ଜାତୀୟ

ପୁଣି ବିପଦ ଘନେଇଲା, ଫେବୃୟାରୀରେ ମହାମାରୀର ତୃତୀୟ ଲହର ଆଶଙ୍କା…

ନୂଆଦିଲ୍ଲୀ, ୨୨।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶର ୧୫ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ପହଞ୍ଚିଛି। ଏପରି ସ୍ଥଳେ ବୈଜ୍ଞାନିକମାନେ ଦେଶରେ କରୋନାର ତୃତୀୟ ଲହର ବିଷୟରେ ଆଶଙ୍କା…

ସାଉଥ ନାଭାଲ କମାଣ୍ଡ ପରିଦର୍ଶନ କରିବେ ରାଷ୍ଟ୍ରପତି

ଥିରୁଭାନନ୍ତପୁରମ୍‌,୨୨।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪ ଦିନିଆ କେରଳ ଗସ୍ତରେ ଅଛନ୍ତି। ଏହି ଗସ୍ତରେ ସେଠାରେ ସେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ମିଳିଛି । ତେବେ ରାଷ୍ଟ୍ରପତି ବୁଧବାର ସାଉଥ ନାଭାଲ କମାଣ୍ଡ ପରିଦର୍ଶନ କରିବେ ।ଏ ନେଇ…

ମହାରାଷ୍ଟ୍ର ବିଧାନସଭାରେ ସଙ୍କଟର ବାଦଲ, ୪ ପୋଲିସକର୍ମୀଙ୍କ ସମେତ ୧୦ କରୋନା ପଜିଟିଭ

ମୁମ୍ବାଇ,୨୨ ।୧୨: ମହାରାଷ୍ଟ୍ର ବିଧାନସଭାର ଶୀତକାଳିନ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ କରାଯାଇଥିବା ଆରଟିପିସିଆର୍ ଟେଷ୍ଟ ପରେ ୧୦ ଜଣ କେରାନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ ୪ ପୋଲିସକର୍ମୀ ଥିବା…

ଦେଶରେ ୨୧୩ ଓମିକ୍ରନ୍‌ ଆକ୍ରାନ୍ତ, ମହାରାଷ୍ଟ୍ରକୁ ଟପିଲା ଦିଲ୍ଲୀ…

ନୂଆଦିଲ୍ଲୀ, ୨୨।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩ ଛୁଇଁଛି। ରାଜଧାନୀ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଦିଲ୍ଲୀର ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରକୁ ଟପିଛି।…

୫୭୫ ଦିନ ପରେ ସର୍ବନିମ୍ନ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୨।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୧୨ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ୬ ହଜାର…

ରାଜନୈତିକ ସଂସ୍କାର ବିଲ୍‌କୁ ସଂସଦର ମଞ୍ଜୁରୀ

ନୂଆଦିଲ୍ଲୀ,୨୨।୧୨: ରାଜନୈତିକ ସଂସ୍କାର ବିଲ୍‌କୁ ମଙ୍ଗଳବାର ସଂସଦର ମଞ୍ଜୁରୀ ମିଳିଛି। ଭୋଟର ତାଲିକା ତଥ୍ୟ ସହ ଆଧାର ଇକୋସିଷ୍ଟମ୍‌କୁ ଯୋଡ଼ିବା ସମ୍ପର୍କିତ ଏହି ବିଧେୟକ ସୋମବାର ଲୋକ ସଭାରେ ଗୃହୀତ ହେବାର ଦିନକ ପରେ ରାଜ୍ୟ ସଭାରେ ପାରିତ ହୋଇଛି। ବିରୋଧୀଙ୍କ…

ଦେଶରେ ୫ ଦିନରେ ୪ ଗୁଣା ବୃଦ୍ଧି ହେଲାଣି ଓମିକ୍ରନ୍ ସଂକ୍ରମଣ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧୬

ନୂଆଦିଲ୍ଲୀ,୨୨ ।୧୨: ବିଶ୍ୱର ଅଧିକାଂଶ ଦେଶରେ ଓମିକ୍ରନ୍ ସଂକ୍ରମଣ ଦେଖା ଦେଇଥିବା ବେଳେ ଭାରତ ବି ଏଥିରୁ ବାଦ୍ ଯାଇନାହିଁ । ଦେଶରେ ୫ ଦିନ ମଧ୍ୟରେ ୪ ଗୁଣା ବୃଦ୍ଧି ହୋଇଛି ଓିମକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଏହାସହ ଏବେ…

କୃଷକଙ୍କ ଝିଅ ଜିତିଲେ ୩ କୋଟି ଟଙ୍କାର ସ୍କଲାରଶିପ୍‌

ଚେନ୍ନାଇ,୨୧।୧୨:ଜଣେ କୃଷକଙ୍କ ଝିଅ କେବଳ ଦେଶରେ ନୁହେଁ ବରଂ ବିଶ୍ୱରେ ନିଜ ତଥା ନିଜ ଅଞ୍ଚଳର ନାମକୁ ଆଲୋକିତ କରିଛି । ମାତ୍ର ୧୭ ବର୍ଷ ବୟସରେ ତାମିଲନାଡୁର ଝିଅ ସ୍ବେଗା ସମିନାଥନ ଆମେରିକାର ପ୍ରତିଷ୍ଠିତ ଚିକାଗୋ ବିଶ୍ୱବିଦ୍ୟାଳୟରୁ ପ୍ରାୟ ୩…

ମିନିଟ୍‌ ପିଛା ଅର୍ଡର ହେଉଛି ୧୧୫ ପ୍ଲେଟ୍‌ ବିରିୟାନୀ

ନୂଆଦିଲ୍ଲୀ,୨୨।୧୨: ଦେଶରେ ଚଳିତ ବର୍ଷ ପ୍ରତି ମିନିଟ୍‌ରେ ୧୧୫ ପ୍ଲେଟ ବିରିୟାନୀ ଅର୍ଡର କରାଯାଉଛି। ମଙ୍ଗଳବାର ଏଭଳି ତଥ୍ୟ ରଖିଛି ଖାଦ୍ୟ ଡେଲିଭର କରୁଥିବା ପ୍ଲାଟଫର୍ମ ସୁଇଗି। “୪.୨୫ ଲକ୍ଷ ୟୁଜର ସୁଇଗିରେ ପ୍ରଥମେ ଚିକେନ ବିରିୟାନୀ ମଗାଇଛନ୍ତି। ଏହି ଆପ୍‌…

ଇଣ୍ଡିଆନ୍‌ ଅଏଲ୍‌ ରିଫାଇନେରିରେ ଭୟଙ୍କର ଅଗ୍ନିକାଣ୍ଡ

ହଳଦିଆ,୨୧।୧୨- ପଶ୍ଚିମବଙ୍ଗର ହଳଦିଆରେ ଥିବା ଇଣ୍ଡିଆନ୍‌ ଅଏଲ୍‌ ରିଫାଇନାରିରେ ମଙ୍ଗଳବାର ଅପରାହ୍ନ ୩ଟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୪ ଆହତ ହୋଇଛନ୍ତି। ବିଶୋଧନାଗାର ବନ୍ଦ କରାଯାଉଥିବାବେଳେ ଫ୍ଲାଶ୍‌ ଫାୟାର ଯୋଗୁ ନିଆଁ ଲାଗିଥିଲ। ଇଣ୍ଡିଆନ୍‌…

ପିଲାଙ୍କ ଆକାଉଣ୍ଟ ହ୍ୟାକ୍‌ କରିଛି ଭାଜପା

ଲକ୍ଷ୍ନୌ,୨୧।୧୨: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ରେହନ(୨୦) ଓ ଝିଅ ମିରାୟା(୧୮)ଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ ହୋଇଛି। ଏହା ପଛରେ ଭାଜପାର ହାତ ଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ…

ପୁଅ ବିରୋଧ କରୁଛନ୍ତି, ହାତ ମିଳାଇଲେ ବାପା

ଲକ୍ଷ୍ନୌ/ନୂଆଦିଲ୍ଲୀ,୨୧।୧୨: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଶାସକ ଭାଜପା ଏବଂ ବିରୋଧୀ ସମାଜବାଦୀ ପାର୍ଟି (ଏସ୍‌ପି) ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ଏକ ଫଟୋକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏଥିରେ ଏସ୍‌ପି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ଭାଜପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?