ଜାତୀୟ

ମାସ୍କ ପିନ୍ଧି ନ ଥିବାରୁ ଝିଅ ଆଗରେ ମା’ ଉପରେ ଅକଥନିୟ ନିର୍ଯାତନା

ଭୋପାଳ,୧୯।୫: ଝିଅ ଆଗରେ ଜଣେ ମହିଳାଙ୍କୁ ରାସ୍ତା ଉପରେ ଘୋଷାଡ଼ି ଘୋଷାଡ଼ି କିଛି ପୋଲିସ କର୍ମୀ ଗୋଇଠା, ବିଧା ମାରିଥିଲେ। କାରଣ ମହିଳା ଜଣଙ୍କ ପିନ୍ଧି ନ ଥିଲେ ମାସ୍କ। ମଧ୍ୟପ୍ରଦେଶର ସାଗର ଜିଲାରୁ ସାମ୍ନାକୁ ଆସିଛି ଏହି ଘଟଣା। କୋଭିଡ୍‌…

୩ ମାସ ପରେ ଭାକ୍ସିନ ନେଇପାରିବେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ, ୧୯।୫: ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍‌ ଅନ୍‌ ଭାକ୍ସିନ ଆଡ୍‌ମିନିଷ୍ଟ୍ରଶନ୍‌ (ଏନ୍‌ଇଜିଭିଏସି) ପକ୍ଷରୁ କରୋନା ଭାକ୍ସିନ ଟିକାକରଣ ନେଇ ଦିଆଯାଇଥିବା ପରାମର୍ଶ ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି। ଏଣିକି କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ୩ମାସ ପରେ ଭାକ୍ସିନ…

ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର

ଜୟପୁର,୧୯।୫: କରୋନା ସଂକ୍ରମଣରୁ ଠିକ୍‌ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଦେଖାଦେଉଥିବା ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର। ରାଜସ୍ଥାନ ମହାମାରୀ ଅଧିନିୟମ ୨୦୨୦ ଅନୁଯାୟୀ ବୁଧବାର ସମଗ୍ର ରାଜ୍ୟରେ ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ବୋଲି ଘୋଷଣା କରାଯାଇଛି। ରାଜ୍ୟର…

ଥରିଲା ଜମ୍ମୁ-କଶ୍ମୀର

ଶ୍ରୀନଗର,୧୯।୫: ଜମ୍ମୁ-କଶ୍ମୀରରେ ବୁଧବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଜମ୍ମୁ-କଶ୍ମୀରର ଡୋଡା ଅଞ୍ଚଳରେ ଦ୍ୱିପ୍ରହର ୨ଟା ୩୪ ମିନିଟ୍‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ରହିଛି। ଏନେଇ ନ୍ୟାସନାଲ ସେଣ୍ଟର ଅଫ୍‌ ସିସ୍ମୋଲୋଜି ପକ୍ଷରୁ…

ସାଇକେଲ୍‌ରେ ବୁଲୁଥିବା ଜିଲାପାଳଙ୍କୁ ଅଟକାଇଲେ ମହିଳା କନଷ୍ଟେବଳ

ଭିଲଓ୍ବାଡା,୧୯।୫: କରୋନା ପ୍ରକୋପ ଯୋଗୁ ରାଜସ୍ଥାନ ଭିଲଓ୍ବାଡାରେ ଲକ୍‌ଡାଉନ ଜାରି ରହିଛି। କଟକଣା ସତ୍ତ୍ୱେ ବି କେତେକ ଅମାନିଆ ବାହାରେ ବୁଲୁଥିବାର ନଜିର ରହିଛି। ଫଳରେ ଲକ୍‌ଡାଉନ ସ୍ଥିତି ସମୀକ୍ଷା ପାଇଁ ସହର ପରିକ୍ରମାରେ ବାହାରିଥିଲେ ନିଜେ ଜିଲାପାଳ। ଏହି ସମୟରେ…

କରୋନାର ଚମତ୍କାରୀ ଆୟୁର୍ବେଦ ଔଷଧ ନେବାକୁ ଲମ୍ବା ଲାଇନ୍‌…

ବିଶାଖାପଟ୍ଟନମ୍‌,୧୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଆନ୍ଧ୍ରପ୍ରଦେଶର ନେଲୋର ଜିଲାର କୃଷ୍ଣାପଟ୍ଟନମ୍‌ ଗାଁରେ କରୋନାର ଚମତ୍କାରୀ ଆୟୁର୍ବେଦ ଔଷଧ ନେବାକୁ ଲମ୍ବା…

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩ ପ୍ରତିଶତ କମିଛି: ଡବ୍ଲ୍ୟୁଏଚ୍‌ଓ

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନାର ଦ୍ୱିତୀୟ ଲହର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ତେବେ କରୋନା ପିକ୍‌ ବିଷୟରେ କୌଣସି ସରକାରୀସ୍ତରରେ ନିଶ୍ଚିତକରଣ ହୋଇନାହିଁ। କିନ୍ତୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ରିପୋର୍ଟ କରିଛି ଯେ, ଗତ ସପ୍ତାହରେ କରୋନା ଭୂତାଣୁ…

କରୋନା ଟିକା ନେଲେ ନପୁଂସକ ହେବା ଭୟ: ଟିକାକେନ୍ଦ୍ର ପଡ଼ିଛି ଖାଲି..

ମୁମ୍ବାଇ,୧୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ଜାରି ରହିଥିବା ସାର୍ବଜନୀକ ଟିକାକରଣ ଅଭିଯାନ କେତେକ ରାଜ୍ୟରେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ସଫଳ ହୋଇ ପାରୁନାହିଁ। ମହାରାଷ୍ଟ୍ରର ଧାନେରା ତହସିଲ୍‌ର…

ତୃତୀୟ ଲହର କବଳରୁ ଶିଶୁଙ୍କୁ ସୁରକ୍ଷିତ ରଖିବା ଲାଗି ଗଠନ ହେବ ସ୍ବତନ୍ତ୍ର ଟାସ୍କ୍‌ ଫୋର୍ସ..

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ରାଜଧାନୀ ଦିଲ୍ଲୀରେ କରୋନା ତାଣ୍ଡବ ରଚିଛି। ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ତୃତୀୟ ଲହରରେ ଶିଶୁଙ୍କ…

ଏହି ରାଜ୍ୟରେ ଦେଖାଗଲା ବ୍ଲାକ୍‌ଫଙ୍ଗସ୍‌ର ପ୍ରଥମ ମାମଲା: ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୯।୫: କରୋନା ଭାଇରସ୍‌ର ଦ୍ୱିତୀୟ ଲହରର ସାମ୍ନା କରୁଥିବା ଦିଲ୍ଲୀରେ ଏବେ ବ୍ଲାକ୍‌ ଫଙ୍ଗସ୍‌ର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଏଥିଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମେ’ ୧୬ରେ ଦିଲ୍ଲୀର ବେଶ୍‌ ଜଣାଶୁଣା ମୁଲଚନ୍ଦ ହସ୍ପିଟାଲରେ ଏହି ମାମାଲା ଦେଖିବାକୁ…

ମୋତେ ଶୀଘ୍ର ବାହା କର, ଏମିତି ଜିଦ୍‌ ଧରିଲେ ଯୁବତୀ; ଆଉ ତା’ ପରେ…

ଭୋପାଳ,୧୯।୫: ସମଗ୍ର ଦେଶରେ କରୋନା ମହାମାରୀ ଚାଲିଥିବାରୁ କେତେକ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଲୋକଙ୍କୁ କିଛି ଜରୁରୀ କାମରେ ଅସୁବିଧାର ସାମ୍ନା କରିବାକୁ ପଡୁଛି। ମଧ୍ୟପ୍ରଦେଶର ବେତୁଲରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଲକ୍‌ଡାଉନ୍‌ ହୋଇଥିବାରୁ…

ଭାକ୍ସିନ୍‌ ଅଭାବ ପୂରଣ ପାଇଁ ଗଡ଼କରୀଙ୍କ ନୂଆ ପରାମର୍ଶ: ୧୫-୨୦ ଦିନରେ ହେବ ସମସ୍ୟାର ସମାଧାନ…

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ତାଣ୍ଡବ ରଚିଛି। ଏପରିସ୍ଥଳେ ଭାକ୍ସିନ୍‌ ଏବଂ କରୋନା ଔଷଧର ଅଭାବ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ରୀୟ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ପରାମର୍ଶ ଦେଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri