‘ଏବେ କୃଷକ ଆନ୍ଦୋଳନ ବନ୍ଦ ହେବ ନାହିଁ’
ନୂଆଦିଲ୍ଲୀ,୧୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ପାଞ୍ଚ ଦଶନ୍ଧି ଧରି ସାଧାରଣ ଜୀବନରେ ମୁଁ କୃଷକଙ୍କ ଅସୁବିଧା ଏବଂ ଆହ୍ବାନକୁ ଅତି ନିକଟରୁ ଅନୁଭବ…
ଏବେ ଭାଜପାର ପରାଜୟ, ହେଉଛି ଦେଶର ବିଜୟ: କଂଗ୍ରେସ
ନୂଆଦିଲ୍ଲୀ,୧୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶକୁ ସମ୍ବୋଧନ କରି ବିବାଦୀୟ ତିନି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ନିଷ୍ପତ୍ତିକୁ କୃଷକ ଏବଂ ନିଜର ବିଜୟ ବୋଲି କଂଗ୍ରେସ ବର୍ଣ୍ଣନା କରିଛି। କଂଗ୍ରେସର ଜାତୀୟ ମୁଖପାତ୍ର…
କୁଷକଙ୍କ ବିଜୟ: ରାହୁଲ ଗାନ୍ଧୀ
ନୂଆଦିଲ୍ଳୀ,୧୯।୧୧: କେନ୍ଦ୍ର ସରକାର କୃଷି ଆଇନ ଶୁକ୍ରାବର ପ୍ରତ୍ୟାହାର କରିଛନ୍ତି। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏହାକୁ କୃଷକଙ୍କ ବିଜୟ ବୋଲି କହିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ଦେଶର ଅନ୍ନଦାତାଙ୍କ ସତ୍ୟଗ୍ରହ ଆଗରେ ଅହଂକାର ମୁଣ୍ଡ ନୁଆଁଇଛନ୍ତି। ରାହୁଲ ଗାନ୍ଧୀ…
ଚାଷୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ପ୍ରଧାନମନ୍ତ୍ରୀ ମୋଦି: କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ,୧୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶକୁ ସମ୍ବୋଧିତ କରିଛନ୍ତି। ଦେବ ଦୀପାବଳି ଏବଂ ଗୁରୁ ନାନକ ଦେବ ଜୀଙ୍କର ପବିତ୍ର ପ୍ରକାଶ ପର୍ବର ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଦୀପାବଳି…
ଲୌହ ମାନବୀଙ୍କୁ ମୋଦିଙ୍କ ସମେତ ବହୁ ନେତା ଦେଲେ ଶ୍ରଦ୍ଧାଞ୍ଜଳୀ, ଜେଜେମା’ଙ୍କୁ ମନେପକାଇଲେ ରାହୁଲ
ନୂଆଦିଲ୍ଲୀ,୧୯ ।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେହିପରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବି ଜେଜେ ମା’ ତଥା ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କ…
ଆଜି ଦେଶକୁ ସମ୍ବୋଧିତ କରିବେ ମୋଦି
ନୂଆଦିଲ୍ଲୀ,୧୯।୧୧:ଉତ୍ତରପ୍ରଦେଶ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶକୁ ସମ୍ବୋଧିତ କରିବେ। ସେ ସକାଳ ନଅଟା ବେଳେ ଦେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଗୁରୁ ନାନକ ପ୍ରକାଶ ପର୍ବ ଅବସରରେ ପିଏମ୍ଓ କାର୍ଯ୍ୟାଳୟ ଦ୍ୱାରା ଏହି ବିଷୟରେ ସୂଚନା…
ଚାଇନା ସୀମାକୁ ପଠାଇଲା ବୋମା ବର୍ଷି ବିମାନ
ନୂଆଦିଲ୍ଲୀ,୧୯ ।୧୧: ଭାରତ ସହ ଲଦ୍ଦାଖ ସୀମାରେ ଲାଗିରହିଥିବା ବିବାଦ ମଧ୍ୟରେ ଚାଇନା ଏଲ୍ଏସିରେ ବୋମା ବର୍ଷି ଏଚ୍-୬କେ ବିମାନ ମୁତୟନ କରିଦେଇଛି । ଯାହା ସିଜେ-୨୦ ମିଶାଇଲଠାରୁ ଅଧିକ କ୍ଷମତା ରଖେ । ମିଶାଇଲର ଆକ୍ରମଣ କ୍ଷମତା ଦିଲ୍ଲୀ ପର୍ଯ୍ୟନ୍ତ…
୧୦୦ ଦେଶକୁ ୬୫ ନିୟୁତ ଡୋଜ୍ କୋଭିଡ୍ ଟିକା ପଠାଇଛି ଭାରତ
ନୂଆଦିଲ୍ଲୀ, ୧୯।୧୧(ପି.ଟି.):ଚଳିତ ବର୍ଷ ଭାରତ ପାଖାପାଖି ୧୦୦ ଦେଶକୁ ୬୫ ନିୟୁତରୁ ଅଧିକ ଡୋଜ୍ କୋଭିଡ୍ ଟିକା ରପ୍ତାନି କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି। ଭାରତର ସ୍ବାସ୍ଥ୍ୟସେବା ସେକ୍ଟର ପ୍ରତି ଆସ୍ଥା ଏହାକୁ ବିଶ୍ୱ ଫାର୍ମାସୀର ଆଖ୍ୟା ଦେଇଛି।…
ବଦଳୁଛି ଗଙ୍ଗା ଗତିପଥ
ନୂଆଦିଲ୍ଲୀ, ୧୯ା୧୧:ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ ଆମ ପରିବେଶ ଉପରେ ପଡ଼ୁଛି। ଜୀବଜଗତ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି। ଏବେ ଆହୁରି ଚିନ୍ତାରେ ପକାଇବା ଭଳି ଏକ ଅନୁସନ୍ଧାନ ରିପୋର୍ଟ ସାମ୍ନାକୁ ଆସିଛି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍…
ମିଳୁନାହାନ୍ତି ବ୍ରାହ୍ମଣ କନ୍ୟା:ବିବାହ ଅପେକ୍ଷାରେ ୪୦ ହଜାର ତାମିଲ ଯୁବକ
ଚେନ୍ନାଇ, ୧୯ା୧୧:ତାମିଲନାଡୁରେ ବିବାହ ନିମନ୍ତେ ବ୍ରାହ୍ମଣ କନ୍ୟାଙ୍କ ଅଭାବ ଦେଖାଦେଇଛି। ଫଳରେ ୪୦ ହଜାରରୁ ଅଧିକ ଯୁବକ ବିବାହ ପାଇଁ ଅନ୍ୟ ରାଜ୍ୟରେ କନ୍ୟା ଖୋଜୁଥିବା ତାମିଲନାଡୁ ବ୍ରାହ୍ମଣ ଆସୋସିଏଶନ କହିଛି। ବିଶେଷ କରି ଉତ୍ତରପ୍ରଦେଶ ଏବଂ ବିହାରରେ ଏହି ସମ୍ପ୍ରଦାୟର…
ଉପରୁ ଛୁଇଁଲେ ବି ଉତ୍ପୀଡ଼ନ
ନୂଆଦିଲ୍ଲୀ,୧୯ା୧୧:ଜଣେ ୧୨ ବର୍ଷୀୟା ବାଳିକାଙ୍କୁ ୩୯ ବର୍ଷୀୟ ଅଭିଯୁକ୍ତ ଖାଦ୍ୟ ଦେବା ବାହାନାରେ ନିଜ ଘରକୁ ନେଇ ଯୌନ ଉତ୍ପୀଡ଼ନ କରିଥିଲେ। ଏହି ମାମଲାରେ ସେସନ୍ସ କୋର୍ଟ ପୋକ୍ସୋ (ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ) ଆଇନ ଏବଂ…
ଦେଶକୁ ମିଳିବ ପ୍ରଥମ ସ୍ୱଦେଶୀ ଆଟାକ ହେଲିକପ୍ଟର
ନୂଆଦିଲ୍ଲୀ,୧୯ ।୧୧: ଦେଶ ଓ ଦେଶର ସେନାଙ୍କ ପାଇଁ ଶୁକ୍ରବାର ଅର୍ଥାତ୍ ୧୯ ନଭେମ୍ବର ଏକ ବିଶେଷ ଦିନ ହେବାକୁ ଯାଉଛି । କାରଣ ଶୁକ୍ରବାର ଭାରତୀୟ ବାୟୁସେନାକୁ ମିଳିବ ସବୁଠାରୁ ହାଲୁକା ଆଟାକ ହେଲିକପ୍ଟର । ଆଉ ସବୁଠାରୁ ଗର୍ବର…
Archives


