ପ୍ରଦୂଷିତ ସହର ତାଲିକା ଶୀର୍ଷରେ ଦିଲ୍ଲୀ, ଶ୍ରେଷ୍ଠ ୧୦ରେ ଭାରତର ୩ ସହର…
ନୂଆଦିଲ୍ଲୀ,୧୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ସହିତ ଏବେ ବାୟୁ ପ୍ରଦୂଷଣ ମଧ୍ୟ ବଢିଚାଲିଛି। ରାଜଧାନୀ ଦିଲ୍ଲୀର ସ୍ଥିତି ସଙ୍କଟ ଜନକ ରହିଛି। ନିଶ୍ୱାସ ନେବାକୁ ମଧ୍ୟ ଲୋକଙ୍କୁ କଷ୍ଟ ହେଉଛି। ଏପରିସ୍ଥଳେ ପୃଥିବୀର ବାୟୁର ଗୁଣବତ୍ତା ଉପରେ ନଜର ରଖୁଥିବା…
ଆତଙ୍କବାଦୀ ଆକ୍ରମଣ, କମାଣ୍ଡିଂ ଅଫିସର ଶହୀଦ୍…
ସୂରଜଚାନ୍ଦପୁର,୧୩।୧୧: ମଣିପୁରର ସୁରଜଚାନ୍ଦପୁର ଜିଲାରେ ଏକ ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍ସର କମାଣ୍ଡିଂ ଅଫିସର ଏବଂ ତାଙ୍କ ପରିବାର ସଦସ୍ୟ ଶହୀଦ୍ ହୋଇଛନ୍ତି। ସିଙ୍ଗନଗଟ ସବଡିଭିଜନର ଏସ ସେହକେନ ଗ୍ରାମ ନିକଟରେ ଏହି ଆକ୍ରମଣ ହୋଇଛି। କଲୋନେଲ ବିପ୍ଲବ ତ୍ରିପାଠୀ (ସିଓ-୪୬…
ତୁଷାରପାତ ପୂର୍ବରୁ ଅନୁପ୍ରବେଶ ପାଇଁ ଷଡ଼ଯନ୍ତ୍ର, ପାକିସ୍ତାନ ସହ ହାତ ମିଳାଇଛି ଚାଇନା…
ଶ୍ରୀନଗର,୧୩।୧୧: ଜମ୍ମୁ-କଶ୍ମୀରରେ ଶୀତଦିନେ ହେଉଥିବା ତୁଷାରପାତ ସୁଯୋଗ ନେଇ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ ଷଡ଼ଯନ୍ତ୍ର ରଚିଛନ୍ତି। ଏନେଇ ପାକିସ୍ତାନ ସହିତ ଚାଇନା ହାତ ମିଳାଇଛି। ବରଫପାତ ପୂର୍ବରୁ ଚାଇନାର ପିଏଲ୍ଏ ଏବଂ ପାକିସ୍ତାନୀ ସୈନ୍ୟବାହିନୀ ମିଳିତ ଭାବେ ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ…
ଭାଜପା-ଆର୍ଏସ୍ଏସ୍କୁ ସାଂପ୍ରଦାୟିକ ସଙ୍ଗଠନ ବୋଲି କହିଲେ ମୁଫତି, ଧର୍ମ ନାରେ କରୁଛନ୍ତି ହିଂସା
ଜମ୍ମୁ,୧୩ ।୧୧: ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(ପିଡିପି) ମୁଖ୍ୟ ମେହେବୁବା ମୁଫତି ଶନିବାର ଜମ୍ମୁ-କଶ୍ମୀର ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହି ସମୟରେ ସେ କହିଛନ୍ତି କି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍ଏସ୍) ଓ ଭାରତୀୟ ଜନତା ପାର୍ଟି(ଭାଜପା) ଦେଶରେ…
ତ୍ରିପୁରା ତାତିି ମହାରାଷ୍ଟ୍ର ପହଞ୍ଚିଲା…
ଅମରାବତୀ,୧୩।୧୧: ତ୍ରିପୁରାର ସାମ୍ପ୍ରଦାୟିକ ହିଂସାର ତାତି ଏବେ ମହାରାଷ୍ଟ୍ରରେ ପହଞ୍ଚିଛି। ଶନିବାର ତ୍ରିପୁରା ହିଂସାକୁ ନେଇ ଅମରାବତୀ, ନାସିକ୍ ଏବଂ ନନ୍ଦେଦ୍ ଜିଲାରେ ଉତ୍ତେଜଚନା ଦେଖାଦେଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଛି। ସୂଚନାନୁସାରେ, ଅମରାବତୀରେ…
ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀରେ ଯୋଗ ଦେଲେ ଶାହ
ଲକ୍ଷ୍ନୌ,୧୩ ।୧୧: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କର ଦୁଇ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଶନିବାର ବାରାଣସୀରେ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ କହିଛନ୍ତି ଦେଶରେ ହିନ୍ଦୀ ଓ…
ଜମ୍ମୁ-କଶ୍ମୀରରେ ୩୮ ପାକିସ୍ତାନୀ ଆତଙ୍କବାଦୀ, ଗୋଇନ୍ଦା ରିପୋର୍ଟ…
ଶ୍ରୀନଗର,୧୩।୧୧: ଜମ୍ମୁ-କଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀମାନେ ଶାନ୍ତି ଭଙ୍ଗ କରିବାକୁ କ୍ରମାଗତ ଷଡଯନ୍ତ୍ର କରୁଛନ୍ତି। ଟାର୍ଗେଟ କିଲିଂ ଠାରୁ ଆରମ୍ଭ କରି ଯୁବକମାନଙ୍କୁ ପ୍ରତାରଣା କରି ଆତଙ୍କବାଦ ପଥରେ ଠେଲିଦେବା ଯୋଜନା ଜାରି ରଖିଛନ୍ତି। ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ଜାରି ହୋଇଥିବା…
ରାଜଧାନୀରେ ୨ ଦିନିଆ ଲକଡାଉନ୍ ପାଇଁ ସୁପ୍ରିମ୍କୋର୍ଟଙ୍କ ପରାମର୍ଶ…
ନୂଆଦିଲ୍ଲୀ,୧୩।୧୧: ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ପ୍ରଧାନ ବିଚାରପତି ଏନ୍.ଭି. ରମନା ପରାମର୍ଶ ଦେଇଛନ୍ତି ଯେ, କେନ୍ଦ୍ର ସରକାର ରାଜଧାନୀ ଦିଲ୍ଲୀରେ ୨ ଦିନିଆ ଲକଡାଉନ୍ ଘୋଷଣା ପାଇଁ ବିଚାର କରିବା…
ସ୍ବାସ୍ଥ୍ୟ ସେବା ବିକାଶ ପାଇଁ ୧୯ ରାଜ୍ୟକୁ ୮,୪୫୩.୯୨ କୋଟି, ବିହାରକୁ ସର୍ବାଧିକ…
ନୂଆଦିଲ୍ଲୀ,୧୩।୧୧: ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯ ରାଜ୍ୟକୁ ୮,୪୫୩.୯୨ କୋଟି ଅନୁଦାନ ପ୍ରଦାନ କରାଯାଇଛି। ୧୯ଟି ରାଜ୍ୟର ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ବିକଶିତ ସ୍ବାସ୍ଥ୍ୟ ସେବା ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି…
୫ ଶହ ଟପିଲା ଦୈନିକ ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ,୧୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଦୈନିକ ମୃତ୍ୟୁ ସଂଖ୍ୟା ୫ ଶହ ଟପିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୧ ହଜାର ୮୫୦ ରେ…
ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର
ନୂଆଦିଲ୍ଲୀ, ୧୩।୧୧: କଳାହାଣ୍ଡି ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଏବଂ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଓଡ଼ିଶା ଯୁବକଂଗ୍ରେସ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛି। ହତ୍ୟା…
ଫେରିଲା ହିନ୍ଦୁତ୍ୱ ବିବାଦ
ନୂଆଦିଲ୍ଲୀ/ଓ୍ବାର୍ଦ୍ଧା/ସମ୍ଭଲ,୧୩।୧୧: ଅଯୋଧ୍ୟା ଉପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦଙ୍କ ପୁସ୍ତକକୁ ନେଇ ଅଡ଼ୁଆରେ ପଡ଼ିଥିବା କଂଗ୍ରେସ ଏବେ ସଫେଇ ଦେବାରେ ଲାଗିଛି। ୬୮ ବର୍ଷୀୟ ଖୁର୍ସିଦ ‘ସନ୍ରାଇଜ୍ ଓଭର ଅଯୋଧ୍ୟା: ନେଶନହୁଡ୍ ଇନ୍ ଆଓ୍ବାର ଟାଇମ୍ସ’ରେ ହିନ୍ଦୁତ୍ୱକୁ ଆଇଏସ୍ ଏବଂ ବୋକୋ…
Archives


