ବିଧାନସଭା ନିର୍ବାଚନ ପୂର୍ବରୁ ମମତାଙ୍କୁ ଆଉ ଏକ ଝଟ୍କା
କୋଲକାତା,୧୨ ।୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶୁକ୍ରବାର ଲାଗିଛି ଆଉ ଏକ ଧକ୍କା । ତ୍ରୁଣମୂଳ କଂଗ୍ରେସ(ଟିଏମ୍ସି) ନେତା ତଥା ଏମ୍ପି ଦିନେଶ ତ୍ରିବେଦୀ ରାଜ୍ୟ ସଭାରୁ ଅଚାନକ ଇସ୍ତାଫା ଦେଇଛନ୍ତି । ଗୃହକାର୍ଯ୍ୟ ଚାଲିଥିବା…
କେନ୍ଦ୍ର ସରକାର-ଟୁଇଟରକୁ ସୁପ୍ରିମକୋର୍ଟଙ୍କ ନୋଟିସ
ନୂଆଦିଲ୍ଲୀ,୧୨ ।୨: କେନ୍ଦ୍ର ସରକାର ଓ ଟୁଇଟରକୁ ସୁପ୍ରିମକୋର୍ଟ ଶୁକ୍ରବାର ଏକ ଜନହିତକର ଆବେଦନର ଶୁଣାଣି ସମୟରେ ନୋଟିସ ଜାରି କରିଛନ୍ତି । ସୁପ୍ରିମକୋର୍ଟ କେନ୍ଦ୍ର, ଟୁଇଟର ଓ ଅନ୍ୟ ଇଣ୍ଟରନେଟ୍ ମିଡିଆ ପ୍ଲାଟଫର୍ମକୁ ମିଥ୍ୟା ଖବର ମାଧ୍ୟମରେ ଘୃଣାର ବିଷୟବସ୍ତୁ…
ଗୁଗଲ୍ ସିଇଓଙ୍କ ସମେତ ୧୮ ନାଁରେ ମାମଲା ରୁଜୁ
ବାରାଣସୀ,୧୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀର ଭେଲୁପୁର ପୋଲିସ ଷ୍ଟେଶନରେ ଏକ ଏଫଆଇଆର ମାମଲା ରୁଜୁ ହୋଇଛି। ଆଇଟି ଆକ୍ଟ ଅଧୀନରେ ଏହି ଏଫ୍ଆଇଆର୍ ୧୮ ଜଣଙ୍କ ନାଁରେ ରୁଜୁ କରାଯାଇଛି। ଏହି ୧୮ ଜଣଙ୍କ ମଧ୍ୟରେ ଗୁଗୁଲର…
ରାମ ମନ୍ଦିର ନିର୍ମାଣ : ଗୋଟିଏ ମାସରେ ଟ୍ରଷ୍ଟର ଖାତାକୁ ଆସିଲାଣି ୧ହଜାର କୋଟି ଟଙ୍କା
ଲକ୍ଷ୍ନୌ,୧୨ ।୨: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ଏକାଠି କରିବା କାର୍ଯ୍ୟ ଯୋରସୋରରେ ଚାଲିଛି । ସାରା ଦେଶରେ ପାଖାପାଖି ଦେଢ ଲକ୍ଷ ଟୋଲି ଏହି କାର୍ଯ୍ୟ କରୁଛନ୍ତି । ଏହି ସଂଗୃହିତ ଅର୍ଥକୁ ୩୭ ହଜାର ଲୋକ…
ଗୁଲାମ ନବୀଙ୍କ ପରେ ମଲ୍ଲିକାର୍ଜୁନ ହେବେ ବିରୋଧୀ ଦଳ ନେତା
ନୂଆଦିଲ୍ଲୀ,୧୨ ।୨: ରାଜ୍ୟ ସଭାରୁ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ବିଦାୟ ନେବା ପରେ ଏବେ ଦଳ ତା’ର ନେତା ବାଛି ସାରିଛି । ବଜେଟ ଅଧିବେଶନର ଶେଷ ଦିନରେ ଅର୍ଥାତ୍ ୧୫ ଫେବୃୟାରୀରେ ବିରୋଧୀ ଦଳ ନେତା…
ପଶ୍ଚିମବଙ୍ଗରେ ଲଢି ଜିତନ୍ତୁ ଅମିତ ଶାହା, ତାଙ୍କୁ ରାଜ୍ୟର ଗୃହ ମନ୍ତ୍ରୀ କରିଦେବି: ମମତା
କୋଲକାତା,୧୨।୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ଦେଖାଦେଇଛି। ଖାସ୍ ଭାବେ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟ ବାକ୍ଯୁଦ୍ଧ ଲାଗି ରହିଛି। ନିକଟରେ ଏକ ସାକ୍ଷାତକାରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ଉପରେ ବର୍ଷିଛନ୍ତି। ନିକଟରେ ଏକ…
ସୀମାରୁ ଦୁଇ ଦିନରେ ୨ଶହ ଟ୍ୟାଙ୍କ ହଟାଇଲାଣି ଚାଇନା!
ନୂଆଦିଲ୍ଲୀ,୧୨ ।୨: ଲଦ୍ଦାଖ ନିକଟ ଏଲଏସିରେ ଭାରତ-ଚାଇନା ମଧ୍ୟରେ ପାଖାପାଖି ୯ ମାସ ହେବ ଲାଗି ରହିଥିବା ଉତ୍ତେଜନା ପରିସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି । ଏଥର ପୁଣିଥରେ ଚାଇନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗଣମାଧ୍ୟମର ସୂଚନାରୁ ଜଣାପଡିଛି…
ଟୁଇଟର ବନ୍ଦ କଲା ୯୭ ପ୍ରତିଶତ ଆକାଉଣ୍ଟ
ନୂଆଦିଲ୍ଲୀ,୧୨ ।୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଗାତାର ଚାପ ପଡିବା ପରେ ମାଇକ୍ରୋବ୍ଲଗିଙ୍ଗ ସାଇଟ୍ ଟୁଇଟର ପାଖାପାଖି ୯୭ ପ୍ରତିଶତ ଆକାଉଣ୍ଟକୁ ବନ୍ଦ କରି ଦେଇଥିବା ଜଣାପଡିଛି । ଇଲୋକ୍ଟ୍ରନିକ୍ସ, ସୂଚନା ଓ ପ୍ରାଦ୍ୟୋଗିକି ମନ୍ତ୍ରଣାଳୟ ଉସକାଇବା ଭଳି କମେଣ୍ଟ ପୋଷ୍ଟ…
ପ୍ରଧାନମନ୍ତ୍ରୀ ମୋଦି ଭାରି ଭୟାଳୁ
ନୂଆଦିଲ୍ଲୀ,୧୨।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ସକାଳୁ ଭାଜପା ଉପରେ ବର୍ଷିଛନ୍ତି। ଏକ ଖବରଦାତା ସମ୍ମିଳନୀ କରି ସେ ଭାରତ-ଚାଇନା ସୀମା ବିବାଦ ମାମଲାରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୟାଳୁ ବୋଲି କହିଛନ୍ତି। ମୋଦି ଦେଶର ପବିତ୍ର ଜମିକୁ…
ଭାଜପାରେ ସାମିଲ ହେବା ଖବରକୁ ନେଇ ମୁହଁ ଖୋଲିଲେ ଗୁଲାମ ନବୀ ଆଜାଦ୍
ନୂଆଦିଲ୍ଲୀ,୧୨।୨: କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ରାଜ୍ୟ ସଭା କାର୍ଯ୍ୟକାଳ ଶେଷ ହୋଇଛି। ବିଦାୟ ଦିନ ଆଜାଦଙ୍କ ପାଇଁ ଭାବପ୍ରବଣ ହୋଇପଡିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ। ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଏଥି ସହିତ ଭବିଷ୍ୟତ ରାଜନୀତିରେ ମଧ୍ୟ…
ରାଜ୍ୟପାଳଙ୍କୁ ବିମାନ ଦେଲେନି ଉଦ୍ଧବ ସରକାର
ମୁମ୍ବାଇ, ୧୨ା୨: ମହାରାଷ୍ଟ୍ର ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ପୁଣି ସୃଷ୍ଟି ହୋଇଛି ବିବାଦ। ଗୁରୁବାର ସକାଳେ ଉତ୍ତରାଖଣ୍ଡ ଯିବାକୁ ବାହାରିଥିବା ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ସ୍ବତନ୍ତ୍ର ସରକାରୀ ବିମାନ ଯୋଗାଇବାକୁ ମନା କରିଥିଲେ ସରକାର। ଏଥିପାଇଁ ରାଜ୍ୟପାଳ ପ୍ରାୟ…
‘ମମତା କହିବେ ଜୟ ଶ୍ରୀରାମ’
କୁଚବିହାର,୧୨ା୨:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ବିଫଳ ପ୍ରଶାସିକା। ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଓ ମମତାଙ୍କ ବିନାଶ ମଡେଲ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ତାଚ୍ଛଲ୍ୟ କରିଛନ୍ତି। କୁଚ୍ବିହାରରେ ଏକ…
Archives


