ଜାତୀୟ

ଫାରୁକ୍‌ ଅବଦୁଲ୍ଲା ହସ୍ପିଟାଲରେ ଭର୍ତ୍ତି

ଶ୍ରୀନଗର,୩।୪: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସ୍‌ର ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାର୍ଚ୍ଚ ୩୦ରେ ତାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ଏହାପରେ ଫାରୁକ୍‌ ହୋମ୍‌ ହାଇସୋଲେଶନରେ ଥିଲେ। ତେବେ ସ୍ବାସ୍ଥ୍ୟାବସ୍ଥା ଅଧିକ…

ଫୋନ୍‌ରେ ଗପିବା ପଡ଼ିଲା ମହଙ୍ଗା: ଜଣଙ୍କୁ ୨ ଥର ଦେଲେ କରୋନା ଟିକା

କାନପୁର,୩।୪: ଭାରତରେ କରୋନାର ଦୋହରା ସଂକ୍ରମଣ ଆରମ୍ଭ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସାର୍ବଜନୀକ ଟିକାକରଣ ଅଭିଯାନ ମଧ୍ୟ ଜାରି ରହିଛି। ତେବେ ଉତ୍ତରପ୍ରଦେଶ ଲକ୍ଷ୍ନୌର ଦେହାତ ଅଞ୍ଚଳରେ ଜଣେ ଏଏନ୍‌ଏମ୍‌ ମୋବାଇଲ୍‌ରେ ଗପୁଥିବା ସମୟରେ ଭୁଲରେ ୨ ଥର କରୋନା…

ଧର୍ମନିରପେକ୍ଷ-ସାମ୍ପ୍ରଦାୟିକ ରାଜନୀତି ଦେଶ ପାଇଁ କ୍ଷତିକାରକ: ମୋଦି

ଗୁଆହାଟି,୩।୪: ଦେଶର ବିକାଶ ପଥରେ ଧର୍ମନିରପେକ୍ଷ ଏବଂ ସାମ୍ପ୍ରଦାୟିକ ରାଜନୀତି ବାଧା ସୃଷ୍ଟି କରୁଛି। ଏଭଳି ରାଜନୀତି ଖେଳ ଦେଶ ପାଇଁ କ୍ଷତିକାରକ। ଭାଜପା ସରକାର ସବ୍‌କା ସାଥ୍‌-ସବ୍‌କା ବିକାଶ-ସବ୍‌କା ବିଶ୍ୱାସ ମନ୍ତ୍ର ଆଧାରରେ ବିଭିନ୍ନ ଯୋଜନା ପ୍ରଣୟନ କରି ସାଧାରଣ…

ସୁଫରଫାଷ୍ଟ ଏକ୍ସପ୍ରେସ୍‌ର ବଗିରୁ ଇଞ୍ଜିନ୍‌ ହେଲା ଅଲଗା: ଯାତ୍ରୀ ଆତଙ୍କିତ

ଲକ୍ଷ୍ନୌ,୩।୪: ସପ୍ତକ୍ରାନ୍ତି ସୁଫରଫାଷ୍ଟ୍‌ ଏକ୍ସପ୍ରେସ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଉତ୍ତରପ୍ରଦେଶର ଆନନ୍ଦବିହାରରୁ ବିହାରର ମୁଜାଫରପୁର ଯାଉଥିବା ଏକ୍ସପ୍ରେସ୍‌ ଶୁକ୍ରବାର ୧୦ଟା ୪୫ରେ ଲକ୍ଷ୍ନୌ ଷ୍ଟେଶନରେ ପହଞ୍ଚିଥିଲା। ୧୦ ମିନିଟ ରହିବା ପରେ ଏହା ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା। ତେବେ…

କରୋନା ଆତଙ୍କ: ୬୦୦ ବିଲ୍ଡିଂ ସିଲ୍‌

ମୁମ୍ବାଇ,୩।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସ୍ଥିତି ବେକାବୁ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଯୋଗୁ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ମୁମ୍ବାଇରେ ଇତିମଧ୍ୟରେ ୬୦୦ ବିଲ୍ଡିଂକୁ ସିଲ୍‌ କରାଯାଇଛି। ଯେଉଁସବୁ ବିଲ୍ଡିଂରେ କରୋନା ପଜିଟିଭ୍‌ ରହିଥିତ୍ବା…

ଗରିବଙ୍କୁ ସହାୟତାରେ ଆଦିତ୍ୟନାଥଙ୍କ ରେକର୍ଡ

ଲକ୍ଷ୍ନୌ,୩।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଗରିବଙ୍କୁ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି। ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ତୁଳନାରେ ଆଦିତ୍ୟନାଥ ଅଧିକ ପରିମାଣର ସହାୟତା ଯୋଗାଇ ଦେଇଛନ୍ତି। ଗତ ୪ ବର୍ଷ ମଧ୍ୟରେ ସେ ରାଜ୍ୟର…

ସାଢ଼େ ୬ ମାସ ପରେ କରୋନା ସ୍ଥିତି ଅଣାୟତ୍ତ: ଦିନକରେ ୮୯ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୩।୪: ଦେଶରେ କରୋନାର ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢ଼ିବାରେ ଲାଗିଛି। ଦେଶରେ ଲଗାତାର ଗତ ୨ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ…

ସେଣ୍ଟ୍‌ ଷ୍ଟିଫେନ୍ସ୍‌ କଲେଜର ୧୩ ଶିକ୍ଷାର୍ଥୀ, ୨ କର୍ମଚାରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୩।୪: ଦିଲ୍ଲୀ ୟୁନିଭର୍ସିଟିର ସେଣ୍ଟ୍‌ ଷ୍ଟିଫେନ୍ସ୍‌ କଲେଜରେ କରୋନା ସଂକ୍ରମଣ ପହଞ୍ଚିଛି। କଲେଜର ୧୩ ଶିକ୍ଷାର୍ଥୀ ଏବଂ ୨ ଜଣ କର୍ମଚାରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି କଲେଜରେ କଡ଼ା କଟକଣା ଜାରି କରାଯାଇଛି। ଆକ୍ରାନ୍ତଙ୍କ…

ଦୈବୀକୋପ ଭୟରେ ଆତ୍ମସମର୍ପଣ

ମାଙ୍ଗାଲୋରର ସ୍ବାମୀ କୋରାଗଜ୍ଜା ମନ୍ଦିର ଦାନବାକ୍ସରେ ଆପତ୍ତିଜନକ ପଦାର୍ଥ ପକାଇଥିବା ୨ ଅଭିଯୁକ୍ତ ଦୈବୀକୋପ ଭୟରେ ଦୋଷ ସ୍ବୀକାର କରିବା ସହ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଦୁଇଜଣ ହେଲେ ଅବଦୁଲ ରହିମ ଏବଂ ତୌଫିକ୍‌।…

ଇଭିଏମ୍‌ ଚୋରି କଲେ ବି ଆସାମରେ କଂଗ୍ରେସକୁ ହରାଇ ହେବ ନାହିଁ

ଗୁଆହାଟି,୨।୪- ଆସାମବାସୀ କଂଗ୍ରେସର ବୃହତ୍‌ ବିଜୟ ନିଶ୍ଚିତ କରିସାରିଛନ୍ତି। ଏପରି କି ଇଭିଏମ୍‌ ଚୋରାଇଲେ ମଧ୍ୟ ଫଳାଫଳକୁ ପ୍ରଭାବିତ କରିହେବ ନାହିଁ। ଏଭଳି ଦୃଢ଼ୋକ୍ତି ଦେଇଛନ୍ତି କଂଗ୍ରେସର ସାଧାରଣ ସମ୍ପାଦକ ରଣଦୀପ ସିଂ ସୁର୍ଜଓ୍ବୋଲା। ଆସାମର କରିମଗଞ୍ଜ ଜିଲାର ପଥରକାଡି ଆସନରୁ…

ଭାଜପା ନେତା ଉପରେ ଲାଗିଲା ପ୍ରଚାର ଅଙ୍କୁଶ

ନୂଆଦିଲ୍ଲୀ,୨।୪: ନିର୍ବାଚନ କମିଶନ ଶୁକ୍ରବାର ଆସାମର ପ୍ରଭାବଶାଳୀ ମନ୍ତ୍ରୀ ତଥା ଭାଜପା ନେତା ହିମନ୍ତ ବିଶ୍ୱ ଶର୍ମାଙ୍କ ନିର୍ବାଚନ ପ୍ରଚାର ଉପରେ ୪୮ ଘଣ୍ଟିଆ ଅଙ୍କୁଶ ଲଗାଇଛନ୍ତି । ସେ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ ଅଧ୍ୟକ୍ଷ ହାଗ୍ରାମା ମୋହିଲାରିଙ୍କ ବିରୋଧରେ ଆପତ୍ତିଜନକ…

ଦିଲ୍ଲୀରେ ହେବନି ଲକ୍‌ଡାଉନ

ନୂଆଦିଲ୍ଲୀ, ୨।୪: ଦିଲ୍ଲୀରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଜରୁରୀକାଳୀନ ବୈଠକ ଡକାଇଥିଲେ। ବୈଠକରେ ସେ ଦିଲ୍ଲୀରେ ବର୍ତ୍ତମାନ ଲକଡାଉନ ଲଗାଇବା ପରିସ୍ଥିତି ସୃଷ୍ଟି ହୋଇ ନ ଥିବା କହିଥିଲେ। ଦେଶରେ କରୋନାର ଦ୍ୱିତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri