ପୁଣି ଆଉ ଗୋଟିଏ ସପ୍ତାହ ବଢିଲା ଲକ୍ଡାଉନ୍
ନୂଆଦିଲ୍ଲୀ,୨୫।୪: ଦିଲ୍ଲୀରେ ଦିନକୁ ଦିନ କରୋନା ଜୀବାଣୁ ବୃଦ୍ଧି ପାଉଛି। ଏଥି ସହିତ ଅମ୍ଳଜାନର ଅଭାବ ମଧ୍ୟ ବୃଦ୍ଧି ପାଉଛି। ସେପଟେ ଦିଲ୍ଲୀ ସରକାର ପୁଣି ଗୋଟିଏ ସପ୍ତାହ ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି…
ବଡ଼ ଘୋଷଣା: ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ମିଳିବ ମାଗଣା କରୋନା ଟିକା
ମୁମ୍ବାଇ,୨୫।୪: ଦେଶରେ କରୋନା ମହାମାରୀ ଯୁଦ୍ଧରେ ଜିତିବା ପାଇଁ ଟିକାକରଣ ଅଭିଯାନ ଉପରେ କ୍ରମାଗତ ଗୁରୁତ୍ୱ ଦିଆଯାଉଛି। କରୋନା ଦ୍ୱାରା ଅଧିକ ପ୍ରଭାବିତ ରାଜ୍ୟ ମଧ୍ୟରୁ ଅନ୍ୟତମ ମହାରାଷ୍ଟ୍ରରେ କରୋନା ଟିକା ଅଭିଯାନକୁ ତୀବ୍ର କରିବା ପାଇଁ ଆଜି ଏକ ବଡ…
ଭାଙ୍ଗିପଡିଲେ ମମତା
କୋଲକାତା,୨୫।୪: ପଶ୍ଚିମବଙ୍ଗର ଖାରଦା ବିଧାନସଭା ଆସନରୁ ଲଢୁଥିବା ତୃଣମୂଳ କଂଗ୍ରେସ ପ୍ରାର୍ଥୀ କାଜଲ ସିହ୍ନାଙ୍କ ରବିବାର ଦେହାନ୍ତ ହୋଇଛି। ସେ କରୋନାରେ ସଂକ୍ରମିତ ହୋଇଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟରରେ ଏହି ସୂଚନା ଦେଇଛନ୍ତି। ଏହା ସହିତ ମମତା କାଜଲ…
କେବେ ମିଳିବ କରୋନାରୁ ମୁକ୍ତି, ବିଶେଷଜ୍ଞ କହିଲେ ଏଭଳି …
ନୂଆଦିଲ୍ଲୀ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅବସ୍ଥା ବେଲଗାମ୍ ହେବାରେ ଲାଗିଥିବାବେଳେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷରୁ ଅଧିକ ରହିବା ସହିତ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଏପରିସ୍ଥଳେ କରୋନା ମହାମାରୀରୁ କେବେ ମୁକ୍ତି ମିଳିବ ସେ…
ବଡ଼ ନିଷ୍ପତ୍ତି ନେଲେ ମୋଦି ସରକାର: ହସ୍ପିଟାଲରେ ନିର୍ମାଣ ହେବ ୫୫୧ ଅକ୍ସିଜେନ୍ ପ୍ଲାଣ୍ଟ୍…
ନୂଆଦିଲ୍ଳୀ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଥିବାବେଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ଅଭାବ ଯୋଗୁ କରୋନା ଆକ୍ରାନ୍ତଙ୍କ ସମେତ ଅନ୍ୟ ରୋଗୀଙ୍କ ମୃତ୍ୟୁ ଘଟୁଛି। ତେବେ ଅକ୍ସିଜେନ୍ ଯୋଗାଣ ତ୍ୱରାନ୍ବିତ ହେବା ଯୋଗୁ ଏବେ ସ୍ଥିତିରେ…
ପାର୍କରେ ହେବ ଅନ୍ତିମ ସଂସ୍କାର: ପ୍ରଶାସନର ନିଷ୍ପତ୍ତି…
ନୂଆଦିଲ୍ଳୀ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଶ୍ମଶାନରେ ମୃତକଙ୍କ ଅନ୍ତିିମ ସଂସ୍କାର କରିବା ଲାଗି ଘଣ୍ଟା ଘଣ୍ଟା…
କରୋନା ଲଢ଼େଇରେ ମହିଳା ଆଗରେ: ପୁରୁଷଙ୍କ ତୁଳନାରେ ଅଧିକ ଆଣ୍ଟିବଡ଼ି…
ନୂଆଦିଲ୍ଳୀ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଛି। ତେବେ କରୋନା ଲଢ଼େଇରେ ମହିଳା ଆଗରେ ରହିଛନ୍ତି। ମହିଳାଙ୍କ ତୁଳନାରେ ଅଧିକ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଥାନ୍ତି ବୋଲି ମୁମ୍ବାଇ ମହାନଗର ନିଗମରେ ହୋଇଥିବା ଏକ ସେରୋ…
ରାଜଧାନୀରେ ପୁଣି ସପ୍ତାହେ ବଢ଼ିଲା ଲକ୍ଡାଉନ୍…
ନୂଆଦିଲ୍ଳୀ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ରାଜଧାନୀ ଦିଲ୍ଲୀରେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଲାଗୁ ହୋଇଥିବା ଲକ୍ ଡ଼ାଉନ୍ ସମୟସୀମାକୁ ପୁଣି ସପ୍ତାହେ ପାଇଁ ବଢ଼ାଇବା ସମ୍ପର୍କରେ ରବିବାର ଘୋଷଣା କରିଛନ୍ତି। ଫଳରେ ଏଠାରେ…
ଧାଡ଼ିଧାଡ଼ି ମୃତଦେହ: କରୋନା ଲଢ଼େଇରେ ହାରି ଯାଉଛନ୍ତି ଆକ୍ରାନ୍ତ…
ଗାଜିଆବାଦ୍,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ କୋକୁଆ ଭୟ ଦେଖାଦେଇଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ମୃତକଙ୍କ ଅନ୍ତିମ ସଂସ୍କାର କରିବା ଏକ କଷ୍ଟକର ବ୍ୟାପାର ପାଲଟିଛି। ଉତ୍ତରପ୍ରଦେଶ ଗାଜିଆବାଦ୍ରେ ଶ୍ମଶାନ ନିକଟରେ ଥିବା ରାସ୍ତା କଡ଼ରେ…
ଏହି ବଲିଉଡ୍ ଅଭିନେତା କୋଟିଏ ଟଙ୍କା ଦାନ କଲେ …
ମୁମ୍ବାଇ,୨୫।୪: କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ସ୍ଥିତି ସୃଷ୍ଟି କରିଛି। ସବୁବେଳେ ପୀଡ଼ିତଙ୍କ ପ୍ରତି ସହାନୁଭୁତି ପ୍ରକାଶ କରୁଥିବା ବଲିଉଡ୍ ଅଭିନେତା ଖିଲାଡ଼ି ବୟ ଅକ୍ଷୟ କୁମାର କରୋନା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଆର୍ଥିକ ଅନୁଦାନ ଯୋଗାଇ ଦେବାକୁ ପୂର୍ବତନ…
ତାଣ୍ଡବ ରଚି ଆମର ଧର୍ଯ୍ୟ ପରୀକ୍ଷା କରୁଛି କରୋନା: ମୋଦି…
ନୂଆଦିଲ୍ଲୀ,୨୫।୪: କରୋନା ମହାମାରୀ ଘୂର୍ଣ୍ଣି ଝଡ଼ ଭଳି ଦେଶକୁ ବିପର୍ଯ୍ୟସ୍ତ କରି ଦେଇଛି। ଦେଶରେ ତାଣ୍ଡବ ରଚି କରୋନା ଆମର ଧର୍ଯ୍ୟ ପରୀକ୍ଷା କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୭୬ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ…
୫ ଥର ଝିଅ ଦେଖିବା ପରେ ଯୁବକ କଲେ ନାପସନ୍ଦ, ନିର୍ଧୂମ ଖାଇଲେ ଛେଚା, ଭିଡିଓ ଭାଇରାଲ
ମୁମ୍ବାଇ,୨୫।୪: ଜଣେ ଯୁବକ ୫ ଥର ଝିଅ ଦେଖିବା ପରେ ନାପସନ୍ଦ କରିବାରୁ ଝିଅ ଘର ଲୋକେ ସଂପୃକ୍ତ ଯୁବକଙ୍କୁ ଏକ ବନ୍ଦ କୋଠରିରେ ପ୍ରବଳ ପିଟିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟି ମହାରାଷ୍ଟ୍ରର ବୁଲଢାପା…
Archives


