ଆଇଏନ୍ସି ଟିଭି ଲଞ୍ଚ୍ କଲା କଂଗ୍ରେସ
ନୂଆଦିଲ୍ଲୀ, ୧୫।୪: ଡ. ଭୀମରାଓ ଆମ୍ବେଡ୍କରଙ୍କ ଜନ୍ମବାର୍ଷିକୀ ଅବସରରେ ବୁଧବାର କଂଗ୍ରେସ ଦଳ ପକ୍ଷରୁ ଆଇଏନ୍ସି ଟିଭି ନାମରେ ଏକ ଡିଜିଟାଲ ମିଡିଆ ପ୍ଲାଟ୍ଫର୍ମର ଶୁଭାରମ୍ଭ ହୋଇଛି। କଂଗ୍ରେସର ସ୍ବର ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଏହି ଡିଜିଟାଲ ମିଡିଆ…
‘ଏସ୍-୪୦୦ ଚୁକ୍ତିକୁ ନେଇ ରୁଷିଆ, ଭାରତ ପ୍ରତିବଦ୍ଧ’
ନୂଆଦିଲ୍ଲୀ, ୧୫ା୪: ଏସ୍-୪୦୦ ମିସାଇଲ ଚୁକ୍ତି ଅନୁସାରେ ଧାର୍ଯ୍ୟ ସମୟ ସୀମା ଏବଂ ଅନ୍ୟାନ୍ୟ ଦାୟିତ୍ୱ ନିର୍ବାହ ନିମନ୍ତେ ଉଭୟ ଭାରତ ଓ ରୁଷିଆ ପ୍ରତିବଦ୍ଧ ବୋଲି ରୁଷ୍ ରାଷ୍ଟ୍ରଦୂତ ନିକୋଲେ କୁଦାଶେଭ ବୁଧବାର କହିଛନ୍ତି। ରୁଷିଆଠାରୁ ଏହି ଯୁଦ୍ଧାସ୍ତ୍ର କ୍ରୟ…
ପୂର୍ବତନ ଇସି କ୍ରିଷ୍ଣମୂର୍ତ୍ତିଙ୍କ ପରଲୋକ
ନୂଆଦିଲ୍ଲୀ, ୧୫।୪: ପୂର୍ବତନ ନିର୍ବାଚନ କମିଶନର (ଇସି) ଜି.ଭି.ଜି. କ୍ରିଷ୍ଣମୂର୍ତ୍ତିଙ୍କର ବୁଧବାର ପୂର୍ବାହ୍ନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଭାରତୀୟ ଆଇନ ସେବା ଅଧିକାରୀ କ୍ରିଷ୍ଣମୂର୍ତ୍ତି ୧୯୯୩ ଅକ୍ଟୋବରରେ ନିର୍ବାଚନ କମିଶନର…
ଇସିଙ୍କ କାର୍ଯ୍ୟାନୁଷ୍ଠାନ ବେଆଇନ: ଟିଏମ୍ସି
କୋଲକାତା, ୧୫।୪: ନିର୍ବାଚନ କମିଶନ (ଇସି) ଠିକ୍ ଭାବେ କାର୍ଯ୍ୟ କରୁ ନ ଥିବା ଏବଂ ତୃଣମୂଳ କଂଗ୍ରେସ (ଟିଏମ୍ସି) ବିରୋଧରେ ଏହାର କାର୍ଯ୍ୟାନୁଷ୍ଠାନ ବେଆଇନ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ବୁଧବାର ଟିଏମ୍ସି ନିର୍ବାଚନ କମିଶନଙ୍କୁ ପତ୍ର ଲେଖି…
ଅଭିନେତ୍ରୀ ପର୍ନୋ ମିତ୍ରଙ୍କ ଗାଡ଼ିକୁ ଆକ୍ରମଣ
ବାରନଗର, ୧୫ା୪: ଭାଜପା ନେତ୍ରୀ ତଥା ପଶ୍ଚିମବଙ୍ଗର ଜଣାଶୁଣା ଅଭିନେତ୍ରୀ ପର୍ନୋ ମିତ୍ରଙ୍କ ଗାଡ଼ି ଉପରେ ବୁଧବାର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବାରନଗରରୁ ପ୍ରାର୍ଥୀ ହୋଇଥିବା ପର୍ନୋ ନିର୍ବାଚନୀ ପ୍ରଚାର କରୁଥିବାବେଳେ ଟିଏମ୍ସି କର୍ମୀମାନେ ତାଙ୍କ ଗାଡ଼ି ଉପରେ ଆକ୍ରମଣ…
ମୌସୁମୀକୁ ସକ୍ରିୟ କରୁଛି ବିଶ୍ୱ ତାପନ
ନୂଆଦିଲ୍ଲୀ, ୧୫।୪(ପି.ଟି.): ଜଳବାୟୁ ପରିବର୍ତ୍ତନ ଭାରତରେ ମୌସୁମୀକୁ ଅଧିକ ସକ୍ରିୟ କରିବା ସହ ବର୍ଷାରେ ଅନିୟମିତତା ଦେଖାଦେବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଦେଶର ୧୩୦ କୋଟି ଲୋକଙ୍କ ସୁଖ ସ୍ବାଚ୍ଛନ୍ଦ୍ୟ, ଅର୍ଥନୀତି, ଖାଦ୍ୟ ବ୍ୟବସ୍ଥା ଓ କୃଷିକୁ ଏହା ଗଭୀର…
ଦିଦିଙ୍କୁ ‘ସଂସ୍କାର’ ପାଠ ପଢାଇଲେ ସ୍ମୃତି
କୋଲକତା,୧୫।୪: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ଭାଜପା ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ କଥା କଟାକଟି ଚାଲିଛି। ଦେଶରେ କରୋନା ବୃଦ୍ଧି ପାଉଥିବାରୁ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରିଥିଲେ।…
ମହାରାଷ୍ଟ୍ର ରାସ୍ତାରେ ୟୁପି, ଛତିଶଗଡ଼
ମୁମ୍ବାଇ/ନୂଆଦିଲ୍ଲୀ,୧୫ା୪: କରୋନା ଭାଇରସ୍ ପୁଣି ଭାଙ୍ଗିଛି ନୂଆ ମାମଲାର ଦୈନିକ ରେକର୍ଡ। ଭାରତରେ ଦୈନିକ ସଂକ୍ରମଣ ୧,୮୪,୩୭୨ ଛୁଇଁଛି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୩୮,୭୩,୮୨୫ରେ ପହଞ୍ଚିଛି। ଏହାସହ ସକ୍ରିୟ ମାମଲା ୧୩ ଲକ୍ଷ ଟପିଛି। ବୁଧବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ…
ପୁଣି କୋକୁଆ ଭୟ: ୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ,୧୫।୪: ଦେଶରେ କରୋନାର ସଂକ୍ରମଣ ବେଲଗାମ୍ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବାରେ ଲାଗିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨ ଲକ୍ଷ ଟପିିଛି। କରୋନା ସଂକ୍ରମଣ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ…
କରୋନା ଆକ୍ରାନ୍ତଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିଲେ ସ୍ବାସ୍ଥ୍ୟ କର୍ମୀ
ମୁମ୍ବାଇ, ୧୪ା୪ – ଅନ୍ଧେରୀ ସ୍ଥିତ ଏକ ହୋଟେଲରେ କ୍ୱାରେଣ୍ଟିନରେ ଥିବା ଜଣେ କୋଭିଡ୍ ୧୯ ଆକ୍ରାନ୍ତଙ୍କୁ ଅସଦାଚରଣ କରି ଗିରଫ ହୋଇଛନ୍ତି ଜଣେ ସ୍ବାସ୍ଥ୍ୟ କର୍ମୀ। ଏ ନେଇ ବୁଧବାର ପୋଲିସ ପକ୍ଷରୁ କୁହାଯାଇଛି। ପୀଡ଼ିତା ସୋମବାର ପୋଲିସ କଣ୍ଟ୍ରୋଲ…
ଲକ୍ଷ୍ନୌରେ କରୋନା ମୃତ୍ୟୁ ସଂଖ୍ୟା ଲୁଚାଯାଉଛି
ଲକ୍ଷ୍ନୌ, ୧୪ା୪- ଉତ୍ତର ପ୍ରଦେଶ ସରକାର ବର୍ତ୍ତମାନ ରାଜଧାନୀ ଲକ୍ଷ୍ନୌର କରୋନା ସ୍ଥିତି ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଲକ୍ଷ୍ନୌରେ କୋଭିଡ୍ ୧୯ କାରଣରୁ ସରକାରୀ ସ୍ତରରେ ଦର୍ଶାଯାଇଥିବା ମୃତ୍ୟୁ ସଂଖ୍ୟାଠାରୁ ଢ଼େର ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। କାରଣ ସରକାରୀ ସ୍ତରରେ…
ପାତରଅନ୍ତର କରୁଛନ୍ତି ନିର୍ବାଚନ କମିଶନ
କୋଲକାତା, ୧୪।୪: ନିର୍ବାଚନ କମିଶନ (ଇସି) ଠିକ୍ ଭାବେ କାର୍ଯ୍ୟ କରୁ ନ ଥିବା ଏବଂ ତୃଣମୂଳ କଂଗ୍ରେସ (ଟିଏମ୍ସି) ବିରୋଧରେ ଏହାର କାର୍ଯ୍ୟାନୁଷ୍ଠାନ ବେଆଇନ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ବୁଧବାର ଟିଏମ୍ସି ନିର୍ବାଚନ କମିଶନଙ୍କୁ ପତ୍ର ଲେଖି…
Archives


