ଭାଜପା ପାଇଁ ସହଜ ନୁହେଁ
ନୂଆଦିଲ୍ଲୀ/ଗୁଆହାଟୀ,୧୬ା୨: ଏପ୍ରିଲ-ମେ’ରେ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀରେ ବିଧାନସଭା ନିର୍ବାଚନ ହେବ। ଏଥିରୁ ଆସାମରେ କ୍ଷମତାସୀନ ଭାଜପା ପୁଣିଥରେ ନିର୍ବାଚନ ଜିତିବାକୁ ଆଶା ବାନ୍ଧିଥିବାବେଳେ ଉତ୍ତର-ପୂର୍ବର ଏହି ରାଜ୍ୟରେ ମଧ୍ୟ ଗୈରିକ ଦଳକୁ ଦୋହରା ଚ୍ୟାଲେଞ୍ଜର…
ଟପିଲା ଅତ୍ୟାଚାରର ସବୁ ସୀମା
ଭୋପାଳ, ୧୬।୨ : ମଧ୍ୟପ୍ରଦେଶର ଗୁଣା ଜିଲାର ସାଗାଇ ଓ ବନ୍ସ ଗାଁରୁ ସାମ୍ନାକୁ ଆସିଛି ଏକ ଛାତିଥରା ଘଟଣା। ଜଣେ ଆଦିବାସୀ ମହିଳାଙ୍କୁ ସ୍ବାମୀଙ୍କ ପରିବାରର ଜଣେ ପୁରୁଷ ସଦସ୍ୟକୁ କାନ୍ଧରେ ବସାଇ ୩ କିଲୋମିଟର ଚାଲିବାକୁ ବାଧ୍ୟ କରାଯାଇଛି।…
କାହିଁକି ହରିୟାଣା ଗୃହମନ୍ତ୍ରୀଙ୍କ ଟୁଇଟ୍କୁ ଡିଲିଟ୍ କଲା ଟୁଇଟର
ନୂଆଦିଲ୍ଲୀ, ୧୫।୨ : ଟୁଲକିଟ୍ ମାମଲାରେ ଗିରଫ ହୋଇଥିବା ଦିଶା ରବିଙ୍କ ଉପରେ ସୋମବାର ଟୁଇଟ୍ କରିଥିଲେ ହରିୟାଣା ଗୃହମନ୍ତ୍ରୀ ଅନିଲ ଭିଜ। ଉକ୍ତ ଟୁଇଟ୍ରେ ଉଲ୍ଲେଖ ଥିଲା, ଦେଶ ବିରୋଧୀ ମଞ୍ଜିକୁ ସମୂଳେ ନାଶ କରାଯିବା ଉଚିତ। ସେ ଦିଶା…
‘ ସଚିନ, ଲତାଙ୍କ ଟୁଇଟ୍ ଉପରେ ହେବ ନାହିଁ ତଦନ୍ତ ’
ନାଗପୁର, ୧୫।୨ : ଭାରତରତ୍ନ ସଚିନ ତେନ୍ଦୁଲକର ଓ ଲତା ମାଙ୍ଗେସକରଙ୍କ ଉପରେ କୌଣସି ତଦନ୍ତ ହେବ ନାହିଁ। ଦେଶରତ୍ନଙ୍କ ସମ୍ପର୍କରେ ମୁଁ ଏଭଳି କହିନାହିଁ ବୋଲି ସୋମବାର କହିଛନ୍ତି ମହାରାଷ୍ଟ୍ରର ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖ। ଆମେ ଲତା ଦିଦିଙ୍କୁ…
ମାର୍ଚ୍ଚରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ନାଗରିକଙ୍କୁ ଦିଆଯିବ କରୋନା ଟିକା
ନୂଆଦିଲ୍ଲୀ,୧୫।୨: ମାର୍ଚ୍ଚ ମାସରୁ ୫୦ ବର୍ଷ ବୟଷରୁ ଊର୍ଦ୍ଧ୍ୱ ନାଗରିକଙ୍କୁ କରୋନା ଟିକାକରଣ କରାଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୋମବାର ଘୋଷଣା କରିଛନ୍ତି। ଟିକାକରଣ ଅଭିଯାନକୁ ନେଇ ସ୍ବାସ୍ଥ୍ୟ ବିଭାଗର ଉଦ୍ୟମକୁ ସେ ପ୍ରଶଂସା କରି କହିଥିଲେ। ସପ୍ତାହ…
ତପୋବନ ଟନେଲରୁ ୩ ମୃତଦେହ ଜବତ, ମୃତ୍ୟୁ ସଂଖ୍ୟା ୫୪କୁ ବୃଦ୍ଧି ପାଇଲା
ଚାମୋଲି,୧୫।୨: ସୋମବାର ଉଦ୍ଧାରକାର୍ଯ୍ୟ ବେଳେ ତପୋବନ ଟନେଲ ଭିତରୁ ପୁଣି ୩ଜଣଙ୍କ ମୃତଦେହ ଜବତ କରାଯାଇଛି। ଏହାକୁ ମିଶାଇ ବିପର୍ଯ୍ୟୟ ଜନିତ ମୃତ୍ୟୁସଂଖ୍ୟା ୫୪କୁ ବୃଦ୍ଧି ପାଇଛି। ଜଳବିଦ୍ୟୁତ୍ ପ୍ରକଳ୍ପ ର୍ନିମାଣସ୍ଥଳୀ ରାଇନି ଗାଁ ଏବଂ ତପୋବନ ଟନେଲ ମଧ୍ୟରୁ ୧୫ଜଣଙ୍କ…
କିଏ ଦେଶଭକ୍ତ ଅବା ଦେଶଦ୍ରୋହୀ ତାହା ମୋଦିଙ୍କୁ ଅଜଣା: ପ୍ରିୟଙ୍କା
ବିଜନୌର,୧୫।୨: ଦେଶରେ ଲୋକଙ୍କୁ ଚିହ୍ନିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଲ୍ କରୁଛନ୍ତି। କିଏ ଦେଶଭକ୍ତ ଅବା ଦେଶଦ୍ରୋହୀ ତାହା ତାଙ୍କୁ ଅଜଣା। ଏହା ମଧ୍ୟରେ ଥିବା ଅନ୍ତର ସେ ଜାଣି ନାହାନ୍ତି। କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶ…
ମାତ୍ର ୨୨ ବର୍ଷର ଝିଅକୁ ଡରିଗଲେ ସରକାର: ପ୍ରିୟଙ୍କା
ନୂଆଦିଲ୍ଲୀ,୧୫ ।୨: ପୋଲିସ ଟୁଲକିଟ ମାମଲାରେ ୨୨ ବର୍ଷିୟା ସାମାଜିକ କର୍ମୀ ଦିଶା ରବିଙ୍କୁ ଗିରଫ କରିଛି । ଏବେ ଏହାକୁ କୃଷକ ଓ କଂଗ୍ରେସ ନେତାମାନେ ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି । କଂଗ୍ରେସ ମହାସଚିବ ପିୟଙ୍କା ଗାନ୍ଧୀ…
ସୁସ୍ଥ ହେବା ପରେ ବି ୩ ଥର ଆସିଲା କରୋନା ପଜିଟିଭ ରିପୋର୍ଟ
ଆଗ୍ରା,୧୫ ।୨: ଆଗ୍ରାର ସରୋଜିନି ନାଇଡୁ ମେଡିକାଲ କଲେଜରେ ଏମିତି ୬ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ଯେଉଁମାନେ କରୋନାରେ ପୀଡ଼ିତ ହୋଇ ଚିକିତ୍ସିତ ହେବା ପରେ ଠିକ୍ ହୋଇ ଯାଇଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ, ସେମାନଙ୍କ ଶରୀରରେ କରୋନା ଭାଇରସ…
ଗୁଜରାଟ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍
ଅହମଦାବାଦ,୧୫।୨: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ରବିବାର ଏକ କାର୍ଯ୍ୟକ୍ରମରେ ସେ ମଞ୍ଚ ଉପରେ ଚେତା ହରାଇ ଥିଲେ। ତାଙ୍କ ମୁଣ୍ଡ ବୁଲାଇବାରୁ ଏଭଳି ହୋଇଥିଲା। ଏହାପରେ ତାଙ୍କୁ ୟୁଏନ୍ ମେହେଟ୍ଟା ହସ୍ପିଟାଲରେ…
ୟୁଜରଙ୍କ ଗୋପନୀୟତା ସର୍ବୋପରି: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୧୫।୨: ୟୁଜରଙ୍କ ଗୋପନୀୟତା ନେଇ ଫେସ୍ବୁକ୍ ଏବଂ ହ୍ବାଟସ୍ ଆପ୍କୁ ସୁପ୍ରିମ୍କୋର୍ଟ ଭର୍ସନା କରିଛନ୍ତି। ୟୁଜରଙ୍କ ଗୋପନୀୟତା ସର୍ବୋପରି। ଏଥିରେ ହସ୍ତକ୍ଷେପ ସହ୍ୟ କରାଯିବ ନାହିଁ। ହ୍ବାଟସ୍ ଆପ୍ର ନୂଆ ଗୋପନୀୟତା ନୀତି ଯୋଗୁ ହୋଇଥିବା ବିବାଦର ଶୁଣାଣି ସମୟରେ ସୁପ୍ରିମ୍କୋର୍ଟ…
ସିପିଆଇ ବିବାଦ ମଧ୍ୟରେ ଜେଡିୟୁ ନେତାଙ୍କୁ ଭେଟିଲେ କହ୍ନେୟା କୁମାର
ପାଟନା,୧୫ ।୨: ବିହାର ରାଜନୀତିରେ ପ୍ରତିଦିନ କିଛି ନା କିଛି ନୂଆ ଦେଖିବାକୁ ମିଳୁଛି । ଏବେ ଚର୍ଚ୍ଚା ହେଉଛି କି କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ(ସିପିଆଇ) ନେତା ତଥା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍ୟୁ)ର ପୂର୍ବତନ ଅଧ୍ୟକ୍ଷ କହ୍ନେୟା କୁମାର ବିହାର…
Archives


