ହୃଦ୍ଘାତରେ ସାଉଥ କମେଡିଆନ ବିବେକଙ୍କ ନିଧନ
ଚେନ୍ନାଇ,୧୭।୪: ତାମିଲ ଫିଲ୍ମର ବେଶ୍ ଲୋକପ୍ରିୟ ଅଭିନେତା ତଥା କମେଡିଆନ ବିବେକଙ୍କ ପରଲୋକ ଘଟିଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଶନିବାର ଭୋରରୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୯ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ…
ଟିକା ରପ୍ତାନିକାରୀରୁ ଆମଦାନିକାରୀ ହେଲା ଭାରତ
ନୂଆଦିଲ୍ଲୀ, ୧୭।୪: ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଭୟଙ୍କର ଭାବେ ବଢ଼ିଚାଲିଛି। ଏପରିସ୍ଥଳେ ଦେଶରେ କୋଭିଡ୍ ଟିକାର ଅଭାବ ଦେଖାଦେଇଛି। ବିଭିନ୍ନ ଦେଶକୁ କୋଭିଡ୍ ଟିକାର ଲକ୍ଷ ଲକ୍ଷ ଡୋଜ୍ ଦାନ ତଥା ବିକ୍ରି କରିଥିବା ଭାରତକୁ ଏବେ ଅନ୍ୟ…
ରେମ୍ଡେସିଭିର୍ କଳାବଜାର
ନୂଆଦିଲ୍ଲୀ, ୧୭।୪: କୋଭିଡ୍ ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଆଣ୍ଟିଭାଇରାଲ ଡ୍ରଗ୍ ରେମ୍ଡସିଭିର୍ର ଅଭାବ ବିଭିନ୍ନ ରାଜ୍ୟରେ ଦେଖାଦେଇଛି। ଏହି ଇଞ୍ଜେକ୍ଶନ ପାଇଁ ଲୋକେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେଉଥିବାବେଳେ ଅସାଧୁ ବ୍ୟବସାୟୀମାନେ ଏହାର କଳାବଜାର ଆରମ୍ଭ କରିଦେଇଛନ୍ତି।…
ଇଭିଏମ୍କୁ ଷ୍ଟାଲିନ୍ଙ୍କ ସନ୍ଦେହ
ଡିଏମ୍କେ ମୁଖ୍ୟ ଏମ୍.କେ. ଷ୍ଟାଲିନ୍ ଶୁକ୍ରବାର ଇଲେକ୍ଟ୍ରୋନିକ୍ ଭୋଟିଂ ମେଶିନ (ଇଭିଏମ୍)ର ସୁରକ୍ଷା ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି। ଏପ୍ରିଲ ୬ ବିଧାନସଭା ନିର୍ବାଚନ ପରେ ଇଭିଏମ୍ ରଖାଯାଇଥିବା ଷ୍ଟ୍ରଙ୍ଗ୍ରୁମ୍କୁ ଅନଧିକୃତ ଲୋକଙ୍କୁ ଛଡ଼ାଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ତାମିଲନାଡୁ…
ଭୋଟିଂର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ
କୋଲକାତା,୧୬।୪: ମତଦାନର ୨୪ ଘଣ୍ଟା ପୂର୍ବରୁ ନୁହେଁ ଏବେଠୁ ୭୨ ଘଣ୍ଟା ପୂର୍ବରୁ ବନ୍ଦ ହେବ ପ୍ରଚାର କାର୍ଯ୍ୟ। ରାଜନୈତିକ ଦଳ ସନ୍ଧ୍ୟା ୭ଟାରୁ ସକାଳ ୧୦ଟା ମଧ୍ୟରେ କୌଣସି ପ୍ରକାରର ବୈଠକ କିମ୍ବା ରାଲି କରିପାରିବେ ନାହିଁ। କରୋନା ସଂକ୍ରମଣକୁ…
କୁମ୍ଭମେଳା: କରୋନାରେ ନିରଓ୍ବାଣି ଆଖଡ଼ା ମହାମଣ୍ଡଳେଶ୍ୱରଙ୍କ ପରଲୋକ
ହରିଦ୍ୱାରା,୧୬।୪: ହରିଦ୍ୱାରା କୁମ୍ଭମେଳାରେ ଯୋଗଦେଇଥିବା ମଧ୍ୟପ୍ରଦେଶ ନିରଓ୍ବାଣି ଆଖଡ଼ାର ମହାମଣ୍ଡଳେଶ୍ୱର କପିଳଦେବ ଦାସଙ୍କ କରୋନାରେ ମୃତ୍ୟୁ ଘଟିଛି। ତାଙ୍କୁ ୬୫ ବର୍ଷ ହୋଇଥିଲା। ଗୁରୁବାର ତାଙ୍କୁ ହରିଦ୍ୱାରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କପିଲଙ୍କ ସହ ୧୦ ହଜାରରୁ ଊର୍ଦ୍ଧ୍ୱ…
ୟେଦୁରପ୍ପାଙ୍କୁ ପୁଣିଥରେ କରୋନା
ବେଙ୍ଗାଲୁରୁ,୧୬।୪: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା ଦ୍ୱିତୀୟ ଥର ପାଇଁ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଶୁକ୍ରବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭୮ ବର୍ଷୀୟ ଭାଜପା ନେତା ଗତବର୍ଷ ଅଗଷ୍ଟ ୨ରେ ପ୍ରଥମେ କରୋନା ସଂକ୍ରମିତ ହେବା ପରେ…
ଦେଶରେ ଅକ୍ସିଜେନ ଅଭାବ ସ୍ବୀକାର କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୧୬।୪: କରୋନାର ଦ୍ୱିତୀୟ ଲହର ଦେଶବାସୀଙ୍କୁ ଚିନ୍ତାରେ ପକାଇଛି। ଦିନକୁ ଦିନ ଲକ୍ଷାଧିକ ସଂକ୍ରମିତ ହେଉଥିବା ବେଳେ ଦେଶର ବଡବଡ ଡାକ୍ତରଖାନାରେ ଅକ୍ସିଜେନ ଅଭାବ ଦେଖାଦେଇଛି। ଏନେଇ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଉଥିବା ପରିବାର ଲୋକେ ଅଭିଯୋଗ କରୁଛନ୍ତି। ଏଭଳିସ୍ଥତିରେ ସମସ୍ୟାର…
ଚାଷୀଙ୍କ ପାଇଁ ଖୁସି ଖବର: ଏବର୍ଷ ସ୍ବାଭାବିକ ହେବ ବର୍ଷା
ନୂଆଦିଲ୍ଲୀ,୧୬।୪: ଚାଷୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ମୌସୁମୀ ବୃଷ୍ଟିପାତ ସ୍ବାଭାବିକ ହେବ। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ପୂର୍ବାନୁମାନ କରାଯାଇଛି। ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ୪୦ ପ୍ରତିଶତ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି।…
ଧୋନୀଙ୍କୁ ଏହି ଗୀତ ଡେଡିକେଟ୍ କଲେ ଓସ୍କାର ବିଜେତା
ମୁମ୍ବାଇ, ୧୬ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଓସ୍କାର ବିଜେତା ମ୍ୟୁଜିକ କମ୍ପୋଜର ଏ. ଆର. ରେହମାନ ବଲିଉଡ୍ ଫିଲ୍ମ ଲଗାନର ‘ଚାଲେ ଚାଲୋ’ ଗୀତ ଡେଡିକେଟ୍ କରିଛନ୍ତି। ଏହି ଗୀତଟି ଖେଳାଳିଙ୍କୁ ଏକାଠି ହୋଇ…
କରୋନା ମଧ୍ୟରେ ହଜ୍ ଯାତ୍ରାକୁ ନେଇ ବଡ଼ ଘୋଷଣା
ନୂଆଦିଲ୍ଲୀ,୧୬।୪: ଦେଶରେ କରୋନା ସ୍ଥିତି ଧିରେ ଧିରେ ବିଗିଡ଼ିବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଏବେ ଭୟାନକ ରୂପ ଧାରଣ କରୁଛି। ପ୍ରତିଦିନ କରୋନା ସଂକ୍ରମଣ ନୂଆ ନୂଆ ରେକର୍ଡ ଭାଙ୍ଗୁଛି। ଏଭଳି ସ୍ଥିତିରେ ଦେଶରେ ସମସ୍ତ ଧାର୍ମିକ କାର୍ଯ୍ୟ ଉପରେ…
ନିରଞ୍ଜନୀ ଆଖଡାର ସଚିବ ରବିନ୍ଦ୍ର ପୁରୀ କରୋନା ପଜିଟିଭ୍: ୧୭ରେ ଶେଷ ହେବ କୁମ୍ଭମେଳା
ହରିଦ୍ୱାର,୧୬।୪: କରୋନା ପ୍ରକୋପ ମଧ୍ୟରେ ଉତ୍ତରାଖଣ୍ଡ ହରିଦ୍ୱାରରେ ମହାକୁମ୍ଭ ମେଳା ଆୟୋଜିତ ହୋଇଛି। ସାହି ସ୍ନାନ ସମୟରେ ଲକ୍ଷାଧିକ ସାଧୁ ସନ୍ଥ ଏକାଠି ହୋଇଥିବା ବେଳେ କେତେଜଣ କରୋନାରେ ଆକ୍ରାନ୍ତ ମଧ୍ୟ ହୋଇସାରିଛନ୍ତି। ଏହିକ୍ରମରେ କୁମ୍ଭମେଳାରେ ସାମିଲ ହୋଇଥିବା ନିରଞ୍ଜନୀ ଆଖଡାର…
Archives


