ଘୁଞ୍ଚିଲା ସ୍କୁଲ ଖୋଲିବା ତାରିଖ…
ଶିମଲା,୨୧।୯: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସରକାର ସ୍କୁଲ ଖୋଲିବା ତାରିଖକୁ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ପୂର୍ବରୁ ସେପ୍ଟେମ୍ବର ୨୧ରେ ସମସ୍ତ ସ୍କୁଲ ଖୋଲିବା ଲାଗି ଯୋଜନା…
କର୍ମଚାରୀ, କେୟାର ଟେକର ହୋଇ ପାରିବେନି ସମ୍ପତ୍ତି ମାଲିକ
ନୂଆଦିଲ୍ଲୀ,୨୧।୯: କୌଣସି ସମ୍ପତ୍ତିର ଦେଖାଣୁଣା କରୁଥିବା କର୍ମଚାରୀ ଅବା କେୟାର ଟେକର ଏହାର ମାଲିକ ହୋଇ ପାରିବେ ନାହିଁ। ସେମାନେ ଏହାର ରକ୍ଷାଣବେକ୍ଷଣ ଯେତେବର୍ଷ କଲେ ମଧ୍ୟ ଏହାର ମାଲିକାନା ତାଙ୍କୁ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍କୋର୍ଟ(ଏସ୍ସି)ଙ୍କ ପକ୍ଷରୁ…
କେଜରିୱାଲଙ୍କୁ ଟାର୍ଗେଟ କଲା କଂଗ୍ରେସ
ନୂଆଦିଲ୍ଲୀ,୨୧ ।୯: କିଛି ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ସବୁ ଦଳ ପ୍ରସ୍ତୁତ ହୋଇଗଲେଣି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ସମସ୍ତେ ଗୋଟିଏ ପରେ ଗୋଟିଏ ଘୋଷଣା କରି ଚାଲିଛନ୍ତି । ୨୦୨୨ରେ ଉତ୍ତରାଖଣ୍ଡରେ…
କୋଟିପତି କନଷ୍ଟେବଳ, ପାଖରେ ଏକାଧିକ ବିଳାସପୂର୍ଣ୍ଣ ବିଲ୍ଡିଂ…
ପାଟନା,୨୧।୯: ବିହାରରେ ସରକାର ଦୁର୍ନୀତି ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ ଜାରି ରଖିଛନ୍ତି। ଏବେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାଜ୍ୟ ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା କନଷ୍ଟେବଳ ନରେନ୍ଦ୍ର କୁମାର ଧିରଜଙ୍କର ୯ଟି ଘରେ ଚଢ଼ାଉ ଜାରି…
ଜଣେ ଦଳିତଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛି: ହରିଶ ରାୱତ
ଡେରାଡୁନ,୨୧ ।୯: ଉତ୍ତରାଖଣ୍ଡରେ କଂଗ୍ରେସର ପ୍ରଚାର ଅଭିଯାନ ପ୍ରଭାରୀ ହରିଶ ରାୱତ କହିଛନ୍ତି ଜଣେ ଦଳିତଙ୍କୁ ସେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଚାହୁଁଛନ୍ତି । ଏହାକୁ ଲକ୍ଷ୍ୟ ରଖି ତାଙ୍କ ଦଳ କାମ କରୁଛି ବୋଲି ସେ କହିଛନ୍ତି ।…
ଗୋଆରେ କେଜ୍ରିଓ୍ବାଲଙ୍କ ୭ ପ୍ରତିଶ୍ରୁତି …
ପଣଜୀ,୨୧।୯: ଅସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ମଙ୍ଗଳବାର ୭ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତି ପରିବାରର ଜଣେ ବେକାର ଯୁବକଙ୍କୁ ମାସକୁ ୩୦୦୦…
ଉରିରେ ଅନୁପ୍ରବେଶ କରିବାକୁ ଚାହୁଁଛି ବଡ ଆତଙ୍କବାଦୀ ଗ୍ରୁପ୍, ୩୦ ଘଣ୍ଟା ହେବ ଅପରେଶନ ଜାରି
ନୂଆଦିଲ୍ଲୀ,୨୧ ।୯: କଶ୍ମୀରର ଉରି ସେକ୍ଟରରେ ଏଲ୍ଓସି ନିକଟରେ ଏକ ବଡ ଆତଙ୍କବାଦୀ ଗ୍ରୁପ ସୀମାଦେଇ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଜଣାପଡିଛି । ଏମିତି ଖବର ମିଳିବା ପରେ ସେନା ଦ୍ୱାରା ଗତ ୩୦ ଘଣ୍ଟାରୁ ଅଧିକ ସମୟ ହେବ…
ତୃତୀୟ ଲହର ଆଶଙ୍କା ଘନେଇଲା, କରୋନାର ନୂଆ ଭାରିଆଣ୍ଟ୍ ଚିହ୍ନଟ …
ମୁମ୍ବାଇ,୨୧।୯: ପୁଣି ବିପଦ ଘନେଇବାରେ ଲାଗିଛି। କରୋନା ମହାମାରୀର ନୂଆ ଭାରିଆଣ୍ଟ୍ ଚିହ୍ନଟ ହୋଇଛି। ଏହା ଦ୍ୱାରା ଦେଶରେ କରୋନାର ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଚିହ୍ନଟ ହୋଇଥିବା ଭୂତାଣୁ ଡେଲ୍ଟା ଭାରିଆଣ୍ଟର ସବ-ଲାଇନ ଏଓ୍ବାଇ.୪ ବୋଲି କୁହାଯାଉଛି। ଏହା ଉପରେ…
ଦୈନିକ ସଂକ୍ରମଣ ୩୦ ହଜାର ତଳେ…
ନୂଆଦିଲ୍ଲୀ,୨୧।୯: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଫଳରେ ଲୋକେ ତୃତୀୟ ଲହର ନେଇ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବେ ୩୦ ହଜାର ତଳେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦେଶରେ ଏହି ସମୟ…
ନେତାଙ୍କ ‘ରାକ୍ଷୀ’ ଚର୍ଚ୍ଚା
ଲକ୍ଷ୍ନୌ, ୨୧ା୯: ରାଜନେତାଙ୍କ ମୁହଁରେ ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆମ୍ ଆଦ୍ମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ପରେ ଉତ୍ତରପ୍ରଦେଶ ବାଚସ୍ପତି ହୃଦୟ ନାରାୟଣ ଦୀକ୍ଷିତ୍ ମହାତ୍ମା ଗାନ୍ଧୀ ଓ ରାକ୍ଷୀ ସାଓ୍ବନ୍ତଙ୍କ…
ମହନ୍ତ ନରେନ୍ଦ୍ର ଗିରି ହତ୍ୟା ମାମଲା: ମିଳିଲା ୬ ପୃଷ୍ଠାର ସୁଇସାଇଡ୍ ନୋଟ
ପ୍ରୟାଗରାଜ,୨୧ ।୯: ଆଖଡା ପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରି ଯେଉଁ କୋଠରିରେ ଆତ୍ମହତ୍ୟା କରିଥିଲେ ଏବେ ସେଠାରୁ ୬ ପୃଷ୍ଠାର ସୁଇସାଇ୍ଡ୍ ନୋଟ ମିଳିଥିବା ଜଣାପଡିଛି । ପୋଲିସ କହିଛି ଉକ୍ତ ସୁଇସାଇଡ୍ ନୋଟରେ ଆଖଡା ପରିଷଦର ଉତ୍ତରାଧିକାରୀଙ୍କ ନାମ ଲେଖାଯାଇଛି…
ସକାଳ ୯ଟା ସୁଦ୍ଧା ପହଞ୍ଚିବାକୁ ପଡିବ କାର୍ଯ୍ୟାଳୟରେ
ଚଣ୍ଡିଗଡ଼,୨୧ ।୯: ପଞ୍ଜାବର ନୂଆ ସରକାର ତାଙ୍କ କାର୍ଯ୍ୟର ଦ୍ରୁତ ଅଗ୍ରଗତି ପାଇଁ ସମସ୍ତ ସରକାରୀ ଅଧିକାର ଓ କର୍ମଚାରୀଙ୍କୁ ସକାଳ ୯ଟା ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହା ମଧ୍ୟ ସ୍ପଷ୍ଟ କରାଯାଇଛି କି ବିଭାଗ…
Archives


