ଚାଇନା ସବୁଠୁ ବଡ଼ ବିପଦ: ସିଡିଏସ୍
ନୂଆଦିଲ୍ଲୀ, ୧୩।୧୧: ଭାରତର ସୁରକ୍ଷା ପ୍ରତି ଚାଇନା ସବୁଠୁ ବଡ଼ ବିପଦ ଭାବେ ଉଭା ହୋଇଛି। ସେଥିପାଇଁ ଗତବର୍ଷ ଚାଇନା ସୀମାକୁ ଭାରତ ହଜାର ହଜାର ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ପଠାଇଥିଲା। ବିଶ୍ୱାସର ଅଭାବ ସାଙ୍ଗକୁ ସନ୍ଦେହ ବଢ଼ୁଥିବାରୁ ଭାରତ-ପାକ୍ ସୀମା…
କଳାହାଣ୍ଡି ଏସ୍ପିଙ୍କୁ ରିପୋର୍ଟ ମାଗିଲେ ଏନ୍ସିପିସିଆର୍
ନୂଆଦିଲ୍ଲୀ, ୧୩।୧୧: କଳାହାଣ୍ଡିର ସନ୍ସାଇନ ପବ୍ଲିକ୍ ସ୍କୁଲ୍ର ନାବାଳିକା ଛାତ୍ରୀମାନଙ୍କୁ ଯୌନ ଶୋଷଣ କରାଯିବା ଅଭିଯୋଗର ତୁରନ୍ତ ତଦନ୍ତ କରି ୩ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ଲାଗି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଏନ୍ସିପିସିଆର୍) କଳାହାଣ୍ଡି ଏସ୍ପିଙ୍କୁ…
୧୨ କ୍ରୀଡାବିତ ପାଇବେ ମେଜର ଧ୍ୟାନଚାନ୍ଦ ପୁରସ୍କାର
ନୂଆଦିଲ୍ଲୀ,୧୩।୧୧: କ୍ରୀଡାବିତଙ୍କୁ ଜାତୀୟ କ୍ରୀଡା ପୁରସ୍କାର ୨୦୨୧ ଶନିବାର ପ୍ରଦାନ କରାଯିବ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରିବେ। ଏ ବର୍ଷ ୧୨ ଜଣ କ୍ରୀଡାବିତଙ୍କୁ ମେଜର ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯିବ।…
ବିଶ୍ୱର ପ୍ରଦୂଷିତ ସହର ତାଲିକାରେ ଉପରେ ଦିଲ୍ଲୀ, ଟପ୍ ୧୦ରେ ଦେଶର ୩ ସହର
ନୂଆଦିଲ୍ଲୀ,୧୩ ।୧୧: ଗତ କିଛି ବର୍ଷ ହେବ ବାୟୁ ପ୍ରଦୂଷଣ ଏକ ବଡ ସମସ୍ୟା ହୋଇ ଦେଖାଦେଇଛି । ନଡା, ବାଣ, ଫ୍ୟାକ୍ଟ୍ରି ଓ ବଢି ଚାଲିଥିବା ଯାନବାହାନ ଯୋଗୁ ଏହି ସମସ୍ୟା ବୃଦ୍ଧି ପାଉଥିବା କୁହାଯାଉଛି । ଦିଲ୍ଲୀ ଏନ୍ସିଆର୍ରେ…
ଜାନୁୟାରୀ ୨୬ ହିଂସାରେ ଗିରଫ ହୋଇଥିବା କୃଷକଙ୍କୁ ମିଳିବ ୨ଲକ୍ଷ ଟଙ୍କା
ଚଣ୍ଡିଗଡ଼,୧୩ ।୧୧: ପଞ୍ଜାବ ସରକାର କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଏକ ବଡ ଘୋଷଣା କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି କହଛନ୍ତି ଚଳିତବର୍ଷ ୨୬ ଜାନୁୟାରୀରେ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଥିବା ପଞ୍ଜାବର ସମସ୍ତ ୮୩…
ପୁରୁଣା ଟିକେଟ ଦାମରେ ଚାଲିବ ୧୭୦୦ ଟ୍ରେନ୍, ବନ୍ଦ ହେବ ଜେନରାଲ ଟିକେଟ
ନୂଆଦିଲ୍ଲୀ,୧୩ ।୧୧: କରୋନା ମହାମାରୀ ଯୋଗୁ ରେଗୁଲାର ଟ୍ରେନ୍ ବନ୍ଦ କରାଯାଇ କିଛି ସ୍ପେଶାଲ ଟ୍ରେନ୍ ଚାଲୁ କରାଯାଇଥିଲା । ଏବେ ପୁଣିଥରେ ସେସବୁ ରେଗୁଲାର ଟ୍ରେନ୍ ମଧ୍ୟରୁ ୧୭୦୦ଟ୍ରେନକୁ ଚଲାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । କରୋନା ନିୟନ୍ତ୍ରଣରେ ଥିବାରୁ…
ପଶୁଙ୍କ ଠାରୁ ପାଣିରେ ବ୍ୟାପୁଛି ନୂଆ ଭାଇରସ
ଥିରୁଭାନନ୍ତପୁରମ,୧୩।୧୧: କରୋନା ଭାଇରାସ ପରେ ଡରାଇଲାଣି ନୋରୋ ଭାଇରସ। ପଶୁଙ୍କ ଠାରୁ ପାଣି ଓ ଖାଦ୍ୟ ମାଧ୍ୟମରେ ବ୍ୟାପୁଥିବା ଏହି ଭାଇରସ କେରଳର ଓ୍ବେନାଡ ଜିଲାରେ ଚିହ୍ନଟ ହୋଇଛି। ଭାଇରସ ଦ୍ୱାରା ୧୩ ଜଣ ସଂକ୍ରମିତ ଥିବା ଜଣାପଡ଼ିବା ପରେ ଜିଲାରେ…
ଜରୁରୀକାଳିନ ସ୍ଥିତି ପାଇଁ ପ୍ରସ୍ତୁତ ହୁଅ
ନୂଆଦିଲ୍ଲୀ,୧୩।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଜିନତ ଧୂଆଁର ବଳୟ ଦିନକୁ ଦିନ ଅଧିକରୁ ଅଧିକ ଘନ ହେବାରେ ଲାଗିଛି। ତାପମାତ୍ର ଖସୁ ଥିବାରୁ ସ୍ଥିତି ଆହୁରି ଖରାପ ହୋଇପାରେ। ସେଥିଲାଗି ରାଜ୍ୟ ଓ ସ୍ଥାନୀୟ ପ୍ରଶାସନକୁ ଜରୁରୀକାଳିନ ସ୍ଥିତି ପାଇଁ ପ୍ରସ୍ତୁତି…
ଦୁର୍ଦ୍ଦାନ୍ତ ମାଓବାଦୀ ଦମ୍ପତି ଗିରଫ
ରାଞ୍ଚି,୧୨।୧୧: ସିପିଆଇ ମାଓବାଦୀ ସଙ୍ଗଠନର ଦ୍ୱିତୀୟ ସର୍ବୋଚ୍ଚ ନେତା ପ୍ରଶାନ୍ତ ବୋଷ ଏବଂ ତାଙ୍କ ସ୍ତ୍ରୀ ଶୀଲା ମାରାଣ୍ଡିଙ୍କୁ ଶୁକ୍ରବାର ଝାଡ଼ଖଣ୍ଡ ପୋଲିସ ଗିରଫ କରିଛି। ଦମ୍ପତିଙ୍କ ଗିରଫଦାରି ଉତ୍ତର ଭାରତରେ ମାଓବାଦୀ କ୍ୟାଡରଙ୍କ ମନୋବଳ ଓ ହିଂସାମତ୍କ କାର୍ଯ୍ୟକଳାପକୁ ପ୍ରଭାବିତ…
ପଞ୍ଜାବରେ ୧୦ ବିଧାୟକଙ୍କୁ ପ୍ରାର୍ଥୀ କଲା ଏଏପି
ଚଣ୍ଡିଗଡ଼,୧୨।୧୧: ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଆମ୍ ଆଦ୍ମୀ ପାର୍ଟି (ଏଏପି) । ୧୦ ବିଧାୟକଙ୍କୁ ଦଳୀୟ ଟିକେଟ ଦିଆଯାଇଛି। ପଞ୍ଜାବ ବିଧାନସଭାର ବିରୋଧୀ ଦଳ ନେତା ହରପାଲ ସିଂ…
ବଳାତ୍କାର ମାମଲାରେ ପୂର୍ବତନ ମନ୍ତ୍ରୀଙ୍କୁ ଆଜୀବନ ଜେଲ
ଲକ୍ଷ୍ନୌ,୧୨।୧୧: ପୂର୍ବତନ ଉତ୍ତରପ୍ରଦେଶ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତି ଓ ଅନ୍ୟ ଦୁଇ ଜଣଙ୍କୁ ଜଣେ ମହିଳାଙ୍କୁ ବଳାତ୍କାର କରିବା ମାମଲାରେ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ଦଣ୍ଡାଦେଶ ଶୁଣାଇଲା ବେଳେ ଗାୟତ୍ରୀ ପ୍ରଜାପତିଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତ ଅଶୋକ…
‘ସମ୍ପୂର୍ଣ୍ଣ ଭୁଲ କରିଛନ୍ତି କଙ୍ଗନା’
ମୁମ୍ବାଇ,୧୨।୧୧: ‘ଦେଶକୁ ଅସଲ ସ୍ବାଧୀନତା ୨୦୧୪ରେ ମିଳିଥିଲା। ୧୯୪୭ରେ ଦେଶକୁ ଭିକ୍ ମିଳିଥିଲା’। ଏଭଳି ବୟାନ ଦେବା ପରଠାରୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାଓ୍ବତ। ବିଭିନ୍ନ ରାଜନୈତିକ ଦଳ ଭଳି ତାଙ୍କ ଉପରୋକ୍ତ ମନ୍ତବ୍ୟକୁ ସମାଲୋଚନା…
Archives


