ରାଜ୍ୟ ସଭାରେ ବ୍ରିଟେନର ବର୍ଣ୍ଣବୈଷମ୍ୟ ତାତି
ନୂଆଦିଲ୍ଲୀ,୧୫।୩: ବ୍ରିଟେନର ବର୍ଣ୍ଣବୈଷମ୍ୟ ତାତି ରାଜ୍ୟ ସଭାରେ ପରିଲକ୍ଷିତ ହୋଇଛି। ପୂର୍ବରୁ ଭାରତରେ ଜାରି ରହିଥିବା କୃଷକ ଆନ୍ଦୋଳନ ନେଇ ବ୍ରିଟେନ ସଂସଦରେ ତର୍କବିତର୍କ ହୋଇଥିଲା। ଏନେଇ ଭାରତ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା। ଏହି ପ୍ରସଙ୍ଗରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ…
ଫିଲ୍ମ ଷ୍ଟାଇଲ୍ରେ ଛାଡ଼ପତ୍ର ଦାବି କଲେ ମହିଳା
ମିରଟ,୧୫।୩: ଉତ୍ତରପ୍ରଦେଶରେ ଜଣେ ମହିଳା ହିନ୍ଦୀ ଫିଲ୍ମ ବାଲା ଷ୍ଟୋରୀ ଷ୍ଟାଇଲ୍ରେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ଦାବି କରିଛନ୍ତି। ସେ ପରିବାର କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି ଯେ, ବିବାହ ସମୟରେ ତାଙ୍କ ସ୍ବାମୀଙ୍କ ମୁଣ୍ଡରେ କେଶ ଥିଲା। ମାତ୍ର ପରେ…
ଏମ୍ପିଙ୍କ ଘରେ ହାଇଭୋଲଟେଜ୍ ଡ୍ରାମା: ହାତ କାଟିଲେ ବୋହୂ
ଲକ୍ଷ୍ନୌ,୧୫।୩: ଭାଜପା ଏମ୍ପି କୌଶଳ କୁମାରଙ୍କ ପରିବାରରେ ହାଇଭୋଲଟେଜ୍ ଡ୍ରାମା ଚାଲିଛି। ଏବେ ତାଙ୍କ ବୋହୂ ଶାଶୁ ଘର ଆଗରେ ନିଜ ହାତ କାଟିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସେ ଆତ୍ମହତ୍ୟା…
ସିଲିଣ୍ଡର ବିସ୍ଫୋରଣ: ୫ ଜୀବନ୍ତ ଦଗ୍ଧ
ପାଟନା,୧୫।୩: ବିହାରର କିଶନଗଞ୍ଜ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ସିଲିଣ୍ଡର ବିସ୍ଫୋରଣରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଛନ୍ତି। ରୋଷେଇ ଘରେ ଚୁଲୀ ପାଖରେ ସିଲିଣ୍ଡର ରଖାଯାଇଥିଲା। ଚୁଲୀରୁ ନିଆଁ ସିଲିଣ୍ଡରରେ ଲାଗିଥିବା ପୋଲିସ…
ୟଶଓ୍ବନ୍ତଙ୍କୁ ମମତା ଦିଦିଙ୍କ ଗୁରୁଦାୟିତ୍ୱ
କୋଲକାତା,୧୫।୩: ତୃଣମୂଳ କଂଗ୍ରେସରେ ଯୋଗଦେବା ପରେ ୟଶଓ୍ବନ୍ତ ସିହ୍ନାଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି। ୟଶଓ୍ବନ୍ତଙ୍କୁ ଦଳର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏହା ସହିତ ସେ ରାଷ୍ଟ୍ରୀୟ କାର୍ଯ୍ୟ ସମିତିର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ…
ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ: ଏଟିଏମ୍ ଖୋଲା
ନୂଆଦିଲ୍ଲୀ,୧୫।୩: କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ତଥା ଘରୋଇ କରଣ ସମେତ ବିଭିନ୍ନ ଦାବି ନେଇ ଦେଶ ବ୍ୟାପୀ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ସୋମବାର ଆରମ୍ଭ ହୋଇଛି। ଧର୍ମଘଟ ମଙ୍ଗଳବାର ମଧ୍ୟ ଜାରି ରହିବ। ଦେଶର ୧୦ ଲକ୍ଷରୁ…
୨୪ ଘଣ୍ଟାରେ ଦେଶରେ ୨୬ ହଜାରରୁ ଅଧିକ କରୋନା ପଜିଟିଭ୍
ନୂଆଦିଲ୍ଲୀ,୧୫।୩: ଦେଶରେ ପୁଣି କରୋନା ସଂକ୍ରମଣର ଦୋହରା ମାଡ଼ ଆରମ୍ଭ ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଶନିବାର ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୩୨୦ରେ ପହଞ୍ଚିଥିବାବେଳେ ରବିବାର ଏହା ୨୬ ହଜାର…
ମହାରାଷ୍ଟ୍ରରେ କରୋନା ବେକାବୁ: ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ଟପିଲା
ମୁମ୍ବାଇ,୧୫।୩: ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବା ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ମହାରାଷ୍ଟ୍ରରେ ଗୋଟି, ଦିନରେ ସର୍ବାଧିକ ୧୬ ହଜାର ୬୨୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ରାଜ୍ୟରେ ୫୦ ଜଣଙ୍କ ମୃତ୍ୟୁ…
ପାଲକ୍କାଡରୁ ଲଢ଼ିବେ ମେଟ୍ରୋମ୍ୟାନ୍
ନୂଆଦିଲ୍ଲୀ,୧୫।୩(ଆଇଏଏନ୍ଏସ୍): କେରଳ ବିଧାନସଭା ନିର୍ବାଚନ ପାଇଁ ଭାଜପା ରବିବାର ୧୧୨ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ରାଜ୍ୟ ଭାଜପା ସଭାପତି କେ. ସୁରେନ୍ଦ୍ରନ୍ ଦୁଇଟି ଆସନ ମଞ୍ଜେଶ୍ୱର ଏବଂ କୋନ୍ନିରୁ ନିର୍ବାଚନ ଲଢ଼ିବାକୁ ଥିବାବେଳେ ମେଟ୍ରୋମ୍ୟାନ୍ ଇ. ଶ୍ରୀଧରନଙ୍କୁ ପାଲକ୍କାଡ଼ରୁ…
ପ୍ରସିଦ୍ଧ ଚିତ୍ରକାର ଲକ୍ଷ୍ମଣ ପାଏଙ୍କ ପରଲୋକ
ନୂଆଦିଲ୍ଲୀ,୧୫।୩: ବିଶିଷ୍ଟ ଚିତ୍ରକାର ଲକ୍ଷ୍ମଣ ପାଏଙ୍କ ଗୋଆସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ୧୯୨୬ ମସିହାରେ ଗୋଆରେ ଜନ୍ମଗ୍ରହଣ କରିଥିବା ପାଇଙ୍କୁ ପଦ୍ମ ଭୂଷଣ, ପଦ୍ମଶ୍ରୀ, ନେହେରୁ ପୁରସ୍କାର ଏବଂ ଲଲିତ କଳା ଏକାଡେମୀ…
୪ ଏମ୍ପିଙ୍କୁ ପ୍ରାର୍ଥୀ କଲା ଭାଜପା
କୋଲକାତା,୧୪।୩: ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଭାଜପା ରବିବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। କେନ୍ଦ୍ରମନ୍ତ୍ରୀ ବାବୁଲ୍ ସୁପ୍ରିୟୋଙ୍କ ସମେତ ୩ ଜଣ ଲୋକ ସଭା ସଦସ୍ୟ ଏବଂ ଜଣେ ରାଜ୍ୟ ସଭା ଏମ୍ପିଙ୍କୁ ପ୍ରାର୍ଥୀ କରାଯାଇଛି।…
ରାଜନୀତିରେ ଦୁର୍ନୀତି ଭଳି ବଲିଉଡ୍ରେ ରହିଛି ନେପୋଟିଜିମ୍
ସ୍ବଗର୍ତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୋପୋଟିଜିମକୁ ନେଇ ଉଠିଥିଲା ବିବାଦ। ଏବେ ଏହି ନେପୋଟିଜିମ ଉପରେ ମତ ରଖିଛନ୍ତି ଉଭୟ ଟିଭି ତଥା ବଲିଉଡ୍ରେ ଦକ୍ଷତା ପ୍ରମାଣ କରିସାରିଥିବା ଆକ୍ଟ୍ରେସ ପ୍ରାଚି ଦେଶାଇ।…
Archives


