ୍‌କୁ ବିଦେଶୀ ଖେଳାଳି ଦେଲେ ୩୭ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୨୬।୪ : କୋଭିଡ୍‌-୧୯ ମହାମାରୀ ସହ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ୍‌କୁ ଅଷ୍ଟ୍ରେଲିଆନ ପେସର ଓ କୋଲକାତା ନାଇଟ୍‌ ରାଇଡର୍ସ ଷ୍ଟାର ପାଟ କୁମିନ୍ସ ସୋମବାର ୫୦ ହଜାର ଆମେରିକୀୟ ଡଲାର ଦାନ କରିଛନ୍ତି। ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ…

ନିର୍ବାଚନ ଆୟୋଗ ଅଫିସରଙ୍କ ବିରୋଧରେ ହତ୍ୟା ମାମଲା ଦାଏର କରାଯିବା ଆବଶ୍ୟକ: ହାଇକୋର୍ଟ…

ଚେନ୍ନାଇ,୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ ବିଭିନ୍ନ ରାଜ୍ୟରେ ନିର୍ବାଚନ କରାଯାଉଛି। ନିର୍ବାଚନ ରାଲି ସହିତ ଅନ୍ୟ ପ୍ରଚାର କାର୍ଯ୍ୟକ୍ରମ ଯୋଗୁ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏନେଇ ନିର୍ବାଚନ ଆୟୋଗ ଅଫିସରଙ୍କ ପକ୍ଷରୁ ଅନୁମତି…

ସାବଧାନ! ଦିନକୁ ଚିହ୍ନଟ ହେବେ ୬ ଲକ୍ଷରୁ ଅଧିକ ଆକ୍ରାନ୍ତ: ନୀତି ଆୟୋଗ…

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏବେ ପ୍ରତି ଦିନ ୩ ଲକ୍ଷ ୪୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ତେବେ ଏବେ କରୋନାର ଟ୍ରେଲର ଚାଲିଛି। ପୂରା ଫିଲ୍ମ ବାକି ରହିଛି ବୋଲି…

ଏପ୍ରିଲ ୨୭ରୁ ୧୪ ଦିନିଆ ଲକ୍‌ଡାଉନ୍‌ ଘୋଷଣା

ବେଙ୍ଗାଲୁରୁ,୨୬।୪: କରୋନାର ଦ୍ୱିତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିଛି। କ୍ରମାଗତ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଏବଂ ମୃତ୍ୟୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। କର୍ନାଟକରେ କରୋନା ସଂକ୍ରମଣର ବେଗରେ ବ୍ରେକ ଲଗାଇବା ପାଇଁ ଏପ୍ରିଲ ୨୭…

ମଙ୍ଗଳବାରଠାରୁ ଜାରି ହେଲା ୧୪ ଦିନିଆ ଲକ୍‌ଡାଉନ୍‌…

ବେଙ୍ଗାଲୁରୁ,୨୬।୪: କର୍ନାଟକରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏଭଳିସ୍ଥଳେ ସଂକ୍ରମଣ ରୋକିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ସରକାରଙ୍କ ପକ୍ଷରୁ ୧୪ ଦିନିଆ ଲକ୍‌ଡାଉନ୍‌ ସୋମବାର ଘୋଷଣା କରାଯାଇଛି। ମଙ୍ଗଳବାର ରାତ୍ର ୯ଟାଠାରୁ ରାଜ୍ୟରେ ଲକ୍‌ଡାଉନ୍‌ ଜାରି…

କେଉଁଠି ସ୍ତ୍ରୀଙ୍କ କୋଳରେ ସ୍ବାମୀ ତ ଅନ୍ୟ କେଉଁଠି କାର ଛାତରେ ମୃତଦେହ: ତାଣ୍ଡବ ରଚିଛି କରୋନା…

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ଦୁଃଖ ବଢ଼ିବାରେ ଲାଗିଛି। କରୋନା ତାଣ୍ଡବରେ ଚାରିଆଡ଼େ ହାହାକାର ସୃଷ୍ଟି ହୋଇଛି। ପ୍ରିୟଜନଙ୍କୁ ହରାଇ ଥିବା ଲୋକଙ୍କ ଆଖିରୁ ଲୁହଧାର ଝରିବାରେ ଲାଗିଛି। ଏବେ ଉତ୍ତରପ୍ରଦେଶର ଆଗ୍ରା ସହରର…

ମହାମାରୀ ହାତରେ ଜୀବନ ଡୋର: ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ଆଗରେ ଲମ୍ବା ଲାଇନ୍‌…

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରଚିଛି। ଏପରିସ୍ଥଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି। ମହାମାରୀ ହାତରେ ମଣିଷଙ୍କ ଜୀବନ ଡୋର ରହିଥିବାବେଳେ ନିଶ୍ୱାସ ଫେରି ପାଇବାକୁ ଆକ୍ରାନ୍ତ ପ୍ରୟାସ କରୁଛନ୍ତି। ତେବେ ଅକ୍ସିଜେନ୍‌ ସିଲିଣ୍ଡର ଅଭାବରୁ ଏହା…

ସ୍ବାମୀ, ସନ୍ତାନଙ୍କ ଉପସ୍ଥିତିରେ ୭ ଫେରା ନେଲେ ମହିଳା: ପୂରା ଘଟଣା ଜାଣିଲେ..

ଭାଗଲପୁର,୨୬।୪: ବିଭିନ୍ନ ଚର୍ଚ୍ଚିତ ବିବାହ ଦେଖିଥିବେ କିମ୍ବା ଶୁଣିଥିବେ, କିନ୍ତୁ ବିହାରର ଭାଗଲପୁରରେ ଆୟୋଜିତ ହୋଇଛି ଏକ ନିଆରା ବିବାହ। ସାଧାରଣତଃ ମାତାପିତା ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ ଅନୁଷ୍ଠିତ ହୋଇଥାଏ। କିନ୍ତୁ ଏଠାରେ ସ୍ବାମୀ ଏବଂ ସନ୍ତାନଙ୍କ ଉପସ୍ଥିତିରେ ସ୍ତ୍ରୀଙ୍କ…

ଏଭଳି କଲେ ଆଉ ହେବନି କରୋନା, କହିଲେ ଏହି ଡାକ୍ତର…

ନୂଆଦିଲ୍ଲୀ, ୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରଚିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ କେତେକ ସହଜ ଉପାୟ ଆପଣେଇବା ଲାଗି ମେଦାନ୍ତ ମେଡ଼ିସିଟି ହସ୍ପିଟାଲର ଅଧ୍ୟକ୍ଷ ଡ. ନରେଶ ତ୍ରେହାନ ପରାମର୍ଶ ଦେଇଛନ୍ତି। ପ୍ରତିଦିନ ପ୍ରାଣାୟମ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?