ହାଜତରେ ଯୌନ ନିର୍ଯାତନା
ଚଣ୍ଡିଗଡ,୧୦ା୨: ପଞ୍ଜାବର ୨୩ ବର୍ଷୀୟା ଦଳିତ ଝିଅ ନୋଦୀପ କୌରଙ୍କ ମୁକ୍ତି ପାଇଁ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ଙ୍କ ଝିଆରୀ ତଥା ଆଇନଜୀବୀ ମୀନା ହାରିସ୍ ଶନିବାର ଟୁଇଟ୍ କରିଛନ୍ତି। ମଜଦୁର ଅଧିକାର ସଙ୍ଗଠନ ସହିତ ଜଡ଼ିତ ଶ୍ରମିକ ଅଧିକାର କର୍ମୀ…
‘ହିନ୍ଦୁସ୍ଥାନୀ ମୁସଲମାନ ଭାବେ ଗର୍ବିତ’
ନୂଆଦିଲ୍ଲୀ, ୧୦।୨: ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ୍ ମଙ୍ଗଳବାର ଉଚ୍ଚ ସଦନରୁ ଅବସର ଗ୍ରହଣ କରିଛନ୍ତି। ହିନ୍ଦୁସ୍ଥାନୀ ମୁସଲମାନ ଭାବେ ଗର୍ବ ଅନୁଭବ କରନ୍ତି। ପାକିସ୍ତାନ ଚାଲିଯାଇ ନ ଥିବା…
ଭାରତୀୟ ମୁସଲମାନ ହୋଇଥିବାରୁ ମୁଁ ଗର୍ବିତ – ଆଜାଦ
ନୂଆଦିଲ୍ଲୀ, ୧୦ା୨- ଆସନ୍ତା ୧୫ ତାରିଖରେ ରାଜ୍ୟ ସଭାରୁ ବିଦାୟ ନେବାକୁ ଯାଉଛନ୍ତି କଂଗ୍ରେସ ନେତା ଗୁଲାମ ନବି ଆଜାଦ। ପାକିସ୍ତାନ ନ ଯାଇ ଭାରତରେ ରହିଥିବାରୁ ମୁଁ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେ କରେ। ଆଉ ଭାରତୀୟ ମୁସଲମାନ ହୋଇଥିବାରୁ…
ଟାଗୋରଙ୍କ ଚୌକିକୁ ଅସମ୍ମାନ କରିଥିବା ଦାବିର ଉତ୍ତର ଦେଲେ ଶାହ
ନୂଆଦିଲ୍ଲୀ, ୯ା୨- ପଶ୍ଚିମବଙ୍ଗର ଶାନ୍ତିନିକେତନ ଗସ୍ତବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ରବୀନ୍ଦ୍ରନାଥ ଟାଗୋରଙ୍କ ଚୌକିରେ ବସିଥିବା ଲୋକସଭାରେ ଦାବି କରିଥିଲେ କଂଗ୍ରେସ ଦଳର ନେତା ଅଧିର ରଞ୍ଜନ ଚୌଧୁରୀ। ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ଭାଜପାର ବରିଷ୍ଠ ନେତା। ବାଚସ୍ପତି…
କାଲିଫର୍ନିଆର ବିଜ୍ଞାପନରେ ଚାଷୀ ଆନ୍ଦୋଳନ
ନ୍ୟୁୟର୍କ, ୯ା୨- ଏଠାରେ ରବିବାର ଖେଳାଯାଇଥିବା ବାର୍ଷିକ ଫୁଟ୍ବଲ ଚାମ୍ପିୟନଶିପ ମ୍ୟାଚ୍(ସୁପର ବାଉଲ)କୁ ପୂରା ଆମେରିକାରେ ଲକ୍ଷ ଲକ୍ଷ ଦର୍ଶକ ଦେଖିଥିଲେ। ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍ ବେଳେ ଦେଖିବାକୁ ମିଳିଥିଲା ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନ ସମ୍ପର୍କିତ ପ୍ରାୟ ୩୦…
ଟୁଇଟର ଛାଡ଼ିବେ ଗୋୟଲ !
ନୂଆଦିଲ୍ଲୀ,୯।୨: ଟୁଇଟର ଛାଡ଼ିବେ ଭାରତର ରେଳ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ। ଏନେଇ ପ୍ରତ୍ୟକ୍ଷରେ ନ ହେଲେ ବି ପରୋକ୍ଷରେ ସଂକେତ ଦେଇଛନ୍ତି ମନ୍ତ୍ରୀ। ନିକଟରେ ଭାରତ ସରକାର ଏବଂ ଟୁଇଟର ମଧ୍ୟରେ ସୋସିଆଲ ମିଡିଆ ମହାଯୁଦ୍ଧ ପରେ…
ମୋଦିଙ୍କୁ ଧନ୍ୟବାଦ ଦେଲେ ଘନି
ନୂଆଦିଲ୍ଲୀ,୯ ।୨: ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଆୟୋଜିତ ଏକ ଭର୍ଚୁଆଲ ସମିଟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହାଦ୍ୱାରା ଭାରତ କାବୁଲର ନଦୀ ଉପରେ ଶହତୁତ ଡ୍ୟାମ ନିର୍ମାଣ କରିବ । ଯାହା ଫଳରେ କାବୁଲର ଲୋକଙ୍କୁ…
ଯବାନଙ୍କ ପାଇଁ ଗୀତ ଗାଇଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ,୯।୨: କେନ୍ଦ୍ର କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ନିକଟରେ ସେ ଭାରତୀୟ ଯବାନଙ୍କ ପାଇଁ ଗୀତ ଗାଇ ଚର୍ଚ୍ଚାକୁ ଆସିଛନ୍ତି। ଏହାର ଏକ ଭିଡିଓ ସେ ନିଜ ଟୁଇଟର୍ରେ ଶେୟାର କରିଥିଲେ।…
କାନ୍ଥରୁ ଶୁଭୁଛି ଭୟଙ୍କର ଶବ୍ଦ: ପୋଲିସ ଟିମ୍ ବି ଅସଫଳ
ଲକ୍ଷ୍ନୌ,୯।୨: ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଅଲୀଗଞ୍ଜ ଅଞ୍ଚଳରେ ଜଣେ ଲୋକଙ୍କ ଘର କାନ୍ଥରୁ ଭୟଙ୍କର ଶବ୍ଦ ଶୁଭୁଛି। ଏନେଇ ଘର ଲୋକେ ଭୟଭୀତ ହୋଇ ପୋଲିସର ସହାୟତା ଲୋଡ଼ିଛନ୍ତି। ତେବେ ପୋଲିସ ଟିମ୍ ମଧ୍ୟ ଏହାର ସମାଧାନ କରି ପାରିନାହିଁ। ଗତ ୨…
ନୀତିଶଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ୧୭ ମନ୍ତ୍ରୀ ନେଲେ ଶପଥ
ପାଟନା,୯।୨: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି। ମଙ୍ଗଳବାର ୧୭ ଜଣ ମନ୍ତ୍ରୀ ନୀତିଶଙ୍କ କ୍ୟାବିନେଟ୍ରେ ସାମିଲ ହୋଇଛନ୍ତି। ସେଥିମଧ୍ୟରେ ଭାଜପାର ୯ ଜଣ ମନ୍ତ୍ରୀ ହୋଇଛନ୍ତି। ଅପରପକ୍ଷରେ ଜେଡ଼ିୟୁର ୮ ଜଣ ମନ୍ତ୍ରୀଭାବେ ରାଜଭବନର ରାଜେନ୍ଦ୍ର ମଣ୍ଡପରେ…
ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିକୁ ୧୧ କୋଟି ଟଙ୍କା ଦାନ କଲେ ହରିୟାଣା ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ଼,୯ ।୨: ଉତ୍ତରାଖଣ୍ଡ ଚାମୋଲିରେ ହିମସ୍ଖଳନ ପରେ ସୃଷ୍ଟି ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ପରେ ଏବେ ସମ୍ପୂର୍ଣ୍ଣ ନଜର ରହିଛି ଉଦ୍ଧାର କାର୍ଯ୍ୟ ଉପରେ । ସବୁଠାରୁ ଅଧିକ ଅସୁବିଧା ତପୋବନ ଟନେଲ ନିକଟରେ ଦେଖା ଦେଇଛି । କାରଣ ଏଠାରେ…
ମୋଦିଙ୍କ ଲୁହ-ରାମଦାସଙ୍କ କବିତା ଦେଲା ବାଡ଼ ଡ଼େଇଁବାର ସଙ୍କେତ
ନୂଆଦିଲ୍ଲୀ,୯।୨: ରାଜ୍ୟ ସଭାର ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ୍ଙ୍କ କାର୍ଯ୍ୟକାଳ ଫେବୃୟାରୀ ୧୫ରେ ଶେଷ ହେଉଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ସଭିଏଁ ଗୁଲାମ ନବୀଙ୍କୁ ତାଙ୍କର କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତିି। ସୋମବାର ମୋଦି…
Archives


