ଜାତୀୟ

ମେ’ ମାସରେ ତାଣ୍ଡବ ରଚିଛି କରୋନା: ୨୧ ଦିନରେ ୮୩ ହଜାରରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ…

ନୂଆଦିଲ୍ଲୀ,୨୨।୫: ଭାରତରେ କରୋନା ମହାମାରୀ ଅଣାୟତ୍ତ ହେବାରେ ଲାଗିଛି। ମେ’ ମାସରେ ଦେଶରେ କରୋନା ତାଣ୍ଡବ ରଚି ରେକର୍ଡ କରିଛି। ମେ’ ୧ରୁ ୨୧ ମଧ୍ୟରେ ଦେଶରେ ୮୩ ହଜାର ୧୩୫ ଜଣଙ୍କ ମୃତ୍ୟୁ କରୋନା ମହାମାରୀ ଯୋଗୁ ଘଟିଛି। ଏହି…

ବିପଦ ଉପରେ ବିପଦ: ୧୫ ରାଜ୍ୟରେ ୯,୩୨୦ ବ୍ଲାକ୍‌ ଫଙ୍ଗସ୍‌ ଆକ୍ରାନ୍ତ, ସର୍ବାଧିକ ଗୁଜରାଟରେ…

ନୂଆଦିଲ୍ଲୀ,୨୨।୫: ଭାରତ ଉପରେ ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି। ଦେଶରେ କରୋନା ମହାମାରୀ ଅଣାୟତ୍ତ ସ୍ଥିତିରେ ରହିଥିବାବେଳେ ବ୍ଲାକ୍‌ ଫଙ୍ଗସ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଜୀବନ ବଞ୍ଚାଇବା ପାଇଁ କେତେକ କ୍ଷେତ୍ରରେ ଅପରେଶନ୍‌ କରି ଆକ୍ରାନ୍ତଙ୍କ ଆଖି…

ଭାରତୀୟ ଭାରିଆଣ୍ଟ୍‌ ଶବ୍ଦ ବ୍ୟବହାର ନ କରିବାକୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ କଡ଼ା ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଏପରିସ୍ଥଳେ ସୋସିଆଲ୍‌ ମିଡ଼ିଆରେ ଭାରତୀୟ ଭାରିଆଣ୍ଟ୍‌ ଶବ୍ଦର ବ୍ୟବହାର ନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର…

ଦ୍ୱିତୀୟ ଲହରରେ କରୋନା ନେଲାଣି ୪୨୦ ଡାକ୍ତରଙ୍କ ଜୀବନ …

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଦ୍ୱିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା କରୋନା ୪୨୦ ଡାକ୍ତରଙ୍କ ଜୀବନ ନେଇଥିବା ଭାରତୀୟ ମେଡ଼ିକାଲ ଆସୋସିଏଶନ(ଆଇଏମ୍‌ଏ) ପକ୍ଷରୁ…

ଭାକ୍ସିନ୍‌ ଷ୍ଟକ୍‌ ସମ୍ପର୍କରେ ନ ଜାଣି ଡବ୍ଲୁଏଚ୍‌ଓର ମାର୍ଗଦର୍ଶିକାକୁ ଅଣଦେଖା କରି ଟିକାଦାନ ଅଭିଯାନ କରିଛନ୍ତି ସରକାର: ସେରମ ଇନଷ୍ଟିଚ୍ୟୁଟ…

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ରହିଥିବା ସାର୍ବଜନୀକ ଟିକାକରଣ ଅଭିଯାନ ଭାକ୍ସିନ୍‌ ଅଭାବରୁ ଧିମା ପଡ଼ିଯାଇଛି।…

ଦିନକୁ ଦିନ କମୁଛି ଟିକାଦାନ ସଂଖ୍ୟା: ଗତ ୭ ଦିନରେ ଦିଆଯାଇଛି ୭୮ ଲକ୍ଷ ଡୋଜ୍‌…

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଭାକ୍ସିନ୍‌ ଅଭାବକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କରୋନା ଦେଶରେ ତାଣ୍ଡବ ରଚିଥିବାବେଳେ ଲଗାତାର ୫ ଦିନ ଧରି ଟିକାଦାନ ସଂଖ୍ୟା ୧୫ ଲକ୍ଷରୁ କମ୍‌ ରହିଛି। ଦେଶର ୪୩…

କମୁଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହେଲେ, ଶ୍ମଶାନ ଆଗରେ ଏବେ ବି ଧାଡ଼ିଧାଡ଼ି ମୃତଦେହ…

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍‌ଡାଉନ୍‌ ପ୍ରଭାବରୁ ଧୀରେଧୀରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ମୃତକଙ୍କ ସଂଖ୍ୟା ପୂର୍ବପରି ରହିଛି। ଗତ…

ବିଦେଶରେ ପ୍ରସ୍ତୁତ ହେବ କୋଭାକ୍ସିନ

ନୂଆଦିଲ୍ଲୀ, ୨୨।୫: ଭାରତରେ କୋଭିଡ୍‌ ଭାକ୍ସିନ ସଙ୍କଟ ଏଡ଼ାଇବା ପାଇଁ କେନ୍ଦ୍ର ସରକାର ବିଦେଶରେ ଟିକା ଉତ୍ପାଦନ ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି। ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ କୋଭାକ୍ସିନ ଉତ୍ପାଦନ ବଢ଼ାଇବା ପାଇଁ ଭାରତ ବାହାରେ ଏହାର ପ୍ରଡକ୍ସନ ସେଣ୍ଟର ପ୍ରତିଷ୍ଠା…

ଗିରଫ ନେତାଙ୍କୁ ଗୃହବନ୍ଦୀ ନିର୍ଦ୍ଦେଶ

କୋଲକାତା, ୨୨।୫: ନାରଦ ଷ୍ଟିଙ୍ଗ ଅପରେଶନ ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗ କ୍ୟାବିନେଟର ଦୁଇ ମନ୍ତ୍ରୀ ଫିର୍‌ହାଦ ହକିମ ଏବଂ ସୁବ୍ରତ ମୁଖାର୍ଜୀଙ୍କ ସମେତ ଦୁଇ ପୂର୍ବତନ ମନ୍ତ୍ରୀ ମଦନ ମିତ୍ର ଓ ଶୋଭନ ଚାଟାର୍ଜୀଙ୍କୁ ଗୃହବନ୍ଦୀ ରଖିବାକୁ କୋଲକାତା ହାଇକୋର୍ଟ…

ଏନ୍‌କାଉଣ୍ଟରରେ ୧୩ ମାଓବାଦୀ ନିହତ

ଗଡ଼ଚିରୋଲି,୨୨ା୫: ମହାରାଷ୍ଟ୍ର ପୋଲିସକୁ ଶୁକ୍ରବାର ବଡ଼ ସଫଳତା ମିଳିଛି। ଗଡ଼ଚିରୋଲି ଜିଲା ଏଟାପଲ୍ଲୀ ନିକଟସ୍ଥ ଘଞ୍ଚ ଜଙ୍ଗଲରେ ପୋଲିସ ଏନ୍‌କାଉଣ୍ଟରରେ ୧୩ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ମହିଳା ବୋଲି ରାଜ୍ୟ ଗୃହମନ୍ତ୍ରୀ ଦିଲୀପ ଓ୍ବାଲ୍‌ସେ ପାଟିଲ…

ପୁଣି ଆଲୋଚନା ପାଇଁ କହିଲେ କୃଷକ ସଂଗଠନ

ନୂଆଦିଲ୍ଲୀ,୨୧।୫: ପୁଣି ଥରେ ତେଜିପାରେ କୃଷକ ଆନ୍ଦୋଳନ। କରୋନା ବିଫଳତା ଯୋଗୁ ଚାରି ଆଡ଼ୁ ଘେରି ହୋଇପଡ଼ିଛନ୍ତି କେନ୍ଦ୍ର ସରକାର। ଏଭଳି ସ୍ଥିତିରେ କୃଷକ ସଂଗଠନ ପକ୍ଷରୁ ଦିଆଯାଇଛି ଚେତାବନୀ। ଆସନ୍ତା ୨୫ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି…

ଦୁଇ ମାସରେ କର୍ନାଟକରେ ସଂକ୍ରମିତ ଚିହ୍ନଟ ହେଲେଣି ୪୦ ହଜାର ଶିଶୁ

ବେଙ୍ଗାଲୁରୁ, ୨୧।୫ : କରୋନା ଦ୍ୱିତୀୟ ଲହରରେ କର୍ନାଟକରେ ୯ ବର୍ଷରୁ କମ୍‌ ପ୍ରାୟ ୪୦,୦୦୦ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୧୮ ସୁଦ୍ଧା ଯେତିକି ଶିଶୁ ସଂକ୍ରମିତ ହୋଇଥିଲେ ଗତ ଦୁଇମାସରେ ତାହାର ପାଖାପାଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?