ରେକର୍ଡ ହେଲା ଆର୍ଯ୍ୟନଙ୍କ ବୟାନ
ନୂଆଦିଲ୍ଲୀ,୧୨।୧୧: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ବୟାନ ରେକର୍ଡ କରିଛି ନାର୍କୋଟିକ୍ ଏଜେନ୍ସିର ଦିଲ୍ଲୀ ୟୁନିଟ୍। ପୂର୍ବରୁ ଏହି ମାମଲାର ତଦନ୍ତ କରୁଥିବା ଏନ୍ସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେଙ୍କ ବିରୋଧରେ ଜଣେ…
ରଚନାଙ୍କ ଘୋଷଣା: ପ୍ରିୟଙ୍କାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବି ଆଉ ଜିତିବି…
ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀ ନିଜେ ବିଧାନସଭା ନିର୍ବାଚନ ଲଢ଼ିବେ କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ହେଲେ ବଲିଉଡ୍ ଅଭିନେତ୍ରୀ ରଚନା ସିଂହ ଯଦୁବଂଶୀ ପ୍ରିୟଙ୍କାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରି ଏବେ ଚର୍ଚ୍ଚାରେ। ନିଜର…
ସୋନିଆଙ୍କୁ ଭେଟିଲେ ପାଇଲଟ୍
ନୂଆଦିଲ୍ଲୀ,୧୨।୧୧: ରାଜସ୍ଥାନ କ୍ୟାବିନେଟ ଅଦଳବଦଳକୁ ନେଇ ଚର୍ଚ୍ଚା ଚାଲୁଛି। ତେବେ ଶୁକ୍ରବାର ବରିଷ୍ଠ ନେତା ସଚିନ ପାଇଲଟ୍ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି । ସେ ଦିଲ୍ଲୀ ଆସି ସୋନିଆଙ୍କ ସହ ତାଙ୍କ ବାସଭବନରେ ଦୀର୍ଘ ସମୟ ଧରି…
ଗୁରୁତର ବ୍ୟକ୍ତିଙ୍କୁ କାନ୍ଧରେ ପକାଇ ଡାକ୍ତରଖାନା ନେଲେ ମହିଳା ଇନ୍ସପେକ୍ଟର, ଛୁଟୁଛି ପ୍ରଶଂସାର ସୁଅ
ଚେନ୍ନାଇ,୧୨ା୧୧: ତାମିଲନାଡୁର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ପରିସ୍ଥିତି ଜଟିଳ ହୋଇପଡ଼ିଛି। ଏହି ସମୟରେ ଏଠାରୁ ଏକ ହୃଦୟକୁ ଛୁଇଁଗଲା ପରି ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ମହିଳା ଇନ୍ସପେକ୍ଟର ଗଛ ପଡ଼ି ଗୁରୁତର ହୋଇଥିବା ଜଣେ ବ୍ୟକ୍ତିଙ୍କୁ…
କରୋନା ମୃତକଙ୍କ ସ୍ମୃତିରେ ଦେଶର ପ୍ରଥମ ସ୍ମାରକୀ
ହାଇଦ୍ରାବାଦ,୧୨।୧୧: କରୋନା ସଂକ୍ରମଣରେ ନିହତ ହୋଇଥିବା ବ୍ୟକ୍ତିଙ୍କ ସ୍ମୃତିରେ ତେଲେଙ୍ଗାନାର ଏକ ଗ୍ରାମରେ ଦେଶରେ ଏହାର ପ୍ରଥମ ସ୍ମୃତି ସ୍ମାରକୀ ଉଦଘାଟନ କରାଯାଇଛି। ଏହି ସ୍ମାରକୀ ରାଜନ୍ନା ସିରସିଲା ଜିଲାର ରାଜନ୍ନାପେଟ ଗ୍ରାମରେ ପ୍ରତିଷ୍ଠା କରାଯାଇଛି। ଭାରତ ତଥା ବିଦେଶରେ ଅବସ୍ଥାପିତ…
ଜନ୍ମଦିନରେ ଏନ୍ସିବି କାର୍ଯ୍ୟାଳୟରେ ପହଞ୍ଚିଲେ ଆର୍ଯ୍ୟନ
ମୁମ୍ବାଇ,୧୨ ।୧୧: କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇ ୨୮ ଦିନ ପରେ ଜେଲରୁ ମୁକୁଳିଥିବା ବଲିଉଡ୍ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁ ୧୨ ନଭେମ୍ବର ଅର୍ଥାତ୍ ଶୁକ୍ରବାର ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଏହାରି ଭିତରେ…
କଙ୍ଗନାଙ୍କ ପଦ୍ମଶ୍ରୀ ଫେରାଇ ନିଅନ୍ତୁ କେନ୍ଦ୍ର ସରକାର: ନୱାବ ମଲିକ
ମୁମ୍ବାଇ,୧୨ ।୧୧: କଂଗ୍ରେସ ପରେ ଏବେ ବଲିଉଡ୍୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ର ସରକାରଙ୍କ ବହୁ ଚର୍ଚ୍ଚିତ ମନ୍ତ୍ରୀ ତଥା ଏନ୍ସିପି ନେତା ନୱାବ ମଲିକ । କଙ୍ଗନା ଏକ ବିବାଦୀୟ ମନ୍ତବ୍ୟ ଦେଇ ଏବେ ଆସିଛନ୍ତି ଚର୍ଚ୍ଚାକୁ…
ପ୍ରିୟଙ୍କାଙ୍କ ସ୍ଲୋଗାନ୍କୁ ତାତ୍ସଲ୍ୟ କଲେ ସ୍ମୃତି
ଲକ୍ଷ୍ନୌ,୧୨।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ୪୦% ସିଟ୍ରେ ମହିଳା ପ୍ରାର୍ଥୀ ଦେବାକୁ ଗତ ମାସରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଘୋଷଣା କରିଛନ୍ତି। ଏଥିସହ ସେ ସ୍ଲୋଗାନ ଦେଇଥିଲେ ‘ଲଡକି ହୁଁ, ଲଢ ସକତି ହୁଁ’ । ଶୁକ୍ରବାର ଏନେଇ…
୨ ଖାସ୍ ଯୋଜନାର ଶୁଭାରମ୍ଭ କଲେ ମୋଦି
ନୂଆଦିଲ୍ଲୀ,୧୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଦୁଇଟି ପଦକ୍ଷେପ – ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ରିଟେଲ ଡାଇରେକ୍ଟ ସ୍କିମ ଏବଂ ସମନ୍ବିତ ଲୋକପାଳ ଯୋଜନା ଆରମ୍ଭ କରିଛନ୍ତି। ଏହି ସମୟରେ ମୋଦି ମଧ୍ୟ କରୋନା…
୨ ଆତଙ୍କବାଦୀ ନିହତ
ଶ୍ରୀନଗର,୧୨।୧୧: ଦକ୍ଷିଣ କଶ୍ମୀରର କୁଲଗାମର ଚାୱାଲଗାମ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛି। ନିହତ ଆତଙ୍କବାଦୀଙ୍କ ନିକଟରୁ ସୁରକ୍ଷା ବାହିନୀ ବହୁ ପରିମାଣର ଗୁଳି ଓ ଏକେ୪୭ ରାଇଫଲ ଜବତ…
ବିଧାନସଭା ପରିଚାଳନା କରିବେ ୨୦୦ ସ୍କୁଲ ପିଲା
ଜୟପୁର,୧୨।୧୧: ନଭେମ୍ବର ୧୪ରେ ଶିଶୁ ଦିବସ ଅବସରରେ ଶିଶୁଙ୍କୁ ରାଜସ୍ଥାନ ସରକାରଙ୍କ ଭେଟି ଦେଇଛନ୍ତି । ଏନେଇ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ୨୦୦ ପିଲାଙ୍କୁ ଚୟନ କରାଯାଇଛି। ଏହି ପିଲାମାନେ ବିଧାନସଭାର ସଦସ୍ୟ ହେବା ସହ ସ୍ବତନ୍ତ୍ର ଅଧିବେଶନରେ ଭାଗ ନେଇ…
ନିଜକୁ ଗୁଳି ମାରିଲେ ବିଧାୟକଙ୍କ ପୁଅ: ସୁଇସାଇଡ୍ ନୋଟ୍ରେ ଲେଖିଲେ…
ଭୋପାଳ,୧୨।୧୧:ମଧ୍ୟପ୍ରଦେଶର ଜବଲପୁରରେ ଏକ ଅଭାବନୀୟ ଘଟଣା ଘଟିଛି। କଂଗ୍ରେସ ବିଧାୟକ ସଞ୍ଜୟ ଯାଦବଙ୍କ ୧୭ ବର୍ଷୀୟ ପୁଅ ବିଭବ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି। ଏହାପୂର୍ବରୁ ଏକ ସୁଇସାଇଡ୍ ନୋଟ୍ ଲେଖି ୫ ଜଣଙ୍କୁ ପଠାଇଥିଲେ। ସୂଚନାଯୋଗ୍ୟ, ବିଭବ ଯୁକ୍ତ…
Archives


