ଜାତୀୟ

ଡ୍ରୋନ୍‌ ଆକ୍ରମଣ ହେବ ବିଫଳ: ଏଲ୍‌ଓସିରେ ଭାରତୀୟ ଯବାନଙ୍କୁ ୨୮ ଦିନିଆ ତାଲିମ

ଶ୍ରୀନଗର, ୧୪।୧୦: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍‌ଓସି)ରେ ଡ୍ରୋନ୍‌ ଆକ୍ରମଣର ଭୟ ରହିଛି। ଏହାଦ୍ୱାରା ଭାରତୀୟ ଯବାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ପାକିିସ୍ତାନ ସୈନ୍ୟ ଅବା ଆତଙ୍କବାଦୀଙ୍କ ପକ୍ଷରୁ କରାଯାଉଥିବା ଡ୍ରୋନ୍‌...

ମା’, ଭାଇଙ୍କ ଆଶୀର୍ବାଦ ନେଇ ନାମାଙ୍କନ ପତ୍ର ଦାଖଲ କରିବାକୁ ଗଲେ ତେଜସ୍ବୀ

ପାଟନା, ୧୪।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବିରୋଧୀ ଦଳର ନେତା ତଥା ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ବୀ ଯାଦବ ବୁଧବାର ବୈଶାଳୀର ରାଧୋପୁର ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।...

ହାଥରସ୍‌ ମାମଲାରେ ସତ୍ୟପାଠ ଦାଖଲ କଲେ ଯୋଗୀ ସରକାର: ଯାଞ୍ଚ୍‌ର ତଦାରଖ କରନ୍ତୁ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୧୪।୧୦: ଉତ୍ତରପ୍ରଦେଶ ହାଥରସ୍‌ ବଳାତ୍କାର ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଗୁରୁବାର ଏହି ମାମଲାର ଶୁଣାଣି ହେବାର ଗୋଟିଏ ଦିନ ପୂର୍ବରୁ ରାଜ୍ୟ ସରକାର ସତ୍ୟପାଠ ବୁଧବାର ଦାଖଲ କରିଛନ୍ତି।...

୧୦୦ ଦିନ ମଧ୍ୟରେ ପୁଣି ଥରେ ସୁସ୍ଥ ଆକ୍ରାନ୍ତଙ୍କୁ ହୋଇପାରେ କରୋନା ସଂକ୍ରମଣ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ, ୧୪।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି ଯେ, କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ୧୦୦ ଦିନ ମଧ୍ୟରେ ପୁଣି ଥରେ ସଂକ୍ରମଣ ହେବାର ଆଶଙ୍କା ରହିଛି। ଦେଶରେ ଇତିମଧ୍ୟରେ...

ସେନାର ଆବଶ୍ୟକତା ଅନୁସାରେ ସମସ୍ତ କ୍ଷେପଣାସ୍ତ୍ର ବିକଶିତ କରିବାକୁ ଡିଆର୍‌ଡିଓ ସକ୍ଷମ

ନୂଆଦିଲ୍ଲୀ, ୧୪।୧୦: ଭାରତୀୟ ସେନାର ଆବଶ୍ୟକତା ଅନୁସାରେ ସମସ୍ତ ପ୍ରକାରର କ୍ଷେପଣାସ୍ତ୍ର ବିକଶିତ କରିବାକୁ ଡିଆର୍‌ଡିଓ ସକ୍ଷମ। ଏ ସମ୍ପର୍କରେ ଡିଆର୍‌ଡିଓ ମୁଖ୍ୟ ଜି. ସତୀଶ ରେଡ୍ଡୀ ବୁଧବାର ସୂଚନା ଦେଇଛନ୍ତି। ଗତ ୪୦ ଦିନ ମଧ୍ୟରେ ଡିଆର୍‌ଡିଓ ୧୦ଟି...

୮୦ ଲକ୍ଷରୁ ଅଧିକ ଅପରାଧୀଙ୍କ ପାଇଁ ଡିସେମ୍ବର ସୁଦ୍ଧା ଫିଙ୍ଗରପ୍ରିଣ୍ଟ୍‌ ସିଷ୍ଟମ୍‌

ନୂଆଦିଲ୍ଲୀ, ୧୪।୧୦: ଦେଶରେ ଡିସେମ୍ବର ସୁଦ୍ଧା ୮୦ ଲକ୍ଷରୁ ଅଧିକ ଅପରାଧୀଙ୍କ ପାଇଁ ଅଟୋମେଟେଡ୍‌ ଫିଙ୍ଗରପ୍ରିଣ୍ଟ୍‌ ସିଷ୍ଟମ୍‌ ପ୍ରସ୍ତୁତି କାର୍ଯ୍ୟ ଶେଷ ହେବ। ଏହାଦ୍ୱାରା ସହଜରେ ଅପରାଧୀଙ୍କ ଡାଟା ସଂରକ୍ଷିତ ହୋଇ ରହିପାରିବ। ଏନେଇ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ...

ଭାଜପାର ମିଶନ ପଶ୍ଚିମବଙ୍ଗ

କୋଲକାତା, ୧୪।୧୦: ଭାଜପା ପକ୍ଷରୁ ପଶ୍ଚିମବଙ୍ଗରେ ଶକ୍ତି ବୃଦ୍ଧି ପାଇଁ ଯୋଜନା ଆରମ୍ଭ ହୋଇଛି। ମିଶନ ପଶ୍ଚିମବଙ୍ଗ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଗାପୂଜା ଅବସରରେ ପଶ୍ଚିମବଙ୍ଗର ଜନସାଧାରଣଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା କରିବେ। ଅକ୍ଟୋବର ୨୨ରେ ପ୍ରଧାନମନ୍ତ୍ରୀ...

ବିହାର: ଭାଜପାରୁ ୯, ଜେଡିୟୁରୁ ୧୫ ବହିଷ୍କୃତ

ପାଟନା, ୧୪ା୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଟିକେଟ ଆଶାରେ ଦଳଡିଆଁ ପାଇଁ ଭାଜପାର ୯ ଓ ଜେଡିୟୁର ୧୫ ନେତାଙ୍କୁ ବହିଷ୍କୃତ କରାଯାଇଛି। ଭାଜପାରୁ ୯ ନେତା ଏଲ୍‌ଜେପିରୁ ଟିକେଟ...

ଲଦାଖର ୟୁଟି ମାନ୍ୟତା ବେଆଇନ

ନୂଆଦିଲ୍ଲୀ/ବେଜିଂ,୧୪ା୧୦: କେନ୍ଦ୍ର ସରକାର ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ (ୟୁଟି) ମାନ୍ୟତା ଦେବାର ୧୪ ମାସ ପରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଅଡ଼ୁଆ ଛିଣ୍ଡୁନାହିଁ। ଭାରତ ସହ ସୀମା ବିବାଦରେ ବ୍ୟସ୍ତ ଚାଇନା ଏହାକୁ ଅସ୍ବୀକାର କରିଆସୁଛି। ପ୍ରକୃତ ନିୟନ୍ତ୍ରଣରେଖା...

ମନ୍ଦିର ଖୋଲିବା ନେଇ ବାକ୍‌ଯୁଦ୍ଧ

ମୁମ୍ବାଇ/ନୂଆଦିଲ୍ଲୀ,୧୪ା୧୦: କରୋନା ଲକ୍‌ଡାଉନ ଯୋଗୁ ବନ୍ଦ ଥିବା ମନ୍ଦିରଗୁଡ଼ିକୁ ଖୋଲିବା ନେଇ ମହାରାଷ୍ଟ୍ରରେ ମଙ୍ଗଳବାର ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ସୀମା ଟିପିଛି। ଏହି ପ୍ରସଙ୍ଗ...

ପ୍ରବଳ ବର୍ଷାରେ ୧୧ ଜଣଙ୍କ ଜୀବନ ଗଲା

ହାଇଦ୍ରାବାଦ,୧୪।୧୦: ହାଇଦ୍ରାବାଦର ଅନେକ ସ୍ଥାନରେ ଲଗାତାର ବର୍ଷା ଯୋଗୁ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ବାଦଲାଗୁଡାର ମହମ୍ମଦିଆ ପାହାଡରେ କାନ୍ଥ ଖସି ୯ ଜଣଙ୍କର ଜୀବନ ଯିବାସହ ୨ ଜଣ ଆହତ ହୋଇଛନ୍ତି। ରାସ୍ତା ଏବଂ କିଛି...

ନିର୍ବାଚନ ହାରିବା ପରେ ପ୍ରାର୍ଥୀ ରଖିଲେ ଧନ୍ୟବାଦ ସଭା: ପରେ ଯାହା ଘଟିଲା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଜୟପୁର, ୧୪।୧୦: ରାଜସ୍ଥାନର ଯୋଧପୁରରୁ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିବା ପରେ ବିଶ୍ୱାସ ମଧ୍ୟ କରିହେବ ନାହିଁ। ପିପାଡ ତହସିଲ ନାମକ ଗାଁରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସୁନ୍ଦର ଦେବୀ ଏବଂ ମକୁ ଦେବୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri