ଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ଜବାବ ଦେଲେ ମମତା

କୁଚ ବିହାର, ୨।୪ : ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନ୍ୟ ଆସନରୁ ଛିଡ଼ା ହେବାକୁ ଯାଉଛନ୍ତି। କାରଣ ନନ୍ଦିଗ୍ରାମର ଫଳାଫଳ ନେଇ ଚିନ୍ତିତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟାକ୍ଷ କରିଥିଲେ। ତୃଣମୂଳକ କଂଗ୍ରେସ ସୁପ୍ରିମୋ ଶୁକ୍ରବାର…

ଅନ୍ୟ ଧର୍ମର ମହିଳାଙ୍କ ସହ ବୁଲିବାରୁ ଯୁବକଙ୍କୁ ଛୁରା ମାଡ଼

ବେଙ୍ଗାଲୁରୁ, ୨।୪ : ଅନ୍ୟ ଧର୍ମର ଯୁବତୀଙ୍କ ସହ ବସରେ ବୁଲିବାରୁ କର୍ନାଟକର ମାଙ୍ଗାଲୁରୁରେ ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଛି। ଗୁରୁବାର ରାତି ପ୍ରାୟ ୯ଟା ୩୦ରେ ମାଙ୍ଗାଲୁରୁ ସହରର ଉପକଣ୍ଠରେ ଏକ ବସକୁ ଅଟକାଇ ଦେଇଥିଲେ କିଛି ଦୁର୍ବୃତ୍ତ।…

ରବର୍ଟ ଭଦ୍ରା କରୋନା ସଂକ୍ରମିତ ହେବା ପରେ ଆଇସୋଲେଶନରେ ପ୍ରିୟଙ୍କା; ନିର୍ବାଚନୀ ସଭା ବାତିଲ

ନୂଆଦିଲ୍ଲୀ,୨।୪: ରବର୍ଟ ଭଦ୍ରା କରୋନା ସଂକ୍ରମିତ ହେବା ପରେ ଆଇସୋଲେଶନରେ ପ୍ରିୟଙ୍କା ଗାନ୍ଧୀ। ହେଲେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। କେବଳ ସତର୍କତା ଅବଲମ୍ବନସ୍ବରୂପ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏଣୁ ସେ ଆସାମ ଏବଂ ତାମିଲନାଡ଼ୁରେ ହେବାକୁ…

କାଲିଠୁ ୧୨ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ

ମୁମ୍ବାଇ, ୨।୪: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ଅର୍ଥାତ୍‌ ଏପ୍ରିଲ ୩ରୁ ୧୨ ଘଣ୍ଟିଆ ନାଇଟ କର୍ଫ୍ୟୁ ଘୋଷଣା ହୋଇଛି। ସନ୍ଧ୍ୟା ୬ରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ…

ଭାଜପା ପ୍ରାର୍ଥୀଙ୍କ କାର୍‌ରେ ଇଭିଏମ୍‌ ମିଳିବା ଘଟଣା: ୪ ଅଫିସର ନିଲମ୍ବିତ

ଦିସପୁର,୨।୪: ଆସାମ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନର କିଛି ଘଣ୍ଟା ପରେ ଗୁରୁବାର ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ପଥରକଣ୍ଡିର ଭାଜପା ପ୍ରାର୍ଥୀ କୃଷ୍ଣେନ୍ଦୁ ପାଲଙ୍କ କାରରେ ଏକ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ)…

ଆରଏସଏସ, ଭାଜପା ବିଷ ସଦୃଶ: ଏହାର ସ୍ବାଦ ଚାଖିଲେ ମରିବେ

ପୁଡୁଚେରୀ,୨।୪: ତାମିଲନାଡୁ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଏପ୍ରିଲ ୬ରେ ହେବ। ଏହା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ର ଆଦର୍ଶ…

ଭାଜପା ପ୍ରାର୍ଥୀଙ୍କ କାର୍‌ରେ ଇଭିଏମ୍‌: ଟାର୍ଗେଟ କଲେ ପ୍ରିୟଙ୍କା

ଦିସପୁର,୨।୪: ଆସାମ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନର କିଛି ଘଣ୍ଟା ପରେ ଗୁରୁବାର ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ପଥରକଣ୍ଡିର ଭାଜପା ପ୍ରାର୍ଥୀ କୃଷ୍ଣେନ୍ଦୁ ପାଲଙ୍କ କାରରେ ଏକ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ)…

ସଚିନ ତେନ୍ଦୁଲକର ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୨।୪: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ହସ୍ପିଟାଲରେ ଭର୍ତ୍ତି। ନିକଟରେ କରୋନା ସଂକ୍ରମିତ ହୋଇଥିବା ସଚିନ ନିଜେ ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲରେ ଭର୍ତ୍ତି ହୋଇଛିି। ଖୁବ୍‌ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବି ବୋଲି ସଚିନ କହିଛନ୍ତି।…

ଷ୍ଟାଲିନଙ୍କ ଜ୍ୱାଇଁ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ

ଚେନ୍ନାଇ,୨।୪: ତାମିଲନାଡୁରେ ବିଧାନସଭା ନିର୍ବାଚନ ପୂର୍ବରୁ ଡିଏମକେ ନେତାଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି। ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନଙ୍କ ଜ୍ୱାଇଁ ସବରିସନଙ୍କ ଘର, ଫାର୍ମ ହାଉସ ସମେତ ଅନ୍ୟାନ୍ୟ ସ୍ଥାନରେ ଏକକାଳୀନ ଚଢାଉ କରିଛି ଆୟକର ବିଭାଗ।…

ଚତୁର୍ଥୀ ରାତିରେ ସ୍ବାମୀଙ୍କ ଉଡିଗଲା ହୋସ୍‌: ରାତି ୧୨ରେ ଶ୍ୱଶୁରଙ୍କୁ ଲଗାଇଲେ ଫୋନ୍‌

ଭୋପାଳ,୨।୪: ମଧ୍ୟପ୍ରଦେଶର ଶିବପୁରୀରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଶ୍ୱଶୁର ଘର ନାଁରେ ବିବାହ ପ୍ରତାରଣା ଅଭିଯୋଗ ଆଣିଛନ୍ତି ଜଣେ ବ୍ୟକ୍ତି। ସେ ଅଭିଯୋଗରେ କହିଛନ୍ତି ଯେ ସେ ଦୁଇ ବର୍ଷ ପୂର୍ବେ ବିବାହ କରିଥିବା ଝିଅ ଜଣେ କିନ୍ନର।…

ପୁଣି ଡରାଇଲାଣି କରୋନା: ଦିନକରେ ୮୧ ହଜାରରୁ ଅଧିକ ସଂକ୍ରମିତ,୪୬୯ ମୃତ

ନୂଆଦିଲ୍ଲୀ,୨।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ୫୦ ହଜାରରୁ ଅଧିକ ନୂତନ କରୋନା ମାମଲା ଆସୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ନଟକ, ଛତିଶଗଡ ଏବଂ…

ଇପିଏସ୍‌ ବନାମ ଷ୍ଟାଲିନ

ଚେନ୍ନାଇ/ନୂଆଦିଲ୍ଲୀ,୨ା୪:ତାମିଲନାଡୁରେ କ୍ଷମତା ଦଖଲ ପାଇଁ ଦୁଇ ପ୍ରତିଦ୍ୱନ୍ଦ୍ୱୀ ପ୍ରସ୍ତୁତ। ଜଣେ ଆକସ୍ମିକ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଜଣେ କ୍ରମଶଃ ରାଜନୀତିର ପାଠ ପଢ଼ିଛନ୍ତି। ଜଣେ ଚାଷୀ ପରିବାରରୁ ଆସିଥିବାବେଳେ ଆଉ ଜଣେ ରାଜ୍ୟର ସବୁଠୁ ବଡ଼ ନେତାଙ୍କ ପୁଅ। ଦ୍ରାବିଡ ମୁନେତ୍ରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri