ମିସ୍‌ଡ କଲରେ ମିଳିବ ଗ୍ୟାସ

ଭୁବନେଶ୍ୱର,୧୩|୧୨: ବର୍ତ୍ତମାନ ଏଲ୍‌ପିଜି ସିଲିଣ୍ଡର ବୁକିଂ ପାଇଁ ଦେଶର ପ୍ରମୁଖ ଇନ୍ଧନ ବିପଣନ (ଗ୍ୟାସ୍‌) କମ୍ପାନୀ ବିଭିନ୍ନ ପ୍ରକାରର ସହଜ ସୁବିଧା ସେବା ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଇଛନ୍ତି। କମ୍ପାନୀର କାରବାର ବୃଦ୍ଧି ପାଇଁ ଏଭଳି ନିଷ୍ପତ୍ତି ସହ ଗ୍ୟାସ୍‌ ସିଲିଣ୍ଡର ବୁକ୍‌ କରିବାକୁ ଗ୍ରାହକଙ୍କୁ କେବଳ ଏକ ମିସ୍‌ଡ କଲ୍‌ ଦେବାକୁ ପଡିବ। ଏଲ୍‌ପିଜି ସିଲିଣ୍ଡର ବୁକିଂ ଠିକଣାରେ ପହଞ୍ଚିଯିବ ବୋଲି କମ୍ପାନୀଗୁଡିକ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନତାଙ୍କ ଅର୍ଥରେ ବନ୍ଧୁଙ୍କୁ ଫଣ୍ଡିଂ କରିଛନ୍ତି ମୋଦି: ଖର୍ଗେ

ନୂଆଦିଲ୍ଲୀ,୧୨ ।୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଶାସନ କ୍ଷମତାକୁ ଆସିବା ପରେ ମୋଦି...

ଆଖିରେ ପଟି ବାନ୍ଧି ୫ ସେକେଣ୍ଡ୍‌ରେ ପିଆଜ କାଟୁଛନ୍ତି ଯୁବକ

ମୁମ୍ବାଇ,୨ା୧୦: ମହାରାଷ୍ଟ୍ରର ଜଣେ ଯୁବକ ଆଖିରେ ପଟି ବାନ୍ଧି ପିଆଜ କାଟି ପକାଉଛନ୍ତି। ଓ୍ବାଶିମ ଜିଲାର ସେଲୁ ବଜାରରେ ରହୁଥିବା ଜିତେଶଙ୍କ ଏପରି ଅଭିନବ କାମ...

୬ ପୋଲିସ ଅଧିକାରୀଙ୍କ ନାଁରେ ହତ୍ୟା ମାମଲା

ଲକ୍ଷ୍ନୌ,୭।୧: କାନପୁର ବ୍ୟବସାୟୀ ମନୀଷ ଗୁପ୍ତାଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ୬ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି। ଗତବର୍ଷ ସେପ୍ଟେମ୍ବରରେ...

ଦେଶ ମଧ୍ୟରେ ଉଡ଼ାଣ ଲାଗି ବିମାନ ଭଡ଼ା ବୃଦ୍ଧି

ନୂଆଦିଲ୍ଲୀ: ଦେଶ ମଧ୍ୟରେ ଉଡ଼ାଣ ଲାଗି ବିମାନ ଭଡ଼ାରେ ୩୦% ଯାଏ ବୃଦ୍ଧି ହୋଇଛି। ବିଭିନ୍ନ ରୁଟ୍‌ରେ ଯାତ୍ରା ଲାଗି ସରକାର ସର୍ବନିମ୍ନ ଏବଂ ସର୍ବୋଚ୍ଚ...

କୋଇଲାରେ ୧୦୦% ଏଫ୍‌ଡିଆଇକୁ ବିରୋଧ;୨୪ରେ ୪ ଟ୍ରେଡ ୟୁନିୟନର ଧର୍ମଘଟ ଡାକରା

କୋଲକାତା,୭-୯: କେନ୍ଦ୍ର ସରକାର କୋଇଲ ଖଣି ସେକ୍ଟରରେ ୧୦୦ ପ୍ରତିଶତ ଫରେନ୍‌ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ(ଏଫ୍‌ଡିଆଇ) ବା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କରାଯିବାକୁ ଘୋଷଣା କରିଛନ୍ତି। ଏହାକୁ...

ରାମ ଜନ୍ମଭୂମିକୁ ବୋମାରେ ଉଡ଼ାଇଦେବାକୁ ଧମକ

ଅଯୋଧ୍ୟା,୨।୨: ଉତ୍ତରପ୍ରଦେଶ ଅଯୋଧ୍ୟାର ରାମ ଜନ୍ମଭୂମିକୁ ବୋମାରେ ଉଡ଼ାଇଦେବାକୁ ମିଳିଛ ଧମକ। ରାମ ଜନ୍ମଭୂମିର ୟୋଲୋ ଜୋନ ଅଞ୍ଚଳ ସ୍ଥିତ ରାମଲାଲା ସଦନରେ ରହୁଥିବା ମନୋଜ...

ଷ୍ଟାଲିନ୍‌ ପୁଣି ଡିଏମକେ ଅଧ୍ୟକ୍ଷ…

ଚେନ୍ନାଇ,୯।୧୦ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଦ୍ୱିତୀୟ ଥର ପାଇଁ ଦ୍ରାବିଡା ମୁନ୍ନେତ୍ରା କାଜଗାମ (ଡିଏମକେ) ଦଳର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ରବିବାର...

ଏଫ୍‌ଡିଆଇ ନୀତି କୋହଳ, ଆଖୁ ଚାଷୀଙ୍କୁ ସହାୟତା

ନୂଆଦିଲ୍ଲୀ,୨୯-୮: ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ(ଏଫ୍‌ଡିଆଇ) ବୃଦ୍ଧି ପାଇଁ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବୁଧବାର ଏଫ୍‌ଡିଆଇ ନୀତିକୁ କୋହଳ କରିଛନ୍ତି।...

Advertisement
Archives

Model This Week