ଜାତୀୟ

ସିଆର୍‌ପିଏଫ୍‌ ଯବାନଙ୍କୁ ଟାର୍ଗେଟ: ଆଇଇଡ଼ି ବିସ୍ଫୋରଣ କଲେ ଆତଙ୍କବାଦୀ

ଶ୍ରୀନଗର,୧୬।୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସିଆର୍‌ପିଏଫ୍‌ ଯବାନଙ୍କୁ ଟାର୍ଗେଟ୍‌ କରିଛନ୍ତି। ମଙ୍ଗଳବାର ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାର ବିଜ୍‌ବିହାରାର ପାଜାଲପୋରାରେ ସିଆର୍‌ଆର୍‌ପିଏଫ୍‌ ରୋଡ୍‌ ଓପନିଂ ପାର୍ଟିକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟ ରଖି ଏକ ଗାଡ଼ିରେ ଆଇଇଡ଼ି ରଖାଯାଇଥିଲା। ରୋଡ୍‌ ଓପନିଂ ପାର୍ଟି ଏହା…

ପ୍ରିନ୍ସପଲଙ୍କୁ ଫାଶୀ

ପାଟନା,୧୬।୨: ବିହାରର ପାଟନାରେ ଜଣେ  ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରି ଗର୍ଭବତୀ କରିବା ମାମଲାରେ ପ୍ରିନ୍ସପଲଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ମାମଲାର ବିଚାର କରି ପୋକ୍ସୋର ସ୍ବତନ୍ତ୍ର ବିଚାରପତି ଅଓ୍ବଧେଶ କୁମାର ଏଭଳି ରାୟ ଦେଇଛନ୍ତି। ଏହା ସହିତ ପ୍ରିନ୍ସପଲ…

ପୁସ୍ତକ ଲେଖିବେ ଗୁଲାମ ନବୀ!

ନୂଆଦିଲ୍ଲୀ,୧୬ ।୨: କିଛିଦିନ ହେବ ଦେଶର ରାଜନୈତିକ ବାତାବରଣରେ ସାମାନ୍ୟ ହଲଚଲ ଦେଖାଦେଇଛି । ଗୋଟିଏ ପଟେ ରାଜ୍ୟ ସଭାରୁ ଗୁଲାମ ନବୀ ଆଜାଦଙ୍କ ବିଦାୟୀ ତ ଅନ୍ୟପଟେ ବିହାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ଦୁଇଟିଯାକ ଘଟଣାରେ ନାଟକୀୟତା ଦେଖାଯାଇଛି ।…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା: ପୁଡୁଚେରୀରେ ସଂଖ୍ୟା ଗରିଷ୍ଠତା ହରାଇଲେ ସରକାର

ନୂଆଦିଲ୍ଲୀ,୧୬।୨: ଆଗକୁ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବ। ତେବେ ଏହା ପୂର୍ବରୁ ଏଠାକାର ଶାସକ କଂଗ୍ରେସ ଦଳ ନିଜର ସଂଖ୍ୟା ଗରିଷ୍ଠତା ହରାଇ ବସିଛି। ଦଳର ୪ ଜଣ ବିଧାୟକ ଇସ୍ତଫା ଦେଇସାରିଲେଣି। ଗତ ଦୁଇ ଦିନ ମଧ୍ୟରେ ୨ ଜଣ…

ସୁହେଲଦେବ ସ୍ମାରକର ଶିଳାନ୍ୟାସ କଲେ ମୋଦି

ନୂଆଦିଲ୍ଲୀ,୧୬ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡିଓ କନଫରେନସିଂ ଜରିଆରେ ଶ୍ରାବସ୍ତିର ମହାନ ଯୋଦ୍ଧା ମହାରାଜା ସୁହେଲଦେବଙ୍କ ୪.୨୦ ମିଟର ଉଚ୍ଚ ପ୍ରତିମାର ନିର୍ମାଣ ସମେତ ସ୍ମାରକର ଶିଳାନ୍ୟାସ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତୀ ତାଙ୍କ ସମ୍ବୋଧନରେ ଦେଶବାସୀଙ୍କୁ…

ମିଳିତ କୃଷକ ମୋର୍ଚ୍ଚାର ନୂଆ ରଣନୀତି

ନୂଆଦିଲ୍ଳୀ,୧୬।୨: ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ କୃଷି ଆଇନକୁ ବିରୋଧ କରାଯାଇ ଦିଲ୍ଲୀ ସୀମାରେ ଧାରଣା ଜାରି ରହିଛି। ତେବେ ଏବେ ମୋର୍ଚ୍ଚା ପକ୍ଷରୁ ଏହାର ରଣନୀତିରେ କେତେକ ପରିବର୍ତ୍ତନ କରାଯାଇଛି। ସୀମାରେ ଧାରଣା ଦେଉଥିବା ଚାଷୀଙ୍କ ସଂଖ୍ୟା କମାଇବା ଲାଗି…

ନିର୍ବାଚନ ପାଖେଇ ଆସୁଥିବା ବେଳେ ମିଥୁନଙ୍କୁ ଭେଟିଲେ ଭାଗବତ

ମୁମ୍ବାଇ,୧୬ ।୨: ପଶ୍ଚିମବଙ୍ଗ ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ବେଳକୁ ବେଳ ରାଜନୈତିକ ବାରାବରଣ ହେଉଛି ଉଷ୍ମ । ଇତିମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ବଲିଉଡ୍ ଅଭିନେତା ତଥା ପଶ୍ଚିମବଙ୍ଗ ବାସିନ୍ଦା ମିଥୁନ ଚକ୍ରବର୍ତ୍ତିଙ୍କୁ…

ରାମ ମନ୍ଦିର ପାଇଁ ଦାନ ଦେଉଥିବା ଲୋକଙ୍କ ଘରକୁ ନାଜି ଭଳି ଚିହ୍ନଟ କରୁଛି ଆର୍‌ଏସ୍‌ଏସ୍‌: କୁମାରସ୍ୱାମୀ

ବେଙ୍ଗାଲୁରୁ,୧୬ ।୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଅଭିଯୋଗ କରିଛନ୍ତି ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ପାଇଁ ଯେଉଁମାନେ ଚାନ୍ଦା ଦେଉଛନ୍ତି ସେମାନଙ୍କ ଘର ସାମ୍ନାରେ ଆର୍‌ଏସ୍‌ଏସ୍ ପକ୍ଷରୁ ଏକ ପ୍ରକାର ଚିହ୍ନ ଲଗାଯାଉଛି । ଯେମିତି…

ପୁଣି ଫେରିବେ ଦିଦି: ଚମତ୍କାର ଆଶାରେ ଭାଜପା

କୋଲକାତା,୧୬।୨: ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ ହେବ। ରାଜ୍ୟରେ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କୁ ହଟାଇବା ପାଇଁ ଭାଜପା ପକ୍ଷରୁ ଯୋଜନା କରାଯାଉଛି। ତେବେ ପୁଣି ମମତା ଦିଦି କ୍ଷମତା ଦଖଲ କରିବେ ବୋଲି ଓପିନିୟନ ପୋଲ୍‌ରୁ ଅନୁମାନ…

କେନାଲକୁ ଖସିଲା ଯାତ୍ରୀବାହୀ ବସ୍‌

ସିଦ୍ଧି,୧୬।୨: ମଧ୍ୟପ୍ରଦେଶ ସିଦ୍ଧି ଜିଲାରେ ମଙ୍ଗଳବାର ସକାଳ ୭ଟା ୩୦ରେ ଏକ ଅଭାବନୀୟ ଘଟଣା ଘଟିଛି। ୫୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ କେନାଲକୁ ଖସି ପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ୍‌ ଏବଂ ପୋଲିସ ପହଞ୍ଚି…

ନିଖୋଜଙ୍କ ଜୀବିତ ଆଶା ଏବେ ବୃଥା: ବଢୁଛି ମୃତଦେହ, କମୁଛି ନିଖୋଜଙ୍କ ସଂଖ୍ୟା

ଡେରାଡୁନ୍‌,୧୬।୨: ଉତ୍ତରାଖଣ୍ଡ ହିମସ୍ଖଳନରେ ନିଖୋଜ ଥିବା ଲୋକଙ୍କ ଜୀବିତ ରହିଥିବା ଆଶା ଏବେ ନିରାଶରେ ପରିଣତ ହେବାରରେ ଲାଗିଛି। ପ୍ରତିଦିନ ଉଦ୍ଧାରକାରୀଦଳ କେବଳ ମୃତଦେହ ଉଦ୍ଧାର କରୁଛନ୍ତି। ଇତିମଧ୍ୟରେ ୫୬ ମୃତଦେହ ଉଦ୍ଧାର କରାଯାଇଛି। ତେବେ ବି ନିଖୋଜଙ୍କୁ ଜୀବିତ ଫେରି…

ଲୋକଙ୍କ ପଛରେ ଲାଗିବେ ଲୋକେ

ନୂଆଦିଲ୍ଲୀ,୧୬।୨: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛି, ଯେଉଁଥିରେ ନାଗରିକମାନଙ୍କୁ ଭଲ୍ୟୁଣ୍ଟିୟର ଭାବେ ନିଯୁକ୍ତି ଦିଆଯିବ। ସେମାନେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକରେ ଶିଶୁଙ୍କୁ ନେଇ ଅଶ୍ଳୀଳ ଫଟୋ ଓ ଭିଡିଓ, ବଳାତ୍କାର ଅପରାଧ, ଆତଙ୍କବାଦ ଏବଂ ଦେଶ ବିରୋଧୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri