ଜାତୀୟ

କଂଗ୍ରେସକୁ ବଡ଼ ଝଟ୍‌କା

ପାଣାଜୀ,୨୭।୯: ଗୋଆରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ ଝଟ୍‌କା ଲାଗିଛି। ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ଲୁଇଜିନୋ ଫାଲେଇରୋ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଲୁଇଜିନୋ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସରେ ଯୋଗ…

କେରଳରେ କଂଗ୍ରେସକୁ ଝଟ୍‌କା: ଏଆଇସିସି ସଦସ୍ୟ ପଦରୁ ଇସ୍ତଫା ଦେଲେ ସୁଧିରନ

ଥିରୁଭାନନ୍ତପୁରମ,୨୭ ।୯: କେରଳର ବରିଷ୍ଠ କଂଗ୍ରେସ ନେତା ବି ଏସ୍ ସୁଧିରନ ଏଆଇସିସି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦୁଇଦିନ ପୂର୍ବରୁ ସେ କେପିସିସିର ରାଜନୈତିକ ମାମଲାର ସମିତି ଛାଡି ଦେଇଥିଲେ । ତାଙ୍କ ନିକଟତମ ସୂତ୍ରରୁ ଏହି ଖବର…

ଦିଲ୍ଲୀ, ପଞ୍ଜାବ, ହରିୟାଣାରେ ପ୍ରଭାବ: ଟିକାଏତ କହିଲେ ସଫଳ ହେଲା ‘ଭାରତ ବନ୍ଦ’

ନୂଆଦିଲ୍ଲୀ,୨୭ ।୯: ସଂଯୁକ୍ତ ମୋର୍ଚ୍ଚା କୃଷକ ମଞ୍ଚ ପକ୍ଷରୁ ସୋମବାର ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ବିଶେଷ ଭାବେ ଦିଲ୍ଲୀ, ହାରିୟାଣା ଓ ପଞ୍ଜାବରେ ଦେଖିବାକୁ ମିଳିଛି । ପଶ୍ଚିମ ଉତ୍ତର ପ୍ରଦେଶରେ ବି ଏହାର ପ୍ରଭାବ ଦେଖାଯାଇଥିଲା । ବିଭିନ୍ନ…

‘କଂଗ୍ରେସ ଚୁପ୍‌ ବସିବ ନାହିଁ’

ନୂଆଦିଲ୍ଲୀ,୨୭।୯: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ସୋମବାର କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। କମଲ ନାଥ କହିଛନ୍ତି ଯେ, କେନ୍ଦ୍ରରେ କୃଷକ ବିରୋଧୀ ସରକାର ମୂକ ଓ ବଧିର ଅଟନ୍ତି।…

ପ୍ରଚାରର ଶେଷ ଦିନରେ ଭାଜପା ନେତାଙ୍କ ଉପରେ ଆକ୍ରମଣ

କୋଲକତା,୨୭।୯: ପଶ୍ଚିମବଙ୍ଗର ହାଇ ପ୍ରୋଫାଇଲ ଆସନ ଭବନୀପୁରରେ ସୋମବାର ନିର୍ବାଚନ ପ୍ରଚାରର ଶେଷ ଦିନ। ଏହି ଆସନରେ ଟିଏମସିର ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀନ୍ତ୍‌ ଏବଂ ଭାଜପା ନେତ୍ରୀ ପ୍ରିୟଙ୍କା ଟିବ୍ରଓ୍ବୋଲଙ୍କ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି। ପ୍ରଚାରର ଶେଷ…

ମନ୍ଦିର ପରିସରରେ ଡ୍ୟାନ୍ସ ଭିଡିଓ ରେକର୍ଡିଂ କଲେ ଯୁବତୀ, ଆଉ ତା’ ପରେ…

ଭୋପାଳ,୨୭ା୯: ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବା ପାଇଁ ଲୋକେ ଅଜବ ଉପାୟ ସବୁ ଆପଣାଉଛନ୍ତି। ଏମିତି ଏକ ଘଟଣା ମଧ୍ୟପ୍ରଦେଶର ଛତରପୁରରେ ଦେଖିବାକୁ ମିଳିଛି। ଭିଡିଓରେ ଜଣେ ଯୁବତୀ ମନ୍ଦିର ପରିସରରେ ଠିଆ ହୋଇ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଭିଡିଓଟିକୁ…

ଟାଙ୍ଗରା ଭୂଇଁରେ ଚାଷ କରିବାକୁ ଉଦ୍ୟମ କରୁଛନ୍ତି ବିରୋଧୀ ଦଳ…

ନୂଆଦିଲ୍ଲୀ,୨୭।୯: ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ହୋଇଥିବା ଭାରତ ବନ୍ଦ ନେଇ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଅବ୍ବାସ ନକଭି ବିରୋଧୀ ଦଳଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ବିରୋଧୀ ଦଳ ଟାଙ୍ଗରା ଭୂଇଁରେ ଚାଷ କରିବାକୁ ଉଦ୍ୟମ କରୁଛନ୍ତି । ଚାଷୀ ସଂଗଠନଙ୍କ…

ବିବାଦରେ ବିପ୍ଳବ ଦେବ

ଅଗରତାଲା,୨୭ ।୯: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ପୁଣିଥରେ ବିବାଦରେ ଛନ୍ଦି ହୋଇ ପଡିଛନ୍ତି । ଏଥର ସେ ନ୍ୟାୟପାଳିକାକୁ ଚ୍ୟାଲେଞ୍ଜ କରିଛନ୍ତି । ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଘଟଣା ଶନିବାରର ବୋଲି କୁହାଯାଉଛି…

ଭାରତ ବନ୍ଦ: କୁଣ୍ଡଲି ସୀମାରେ କୃଷକ ମୃତ

ନୂଆଦିଲ୍ଲୀ,୨୭ ।୯: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଆଜି ସାରା ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହା ଅଧିକ…

କେସ୍‌ ଲଢ଼ି ମନ୍ଦିରକୁ ସୁରକ୍ଷିତ ରଖିଲେ ମୁସଲମାନ ସମ୍ପ୍ରଦାୟ…

ନୂଆଦିଲ୍ଲୀ,୨୭।୯: ମନ୍ଦିରକୁ ହଟାଇ ସେଠାରେ ଆବାସିକ କମ୍ପ୍ଲେକ୍ସ୍‌ ନିର୍ମାଣ କରିବାକୁ ଚାହୁଁଥିବା ବିଲ୍ଡରଙ୍କୁ ଶେଷରେ ହାଇକୋର୍ଟରେ ଝଟ୍‌କା ଲାଗିଛି। ଏଠାରେ ବାସ କରୁଥିବା ମୁସଲମାନ୍‌ ସମ୍ପ୍ରଦାୟ ବିଲ୍ଡରଙ୍କ ବିରୋଧରେ ହାଇକୋର୍ଟରେ କେସ୍‌ ଲଢ଼ି ଶେଷରେ ମନ୍ଦିରକୁ ସୁରକ୍ଷିତ ରଖି ଭାଇଚାରାର ଏକ…

କୋଚି-ଲକ୍ଷ୍ମୀଦ୍ୱୀପ ଦ୍ୱୀପପୁଞ୍ଜ ଅପ୍ଟିକ ଫାଇବର ପ୍ରକଳ୍ପରେ ଭାରତୀୟ ସଂସ୍ଥାଗୁଡ଼ିକ ପାଇଁ ବାଧାସୃଷ୍ଟି: ନୀତି ଆୟୋଗ ସଦସ୍ୟ…

ନୂଆଦିଲ୍ଲୀ,୨୭।୯: କୋଚି-ଲକ୍ଷ୍ମୀଦ୍ୱୀପ ଦ୍ୱୀପପୁଞ୍ଜ (କେଏଲ୍‌ଆଇ) ଅପ୍ଟିକ ଫାଇବର ପ୍ରକଳ୍ପ ପାଇଁ ଟେଣ୍ଡର ଡକା ଯାଇଛି। ତେବେ ୧,୦୭୨ କୋଟି ଟଙ୍କାର ଏହି ପ୍ରକଳ୍ପ ଭାରତୀୟ ସଂସ୍ଥାଗୁଡ଼ିକ ପ୍ରତି ବାଧା ସୃଷ୍ଟି କରିବା ପାଇଁ ଡିଜାଇନ ହୋଇଥିବା ବୈଜ୍ଞାନିକ ତଥା ନୀତି ଆୟୋଗ…

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ, ସମସ୍ତଙ୍କ ପାଖରେ ରହିବ ହେଲଥ୍‌ ଆଇଡି…

ନୂଆଦିଲ୍ଲୀ,୨୭।୯: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଭାରତ ପୁଣି ପାଦେ ଆଗକୁ ବଢ଼ିଛି। ଏହା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଏଣିକି ଦେଶର ସମସ୍ତଙ୍କ ପାଖରେ ହେଲଥ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri