ମୁମ୍ବାଇ ପୋଲିସକୁ ୟୁଜରଙ୍କ ପ୍ରଶ୍ନ-ମୋ ନାଁ ସନି, ମୁଁ ବାହାରକୁ ଯାଇପାରିବି କି?
ମୁମ୍ବାଇ, ୨୫।୫: ମଜାଳିଆ ପୋଷ୍ଟ ମାଧ୍ୟମରେ ସଚେତନତାର ବାର୍ତ୍ତା ଦେବାରେ ମୁମ୍ବାଇ ପୋଲିସର କେହି ସମକକ୍ଷ ହୋଇପାରିବେ ନାହିଁ। ନିକଟରେ ଜଣେ ୟୁଜର ଟୁଇଟରରେ ମୁମ୍ବାଇ ପୋଲିସକୁ ଟ୍ୟାଗ କରି ଏକ ପ୍ରଶ୍ନ କରିଥିଲେ। ମୋ ନାଁ ସନି। ମୁଁ...
ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା ଟାଓ୍ବେଲ ପିନ୍ଧି ଅନଲାଇନ କ୍ଲାସ ନେବା
ଚେନ୍ନାଇ, ୨୫।୫: ଟାଓ୍ବେଲ ପିନ୍ଧି ଅନଲାଇନ କ୍ଲାସ ନେବା ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ଚାକିରି ହରାଇବା ସହ ଗିରଫ ହୋଇଛନ୍ତି ଚେନ୍ନାଇର ଜଣାଶୁଣା ସ୍କୁଲର ଜଣେ ୫୯ ବର୍ଷୀୟ ଶିକ୍ଷକ। ଚେନ୍ନାଇର କେକେ ନଗର ଅଞ୍ଚଳରେ ଥିବା ସ୍କୁଲ ସେଶାଦ୍ରି...
ଭାଇ-ଭାଉଜଙ୍କୁ ହତ୍ୟା କରିବା ପରେ କାଟିଦେଲେ ବର୍ଷକର ପୁତୁରାଙ୍କ ଗୋଡ଼, ହାତ
ଭାଡୋଇ, ୨୫।୫: ପାରିବାରିକ କଳହ ଯୋଗୁ ଜଣେ ବ୍ୟକ୍ତି ତାଙ୍କ ବଡ଼ ଭାଇ ଓ ଭାଉଜଙ୍କୁ ହତ୍ୟା କରିବା ପରେ ବର୍ଷକର ପୁତୁରାଙ୍କ ଗୋଡ଼ ଓ ହାତ କାଟି ଦେଇଛନ୍ତି। ଏଭଳି ହୃଦୟ ଥରାଇ ଦେଲା ଭଳି ଘଟଣା ଉତ୍ତର...
ବିଶାଖାପାଟଣା ଅଏଲ ରିଫାଇନାରିରେ ଅଗ୍ନିକାଣ୍ଡ
ବିଶାଖାପାଟଣା, ୨୫।୫: ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାସ୍ଥିତ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍ (ଏଚ୍ପିସିଏଲ) ପ୍ଲାଣ୍ଟରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଘଟଣା ସ୍ଥଳରେ ନିଆଁକୁ ଆୟତ କରିବାକୁ ଉଦ୍ୟମ କରୁଛନ୍ତି ଫାୟାର ଟେଣ୍ଡର୍ସ। ଏଚ୍ପିସିଏଲର ୟୁନିଟ୍ ୩ ପ୍ଲାଣ୍ଟରେ ବିସ୍ଫୋରଣ ଘଟିଛି।...
ଇନ୍ଦୋରରେ ଅନ୍ଲକ୍ ପାଇଁ ପ୍ରସ୍ତୁତି: ସାନିଟାଇଜ୍ କରାଗଲା ଫଳ, ପନିପରିବା ଦୋକାନ
ଇନ୍ଦୋର,୨୫।୫: ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ମଧ୍ୟପ୍ରଦେଶ ସରକାର ସହର ଅନ୍ଲକ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ରାଜ୍ୟର ସବୁଠାରୁ ଅଧିକ କରୋନା ପ୍ରଭାବିତ ସହର ଇନ୍ଦୋରକୁ ଜୁନ୍ ୧ରୁ ଅନ୍ଲକ୍ କରିବାକୁ ନିଷ୍ପତ୍ତି ନିଆଯାଇଛି।...
୧୮ ଜିଲାରେ ଘରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ମନା: ଯିବାକୁ ପଡ଼ିବ ଆଇସୋଲେଶନ ସେଣ୍ଟର…
ମୁମ୍ବାଇ,୨୫।୫: ଏବେ କରୋନା ଆକ୍ରାନ୍ତଙ୍କ ଚିକିତ୍ସାକୁ ଘରେ ନ କରାଯିବାକୁ ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। କରୋନା ପଜିଟିଭ୍ ହେଲେ ଆକ୍ରାନ୍ତଙ୍କୁ ଆଇସୋଲେଶନ ସେଣ୍ଟର ଯିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସରକାର କହିଛନ୍ତି। ରାଜ୍ୟର ୧୮ ଜିଲାରେ...
ପଳାତକ ଚୋକ୍ସି ଆଣ୍ଟିଗୁଆରୁ ଫେରାର୍…
ନୂଆଦିଲ୍ଲୀ,୨୫।୫: କୋଟି କୋଟି ଟଙ୍କାର ବ୍ୟାଙ୍କ ଅର୍ଥ ହେର୍ଫେର୍ କରିଥିବା ପଳାତକ ଘୋଷିତ ହୋଇଥିବା ମେହୁଲ ଚୋକ୍ସି ଆଣ୍ଟିଗୁଆରୁ କୌଣସି ଗୁପ୍ତ ସ୍ଥାନକୁ ଚାଲିଯାଇଛନ୍ତି। ସେ କ୍ୟୁବାକୁ ଯାଇଥିବାର ସନ୍ଦେହ କରାଯାଉଛି। ଚୋକ୍ସିଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବା ଲାଗି ସମସ୍ତ...
ରାସ୍ତାରେ କରୋନା ଟେଷ୍ଟ: ବିରୋଧ କରିବାରୁ ମାଡ଼ ମାରିଲେ ସ୍ବାସ୍ଥ୍ୟ ଅଧିକାରୀ
ବେଙ୍ଗାଲୁରୁ,୨୫।୫: ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଲକ୍ଡାଉନ୍ ସମୟରେ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ସହ ର୍ଦୁବ୍ୟବହାର କରାଯାଇଥିବା ଘଟଣା ଅନେକ ଥର ସାମ୍ନାକୁ ଆସିଛି। ହେଲେ ଏବେ କର୍ନାଟକର ନଗରଥପେଟରୁ ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାର ଏକ...
କୋଭିଡ ଚିକିତ୍ସାରେ ଏବେ ସାମିଲ ହେବ ଆୟୁର୍ବେଦିକ ଚିକିତ୍ସା: ମାଗଣାରେ ରୋଗୀଙ୍କୁ ବଣ୍ଟାଯିବ ୧ଲକ୍ଷ କରୋନିଲ୍ କିଟ୍
ଚଣ୍ଡିଗଡ଼,୨୫।୫: ଗୋଟିଏ ପଟେ ଯୋଗ ଗୁରୁ ବାବା ରାମଦେବ କ୍ରମାଗତ ଭାବେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ହରିଆଣାରେ କରୋନା ରୋଗୀଙ୍କୁ ନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। କରୋନା ରୋଗୀଙ୍କ ଶୀଘ୍ର ଆଶୁ ଆରୋଗ୍ୟ...
୨୬ ମେ’ରୁ ଭାରତରେ ବନ୍ଦ ହେବ କି ଫେସବୁକ୍-ଟୁଇଟର-ଇନଷ୍ଟାଗ୍ରାମ୍ …
ନୂଆଦିଲ୍ଲୀ,୨୫।୫: କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତରେ କାରବାର କରୁଥିବା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ପାଇଁ କେତେକ ନିୟମ ପାଳନ କରିବା ଲାଗି ମାର୍ଗଦର୍ଶିକା ଜାରି ହୋଇଥିଲା। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ୩ ମାସର ସମୟ ମଧ୍ୟ...
ଲିଭ୍ଇନ୍ରେ ଲଢ଼େଇ, ବୃଦ୍ଧଙ୍କୁ ରାସ୍ତାରେ ନିସ୍ତୁକ ପିଟିଲେ ମହିଳା…
ମୁଜାଫରପୁର,୨୫।୫: ଜଣେ ବୃଦ୍ଧଙ୍କ ପାଇଁ ଲିଭ୍ଇନ୍ ରିଲେଶନଶିପ୍ରେ ରହିବା ମହଙ୍ଗା ପଡ଼ିଛି। କୌଣସି କାରଣରୁ ବୃଦ୍ଧ ଏବଂ ତାଙ୍କ ସହିତ ଲିଭ୍ଇନ୍ରେ ରହୁଥିବା ମହିଳାଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ପରିସ୍ଥିତି ଭୟଙ୍କର ହୋଇଥିଲା। ଶେଷରେ ଘର କଥା ଦାଣ୍ଡକୁ ଆସିଛି।...
କୋଭାକ୍ସିନ୍ ସମ୍ପର୍କିତ ୯୦ ପ୍ରତିଶତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଡବ୍ଲ୍ୟୁଏଚ୍ଓରେ ଦାଖଲ ହୋଇଛି: ଭାରତ ବାୟୋଟେକ୍…
ନୂଆଦିଲ୍ଲୀ,୨୫।୫: ଭାରତରେ ଦେଖାଦେଇଥିବା କରୋନା ମହାମାରୀ ଭୂତାଣୁ ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ଦେଶରେ ସେରମ୍ ଇନଷ୍ଟିଚ୍ୟୁଟ୍ର କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ୍ ଟିକାକୁ ସାର୍ବଜନୀକ ଟିକାକରଣ ଅଭିଯାନରେ ସାମିଲ କରାଯାଇଛି। ତେବେ ଭାରତ...
Archives


