ପୋର୍ଟାଲ ଭୁଶୁଡ଼ିଲା
ନୂଆଦିଲ୍ଲୀ, ୨୯।୪: ଆସନ୍ତା ୧ ତାରିଖରୁ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପଞ୍ଜୀକରଣରେ ଆରମ୍ଭରୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହି ପର୍ଯ୍ୟାୟରେ ୧୮ରୁ ୪୪ ବର୍ଷୀୟ ପ୍ରାୟ ୬୧ କୋଟି ନାଗରିକ କୋଭିଡ୍ ଟିକା ନେବା ପାଇଁ ଯୋଗ୍ୟ…
ସବୁ ରେକର୍ଡ ଭାଙ୍ଗିଲା କରୋନା: ଏବେ ୪ ଲକ୍ଷ ମୁହାଁ…
ନୂଆଦିଲ୍ଲୀ,୨୯।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେଲଗାମ୍ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଲଗାତାର ୮ ଦିନ ଧରି ଦେଶରେ…
କୋଭିଡ୍-୧୯ ଔଷଧ ବାଣ୍ଟୁଛନ୍ତି ଗମ୍ଭୀର, ପ୍ରଶ୍ନ ଉଠାଇଲେ ହାଇକୋର୍ଟ
ନୂଆଦିଲ୍ଲୀ,୨୮।୪ : କୋଭିଡ୍-୧୯ ଆକ୍ରାନ୍ତଙ୍କୁ ଦିଆଯାଉଥିବା ଔଷଧ ବାଣ୍ଟୁଛନ୍ତି ଭାଜପା ଏମ୍ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର। ଏହା ଉପରେ ଦିଲ୍ଲୀ ହାଇକୋର୍ଟ କିଛି ପ୍ରଶ୍ନ କରିଛନ୍ତି। ଏହି ଔଷଧ ପାଇଁ ପ୍ରେସକ୍ରିପଶନ ଦରକାର ନାହିଁ କି? ଏହାକୁ ଜଣେ…
ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ନିର୍ବାଚନ: ୪ ଦିନ ପରେ ଫଳାଫଳ
କୋଲକାତା, ୨୮।୪: ପଶ୍ଚିମବଙ୍ଗରେ ଗୁରୁବାର ଅଷ୍ଟମ ତଥା ଶେଷ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୩୫ ନିର୍ବାଚନ ମଣ୍ଡଳୀର ୮୪ ଲକ୍ଷରୁ ଅଧିକ ଭୋଟର ୨୮୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମୁର୍ସିଦାବାଦ ଓ ବୀରଭୂମ୍ର ୧୧ଟି ଲେଖାଏ…
ସିରମ ଇନ୍ଷ୍ଟିଚ୍ୟୁଟ୍ ମୁଖ୍ୟଙ୍କୁ କାହିଁକି ମିଳିବ ଓ୍ବାଇ ସୁରକ୍ଷା
ନୂଆଦିଲ୍ଲୀ,୨୮।୪ : ସିରମ ଇନ୍ଷ୍ଟିଚ୍ୟୁଟ୍ (ଏସ୍ଆଇଆଇ) ମୁଖ୍ୟ ଆଦର ପୁନାଓ୍ବାଲାଙ୍କୁ ଓ୍ବାଇ ସ୍ତରୀୟ ସୁରକ୍ଷା ମିଳିବ। ଏ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି ନିର୍ଦ୍ଦେଶ। ତାଙ୍କ ଜୀବନ ପ୍ରତି ବିପଦ ଥିବା ସୂତ୍ରରୁ ଜଣାପଡ଼ିବା ପରେ ମନ୍ତ୍ରଣାଳୟ ଏଭଳି…
ଟୁଇଟରରେ ଅକ୍ସିଜେନ ପାଇଁ ସହାୟତା ମାଗିବାରୁ ଯୁବକ ଗିରଫ
ଲକ୍ଷ୍ନୌ,୨୮।୪ : ଉତ୍ତର ପ୍ରଦେଶର ଆମେଠି ଜିଲାର ଜଣେ ବ୍ୟକ୍ତି ଜେଜେବାପାଙ୍କ ଜୀବନ ବଞ୍ଚାଇବା ପାଇଁ ଟୁଇଟରରେ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେବାକୁ ଆବେଦନ କରିଥିଲେ। ଏଥି ନେଇ ତାଙ୍କ ବିରୋଧରେ ଆପରାଧିକ ମାମଲା ଦାୟର କରିଛି ପୋଲିସ। ଶଶାଙ୍କ ଯାଦବ…
ପିଏମ୍ କେୟାର୍ସ ପାଣ୍ଠିରୁ କିଣାହେବ ୧ଲକ୍ଷ ଅମ୍ଳଜାନ କନସେନ୍ଟ୍ରେଟର
ନୂଆଦିଲ୍ଲୀ,୨୮।୪: ହସ୍ପିଟାଲଗୁଡିକରେ ଡାକ୍ତରୀ ଅମ୍ଳଜାନ ଯୋଗାଣକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପିଏମ୍ କେୟାର୍ସ ପାଣ୍ଠିରୁ ୧ଲକ୍ଷ ଅମ୍ଳଜାନ କନସେନ୍ଟ୍ରେଟର କିଣିବାକୁ ମଞ୍ଜୁରି ଦେଇଛନ୍ତି। କରୋନାର ଦ୍ବିତୀୟ ଲହରରେ ଦେଶରେ ରୋଗୀଙ୍କ ସଂଖ୍ୟା ଦୃତ ଗିତରେ ବୃଦ୍ଧି…
ଅଭିନେତ୍ରୀଙ୍କ କାରନାମା; ଭାଇକୁ ହତ୍ୟା ପରେ ଟିକଟିକ୍ କରି କାଟି ଦେଲେ
ହୁବାଲି,୨୮।୪ : ଲିଭ୍ଇନ ରିଲେଶନକୁ ବିରୋଧ କରିବାରୁ ଭାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି କନ୍ନଡ ଅଭିନେତ୍ରୀ ଶାନାୟା କାଟ୍ଭେ। ଏହି ହତ୍ୟାରେ ତାଙ୍କୁ ସହଯୋଗ କରିଥିଲେ ବୟଫ୍ରେଣ୍ଡ। ହତ୍ୟା ପରେ ଭାଇର ମୃତଦେହ ଟିକଟିକ୍ କରି ଦେଇଥିଲେ। ତାହାକୁ…
ପ୍ରଥମ ଦିନ କ୍ରାସ ହୋଇଗଲା କୋଓ୍ବିନ ଓ୍ବେବସାଇଟ୍
ନୂଆଦିଲ୍ଲୀ,୨୮।୪ : ଆସନ୍ତା ୧ ତାରିଖରୁ ଆରମ୍ଭ ହେବାକୁ ଥିବା ୩ୟ ପର୍ଯ୍ୟାୟ ଟିକାକରଣ ପାଇଁ ବୁଧବାରଠାରୁ ଆରମ୍ଭ ହୋଇଯାଇଛି ରେଜିଷ୍ଟ୍ରେଶନ ପ୍ରକ୍ରିୟା। କିନ୍ତୁ ପ୍ରଥମ ଦିନ ହିଁ କୋଓ୍ବିନ ଓ୍ବେବସାଇଟ୍ କାମ କରୁ ନ ଥିବା ଅଭିଯୋଗ ଆସିଛି। କିଛି…
କମିଲା କରୋନା ଟିକାର ଦାମ୍
ନୂଆଦିଲ୍ଲୀ,୨୮।୪: ସିରମ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପକ୍ଷରୁ କୋଭିଶିଲ୍ଡ ଟିକାର ଦାମ୍କୁ ବୁଧବାର ହ୍ରାସ କରାଯାଇଛି। ଏନେଇ ଏକ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ କୋଭିଶିଲ୍ଟ ଟିକା କମ୍ପାନୀର ସିଇଓ ଅଦର ପୁନାୱାଲା ଏହି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ…
ଆଯୋଧ୍ୟାରେ ନିର୍ମାଣ ହେବ ମାତା ସୀତାଙ୍କ ଭବ୍ୟ ମନ୍ଦିର
ଅଯୋଧ୍ୟା,୨୮।୪: ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଖୁବଶୀଘ୍ର ମାତା ସୀତାଙ୍କର ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି। ତପସ୍ବୀ ଛାଭନୀର ମହନ୍ତ ଜଗତଗୁରୁ ପରମହଂସ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଅଯୋଧ୍ୟାରେ ମାତା ସୀତାଙ୍କର ଏକ ବିଶାଳ ମନ୍ଦିର ପ୍ରତିଷ୍ଠା ହେବ। ଏଥିପାଇଁ…
ବୟଫ୍ରେଣ୍ଡଙ୍କ ସହ ଗେଷ୍ଟହାଉସ୍ ଯାଇଥିଲେ ଗର୍ଲଫ୍ରେଣ୍ଡ୍: ପରେ ଘଟିଲା ଏମିତି
ଫରିଦାବାଦ,୨୮।୪: ହରିୟାଣାର ଫରିଦାବାଦରେ ସେକ୍ଟର-୯ ଏକ ଅଭାବାନୀୟ ଘଟଣା ଘଟଛି। ଏକ ଗେଷ୍ଟହାଉସ୍ରେ ପ୍ରେମିକାଙ୍କ ଗଳା ଚିପି ହତ୍ୟା କରିନ୍ତି ପ୍ରେମିକ। ଘଟଣାସ୍ଥଳନରୁ ଅଭିଯୁକ୍ତ ଫେରାର ଅଛନ୍ତି। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ,…

