ଏହି ରାଜ୍ୟରେ ମେ’୩୧ ଯାଏ ମାତ୍ର ୪ଘଣ୍ଟା ଚାଲିବ ବ୍ୟାଙ୍କ ସେବା
ପାଟନା,୧୭।୫: ଦେଶରେ କରୋନା ସଙ୍କଟ ଜାରି ରହିଛି। ସୋମବାର ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟରେ ଲକ୍ଡାଉନ ଘୋଷଣା କରାଯାଇଛି। ରାଜ୍ୟରେ ଲକ୍ଡାଉନ ପ୍ରଭାବ ପକାଉଥିବାରୁ ଏହାର…
ଗଛ ଉପରେ ୧୧ ଦିନ ଆଇସୋଲେଶନ୍ରେ ରହିଲେ କରୋନା ଆକ୍ରାନ୍ତ…
ହାଇଦ୍ରାବାଦ୍,୧୭।୫: ଏବେ ସୋସିଆଲ ମିଡ଼ିଆରେ ଜଣେ କରୋନା ଆକ୍ରାନ୍ତଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ତେଲଙ୍ଗାନାରେ କରୋନାରେ ଆକ୍ରାନ୍ତ ହୋଇଥିବା ୧୮ ବର୍ଷ ବୟସ୍କ ଜଣେ ଯୁବକ ଆଇସୋଲେଶନରେ ରହିବା ପାଇଁ ଘର ଅଭାବ ଯୋଗୁ ଗଛରେ ମଞ୍ଚା ବାନ୍ଧି ୧୧…
ଖୁସି ଖବର: ଏବେ ଦେଶରେ ବ୍ୟବହାର ହେବ କରୋନା ଔଷଧ ୨-ଡିଜି…
ନୂଆଦିଲ୍ଲୀ,୧୭।୫: ଏଣିକି ଦେଶରେ ନୂଆ କରୋନା ଔଷଧ ବ୍ୟବହାର କରାଯିବ। କରୋନା ଔଷଧ ୨-ଡିଓକ୍ସି-ଡି-ଗ୍ଲୁକୋଜ୍(୨-ଡିଜି) ଲୋକାର୍ପଣ ସୋମବାର କରାଯାଇଛି। ଡିଆର୍ଡିଓ ପକ୍ଷରୁ ବିକଶିତ କରାଯାଇଥିବା ଏହି ନୂଆ ଔଷଧକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ…
ସିବିଆଇ କାର୍ଯ୍ୟାଳୟରେ ମମତା: କହିଲେ,ମତେ ବି ଗିରଫ କର…
କୋଲକାତା,୧୭।୫: ନାରଦା ଦୁର୍ନୀତି ନେଇ ପଶ୍ଚିମବଙ୍ଗରେ ସିବିଆଇ ପକ୍ଷରୁ ଚଢ଼ାଉ ଜାରି ରହିଛି। ତୃଣମୂଳ କଂଗ୍ରେସ(ଟିଏମ୍ସି)ର ମନ୍ତ୍ରୀଙ୍କ ସମେତ ୩ ନେତାଙ୍କ ଘରେ ସିବିଆଇ ଚଢ଼ାଉ କରାଯାଇଛି। ମନ୍ତ୍ରୀ ଫିରହାଦ୍ ହକିମ୍, କ୍ୟାବିନେଟ୍ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ଟିଏମ୍ସି ବିଧାୟକ ମଦନ…
କରୋନା ସଙ୍କଟ ମଧ୍ୟରେ ଖୋଲିଲା କେଦାରନାଥ କବାଟ
ଡେରାଡୁନ,୧୭।୫: ଦେଶରେ କରୋନା ସଙ୍କଟ ଜାରି ରହିଛି। ଏହାରି ଭିତରେ ଉତ୍ତରାଖଣ୍ଡର ଧର୍ମନଗରୀ କେଦାରନାଥ ଧାମର କବାଟ ଖୋଲିଛି। ସୋମବାର ସକାଳ ୫ଟାରେ ବିଧିବିଧାନ ସହ କୋଭିଡ ନିୟମ ଅନୁସାରେ ବାବା କେଦାରନାଥଙ୍କ କବାଟ ଖୋଲାଯାଇଛି। ଏଥିପାଇଁ ଭୋର ୩ଟାରୁ ମନ୍ଦିରରେ…
ବାତ୍ୟା ପୂର୍ବରୁ ଥରିଲା ଗୁଜରାଟ…
ଅହମଦାବାଦ,୧୭।୫: ବାତ୍ୟା ତାଉକ୍ତାଏ ଗୁଜରାଟରେ ମାଡ଼ ହେବା ପୂର୍ବରୁ ରାଜ୍ୟରେ ଭୂକମ୍ପ ହୋଇଛି। ସୋମବାର ଭାରତୀୟ ସମୟ ଭୋର୍ ୩ଟା ୭(୩ଟା ୩୭ ଜିଏମ୍ଟି)ରେ ଗୁଜରାଟର ରାଜୁଲା, ଆମରେଲିରେ ଭୂକମ୍ପ ହୋଇଥିବା ଭାରତୀୟ ଭୂବିଜ୍ଞାନ ଗବେଷଣା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…
ନାରଦା ଦୁର୍ନୀତି: ମନ୍ତ୍ରୀଙ୍କ ସମେତ ୩ ଟିଏମ୍ସି ନେତାଙ୍କ ଘରେ ଚଢ଼ାଉ…
କୋଲକାତା,୧୭।୫: ନାରଦା ଦୁର୍ନୀତି ନେଇ ପଶ୍ଚିମବଙ୍ଗରେ ସିବିଆଇ ପକ୍ଷରୁ ଚଢ଼ାଉ ଜାରି ରହିଛି। ତୃଣମୂଳ କଂଗ୍ରେସ(ଟିଏମ୍ସି)ର ମନ୍ତ୍ରୀଙ୍କ ସମେତ ୩ ନେତାଙ୍କ ଘରେ ସିବିଆଇ ଚଢ଼ାଉ କରାଯାଇଛି। ମନ୍ତ୍ରୀ ଫିରହାଦ୍ ହକିମ୍, କ୍ୟାବିନେଟ୍ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ଟିଏମ୍ସି ବିଧାୟକ ମଦନ…
ଏହି ରାଜ୍ୟରେ ମାସକରେ ୨,୬୭୧ ଶିଶୁ କରୋନାରେ ଆକ୍ରାନ୍ତ…
ଡେରାଡୁନ୍,୧୭।୫: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି। ଦେଶରେ ତୃତୀୟ ଲହର ଆସିବାର ଆଶଙ୍କା ଥିବା ନେଇ ବିଶେଷଜ୍ଞଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ ତୃତୀୟ ଲହର ନ ଆସିବା ପୂର୍ବରୁ ଉତ୍ତରାଖଣ୍ଡରେ ଗତ ୧୫ ଦିନ ମଧ୍ୟରେ…
ଗମ୍ଭୀର ଅବପାତ ରୂପ ନେଲା ‘ତାଉକ୍ତାଏ’: ଏପର୍ଯ୍ୟନ୍ତ ଗଲାଣି ୮ ଜୀବନ
ଥିରୁଭାନନ୍ତପୁରମ୍,୧୭।୫: ଆରବ ମହାସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ‘ତାଉକ୍ତାଏ’ ଭେରି ସିଭିୟର ସାଇକ୍ଲୋନିକ ଷ୍ଚର୍ମରେ ପରିଣତ ହୋଇଛି। ଏବେ ଏହା କେରଳରେ ଏହାର ରୂପ ଦେଖାଇବା ଆରମ୍ଭ କରିଛି। ବର୍ତ୍ତମାନ ଏହି ଝଡ ଗୁଜରାଟ ଆଡକୁ ଗତି କରୁଛି। ଏପର୍ଯ୍ୟନ୍ତ ଏହା…
ଭାରତରେ ଦଙ୍ଗା କରାଇବା ଷଡ଼ଯନ୍ତ୍ର ରଚିଥିଲା ଜୈଶ୍ ଆତଙ୍କବାଦୀ ସଂଗଠନ…
ନୂଆଦିଲ୍ଲୀ,୧୭।୫: ଭାରତରେ ଦଙ୍ଗା କରାଇବା ଲାଗି ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ଷଡ଼ଯନ୍ତ୍ର ରଚିଥିଲା। ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଥିବାବେଳେ ପାକିସ୍ତାନରେ ଶିବିର ସ୍ଥାପନ କରିଥିବା ଜୈଶ୍ ସଂଗଠନ ସ୍ଥିତିକୁ ଅଧିକ ଜଟି, କରିବା ଲାଗି ଯୋଜନା କରାଯାଇଥିଲା।…
ଚାଷୀଙ୍କ ଉପରେ ଲାଠିମାଡ଼
ଚଣ୍ଡିଗଡ଼, ୧୭।୫: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟାର ରବିବାର ଯୋଗଦେଇଥିବା ଏକ କାର୍ଯ୍ୟକ୍ରମରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ପୋଲିସ ଲାଠିମାଡ଼ କରିଛି। ଏଥିରେ ଅନେକ ଚାଷୀ ଆହତ ହୋଇଛନ୍ତି। ପୋଲିସ ଅନ୍ଦୋଳନରତ ଚାଷୀଙ୍କ ଉପରକୁ ପ୍ଲାଷ୍ଟିକ୍ ଗୁଳି ଚଳାଇବା…
ଅତି ଭୀଷଣ ସାମୁଦ୍ରିକ ଝଡ଼ ରୂପ ନେଲା ତଉକ୍ତାଏ
ମୁମ୍ବାଇ/ବେଙ୍ଗାଲୁରୁ/ଥିରୁଭାନନ୍ଥପୁରମ୍, ୧୭।୫: ଆରବ ସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ତଉକତାଏ ରବିବାର ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) କହିଛି। ଆଗାମୀ ୧୨ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ମଙ୍ଗଳବାର ଭୋର ସମୟରେ ପୋରବନ୍ଦର…

