ଜାତୀୟ

ହସ୍ପିଟାଲରେ ବେଡ୍‌ ଫୁଲ୍‌: ବାହାରେ ଆମ୍ବୁଲାନ୍ସ୍‌ରେ ଆକ୍ରାନ୍ତ…

ଅହମଦାବାଦ୍‌,୧୩।୪: ଗୁଜରାଟ ଅହମଦାବାଦରେ ପ୍ରତିଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ବେକାବୁ ହେବାରେ ଲାଗିଛି। ସହରର ବଡ଼ ହସ୍ପିଟାଲ କୁହାଯାଉଥିବା ସ୍ଥାନୀୟ ସିଭିଲ୍‌ ହସ୍ପିଟାଲରେ ଥିବା ୧୨୦୦ ବେଡ୍‌ ଏବେ ଫୁଲ୍‌ ହୋଇ ଯାଇଛି। ବେଡ୍‌ ଖାଲି…

ନଈକୁ ଖସିଲା ମିନି ବସ୍‌: ଭାସିଗଲେ ଯାତ୍ରୀ…

ଶ୍ରୀନଗର,୧୩।୪: ଜମ୍ମୁ-କଶ୍ମୀରର ଡୋଡା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ିଆ ରାସ୍ତାରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନି ବସ୍‌ ନିୟନ୍ତ୍ରଣ ହରାଇ ନଈକୁ ଖସିପଡ଼ିଛି। ଏଥିରେ ୬ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।…

ଚନ୍ଦ୍ରାବାବୁଙ୍କୁ ପଥର ମାଡ଼

ହାଇଦ୍ରାବାଦ, ୧୩।୪: ଜେଡ୍‌ ପ୍ଲସ ସୁରକ୍ଷା ସତ୍ତ୍ୱେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ଅଧ୍ୟକ୍ଷ ଚନ୍ଦ୍ରାବାବୁ ନାଇଡ଼ୁଙ୍କ ଉପରେ ସୋମବାର ପଥର ମାଡ଼ ହୋଇଛି। ତିରୁପତିଠାରେ ଏକ ସଭାରେ ଉଦ୍‌ବୋଧନ ଦେଉଥିବାବେଳେ ତାଙ୍କ ଉପରକୁ କେହି ପଥର ଫିଙ୍ଗିଥିଲେ। ଜଣେ…

ବାବ୍ରୀ ମାମଲା ରାୟ ଦେଇଥିବା ବିଚାରପତି ହେଲେ ୟୁପି ଉପଲୋକାୟୁକ୍ତ

ଲକ୍ଷ୍ନୌ, ୧୩ା୪: ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲାରେ ରାୟ ଦେଇଥିବା ବିଚାରପତି ସୁରେନ୍ଦ୍ର କୁମାର ଯାଦବଙ୍କୁ ଉତ୍ତରପ୍ରଦେଶର ଉପଲୋକାୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି। ସୋମବାର ଲୋକାୟୁକ୍ତ ସଞ୍ଜୟ ମିଶ୍ର ତାଙ୍କୁ ଶପଥ ପାଠ କରାଇଛନ୍ତି। ସେ ଆସନ୍ତା ୬ ବର୍ଷ ପର୍ଯ୍ୟନ୍ତ…

ସ୍ଥିତି ଅଣାୟତ୍ତ: ରେକର୍ଡ ଭାଙ୍ଗୁଛି କରୋନା

ନୂଆଦିଲ୍ଲୀ,୧୩।୪: ଦେଶରେ କରୋନାର ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨ ଲକ୍ଷ ମୁହାଁ ହେବାରେ ଲାଗିଛି। କରୋନା ସଂକ୍ରମଣ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି କୋକୁଆ ଭୟ ସୃଷ୍ଟି କରିଛି।ଗତ ୨୪ ଘଣ୍ଟାରେ…

ପ୍ରତିବନ୍ଧକ ବିରୋଧରେ ଧାରଣାରେ ବସିବେ ମମତା

କୋଲକାତା, ୧୨ା୪- ନିର୍ବାଚନ ଆୟୋଗ (ଇସି) ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକକୁ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହା ବିରୋଧରେ କୋଲକାତାସ୍ଥିତ ଗାନ୍ଧୀ ମୃର୍ତ୍ତିଠାରେ ମଙ୍ଗଳବାର ଅପରାହ୍ନ ୧୨ଟାରେ ଧାରଣରେ ବସିବେ ବୋଲି ଟୁଇଟ୍‌ କରି ସୂଚନା…

ସରକାରୀ ମେଡିକାଲରେ ବିଛାଡ଼ି ହୋଇ ପଡ଼ିଛି ମୃତଦେହ

ଭୋପାଳ, ୧୨ା୪- ମେଡିକାଲରେ ଏଣେତେଣ ପଡ଼ି ରହିଛି ମୃତଦେହ। କେବଳ ଚଟାଣାରେ କିମ୍ବା ବାହାରେ ନୁହେଁ, ମେଡିକାଲ ପରିସରରେ ଯେଉଁଠାରେ ଫାଙ୍କା ଯାଗ ମିଳିଲା ସେଠାରେ ରଖାଯାଇଛି କୋଭିଡ୍‌ କାରଣରୁ ଘଟିଥିବା ଲୋକଙ୍କ ମୃତୁଦେହ। ଛତିଶଗଡ଼ ରାଜଧାନୀ ରାୟପୁରର ସବୁଠୁ ବଡ଼…

ବାଇପାସ୍‌ ସର୍ଜରୀ ପରେ ଏମ୍ସରୁ ଫେରିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୧୨।୪: ହୃତ୍‌ପିଣ୍ଡରେ ବାଇପାସ୍‌ ସର୍ଜରୀ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଏମ୍ସରୁ ଫେରିଛନ୍ତି। ରାଷ୍ଟ୍ରପତି ଭବନରେ ପହଞ୍ଚତ୍ବା ପରେ କୋବିନ୍ଦ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇନ୍ତି। ଏଥିସହିତ ଏମ୍ସ ଏବଂ ଆର୍ମି ହସ୍ପିଟାଲର…

ନିର୍ବାଚନ ପ୍ରଚାର କରିପାରିବେ ନାହିଁ ମମତା

କୋଲକାତା, ୧୨ା୪- ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ ଆୟୋଗ (ଇସି)। ତୃଣମୂଳ କଂଗ୍ରେସ ସୁପ୍ରିମୋ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ନିର୍ବାଚନ ରାଲି ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଭାଗ ଭାଗ…

ନିର୍ବାଚନ ପାଇଁ ୨ ସପ୍ତାହରେ ବଢ଼ିଛି ୩୦୦ ଗୁଣା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୨ା୪- ନିର୍ବାଚନର ସମ୍ମୁଖୀନ ହୋଇଥିବା ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ କୋଭିଡ୍‌-୧୯ ପଜିଟିଭଙ୍କ ସଂଖ୍ୟା ଦୁଇ ଗଣା ବଢ଼ିଯାଇଛି। ଆସାମ ଓ ପଶ୍ଚିମବଙ୍ଗରେ ନିର୍ବାଚନ ଆୟୋଗ (ଇସି) ତାରିଖ ଘୋଷଣା କରିବା ପୂର୍ବରୁ ଚାଲୁଥିଲା ପ୍ରଚାର…

ଡୋମେଷ୍ଟିକ୍‌ ଫ୍ଲାଇଟ୍‌ରେ ମିଳିବ ନାହିଁ ଖାଦ୍ୟ

ନୂଆଦିଲ୍ଲୀ, ୧୨ା୪- ଦୁଇ ଘଣ୍ଟାରୁ କମ୍‌ ସମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚୁଥିବା ଡୋମେଷ୍ଟିକ୍‌ ଫ୍ଲାଇଟ୍‌ରେ ଆଉ ଖାଦ୍ୟ ପରିବେଷଣ କରାଯିବ ନାହିଁ। କୋଭିଡ୍‌ ସଂକ୍ରମଣ ହାରକୁ କମ୍‌ କରିବା ପାଇଁ ବେସାମରିକ ବିମାନ ଚଳାଚଳ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଆସନ୍ତା ଗୁରୁବାରଠାରୁ…

ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଘାଟରେ ସରୁନି ଅପେକ୍ଷା

ରାୟପୁର,୧୨।୪: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହାର ନୂଆ ଷ୍ଟ୍ରେନ୍‌ ଦ୍ରୁତି ଗତିରେ ବ୍ୟାପିବାରେ ଲାଗିଛି। ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ ଓ ମଧ୍ୟପ୍ରଦେଶ ସମେତ ୧୦ଟି ରାଜ୍ୟରେ କରୋନା ସ୍ଥିତି ଭୟାବହ ହେବାରେ ଲାଗିଛି। ସମସ୍ତ କଟକଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri