କୃଷକଙ୍କୁ ଖୁସି ଖବର ଦେଲେ ସରକାର: ୯.୫ କୋଟି ଲୋକଙ୍କୁ ପଠାଇଲେ ଟଙ୍କା
ନୂଆଦିଲ୍ଲୀ,୧୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନୁଯାୟୀ କୃଷକଙ୍କୁ ୨ ହଜାର ପ୍ରଦାନ କରିଛନ୍ତି। ଏହି ଯୋଜନା ଏହା ଅଷ୍ଟମ କିସ୍ତି ସ୍ବରୂପ ୯.୫ କୋଟି କୃଷକଙ୍କ ପରିବାର ପାଇଁ ୧୯,୦୦୦ କୋଟି ଟଙ୍କା…
ରାଗିଗଲେ କେନ୍ଦ୍ରମନ୍ତ୍ରୀ: କହିଲେ, ଟିକା ନ ମିଳିଲେ କ’ଣ ଆମେ ଫାଶୀ ଖୁଣ୍ଟରେ ଝୁଲିବୁ
ବେଙ୍ଗାଲୁରୁ,୧୪।୫: ଦେଶରେ କରୋନା ମାଡି ଚାଲିଥିବାବେଳେ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଧିମା ପଡିଯାଇଛି। ଟିକା ପର୍ଯ୍ୟାପ୍ତ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ରସାୟନ ବିଜ୍ଞାନ ଏବଂ ସାର ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡା…
ପୁଣି ଅକ୍ସିଜେନ ଅଭାବ ନେଲା ୧୩ ଜୀବନ
ପାଣାଜି,୧୪।୫: ଦେଶରେ କରୋନା ଭାଇରସ୍ ଦ୍ୱିତୀୟ ଲହର ଆତଙ୍କ ଖେଳାଇଥିବା ବେଳେ ଅଧିକ ସମସ୍ୟା ସୃଷ୍ଟି କରୁଛି ଅକ୍ସିଜେନ ଅଭାବ। ଅକ୍ସିଜେନ ଅଭାବ ଯୋଗୁ ଦେଶରେ ଅନେକ ଲୋକଙ୍କ ଜୀବନ ଗଲାଣି। ସରକାର ସବୁ ରାଜ୍ୟରେ ଅକ୍ସିଜେନ ପହଞ୍ଚାଇବା ପାଇଁ ଯଥାସମ୍ଭବ…
ଆଜି କୃଷକଙ୍କ ଖାତାକୁ ଯିବ ୨ ହଜାର ଟଙ୍କା: ଜାଣନ୍ତୁ କେମିତି କରିବେ ଚେକ୍
ନୂଆଦିଲ୍ଲୀ,୧୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୧୪ ଅର୍ଥାତ୍ ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନୁଯାୟୀ କୃଷକଙ୍କୁ ୨ ହଜାର ପ୍ରଦାନ କରିବେ। ଏହି ଯୋଜନା ଏହା ଅଷ୍ଟମ କିସ୍ତି ସ୍ବରୂପ ୯.୫ କୋଟି କୃଷକଙ୍କ ପରିବାର ପାଇଁ…
ଅନ୍ୟକୁ ବଞ୍ଚିବା ଶିଖାଉଥିବା ଯୁବତୀ ନିଜେ ଜୀବନ ଯୁଦ୍ଧରେ ହାରିଗଲେ
ସାରା ଦେଶରେ କରୋନା ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ରୋଗୀ କରୋନାରେ ସଂକ୍ରମିତ ହେଉଛନ୍ତି। ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। ଅନେକ ଲୋକ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ପାଇଁ ସଂଗ୍ରାମ କରୁଛନ୍ତି। ନିକଟରେ ହସ୍ପିଟାଲରେ ଅକ୍ସିଜେନ୍…
‘କରୋନା ଏକ ଜୀବ, ତା’ର ବି ବଞ୍ଚିବାର ଅଧିକାର ରହିଛି’
ଲକ୍ଷ୍ନୌ,୧୪।୫: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଏବେ ଚର୍ଚ୍ଚାରେ ଅଛନ୍ତି। କରୋନା ଜୀବାଣୁ ଏକ ଜୀବ, ତାର ମଧ୍ୟ ବଞ୍ଚିବାର ମଧ୍ୟ ଅଧିକାର ରହିଛି ବୋଲି ରାଓ୍ବତ କହିଛନ୍ତି। ସୋସିଆଲ ମିଡିଆରେ ତାଙ୍କ ମନ୍ତବ୍ୟ ଭାଇରାଲ ହୋଇଛି। ମୁଁ…
ବେକାବୁ ସ୍ଥିତିରେ କରୋନା: ଦିନକରେ ୩.୪୩ ଲକ୍ଷ ସଂକ୍ରମିତ, ୪୦୦୦ ମୃତ
ନୂଆଦିଲ୍ଲୀ,୭।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ କରୋନା ମାମଲା ଆସୁଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର…
କେମିତି ବଞ୍ଚିବେ ପ୍ରବାସୀ: ହାତରେ ଟଙ୍କା କି କାମ ନାହିଁ
ନୂଆଦିଲ୍ଲୀ,୧୪ା୫: କୋଭିଡ୍-୧୯ର ଦ୍ୱିତୀୟ ଲହର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟରେ ସରକାରମାନେ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏଥିଯୋଗୁ ପ୍ରବାସୀ ଶ୍ରମିକମାନଙ୍କ ହାତରେ ଟଙ୍କା ନାହିଁ କି କାମ ମଧ୍ୟ ନାହିଁ। ଏଭଳି ସ୍ଥିତିରେ ସେମାନେ କେମିତି ବଞ୍ଚତ୍ବେ ବୋଲି ଗୁରୁବାର ସୁପ୍ରିମକୋର୍ଟ…
ୟୁପିଏସ୍ସି ସିଭିଲ୍ ପ୍ରିଲିମ୍ ପରୀକ୍ଷା ଘୁଞ୍ଚିଲା
ନୂଆଦିଲ୍ଲୀ, ୧୪।୫(ପି.ଟି.): ଦେଶରେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍ସି) ଚଳିତ ବର୍ଷ ଜୁନ୍ରେ ହେବାକୁ ଥିବା ସିଭିଲ୍ ସର୍ଭିସ ପ୍ରିଲିମିନାରି ପରୀକ୍ଷାକୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଭାରତୀୟ ପ୍ରଶାସନିକ ସେବା…
କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍ ଅବଧି ବଢ଼ିଲା
ନୂଆଦିଲ୍ଲୀ, ୧୪ା୫: ସିରମ୍ ଇନ୍ଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିଶିଲ୍ଡ ଟିକା ପ୍ରଥମ ଡୋଜ୍ ନେବାର ୧୨ରୁ ୧୬ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ନେବାକୁ ସରକାରୀ କମିଟି ନ୍ୟାଶନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ୍ ଅନ୍ ଇମ୍ୟୁନାଇଜେଶନ (ଏନ୍ଟିଏଜିଆଇ) ଗୁରୁବାର ସୁପାରିସ କରିଥିଲା। କେନ୍ଦ୍ର…
ବଜ୍ରପାତରେ ୧୮ ହାତୀ ମୃତ
ଗୁଆହାଟୀ,୧୪ା୫:ଆସାମର ନଗାଓଁ ଜିଲା ପାର୍ବତ୍ୟାଞ୍ଚଳରେ ଯାଇଛି ୧୮ ହାତୀଙ୍କ ଜୀବନ। କୁଣ୍ଡୋଲି ପ୍ରପୋଜ୍ଡ ରିଜର୍ଭ ଫରେଷ୍ଟ (ପିଆର୍ଏଫ୍)ରେ ବୁଧବାର ରାତିରେ ଘଟିଛି ଏହି ଦୁଃଖଦ ଘଟଣା। ଏତେ ସଂଖ୍ୟକ ହାତୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ବଜ୍ରପାତରେ ହାତୀ…
ମୂଳମୂଲ୍ୟ ଧିମା, ଖୁଚୁରା ବଢୁଛି
ନୂଆଦିଲ୍ଲୀ,୧୪।୫: କରୋନା ମହାମାରୀ ସମୟରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇଛି। ଗତ ୩ ଦିନ ଧରି ତେଲ ଦର ବଢିଥିବାବେଳେ ଗୁରୁବାର ଏହା ଅପରିବର୍ତ୍ତିତ ରହିଛି। ଗତ ବର୍ଷ ମେ’ ମାସଠାରୁ ଚଳିତ ବର୍ଷ ଅଦ୍ୟାବଧି ତେଲର…

