ଜାତୀୟ

ୟୁପି ବିଜୟ ଲକ୍ଷ୍ୟ, ଭାଜପାର ୧୦୦ ଦିନର ପ୍ରଚାର କାର୍ଯ୍ୟକ୍ରମ…

ଲକ୍ଷ୍ନୌ,୧୧।୧୧: ଆସନ୍ତା ୨୦୨୨ରେ ଉତ୍ତରପ୍ରଦେଶ(ୟୁପି )ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ଭାଜପା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ବାଚନ ଲାଗି ଭାଜପା ପକ୍ଷରୁ ୧୦୦ ଦିନର ସ୍ବତନ୍ତ୍ର ପ୍ରଚାର କାର୍ଯ୍ୟକ୍ରମ ରଖାଯାଇଛି। ୟୁପି ବିଜୟ ଲକ୍ଷ୍ୟ ପାଇଁ ପ୍ରଧାନମନ୍ତ୍ରୀ…

ଏନ୍‌ସିବି ଡିଜି ହେଲେ ବରିଷ୍ଠ ଆଇପିଏସ୍‌ ସତ୍ୟନାରାୟଣ ପ୍ରଧାନ

ନୂଆଦିଲ୍ଲୀ,୧୧।୧୧: ବରିଷ୍ଠ ଆଇପିଏସ୍‌ ସତ୍ୟନାରାୟଣ ପ୍ରଧାନ ଏନସିବି ଡିଜି ଭାବେ ନିଯୁକ୍ତ ହେଇଛନ୍ତି। ପୂର୍ବରୁ ସେ ଏନ୍‌ସିବିର ଅତିରିକ୍ତ ଦାୟିତ୍ୱରେ ଥିଲେ। ଏବେ ସରକାର ସତ୍ୟ ନାରାୟଣଙ୍କୁ ୨୦୨୪ ଯାଏ ନିୟମିତ ନିଯୁକ୍ତି ଦେଇଛନ୍ତି। ସେ ପରବର୍ତ୍ତୀ ଆଦେଶ କିମ୍ବା ଅବସର…

ଏଣିକି ମୃତ ଅଭିଭାବକଙ୍କ କୋଟାରେ ବିବାହିତ ଝିଅ ପାଇବେ ଚାକିରି

ଲକ୍ଷ୍ନୌ,୧୧।୧୧: ଉତ୍ତରପ୍ରଦେଶ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମୃତ ସରକାରୀ କର୍ମଚାରୀଙ୍କ ବିବାହିତ ଝିଅ ମଧ୍ୟ ସରକାରୀ ଚାକିରି ପାଇବାକୁ ଯୋଗ୍ୟ ବିବେଚିତ ହେବେ। ମୃତ ଅଭିଭାବକଙ୍କ କୋଟାରେ ବିବାହିତ ଝିଅଙ୍କୁ ଥଇଥାନ କରାଯିବ। ଏ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୧୦ ଜୀବନ

ଦିସପୁର,୧୧।୧୧: କାରିମଙ୍ଗଜ ଜିଲା ଆସାମ-ତ୍ରିପୁରା ଜାତୀୟ ରାଜପଥ ନଂ-୮ ରେ ଗୁରୁବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଅଟୋ ରିକ୍ସା ଓ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ…

ମାଲଗାଡ଼ିର ୨୧ ବଗି ଓଲଟିଲା…

ଲକ୍ଷ୍ନୌ,୧୧।୧୧: ଉତ୍ତରପ୍ରଦେଶର ଜୈନପୁର ଜିଲାରେ ଗୁରୁବାର ସକାଳେ ଶ୍ରୀକୃଷ୍ଣ ନଗର ରେଳ ଷ୍ଟେସନ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସୁଲତାନପୁରରୁ ଉଦଗପୁର ଘାଟପୁର ନିକଟ ମୁଗଲସରାଇ ଅଭିମୁଖେ ଯାଉଥିବା ଏକ ମାଲଗାଡ଼ିର ୨୧ ଟି ବଗି ଓଲଟି ପଡିଛି। ଏହି…

ପ୍ରେମିକାଙ୍କ ଶରୀରରେ ୧୮ ଥର ଛୁରି ଭୁସିଲେ ପ୍ରେମିକ

ହାଇଦ୍ରାବାଦ,୧୧।୧୧: ତେଲେଙ୍ଗାନାର ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ବିବାହ ପାଇଁ ରାଜି ନ ହେବାରୁ ପ୍ରେମିକାଙ୍କୁ ଛୁରି ଭୁସି ହତ୍ୟା ଉଦ୍ୟମ କରିଛନ୍ତି। ଯୁବକ ଜଣଙ୍କ ଏତେ ରାଗି ଥିଲେ ଯେ, ପ୍ରେମିକାଙ୍କୁ ୧୮ଥର ଛୁରି…

ଖୁସି ଖବର, ବଜାରରେ ମିଳିବ ମେଡ୍‌ ଇନ୍‌ ଇଣ୍ଡିଆ ଆଣ୍ଟି କରୋନା କ୍ୟାପସୁଲ୍‌…

ନୂଆଦିଲ୍ଲୀ,୧୧।୧୧: ଖୁସି ଖବର। ଏବେ ବଜାରରେ ମେଡ୍‌ ଇନ୍‌ ଇନ୍‌ ଇଣ୍ଡିଆ ଆଣ୍ଟି କରୋନା କ୍ୟାପସୁଲ୍‌ ମିଳିବ। ଖୁବ୍‌ ଶୀଘ୍ର ଏହାର ବ୍ୟବହାର ଲାଗି ଅନୁମତି ପ୍ରଦାନ କରାଯିବ। ଏହାଦ୍ୱାରା କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଭାରତ ଆଉ ଏକ ନୂଆ…

ନାକରେ ନେବାକୁ ପଡ଼ିବ କୋଭାକ୍ସିନ୍‌ ବୁଷ୍ଟର ଡୋଜ୍‌…

ନୂଆଦିଲ୍ଲୀ,୧୧।୧୧: ଭାରତ ବାୟୋଟେକର ମୁଖ୍ୟ ତଥା ଭାରତର ପ୍ରଥମ ଆଣ୍ଟି-କରୋନାଭାଇରସ ଟିକା କୋଭାକ୍ସିନ’ର ବିକାଶକାରୀ କୃଷ୍ଣ ଏଲ୍ଲା କହିଛନ୍ତି ଯେ କୋଭିଡ -୧୯ ଟିକାର ଦ୍ୱିତୀୟ ଡୋଜ୍‌ର ୬ ମାସ ପରେ ତୃତୀୟ ଡୋଜ ଦିଆଯିବା ଉଚିତ। ତେବେ ତୃତୀୟ ଡୋଜ୍‌…

୨୬୬ ଦିନ ପରେ ସକ୍ରିୟ ମାମଲା ସର୍ବନିମ୍ନ…

ନୂଆଦିଲ୍ଲୀ,୧୧।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୩ ହଜାର ୯୧ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ…

ଚାଇନା ନାଗରିକଙ୍କୁ ଇ-ଭିଜା ମନା, ତାଲିକାରୁ ବ୍ରିଟେନ୍‌-କାନାଡ଼ା-ସୌଦି ବାହାର…

ନୂଆଦିଲ୍ଲୀ,୧୧।୧୧: ସୀମାରେ ଜିଦଖୋର ତଥା ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଥିବା ଚାଇନାକୁ ଭାରତନିଜ ଭାଷାରେ ଜବାବ ଦେଇଛି। ଏହା ଦ୍ୱାରା ଚାଇନାକୁ ବଡ଼ ଝଟ୍‌କା କିନ୍ତୁ ନୀରବ ଭାବେ ଲାଗିବ। ଭାରତ ୧୫୨ ଦେଶ ପାଇଁ ଇ-ଭିଜା ସୁବିଧା ପୁଣି ଆରମ୍ଭ…

ଆତଙ୍କବାଦୀଙ୍କ ମାଟି ହୋଇପାରିବନି ଆଫଗାନ୍‌

ନୂଆଦିଲ୍ଲୀ, ୧୧।୧୧(ପି.ଟି.): ଆତଙ୍କବାଦୀ ସୃଷ୍ଟି ଲାଗି ଆଫଗାନିସ୍ତାନର ମାଟିକୁ ବ୍ୟବହାର କରିବାକୁ ଦିଆଯିବ ନାହିଁ। ନୂଆଦିଲ୍ଲୀରେ ବୁଧବାର ଭାରତ ସମେତ ୮ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ)ଙ୍କ ବୈଠକ ପରେ ମିଳିତ ଘୋଷଣାନାମାରେ ଏହା କୁହାଯାଇଛି। ଆଲୋଚନାରେ ଭାରତର ଏନ୍‌ଏସ୍‌ଏ…

ପୁଣି ଆରମ୍ଭ ହେବ ଏମ୍‌ପିଲାଡ୍‌

ନୂଆଦିଲ୍ଲୀ, ୧୧।୧୧(ପି.ଟି.): କୋଭିଡ୍‌-୧୯ ମହାମାରୀ ଯୋଗୁ ବନ୍ଦ କରିଦିଆଯାଇଥିବା ଏମ୍‌ପିମାନଙ୍କ ଆଞ୍ଚଳିକ ବିକାଶ ଯୋଜନା (ଏମ୍‌ପିଲାଡ୍‌)କୁ ପୁନର୍ବାର କାଏମ ଓ ଜାରି ରଖିବା ଲାଗି ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷର ଅବଶିଷ୍ଟ ସମୟ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri