ସୋନୋଓ୍ବାଲ, ମୁରୁଗାନ୍ ହେଲେ ରାଜ୍ୟ ସଭା ପ୍ରାର୍ଥୀ
ନୂଆଦିଲ୍ଲୀ,୧୮।୯: ଆସାମ ଓ ମଧ୍ୟପ୍ରଦେଶରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ଲାଗି ଭାଜପା ଶନିବାର କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଏବଂ ଏଲ୍. ମୁରୁଗାନଙ୍କୁ ପ୍ରାର୍ଥୀ କରିଛି। ଜୁଲାଇ ୭ରେ କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ବେଳେ ଉଭୟଙ୍କୁ ମନ୍ତ୍ରୀ କରାଯାଇଥିଲା। ପଶ୍ଚିମବଙ୍ଗ,…
ରାଜସ୍ଥାନରେ ବାଲ୍ୟ ବିବାହକୁ ଅନୁମତି
ଜୟପୁର,୧୮।୯: ଅନିବାର୍ଯ୍ୟ ବିବାହ ପଞ୍ଜୀକରଣ ସଂଶୋଧନ ବିଲ୍ ୨୦୨୧ ଶନିବାର ରାଜସ୍ଥାନ ବିଧାନସଭାରେ ବାଚନିକ ଭୋଟ୍ରେ ପାରିତ ହୋଇଛି। ଏହି ବିିଲ୍ରେ ୧୮ ବର୍ଷରୁ କମ୍ ଯୁବତୀ ଓ ୨୧ ବର୍ଷରୁ କମ ଯୁବକଙ୍କୁ ବିବାହ କରିବାକୁ ପରୋକ୍ଷ ଭାବେ ଅନୁମତି…
ବିଧାୟକ ଦଳର ବୈଠକ ଶେଷ, ସୋନିଆ ସ୍ଥିର କରିବେ କିଏ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ଼,୧୮ ।୯: ପଞ୍ଜାବ କଂଗ୍ରେସ ବିଧାୟକ ଦଳର ବୈଠକ ଶେଷ ହୋଇଛି । ଶନିବାର ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ଏହି ବୈଠକ ବସିଥିଲା । ଏଥିରେ ଦୁଇଟି ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାସ୍ କରାଯାଇଛି…
କରୋନା ଟିକା ନେବାକୁ ମନା କରିବାରୁ ଘରର ବିଜୁଳି କାଟିଦେଲେ, ଅଭିଯୋଗ ଆଣିଲେ ପରିବାର ଲୋକେ
ଭୋପାଳ,୧୮ା୯: ବଡ଼ଓ୍ବାନିରେ କରୋନା ଟିକାକରଣକୁ ନେଇ ପ୍ରଶାସନ ନାମରେ ଏକ ବଡ଼ ଅଭିଯୋଗ ହୋଇଛି। ଟିକାକରଣର ମହାଭିଯାନରେ ଶୁକ୍ରବାର ବଡ଼ଓ୍ବାନିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାକାର ପୂଜା ଷ୍ଟେଟ୍ କଲୋନୀରେ ରହୁଥିବା ଓ୍ବାହିଦ୍ ଖାନ୍ଙ୍କ ପରିବାର ସଦସ୍ୟ ଟିକା…
‘ଦଳ ମୋତେ ଅପମାନିତ କରିଛି’
ଚଣ୍ଡିଗଡ଼,୧୮।୯: ବହୁ ବାଦବିବାଦ ପରେ ଶେଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶନିବାର ଇସ୍ତଫା ଦେଇଛନ୍ତି। ଇସ୍ତଫା ପରେ ଅମରିନ୍ଦର ଗଣମାଧ୍ୟମକୁ କହିଛନ୍ତି, ସକାଳେ ସୋନିଆ ଗାନ୍ଧୀଙ୍କ ସହ କଥା ହୋଇଥିଲି। ଆଲୋଚନା ବେଳେ ଗତ କିଛି ମାସ ମଧ୍ୟରେ…
ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଜାଖଡଙ୍କୁ ମିଳିପାରେ ଏହି ସ୍ଥାନ
ଚଣ୍ଡିଗଡ଼,୧୮ ।୯: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । ପ୍ରଥମେ କ୍ରିକେଟର ତଥା ପଞ୍ଜାବର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ସହ ବାଦ ବିବାଦ ପରେ…
ଇସ୍ତଫା ଦେବେ କ୍ୟାପଟେନ ଅମରିନ୍ଦର ସିଂ!
ଚଣ୍ଡିଗଡ଼,୧୮ ।୯: ପଞ୍ଜାବ କଂଗ୍ରେସର ଫାଟ ଏବେ ପର୍ଯ୍ୟନ୍ତ ପୂରଣ ହେବା ଦେଖାଯାଉନାହିଁ । ଶନିବାର ବିଧାୟକ ଦଳର ବୈଠକ ବସିବା ପରେ ସେଠାକାର ରାଜନୀତି ଆହୁରି ସରଗରମ ହୋଇଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଦଳ ଛାଡିବା ନେଇ…
ବାବୁଲ ସୁପ୍ରିୟୋ ଡେଇଁଲେ ବାଡ଼, ଟିଏମ୍ସିରେ ସାମିଲ୍…
କୋଲକାତା,୧୮।୯: ଭାଜପାର ଆସାନସୋଲ ଆସନର ଲୋକ ସଭା ଏମ୍ପି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ବାଡ଼ ଡେଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍ସି)ରେ ସାମିଲ ହୋଇଛନ୍ତିି। ଏନେଇ ତୃଣମୂଳର ଟୁଇଟର ହ୍ୟାଣ୍ଡେଲରେ ସୂଚନା ପ୍ରଦାନ କରାଯାଇଛି।…
କରମା ଡାଳ ବିସର୍ଜନ ବେଳେ ଅଘଟଣ, ୭ ବାଳିକାଙ୍କର ମୃତ୍ୟୁ…
ଲାଟେହାର,୧୮।୯: କରୋନା ଡାଳ ବିସର୍ଜନ ସମୟରେ ଅଘଟଣ ଘଟିଛି। ୭ ବାଳିକାଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ଝାଡ଼ଖଣ୍ଡର ଲାଟେହାର ଜିଲାର ବାଲୁମାଥ ଅଞ୍ଚଳର ଶେରେଗଡା ଗାଁର ମନନ୍ଦୀ ଟୋଲାରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସ୍ଥାନୀୟ ପୋଲିସ ଷ୍ଟେସନ ପକ୍ଷରୁ…
ସୋନୁଙ୍କ ବିରୋଧରେ ୨୦ କୋଟି ଆୟକର ଫାଙ୍କିବା ଅଭିଯୋଗ …
ମୁମ୍ବାଇ,୧୮।୯: ବଲିଉଡ୍ ଅଭିନେତା ସୋନୁସୁଦ୍ଙ୍କ ବିରୋଧରେ ଆୟକର ବିଭାଗ ପକ୍ଷରୁ ଅଭିଯୋଗ ଅଣାଯାଇଛି। ସୋନୁ ୨୦ କୋଟି ଟଙ୍କାର ଆୟକର ଫାଙ୍କିଥିବା କୁହାଯାଉଛି। ନିଜ ଆୟ ଲୁଚାଇବା ପାଇଁ ସୋନ୍ୁ ବିଭିନ୍ନ ନକଲି କମ୍ପାନୀରୁ ଅସୁରକ୍ଷିତ ଋଣ ଆଣିଥିବା ଆୟକର ବିଭାଗ…
ରେକର୍ଡ ଟିକାକରଣ ନେଇ କଂଗ୍ରେସକୁ ଆସିଛି ଜ୍ୱର, ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ…
ନୂଆଦିଲ୍ଲୀ,୧୮।୯: ଦେଶରେ ରେକର୍ଡ ଟିକାକରଣ ନେଇ କଂଗ୍ରେସକୁ ଜ୍ୱର ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡ଼ିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଗୋଆର କରୋନା ଯୋଦ୍ଧାଙ୍କ ସହିତ ଆଲୋଚନା ସମୟରେ ଏଭଳି କହିଛନ୍ତି। ସେ କାହାର ନାମ ନେଇ କଂଗ୍ରେସ ଉଦ୍ଦେଶ୍ୟରେ…
ଡ୍ରୋନ୍ ଆକ୍ରମଣର କଡ଼ା ଜବାବ ଦେବ ସେନା, ୪୬୦ ଯବାନଙ୍କୁ ତାଲିମ…
ଶ୍ରୀନଗର,୧୮।୯: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ମଧ୍ୟରେ ଥିବା ଏଲ୍ଓସିରେ ଏବେ ଆଉ ସୀମା ପାର ଡ୍ରୋନ୍ ଆକ୍ରମଣର କଡ଼ା ଜବାବ ଦେବାକୁୁ ଭାରତୀୟ ସେନା ପ୍ରସ୍ତୁତ ହୋଇ ସାରିଛି। ଶନିବାର ଡ୍ରୋନ୍ ଆକ୍ରମଣର ମୁକାବିଲା ପାଇଁ ଆବଶ୍ୟକ ତାଲିମ ନେବା ଲାଗି…
Archives


