ଏହି ରାଜ୍ୟରେ ଅନ୍‌ଲକ୍‌ ପାଇଁ ଚିନ୍ତା କରୁଛନ୍ତି ସରକାର

ନୂଆଦିଲ୍ଲୀ,୨୬।୫: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ଏବେ କିଛି ଦିନ ହେଲା ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ଦିଲ୍ଲୀରେ ଏବେ କରୋନାର ନୂଆ ମାମଲା କମ୍‌ ଆସୁଥିବାରୁ ଏବେ ଆଶାର ଏକ କିରଣ ଦେଖାଦେଇଛି। ଫଳରେ ସରକାର ଲକ୍‌ଡାଉନ ଖୋଲିବାକୁ ବିଚାର କରୁଥିବା ଜଣାପଡ଼ିଛି। ରାଜ୍ୟରେ ଆଉ ଲକ୍‌ଡାଉନ ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଲକ୍‌ଡାଉନ ଯୋଗୁ ଲୋକଙ୍କ କାମଧନ୍ଦା ବନ୍ଦ ହୋଇ ରହୁଛି। ତେବେ ରାଜ୍ୟରେ କେତେ କଟକଣା କୋହଳ କରାଯିବ ସେନେଇ ଏବେ ଯାଏ ନିଷ୍ପତ୍ତି ନିଆଯାଇନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ, ୩୦ା୭-ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଗୁରୁବାର ରାତିରେ ତାଙ୍କୁ ନୂଆଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିୟମିତ ସ୍ବାସ୍ଥ୍ୟ...

କରୋନାରେ ପୀଡ଼ିତ ସ୍ଲୋଭାକିଆ ପ୍ରଧାନମନ୍ତ୍ରୀ

ବ୍ରାତିସ୍ଲାଭା,୧୯ ।୧୨: ୟୁରୋପୀୟ ଦେଶ ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ଇଗୋର ମୋତାଭିକ ବି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସୋସିଆଲ ମିଡିଆ ଜରିଆରେ ସେ ନିଜେ...

ଗୁଜରାଟ ନିର୍ବାଚନ ପ୍ରଚାର ଶେଷ

ଅହମଦାବାଦ,୪।୧୨: ଦ୍ୱିତୀୟ ପର୍ଯ୍ୟାୟ ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଚାଲିଥିବା ହାଇଭୋଲ୍ଟେଜ୍‌ ପ୍ରଚାର ଶନିବାର ଅପରାହ୍ନ ୫ଟାରେ ଶେଷ ହୋଇଛି। ୫ ତାରିଖରେ ୯୩ ଆସନ...

ମୋଦିଙ୍କ କ୍ୟାବିନେଟ୍‌ରେ ‘ଅଟଳ ଟିମ୍‌’ ସଦସ୍ୟ ସଂଖ୍ୟା ୪ରେ ସୀମିତ…

ନୂଆଦିଲ୍ଲୀ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଟିମ୍‌ର ସଦସ୍ୟ ସଂଖ୍ୟା ଏବେ ୪ରେ ସୀମିତ ହୋଇ ରହିଯାଇଛି।...

ପିଆଇଏଲ୍‌ର ଅପବ୍ୟବହାର ନହେଉ, ତାଜମହଲ ୨୨ ବନ୍ଦ କୋଠରୀର ରହସ୍ୟ ନେଇ କହିଲେ ହାଇକୋର୍ଟ…

ଆଗ୍ରା, ୧୨।୫ : ତାଜମହଲର ୨୨ ବନ୍ଦ କୋଠରୀର ରହସ୍ୟ ଖୋଲିବା ନେଇ କରାଯାଇଥିବା ଆବେଦନର ଶୁଣାଣି ସମୟରେ ଆହ୍ଲାବାଦ ହାଇକୋର୍ଟ ଜନସ୍ବାର୍ଥ ମାମଲା(ପିଆଇଏଲ୍‌)ବ୍ୟବସ୍ଥାର ଅପବ୍ୟବହାର...

ଚାଷ କରିବାକୁ ଚାହୁଁଛନ୍ତି ରାମ ରହିମ: ପାରୋଲ ପାଇଁ କଲେ ଆବେଦନ

ରୋହତକ,୨୧।୬: ଆତ୍ମ ଘୋଷିତ ବାବା ଗୁରମିତ ରାମ ରହିମ ସିଂ ପାରୋଲ ପାଇଁ ଆବେଦନ କରିଛନ୍ତି। ଖବରଦାତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିବା...

ୟତି ନରସିଂହାନନ୍ଦ ୩ ଦିନ ପାଇଁ ନଜରବନ୍ଦୀ, ୧୪୪ ଧାରା ଜାରି

ଗାଜିଆବାଦ,୬ ।୧୦: ହିନ୍ଦୁ ସମାଜକୁ ଉଜାଗର କରିବାକୁ ଗାଜିଆବାଦରୁ ମିରଠ ପର୍ଯ୍ୟନ୍ତ ହେବାକୁ ଥିବା ପଦଯାତ୍ରାକୁ ବନ୍ଦ କରି ଦିଆଯାଇଛି । ଗାଜିଆବାଦର ପୋଲିସ କମିଶନର...

ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ତଦନ୍ତ ଦାୟିତ୍ୱ…

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖିରି ହିଂସା ଘଟଣାର ତଦନ୍ତ ଦାୟିତ୍ୱ ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାପତି ପ୍ରଦରପ କୁମାର ଶ୍ରୀବାସ୍ତବଙ୍କୁ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ...

Advertisement
Archives

Model This Week