ଜାତୀୟ

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୧।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ବୁଧବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହଜାର ୯୫୧ ଥିବାବେଳେ ୮୧୭ ଜଣଙ୍କ ମୃତ୍ୟୁ…

ସିରମ୍‌କୁ ଝଟ୍‌କା, କୋଭାଭାକ୍ସ୍‌ ପରୀକ୍ଷା ପାଇଁ ମିଳିଲାନି ଅନୁମତିି…

ନୂଆଦିଲ୍ଲୀ,୧।୭: କୋଭିଶିଲ୍ଡ ଭାକ୍ସିନ୍‌ ପ୍ରସ୍ତୁତ କରିଥିବା ପୁଣେସ୍ଥିତ ସିରମ୍‌ ଇନଷ୍ଟିଚ୍ୟୁଟ୍‌କୁ ବଡ଼ ଝଟ୍‌କା ଲାଗିଛି। ୨ରୁ ୧୭ ବର୍ଷ ବୟସ୍କ ପିଲାଙ୍କଠାରେ କରୋନା ଟିକା କୋଭାଭାକ୍ସର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଲାଗି ସରକାରୀ ପ୍ୟାନେଲ ପକ୍ଷରୁ ଅନୁମତି ପ୍ରଦାନ କରାଯାଇ…

ସିଦ୍ଧୁଙ୍କ ଜିଦ୍‌ରେ ମୁଣ୍ଡ ନୁଆଁଇଲା କଂଗ୍ରେସ

ନୂଆଦିଲ୍ଲୀ, ୩୦।୬: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସହ ବରିଷ୍ଠ କଂଗ୍ରେସ ନେତା ନବଜୋତ୍‌ ସିଂ ସିଦ୍ଧୁଙ୍କର ବିବାଦ ଲାଗି ରହିଥିଲା ବେଳେ ବୁଧବାର ସେ ନୂଆଦିଲ୍ଲୀରେ ଦଳର ନେତା ରାହୁଲ ଗାନ୍ଧୀ ଓ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ…

କୁକୁରକୁ ଗାଡ଼ି ପଛରେ ବାନ୍ଧି ଘୋଷାଡ଼ିଲେ ଦୁଇ ମହିଳା

ଚଣ୍ଡିଗଡ଼,୩୦।୬: ପଶୁଙ୍କ ପ୍ରତି ବର୍ବରତା ମାମଲାରେ ପଞ୍ଜାବର ପଟିଆଲାର ଦୁଇ ମହିଳା ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତାଙ୍କ ନାମ ଚଞ୍ଚଲ ଓ ସୋନିଆ। ଦୁହେଁ ସେମାନଙ୍କ ସ୍କୁଟି ପଛପଟେ ଏକ କୁକୁରକୁ ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ବୁଲାଇଥିଲେ।…

ପ୍ରେମିକାଙ୍କ ଛାତ ଉପରୁ ମିଳିଲା ପ୍ରେମିକଙ୍କ ମୃତଦେହ

ବାନ୍ଦା,୩୦।୬: ପ୍ରେମିକାଙ୍କ ଛାତ ଉପରୁ ମିଳିଛି ପ୍ରେମିକଙ୍କ ମୃତଦେହ। ମୃତକଙ୍କ ବେକରେ ଗଭୀର କ୍ଷତ ଚିହ୍ନ ରହିଥିବା ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ କୁହାଯାଇଛି। ମୃତକଙ୍କ ନାମ କାର୍ତ୍ତିକ ସୋନି। ପ୍ରେମିକାଙ୍କ ବାପାଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ…

ଭାଙ୍ଗିଲା ୧୪୯ ବର୍ଷର ପରମ୍ପରା; ଆଉ ବଦଳିବ ନାହିଁ ରାଜଧାନୀ

ଶ୍ରୀନଗର,୩୦।୬: ଜମ୍ମୁ-କଶ୍ମୀରରେ ଦୀର୍ଘ ୧୪୯ ବର୍ଷ ହେଲା ଚାଲିଆସୁଛି ରାଜଧାନୀ ବଦଳିବାର ପରମ୍ପରା। ଏହି ପରମ୍ପରା ଅନୁଯାୟୀ ଜମ୍ମୁ-କଶ୍ମୀରର ରାଜଧାନୀ ପ୍ରତି ୬ ମାସରେ ଥରେ ବଦଳୁଥିଲା। ଏହି ହିସାବରେ ଶ୍ରୀନଗର ଏବଂ ଜମ୍ମୁକୁ ୬ ମାସ ପାଇଁ ଦିଆଯାଉଥିଲା ରାଜଧାନୀ…

ପ୍ରେମ ସମ୍ପର୍କ ଲୁଚାଇବା ପାଇଁ ପରିବାରର ୫ ଜଣଙ୍କୁ ହତ୍ୟା

ଦଓ୍ବୋସ,୩୦।୬: ଦେଢ଼ ମାସ ହେଲା ନିଖୋଜ ଥିବା ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ମାଟି ତଳୁ ମଙ୍ଗଳବାର ସନ୍ଧ୍ୟାରେ ଉଦ୍ଧାର କରିଛି ପୋଲିସ। ମଧ୍ୟପ୍ରଦେଶର ଦଓ୍ବୋସ ଜିଲାରୁ ସାମ୍ନାକୁ ଆସିଛି ଏହି ଗଣହତ୍ୟା। ସମସ୍ତଙ୍କୁ ବେକ ଚିପି ହତ୍ୟା କରାଯିବା…

ଅଭିଭାବକଙ୍କୁ ଶିକ୍ଷାମନ୍ତ୍ରୀଙ୍କ ଉତ୍ତର ଯାଅ’ ମର

ଭୋପାଳ,୩୦।୬: ଅଭିଭାବକମାନେ ସ୍କୁଲ୍‌ ଫି’ ବୃଦ୍ଧିକୁ ବିରୋଧ କରି ମଧ୍ୟପ୍ରଦେଶର ବିଦ୍ୟାଳୟ ଶିକ୍ଷାମନ୍ତ୍ରୀ ଇନ୍ଦର ସିଂ ପରମାରଙ୍କ ପାଖକୁ ଗୁହାରୀ କରିବାକୁ ଯାଇଥିଲେ। ହେଲେ କଥା ବୁଝିବା ପରିବର୍ତ୍ତେ ମନ୍ତ୍ରୀ ଅଭିବାବକଙ୍କୁ ମନ୍ତ୍ରୀ କହିଥିଳେ ‘ଯାଅ ମର’। ଛାତ୍ରୀଛାତ୍ରଙ୍କ ମା’ବାପାଙ୍କ ପ୍ରତି…

ଛୁଆଙ୍କ ଆଇସ୍‌ କ୍ରିମରେ ମିଶାଇ ଦେଲେ ମୂଷାମରା ଔଷଧ

ମୁମ୍ବାଇ,୩୦।୬: ସ୍ତ୍ରୀ ସହ ପାଟିତୁଣ୍ଡ ହେବା ପରେ ଜଣେ ବ୍ୟକ୍ତି ଛୁଆଙ୍କ ଆଇସ୍‌ କ୍ରିମ୍‌ରେ ମିଶାଇ ଦେଇଥିଲେ ମୂଷାମରା ଔଷଧ। ଏହି ଘଟଣାରେ ୫ ବର୍ଷୀୟ ଆଲିଶାନ ଅଲି ମହମ୍ମଦଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଛୁଆଙ୍କ ଚିକିତ୍ସା ଚାଲିଥିବା ମୁମ୍ବାଇ…

ପ୍ରତି ଲିଟର ପିଛା ୨ଟଙ୍କା ବଢ଼ିଲା ଅମୁଲ ଦୁଗ୍ଧର ଦାମ୍‌

ନୂଆଦିଲ୍ଲୀ,୩୦।୬: କରୋନା କାଳରେ ମହଙ୍ଗା ମାଡ଼ ଜନତାଙ୍କୁ ଚିନ୍ତାରେ ପକାଇଦେଇଛି। ଦେଶରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଯାହାଫଳରେ ଏହା ସିଧାସଳଖ ଜନସାଧାରଣଙ୍କ ପକେଟ ଓ ରୋଷେଇ ଉପରେ ପ୍ରଭାବ ପକାଇଛି। ଇତିମଧ୍ୟରେ…

କୁଲଗାମରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

କୁଲଗାମ,୩୦।୬: ଜମ୍ମୁ-କଶ୍ମୀର କୁଲଗାମ ଜିଲାର ଚିମର ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏଥିସହ ସମସ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି। ସୂଚନାଯୋଗ୍ୟ, ଚିମର ଅଞ୍ଚଳରେ କିଛି…

ଦିଲ୍ଲୀପ କୁମାର ପୁଣି ଆଇସିୟୁରେ ଭର୍ତ୍ତି

ମୁମ୍ବାଇ,୩୦।୬: ବଲିଉଡ୍‌ର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୯୮ବର୍ଷୀୟ ଅଭିନେତାଙ୍କୁ ପୁଣିଥରେ ମୁମ୍ବାଇ ଉପନଗର ଖାର ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ହସ୍ପିଟାଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?