ସ୍ବାସ୍ଥ୍ୟକେନ୍ଦ୍ର ଚାଲୁ କରିବା ଲାଗି ଅନୁରୋଧ କଲେ ମୁଖ୍ୟମନ୍ତ୍ରୀଙ୍କ ବନ୍ଧୁ
ପାଟନା,୨୬।୫: ବିହାରରେ ସ୍ବାସ୍ଥ୍ୟସେବା ଅତ୍ୟନ୍ତ ବିପର୍ଯ୍ୟୟ ଅବସ୍ଥାରେ ପଡ଼ି ରହିଛି। ସାମାନ୍ୟ ଚିକିତ୍ସା ଲାଗି ବି ଲୋକଙ୍କୁ ବହୁ ହଇରାଣ ହରକତ ହେବାକୁ ପଡ଼ୁଛି। ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ଭଲ ନ ଥିବା ବେଳେ ଏହି ସମୟରେ ଭଲ ଚିକିତ୍ସା…
କରୋନା ଲଢ଼େଇରେ ମୁଖ୍ୟ ଅସ୍ତ୍ର ହେଉଛି ଭାକ୍ସିନ୍: ମୋଦି…
ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। କରୋନା ମହାମାରୀ ଭୂତାଣୁ ବିରୋଧରେ ଲଢ଼େଇ ଜାରି ରଖିବା ଲାଗି ଭାକ୍ସିନ୍ ହିଁ ଏକମାତ୍ର ବିକଳ୍ପ ଏବଂ ମୁଖ୍ୟ ଅସ୍ତ୍ର। ତେଣୁ ଦେଶବାସୀ ଭାକ୍ସିନ୍ର ଦୁଇଟି ଡୋଜ୍ ନେବା ଜରୁରୀ ବୋଲି…
ଭାରତ ସରକାରଙ୍କ ବିରୋଧରେ କୋର୍ଟରେ ପହଞ୍ଚିଲା ହ୍ବାଟସ୍ଆପ୍…
ନୂଆଦିଲ୍ଲୀ,୨୬।୫: ଭାରତ ସରକାରଙ୍କ ବିରୋଧରେ ହ୍ବାଟସ୍ଆପ୍ କୋର୍ଟର ଦ୍ୱାରସ୍ଥ ହୋଇଛି। ଦିଲ୍ଲୀ ହାଇକୋର୍ଟରେ ହ୍ବାଟସ୍ଆପ୍ ପକ୍ଷରୁ ଏକ ମାମଲା ଦାଏର କରାଯାଇଛି। ବୁଧବାରଠାରୁ ଭାରତାରେ ଲାଗୁ ହେବାକୁ ଥିବା ନୂଆ ଆାଇଟି ନିୟମ ଉପରେ ରୋକ ଲଗାଯିବା ପାଇଁ ହ୍ବାଟସ୍ଆପ୍ ଆବେଦନ…
ଆଇସିୟୁରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ
କୋଲକାତା,୨୬ା୫: ନିକଟରେ କୋଭିଡ୍ ସଂକ୍ରମିତ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବାମପନ୍ଥୀ ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ କୋଲକାତାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଇନ୍ସେଣ୍ଟିଭ୍ କେୟାର ୟୁନିଟ୍ (ଆଇସିୟୁ)ରେ…
ଭାରତକୁ କରୋନା ମୁକ୍ତ କରିବା ପାଇଁ ୩୬ ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି
ନୂଆଦିଲ୍ଲୀ, ୨୬ା୫: ଖୁବ୍ କମ୍ ଜଣାଶୁଣା ଆମେରିକାର ଏକ କମ୍ପାନୀ ଲାଣ୍ଡୋମସ୍ ରିୟଲ୍ଟି ଭେଞ୍ଚର୍ସ ଭାରତରେ ୫ ଶହ ବିଲିୟନ ଡଲାର (୩୬ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା) ନିବେଶ କରି ଦେଶକୁ କରୋନା ମୁକ୍ତ କରିବାକୁ ପ୍ରତିଶ୍ରୁତି ଦେଇଛି। ଭାରତରୁ…
ସୁବୋଧ ଜୟସ୍ବାଲ ସିବିଆଇ ମୁଖ୍ୟ
ନୂଆଦିଲ୍ଲୀ,୨୬ା୫: କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସ୍ଏଫ୍) ମହାନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ବାଲଙ୍କୁ ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ୩ ଜଣିଆ ଚୟନ କମିଟି…
ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା: ଶ୍ମଶାନରୁ ଜଣାପଡୁଛି ସ୍ଥିତି…
ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ତା ପରଦିନ ବଢ଼ିବାରେ ଲାଗିଛି। ମଙ୍ଗଳବାର କରୋନାରେ…
ମୁମ୍ବାଇ ପୋଲିସକୁ ୟୁଜରଙ୍କ ପ୍ରଶ୍ନ-ମୋ ନାଁ ସନି, ମୁଁ ବାହାରକୁ ଯାଇପାରିବି କି?
ମୁମ୍ବାଇ, ୨୫।୫: ମଜାଳିଆ ପୋଷ୍ଟ ମାଧ୍ୟମରେ ସଚେତନତାର ବାର୍ତ୍ତା ଦେବାରେ ମୁମ୍ବାଇ ପୋଲିସର କେହି ସମକକ୍ଷ ହୋଇପାରିବେ ନାହିଁ। ନିକଟରେ ଜଣେ ୟୁଜର ଟୁଇଟରରେ ମୁମ୍ବାଇ ପୋଲିସକୁ ଟ୍ୟାଗ କରି ଏକ ପ୍ରଶ୍ନ କରିଥିଲେ। ମୋ ନାଁ ସନି। ମୁଁ ବାହାରକୁ…
ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା ଟାଓ୍ବେଲ ପିନ୍ଧି ଅନଲାଇନ କ୍ଲାସ ନେବା
ଚେନ୍ନାଇ, ୨୫।୫: ଟାଓ୍ବେଲ ପିନ୍ଧି ଅନଲାଇନ କ୍ଲାସ ନେବା ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ଚାକିରି ହରାଇବା ସହ ଗିରଫ ହୋଇଛନ୍ତି ଚେନ୍ନାଇର ଜଣାଶୁଣା ସ୍କୁଲର ଜଣେ ୫୯ ବର୍ଷୀୟ ଶିକ୍ଷକ। ଚେନ୍ନାଇର କେକେ ନଗର ଅଞ୍ଚଳରେ ଥିବା ସ୍କୁଲ ସେଶାଦ୍ରି ବାଳା…
ଭାଇ-ଭାଉଜଙ୍କୁ ହତ୍ୟା କରିବା ପରେ କାଟିଦେଲେ ବର୍ଷକର ପୁତୁରାଙ୍କ ଗୋଡ଼, ହାତ
ଭାଡୋଇ, ୨୫।୫: ପାରିବାରିକ କଳହ ଯୋଗୁ ଜଣେ ବ୍ୟକ୍ତି ତାଙ୍କ ବଡ଼ ଭାଇ ଓ ଭାଉଜଙ୍କୁ ହତ୍ୟା କରିବା ପରେ ବର୍ଷକର ପୁତୁରାଙ୍କ ଗୋଡ଼ ଓ ହାତ କାଟି ଦେଇଛନ୍ତି। ଏଭଳି ହୃଦୟ ଥରାଇ ଦେଲା ଭଳି ଘଟଣା ଉତ୍ତର ପ୍ରଦେଶର…
ବିଶାଖାପାଟଣା ଅଏଲ ରିଫାଇନାରିରେ ଅଗ୍ନିକାଣ୍ଡ
ବିଶାଖାପାଟଣା, ୨୫।୫: ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାସ୍ଥିତ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍ (ଏଚ୍ପିସିଏଲ) ପ୍ଲାଣ୍ଟରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଘଟଣା ସ୍ଥଳରେ ନିଆଁକୁ ଆୟତ କରିବାକୁ ଉଦ୍ୟମ କରୁଛନ୍ତି ଫାୟାର ଟେଣ୍ଡର୍ସ। ଏଚ୍ପିସିଏଲର ୟୁନିଟ୍ ୩ ପ୍ଲାଣ୍ଟରେ ବିସ୍ଫୋରଣ ଘଟିଛି। ନିଆଁକୁ…
ଇନ୍ଦୋରରେ ଅନ୍ଲକ୍ ପାଇଁ ପ୍ରସ୍ତୁତି: ସାନିଟାଇଜ୍ କରାଗଲା ଫଳ, ପନିପରିବା ଦୋକାନ
ଇନ୍ଦୋର,୨୫।୫: ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ମଧ୍ୟପ୍ରଦେଶ ସରକାର ସହର ଅନ୍ଲକ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ରାଜ୍ୟର ସବୁଠାରୁ ଅଧିକ କରୋନା ପ୍ରଭାବିତ ସହର ଇନ୍ଦୋରକୁ ଜୁନ୍ ୧ରୁ ଅନ୍ଲକ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗତ…

