୧୯ ବର୍ଷ ପରେ ଗୋଧ୍ରା ଦଙ୍ଗା ମୁଖ୍ୟ ଅଭିଯୁକ୍ତ ଗିରଫ
ବଡ଼ୋଦରା, ୧୭ା୨: ଗୁଜରାଟର ପଞ୍ଚମହଲ ଜିଲା ଗୋଧ୍ରା ରେଳ ଷ୍ଟେଶନରେ ସାବରମତି ଏକ୍ସପ୍ରେସ୍ରେ ନିଆଁ ଲଗାଇବା ସହ ଦଙ୍ଗା ଭିଆଇଥିବା ରଫିକ୍ ହୁସେନ ଭଟୁକଙ୍କୁ ପୋଲିସ ଗିରଫ କରିଛି। ୨୦୦୨ରେ ଏହି ଘଟଣାରେ ୫୯ କରସେବକଙ୍କ ମୃତ୍ୟୁ ଘଟିଥିଲା। ଫେରାର ଥିବା…
ପ୍ରଥମେ ଅବମାନନା, ପରେ ଅସ୍ବୀକାର
ନୂଆଦିଲ୍ଲୀ,୧୭ା୨: ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳଙ୍କ ଅସହମତି ସତ୍ତ୍ୱେ ସୁପ୍ରିମକୋର୍ଟ ପୁଣି ଥରେ କେତେକ ଟୁଇଟ୍କୁ ବିଚାରକୁ ନେଇ ନିଜଆଡ଼ୁ ଏକ ଆପରାଧିକ ଅବମାନନା ମାମଲା ରୁଜୁ କରିଥିବା ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ଅସ୍ବୀକାର କରିଛନ୍ତି ଖୋଦ୍ ସର୍ବୋଚ୍ଚ…
କର୍ମଚାରୀଙ୍କ ସହ ବିଚାରପତି ଫ୍ଲଟିଂ କରିବା ଗ୍ରହଣୀୟ ନୁହେଁ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୧୬ା୨ – ଜୁନିୟର କର୍ମଚାରୀଙ୍କୁ ଆପତ୍ତିଜନକ ଓ ଅନୁପଯୁକ୍ତ ମେସେଜ କରିବା ଏବଂ ଫ୍ଲଟିଂ କରିବା ଗ୍ରହଣୀୟ ନୁହେଁ। ମଧ୍ୟ ପ୍ରଦେଶର ପୂର୍ବତନ ନ୍ୟାୟିକ ଅଧିକାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଯାଚିକାର ଶୁଣାଣି କରି ଏହା କହିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ।…
ପୁଡୁଚେରୀ ରାଜ୍ୟପାଳ ପଦରୁ ବିଦାହେଲେ କିରନ ବେଦୀ
ନୂଆଦିଲ୍ଲୀ,୧୬।୨: କିରନ ବେଦୀଙ୍କୁ ପୁଡୁଚେରୀର ଲ୍ୟୁଟନାଣ୍ଟ ଗଭର୍ନର ପଦରୁ ହଟାଇ ଦିଆଯାଇଛି। ଏ ନେଇ ମଙ୍ଗଳବାର ରାତିରେ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି କରାଯାଇଛି ଏକ ବିଜ୍ଞପ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ତେଲାଙ୍ଗାନା ରାଜ୍ୟପାଳ ତାମିଲାଇସାଇ…
ରାହୁଲଙ୍କୁ ବିବାହ କରିନେବାକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ
ଚେନ୍ନାଇ,୧୬।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର ସମୟରେ ‘ଆମେ ଦୁଇ, ଆମର ଦୁଇ’ କହି କେନ୍ଦ୍ର ସରକାରଙ୍କୁ କଟାକ୍ଷ କରୁଛନ୍ତି। ଏବେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ ଏହି ନାରା ଉପରେ ପ୍ରତିକ୍ରିୟା ରଖି ତାଙ୍କୁ ବିବାହ କରିନେବାକୁ ପରାମର୍ଶ…
କେନାଲକୁ ଖସିଲା ବସ୍ : ୪୫ ଯାତ୍ରୀଙ୍କ ପାଇଁ ପାଲଟିଲା ଶେଷ ଯାତ୍ରା
ଭୋପାଳ, ୧୬।୨ : ମଧ୍ୟ ପ୍ରଦେଶର ସିଧି ଜିଲା ପାଟନା ଗ୍ରାମ ନିକଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ବାନ୍ଗାଙ୍ଗା ଡ୍ୟାମର ଏକ କେନାଲରେ ଖସିପଡ଼ିଛି। ଏହି ଘଟଣାରେ ୪୫ ଜଣଙ୍କ ମୃତ୍ୟୁ ଘଟିଛି।…
ପାର୍ଟି କରିବାର ପରିଣାମ, ଗୋଟିଏ ଆପାର୍ଟମେଣ୍ଟରୁ ଚିହ୍ନଟ ହେଲେ ୧୦୩ ପଜିଟିଭ
ବେଙ୍ଗାଲୁରୁ, ୧୬।୨ : କର୍ନାଟକ ରାଜଧାନୀ ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରୁ ୧୦୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ କଣ୍ଟିନେଣ୍ଟାଲ ଜୋନ ଘୋଷଣା କରାଯାଇଛି। ଗତ କିଛିଦିନ ତଳେ ଏହି ଆପାର୍ଟମେଣ୍ଟରେ ଆୟୋଜିତ ହୋଇଥିଲା ଦୁଇଟି ବିବାହ ବାର୍ଷକୀ…
୨୦୦ରୁ ଅଧିକ ୟୁଟ୍ୟୁବ୍ ଚ୍ୟାନେଲ୍ ଉପରେ କଡ଼ା ନଜର
ନୂଆଦିଲ୍ଲୀ,୧୬।୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦେଶରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ ସୁରକ୍ଷା ଏଜେନ୍ସିର କଡ଼ା ନଜର ଏବେ ୨୦୦ରୁ ଅଧିକ ୟୁଟ୍ୟୁବ୍ ଚ୍ୟାନେଲ ଉପରେ ରହିଛି। ଏସବୁ ଚ୍ୟାନେଲରେ ବେଆଇନ ଭାବେ…
ମେ’ ୧୮ରେ ଖୋଲିବ ବଦ୍ରିନାଥ ଧାମ
ଡେରାଡୁନ,୧୬ ।୨: ବସନ୍ତ ପଞ୍ଚିମୀ ଅବସରରେ ବଦ୍ରିନାଥ ଧାମ ଖୋଲିବା ତିଥି ଘୋଷଣା କରାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ଏହା ମେ’ ୧୮ ପ୍ରାତଃ ୪ଟା ୧୫ରେ ଖୋଲିବ ବୋଲି ସୂଚନା ମିଳିଛି । ଗାଡୁ ଘଡା ଯାତ୍ରା ୨୯ ଏପ୍ରିଲରେ…
ମୋଦି ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ୍: ୨୯ ପ୍ରତିଶତକୁ କମିଲା ଚାଇନା ଆପ୍ ବଜାର
ନୂଆଦିଲ୍ଲୀ,୧୬।୨: କରୋନା ମହାମାରୀ ସଂକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ୍ କରିଥିଲେ। ୫୯ ଚାଇନା ଆପ୍କୁ ବ୍ୟାନ୍ କରାଯାଇଥିଲା। ଏହାଦ୍ୱାରା ଭାରତୀୟ ଆପ୍ ବଜାରରେ ଚାଇନା ଆପ୍ର ଚାହିଦା କମି ୨୯ ପ୍ରତିଶତରେ ସୀମିତ…
ସିଆର୍ପିଏଫ୍ ଯବାନଙ୍କୁ ଟାର୍ଗେଟ: ଆଇଇଡ଼ି ବିସ୍ଫୋରଣ କଲେ ଆତଙ୍କବାଦୀ
ଶ୍ରୀନଗର,୧୬।୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସିଆର୍ପିଏଫ୍ ଯବାନଙ୍କୁ ଟାର୍ଗେଟ୍ କରିଛନ୍ତି। ମଙ୍ଗଳବାର ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାର ବିଜ୍ବିହାରାର ପାଜାଲପୋରାରେ ସିଆର୍ଆର୍ପିଏଫ୍ ରୋଡ୍ ଓପନିଂ ପାର୍ଟିକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟ ରଖି ଏକ ଗାଡ଼ିରେ ଆଇଇଡ଼ି ରଖାଯାଇଥିଲା। ରୋଡ୍ ଓପନିଂ ପାର୍ଟି ଏହା…
ପ୍ରିନ୍ସପଲଙ୍କୁ ଫାଶୀ
ପାଟନା,୧୬।୨: ବିହାରର ପାଟନାରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରି ଗର୍ଭବତୀ କରିବା ମାମଲାରେ ପ୍ରିନ୍ସପଲଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ମାମଲାର ବିଚାର କରି ପୋକ୍ସୋର ସ୍ବତନ୍ତ୍ର ବିଚାରପତି ଅଓ୍ବଧେଶ କୁମାର ଏଭଳି ରାୟ ଦେଇଛନ୍ତି। ଏହା ସହିତ ପ୍ରିନ୍ସପଲ…
Archives


